Latest Odisha News

BREAKING NEWS

Browsing Category

ଓଡିଶା

Odisha

ପରଲୋକରେ ‘ଛବିରାଣୀ ହତ୍ୟାକାଣ୍ଡ’ର ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଥିବା ବିଚାରପତି

ଭୁବନେଶ୍ୱର: ୮୦ ଦଶକର ବହୁ ଚର୍ଚିତ "ଛବିରାଣୀ ହତ୍ୟାକାଣ୍ଡ" ମାମଲାରେ ଅଭିଯୁକ୍ତ ମାନଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଥିବା ତତ୍କାଳୀନ କଟକ ଦୌରା ଜଜ ଶ୍ରୀ କୃଷ୍ଣ ଚନ୍ଦ୍ର କରଙ୍କର ଆଜି ଦେହାନ୍ତ ହୋଇଯାଇଛି । କେନ୍ଦ୍ରାପଡ଼ା ସାନମଙ୍ଗଳା ସ୍ଥିତ ବାସଭବନରେ ତାଙ୍କ ପରଲୋକ ହୋଇଛି । ମମୃତ୍ୟୁ ବେଳକୁ…

କଟକରେ ଏଥର ମଣ୍ଡପରେ ଦୁର୍ଗାପୂଜା ମନା

କଟକ: ଏଥର ସିଲଭର ସିଟିରେ ଜମିବନି ଦଶହରା । ମଣ୍ଡପକୁ ଆସିବେନି ମା’ ଦୁର୍ଗା । କୋଭିଡ ଗାଇଡଲାଇନ୍ ଦୃଷ୍ଟିରେ ରଖି ଚଳିତ ବର୍ଷ କଟକଣା ଭିତରେ କଟକରେ ପାଳନ ହେବ ଦୁର୍ଗାପୂଜା । ଏନେଇ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଚଳିତ ବର୍ଷ ଦୁର୍ଗାପୂଜା ମଣ୍ଡପ…

ଭୁବନେଶ୍ୱରରେ ୩ ହଜାର ଟପିଲା କରୋନା ଆକ୍ଟିଭ କେସ୍‌

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୩୩୨ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି)।…

ମାନବ ସମ୍ବଳର ବିକାଶ, ରାଷ୍ଟ୍ରକୁ ପ୍ରଗତି ପଥରେ ଅଗ୍ରସର କରାଏ : ବୈଜୟନ୍ତ

ଭୁବନେଶ୍ୱର - ଆମ ରାଜ୍ୟର ସାମର୍ଥ୍ୟ ପ୍ରାକୃତିକ ସମ୍ବଳ । ଯାହା ବିଭିନ୍ନ ପୁଞ୍ଜିନିବେଶର ମୁଖ୍ୟ ଆକର୍ଷଣ । କିନ୍ତୁ ଯଦି ଆମେ ଭିତ୍ତିଭୂମି କ୍ଷେତ୍ରକୁ ଅନୁଧ୍ୟାନ କରିବା ପ୍ରକଳ୍ପ ଆରମ୍ଭ କରିବା ପାଇଁ ଜମି ଅଧିଗ୍ରହଣ ଏକ ମୁଖ୍ୟ ପ୍ରତିବନ୍ଧକ । ଆମ ସାମର୍ଥ୍ୟ ଜାଣିବା ସହିତ ଆମର ଦୁର୍ବଳତାକୁ…

ଏଣିକି ୧୨ ଶହ ଟଙ୍କାରେ କରୋନା(RT-PCR ) ଟେଷ୍ଟ

ଭୁବନେଶ୍ୱର: ରାଜ୍ୟରେ ଶସ୍ତା ହେଲା କରୋନା ଟେଷ୍ଟ । ଏଣିକି ଘରୋଇ ସଂସ୍ଥାରେ ୧୨ ଶହ ଟଙ୍କାରେ ହେବ RT-PCR ଟେଷ୍ଟ । ପୂର୍ବରୁ କୋଭିଡ ଟେଷ୍ଟ ପାଇଁ ୨୨ଶହ ଟଙ୍କା ଦେୟ ସ୍ଥିର ହୋଇଥିଲା । ଏବେ କିନ୍ତୁ ଏହାକୁ ହଜାରେ ଟଙ୍କା କମାଇ ଦିଆଯାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ…

