Latest Odisha News

BREAKING NEWS

Browsing Category

ଓଡିଶା

Odisha

ଦେଶ ପାଳୁଛି ୭୪ତମ ସ୍ୱାଧୀନତା ଦିବସ

ଭୁବନେଶ୍ୱର: ଦେଶ ସ୍ୱାଧୀନତାକୁ ଆଜି ପୂରିଛି ୭୪ ବର୍ଷ । ସାରା ଦେଶ ପାଳୁଛି ସ୍ୱାଧୀନତା ଦିବସ । ପଲ୍ଲୀରୁ ଦିଲ୍ଲୀ, କାଶ୍ମୀରଠାରୁ କନ୍ୟାକୁମାରୀ ସବୁଠି ଫର ଫର ହୋଇ ଉଡୁଛି ତ୍ରିରଙ୍ଗା । ଚଳିତବର୍ଷ କରୋନା ଯୋଗୁ କଟକଣା ଭିତରେ ପାଳନ କରାଯାଇଛି ସ୍ୱାଧୀନତା ଦିବସ । କିନ୍ତୁ ଦେଶବାସୀଙ୍କ…

ଅନୁଗୋଳରୁ ଏଟିଏମ୍ ତାଡି ଲୁଟିଥିଲେ, ଛତିଶଗଡ଼ରୁ ଧରାପଡିଲେ ୭ ଲୁଟେରା

ଅନୁଗୋଳ: ଦୁଇ ଦୁଇଟି ଏଟିଏମ୍ ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ୍ କରିଥିବା ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି ଅନୁଗୁଳ ପୋଲିସ । ୭ ଅଭିଯୁକ୍ତଙ୍କୁ ଛତିଶଗଡ଼ ବୌଲଦାବଜାର ଜିଲ୍ଲାରୁ ଗିରଫ କରାଯାଇଛି । ସେମାନଙ୍କୁ ରିମାଣ୍ଡରେ ଆଣି କୋର୍ଟରେ ହଜାର କରାଇଥିଲା ଅନୁଗୋଳ ପୋଲିସ । ଜବତ ହୋଇଛି ୧୮ ଲକ୍ଷ ୫୦…

ରତ୍ନସିଂହାସନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବଣଭୋଜି ବେଶ

ଆଜି ଭାଦ୍ରବ ମାସ କୃଷ୍ଣ ପକ୍ଷ ଦଶମୀ ତିଥିରେ ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ବଣଭୋଜି ବେଶ ଅନୁଷ୍ଠିତ ହୋଇଛି । ହାତରେ ବାଡି ଆଉ ଶିକାରେ ଲହୁଣୀ ଧରି ବେଶ ହୋଇଥାନ୍ତି କଳା ଗୋରା ଦୁଇ ଠାକୁର । ଗଜପତି ପ୍ରତାପରୁଦ୍ର ଦେବଙ୍କ ସମୟରେ ରାୟା ରାମାନନ୍ଦ ଓ ଶ୍ରୀ ଚୈତନ୍ୟଙ୍କ…

ସାଇମୁନ୍ ୨୦୨୦ ଆୟୋଜିତ କରୁଛି ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍

ଭୁବନେଶ୍ୱର: ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ଅଗଷ୍ଟ ୧୩ ଏବଂ ୧୪ରେ ଏହାର ପ୍ରଥମ ଇସାଇ ମଡେଲ୍ ୟୁନାଇଟେଡ୍ ୨୦୨୦, ଆନୁଆଲ୍ ମଡେଲ୍ ୟୁନାଇଟେଡ୍ ନେସନ୍ ସମ୍ମିଳନୀ ଆୟୋଜନ କରୁଛି। ନେତୃତ୍ୱ ଦକ୍ଷତା ଗଢିବା, ବିଶ୍ୱ ସାକ୍ଷରତା ବୃଦ୍ଧି କରିବା ଏବଂ ସବୁ ପରିସ୍ଥିତିରେ କାର୍ଯ୍ୟ କରିବା ପାଇଁ…

ଶ୍ରୀମନ୍ଦିରରେ କୋଳି ଖାଇଲେ କଳାଠାକୁର

'ଫଳ ବିକ୍ରୟିଣୀ ତସ୍ୟ ଚ୍ୟୁତ ଧାନ୍ୟଂ କରଦ୍ୱୟଂ ପଳୈର ପୂରୟଦ ରତ୍ନୈଃ ଫଳଭାଣ୍ଡମ ପୂରି ଚ'  ଆଜି ଭାଦ୍ରବ କୃଷ୍ଣ ଦଶମୀ ତିଥିରେ, ପରମ୍ପରା ଅନୁଯାୟୀ ଶ୍ରୀଜୀଉମାନଙ୍କର ବଣ ଭୋଜି ବେଶ, କୋଳିବିକା ନୀତି, ବକାସୁର ବଧ ଓ ଅର୍ଘାସୁର ବଧ, କୃଷ୍ଣଲୀଳା ନୀତି ଆଦି ଅନୁଷ୍ଠିତ ହୋଇଛି । ଏହି…

