Latest Odisha News

BREAKING NEWS

Browsing Category

ଓଡିଶା

Odisha

ବୁର୍ଲା ଭିସୁଟ ସହ ଏମଓୟୁ ସ୍ୱାକ୍ଷର କଲା ଇସ୍ରୋ

ଭୁବନେଶ୍ୱର: ଭାରତୀୟ ଅନ୍ତରୀକ୍ଷ ଗବେଷଣା କେନ୍ଦ୍ର (ଇସ୍ରୋ) ପକ୍ଷରୁ ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍‌) ସହ ମଙ୍ଗଳବାର ଦିନ ଏମଓୟୁ ସ୍ୱାକ୍ଷରିତ କରାଯାଇଛି । ଯାହା ଫଳରେ ଇସ୍ରୋ ପକ୍ଷରୁ ମହାକାଶ ଗବେଷଣା କ୍ଷେତ୍ରରେ ବୈଷୟିକ ଓ ଆର୍ଥୀକ ସହାୟତା…

‘ଡିଜିନ’ ପତ୍ରିକାରେ ଓଡ଼ିଶାର କୃଷି ଭବନ

ଭୁବନେଶ୍ୱର: ବିଶ୍ୱସ୍ତରୀୟ ପତ୍ରିକା ‘ଡିଜିନ୍’ରେ ସ୍ଥାନ ପାଇଛି ଓଡିଶାର କୃଷି ଭବନ । ଭାରତର ସର୍ବପ୍ରଥମ ସରକାରୀ ସୌଧ ଭାବେ ଏହା ସ୍ଥାନ ପାଇଛି ।ପ୍ରାୟ ୧.୩ ଲକ୍ଷ ବର୍ଗ ଫୁଟ ପରିମିତ ସ୍ଥାନରେ ନିର୍ମିତ ଏହି କୃଷିଭବନକୁ ଦିଲ୍ଲୀର ଷ୍ଟୁଡିଓ ଲୋଟସ ପକ୍ଷରୁ ଡିଜାଇନ କରାଯାଇଛି । ଏହାର…

ଗ୍ରାମୀଣ ଅର୍ଥନୀତିର ପୁନରୁଦ୍ଧାର ପାଇଁ କୋଭିଡ-୧୯ ସହାୟତା ପ୍ୟାକେଜ ଘୋଷଣା

ଭୁବନେଶ୍ୱର: ଗ୍ରାମୀଣ ଅର୍ଥନୀତିର ପୁନରୁଦ୍ଧାର କାର୍ଯ୍ୟ ପାଇଁ ପ୍ୟାକେଜ ଘୋଷଣା ହୋଇଛି । କରୋନା ମହାମାରୀ ସମୟରେ ଗ୍ରାମୀଣ ଅର୍ଥନୀତିର ପୁରରୁଦ୍ଧାର  ନିମନ୍ତେ ମୁଖ୍ୟମନ୍ତ୍ରୀ  କୋଭିଡ-୧୯ ସହାୟତା ପ୍ୟାକେଜକୁ  ଅନୁମୋଦନ କରିଛନ୍ତି । ଗ୍ରାମୀଣ ଅଣୁ ଏବଂ କ୍ଷୁଦ୍ର ଉଦ୍ୟୋଗର ବିକାଶ ପାଇଁ ଋଣ…

ଶ୍ରୀଜଗନ୍ନାଥ ମନ୍ଦିର ରତ୍ନ ଭଣ୍ଡାରର ଅନୁଧ୍ୟାନ ପାଇଁ ଓଡିଶା ସରକାରଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ପୁରୀ ଜଗନ୍ନାଥ ମନ୍ଦିରରେ ଥିବା ‘ରତ୍ନ ଭଣ୍ଡାର’ର ଅଳଙ୍କାର ଗୁଡିକର ଅନୁଧ୍ୟାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ସରକାର । ଏସମ୍ପର୍କରେ ରାଜ୍ୟ ଆଇନ ବିଭାଗ ପକ୍ଷରୁ ଜଗନ୍ନାଥ ମନ୍ଦିର ପ୍ରଶାସନକୁ ଏକ ଚିଠି କରାଯାଇଛି । ଆହୁରି ମଧ୍ୟ ମୁକ୍ତି ମଣ୍ଡପରେ ଖାଲି ପଡିଥିବା…