ପରୀକ୍ଷା ଘୁଞ୍ଚାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ସାଂସଦଙ୍କ ଚିଠି

ଭୁବନେଶ୍ୱର: ସାରା ରାଜ୍ୟରେ ଜାରି ରହିଛି ମହାମାରୀର ପ୍ରକୋପ । ଦିନକୁ ଦିନ ଅତ୍ୟନ୍ତ ଉଗ୍ର ରୂପ ନେଇଛି କିଲର ଭାଇରା କରୋନା । ତେଣୁ ଏହାକୁ ଦୃଷ୍ଟିରେ ରଖି ପରୀକ୍ଷା ଘୁଂଚାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ । ଜେଇଇ, ନିଟ୍ ସହ ଅନ୍ୟ ସମସ୍ତ…

ଚଳିତ ଆର୍ଥିକ ବର୍ଷରେ ନର୍ମାଣ ହୋଇଛି ୧ଲକ୍ଷରୁ ଉର୍ଦ୍ଧ୍ୱ ପକ୍କା ଘର

ଭୁବନେଶ୍ୱର: ରାଜ୍ୟରେ ଚଳିତ ଆର୍ଥିକ ବର୍ଷରେ ନିର୍ମାଣ ହୋଇଛି ୨ ଗୁଣରୁ ଅଧିକ ପକ୍କା ଘର । ୧, ୧୪, ୬୪୪ ପକ୍କା ତିଆରି ହୋଇଛି, ଯାହା ଗତ ଆର୍ଥିକ ବର୍ଷଠାରୁ ୨ଗୁଣ ଅଧିକା । ୨୦୧୪-୧୫ରୁ ଏଯାଏଁ ୨୬ ଲକ୍ଷ ୮୪ ହଜାର ୮୧୮ ପକ୍କା ଘର ନିର୍ମାଣ ସରିଛି । ଶୀଘ୍ର ଗୃହ ନିର୍ମାଣ କରିବା ପାଇଁ…

ଆହୁରି ବର୍ଷିବ, ୯ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବର୍ତ୍ତମାନ ୱେଲମାର୍କ ଲୋ ପ୍ରେସରରେ ପରିଣତ ହୋଇଛି । ଏହାସହ ଅଧିକ ଘନିଭୂତ ହେବାରେ ଲାଗିଛି । ଏହାର ପ୍ରଭାବରେ ରାଜ୍ୟରେ କେତେକ ଜିଲ୍ଲାରେ ବର୍ଷା ମଧ୍ୟ ଜାରି ରହିଛି । କିନ୍ତୁ ୨୬ ଓ ୨୭ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା…

ଦୁର୍ଗା ପୂଜା ପାଇଁ ହାଇକୋର୍ଟରେ ଆବେଦନ

ଭୁବନେଶ୍ୱର: ଦୂଗାପୂଜା ଅନୁମତି ପାଇଁ ହାଇକୋର୍ଟରେ ଆବେଦନ । କଟକ ବାଲୁବଜାର ପୂଜା କମିଟି ପକ୍ଷରୁ ହାଇକୋର୍ଟରେ ଆବେଦନ କରାଯାଇଛି । କୋଭିଡ ନିୟମ ପାଳନ କରି ପୂଜା କରାଯିବ । ତେଣୁ ଦୀର୍ଘ ଦିନର ପରମ୍ପରା ନ ଭାଙ୍ଗିବାକୁ ପୂଜା କମିଟି ପକ୍ଷରୁ ଆବେଦନ କରାଯାଇଛି । କରୋନା ମହାମାରୀ ଯୋଗୁଁ…

ଅକ୍ଟୋବର ୧ରୁ ଆରମ୍ଭ ହେବ ରନ୍‌ୱେ କାର୍ପେଟିଂ କାମ, ୮ ଘଣ୍ଟା ବନ୍ଦ ରହିବ ବିମାନ ସେବା

ଭୁବନେଶ୍ୱର: ଅକ୍ଟୋବର ୧ରୁ ବିଜୁ ପଟ୍ଟନାୟକ ବିମାନବନ୍ଦର ରନୱେର କାର୍ପେଂଟି କାମ ଆରମ୍ଭ ହେବ । ଏଥିପାଇଁ ରାତି ୧୧ରୁ ସକାଳ ୭ ପର୍ଯ୍ୟନ୍ତ ବିମାନ ଯିବା,ଆସିବା ବନ୍ଦ ରହିବ । ଚାରି ମାସ ଧରି କାର୍ପେଟିଂ କାମ ଚାଲିବ । କରୋନା ମହାମାରୀ ଓ ଲକଡାଉନ ଯୋଗୁଁ ୫୦ ପ୍ରତିଶତରୁ ଅଧିକ କ୍ଷତି ସହିଛି…