ପଖାଳ ମୋର ପସନ୍ଦ, ପିଠା ପ୍ରତି ରହିଛି ବିଶେଷ ରୁଚି: ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଖାଳ ଖାଇବାକୁ ଭଲ ପାଆନ୍ତି । ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଆରମ୍ଭ ହେବାକୁ ଯାଉଥିବା ‘ଆମ ଘର ଆମ ହାଣ୍ଡିଶାଳ’ କାର୍ଯ୍ୟକ୍ରମର ପ୍ରମୋଶନ ଅବସରରେ ଏହି କଥା କହିଛନ୍ତି ନିଜେ ମୁଖ୍ୟମନ୍ତ୍ରୀ । ଏଥି ସହ ସେ କହିଛନ୍ତି, ‘ଓଡିଶା ଜଗନ୍ନାଥଙ୍କ ଦେଶ…

ଭୁବନେଶ୍ୱରରେ ୨୪ ଘଣ୍ଟାରେ ୨୪୭ ଆକ୍ରାନ୍ତ, ୧୦୩ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୨୪୭ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ।…

କୋଭିଡ-୧୯ର ୭୩ଟି ପ୍ରକାର ଭାରିଏଣ୍ଟ ଚିହ୍ନଟ କଲେ ଭାରତୀୟ ଗବେଷକ

ଭୁବନେଶ୍ୱର: ପ୍ରଥମ ଥର ପାଇଁ କୋଭିଡ୍‌-୧୯ ସଂକ୍ରମଣର ୭୩ଟି ପ୍ରକାର ଭାରିଏଣ୍ଟ ଚିହ୍ନଟ କରିବାରେ ସଫଳ ହୋଇଛନ୍ତି ଭାରତୀୟ ଜେନୋମିକ୍ ଗବେଷକ। ନୂଆଦିଲ୍ଲୀ ସ୍ଥିତ ଇନଷ୍ଟିଚ୍ୟୁଟ ଅଫ ଜେନୋମିକ୍ସ ଆଣ୍ଡ ଇଂଟିଗ୍ରେଟିଭ ବାୟୋଲଜି (ଆଇଜିଆଇବି) ଏବଂ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି…

ପ୍ଲାଜମା ଦାନ କଲେ ୨ ପୋଲିସ ଅଧିକାରୀ

କଟକ: ରାଜ୍ୟରେ ଗୁରୁତର କୋଭିଡ୍ ରୋଗୀଙ୍କ ଚିକିତ୍ସା ଲାଗି ଅନେକାଂଶରେ ପ୍ଲାଜମା ଥେରାପି ସଫଳ ହେଉଛି । ଏଭଳି ସ୍ଥିତିରେ ଶୁକ୍ରବାର ଦିନ କଟକ ଏସସିବି ବଡ ମେଡିକାଲରେ ଆଉ ଦୁଇ ଜଣ ପୋଲିସ କର୍ମୀ ସେମାନଙ୍କ ପ୍ଲାଜମା ଦେଇଛନ୍ତି। ଏନେଇ ଓଡିଶା ପୋଲିସ ପକ୍ଷରୁ ଟ୍ୱିଟ୍ ଜରିଆରେ ସୂଚନା ପ୍ରଦାନ…

ସମ୍ବଲପୁରର ୧୪ ସ୍ଥାନରେ ୧୪୪ ଧାରା ଲାଗୁ

ସମ୍ବଲପୁର: କରୋନା ସଂକ୍ରମଣ ଦିନକୁ ଦିନ ବଢୁଥିବା ଯୋଗୁଁ ସମ୍ବଲପୁର ସହରର ୧୪ଟି ସ୍ଥାନରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ କରାଯାଇଛି । ସୂଚନାନୁଯାୟୀ, ଆଜି ଠାରୁ ଆଗାମୀ ୨୦ ତାରିଖ ଯାଏଁ ପ୍ରାୟ ୧୪ଟି ସ୍ଥାନରେ ୧୪୪ ଲାଗୁ କରାଯାଇଛି । ଏହି ଅଞ୍ଚଳର ୧୦୦ମି. ବ୍ୟାସାର୍ଦ୍ଧ ମଧ୍ୟରେ…