ନିଟ୍ ଓ ଜେଇଇ ପରୀକ୍ଷା ସ୍ଥଗିତ ପାଇଁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କରୋନା ମହାମାରୀ ସମୟରେ ନିଟ୍ ଓ ଜେଇଇ (ମେନ୍‌) ଭଳି ପରୀକ୍ଷା ସ୍ଥଗିତ ପାଇଁ ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ଅନୁରୋଧ କରିଛନ୍ତି । ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ଜେଇଇ (ମେନ୍‌) ସେପ୍ଟେମ୍ବର ୧ରୁ୬ ଏବଂ ନିଟ୍ ପରୀକ୍ଷା…

ପଟ୍ଟାଙ୍ଗି ବିଧାୟକ କରୋନା ପଜିଟିଭ

ପଟ୍ଟାଙ୍ଗି: ରାଜ୍ୟର ପଟ୍ଟାଙ୍ଗି ବିଧାୟକ ପିତମ ପାଢୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ ଏନେଇ ଫେସବୁକ୍ ପେଜରେ ସୂଚନା ଦେଇଛନ୍ତି । ସେ ଉକ୍ତ ପୋଷ୍ଟରେ ଉଲ୍ଲେଖ କରିିଛନ୍ତି ଯେ ଲକ୍ଷଣ ଦେଖାଯିବାରୁ କରୋନା ଟେଷ୍ଟ କରାଇଥିଲେ । ଯାହା ପଜିଟିଭ ବାହାରିଛି । ସେ ଏବେ ଆଇସୋଲେସନରେ ଅଛନ୍ତି…

ଓଡିଶାରେ ଆଉ ୯ କରୋନା ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ମଙ୍ଗଳବାର ଦିନ ଆଉ ୯ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୪୨୮ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ବାଲେଶ୍ୱରରୁ ୧, ଭୁବନେଶ୍ୱରରୁ ୧, ବଲାଙ୍ଗିରରୁ ୧, କଟକରୁ ୧, ଗଜପତିରୁ ୧,…

ସଂକ୍ରମଣରେ ଚାଇନାକୁ ଟପିବ ଓଡିଶା : ମୋଟ ସଂଖ୍ୟା ୮୪୦୦୦ ପାର୍

ଭୁବନେଶ୍ୱର: ରାଜ୍ୟରେ ସଙ୍ଗିନ ହେଉଛି କରୋନା ସ୍ଥିତି। ସଂକ୍ରମଣରେ ଚୀନକୁ ଟପିବାକୁ ବସିଲାଣି ଓଡିଶା। ରିପୋର୍ଟ ଅନୁଯାୟୀ ଚୀନର ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୪,୯୮୧ ହୋଇଥିବା ବେଳେ ଓଡ଼ିଶାରେ ସଂକ୍ରମିଟଙ୍କ ସଂଖ୍ୟା ପହଞ୍ଚିଛି ୮୪,୨୩୧ ରେ । ରିପୋର୍ଟ ଅନୁଯାୟୀ, ରାଜ୍ୟରେ ଗତ ୨୪ ଘଣ୍ଟାରେ…

ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର କୋଭିଡ ପରୀକ୍ଷଣ ଅଭିଯାନ; ଗଡ଼ିଲା ସଞ୍ଜିବନୀ ରଥ

ରାଉରକେଲା: କୋଭିଡ ୧୯ ସଂକ୍ରମଣକୁ ପ୍ରତିହତ କରିବା ଲାଗି ରାଉରକେଲା ମହାନଗର ନିଗମ ପକ୍ଷରୁ ବହୁବିଦ୍ଧ ପଦକ୍ଷେପ ନିଆଯାଉଥିବା ବେଳେ ଏବେ ଜିଲ୍ଲା ପ୍ରଶାସନ ପକ୍ଷରୁ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର କୋଭିଡ ୧୯ ପରୀକ୍ଷଣ ଅଭିଯାନ ଆଜି ରାଉରକେଲା ରେ ଆରମ୍ଭ ହୋଇଛି। ଏହି ଅଭିଯାନ…

ସେପ୍ଟେମ୍ବର ପ୍ରଥମ ସପ୍ତାହରେ ବାହାରିବ ଯୁକ୍ତ ୨ କଳା ପରୀକ୍ଷା ଫଳ

ଭୁବନେଶ୍ୱର: ସେପ୍ଟେମ୍ବର ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ୨ କଳା ପରୀକ୍ଷା ଫଳାଫଳ। ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ଅଗଷ୍ଟ ଶେଷ ସପ୍ତାହରେ ଏହି ପରୀକ୍ଷା ଫଳ ବାହାରିବାର ଥିଲା । ମାତ୍ର CHSEର ୨ କର୍ମଚାରୀ କୋରୋନା ପଜିଟିଭ ଚିହ୍ନଟ ପରେ…