Latest Odisha News

BREAKING NEWS

Browsing Category

ଓଡିଶା

Odisha

୨୪ ଲକ୍ଷ ଟଙ୍କା ନିଜେ ଲୁଟ୍ କରି ଗିରଫ ହେଲେ କର୍ମଚାରୀ

ରାୟଗଡା: ରାୟଗଡାରେ ଏକ ଘରୋଇ ଅର୍ଥ କାରବାର ସଂସ୍ଥାର କର୍ମଚାରୀଙ୍କୁ ମାରଣାସ୍ତ୍ର ଦେଖାଇ ୨୪ ଲକ୍ଷ ଟଙ୍କା ଲୁଟ୍ କରିବା ଘଟଣାରେ ଅଭିଯୁକ୍ତ ଧରା ପଡିଛି । ସୂଚନାନୁଯାୟୀ, ତୁମ୍ବିଗୁଡା ଛକ ନିକଟରେ ଥିବା ଏକ ଅର୍ଥ କାରବାର ସଂସ୍ଥାର କର୍ମଚାରୀ ଅନିଲ ଗରଡିଆ ନିକଟରେ ଥିବା ଏସବିଆଇ ଶାଖାରେ…

ଭୁବନେଶ୍ୱରରୁ ମେଟ୍ରୋ ସିଟିକୁ ବିମାନ ଉଡାଣ

ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରରୁ ନୂଆଦିଲ୍ଲୀ, ମୁମ୍ବାଇ ଓ ହାଇଦ୍ରାବାଦ ଭଳି ୩ ନୂଆ ମେଟ୍ରୋ ସିଟିକୁ କନେକ୍ଟିଭିଟି (ସଂଯୋଗ) ବୃଦ୍ଧି କରାଯାଇଛି । ଏନେଇ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର (ବିପିଆଇଏ) ପକ୍ଷରୁ ଶୁକ୍ରବାର ଦିନ ଟ୍ୱିଟ୍ କରାଯାଇଛି ।…

୮ କରୋନା ଯୋଦ୍ଧାଙ୍କ ସହ ସମ୍ବଲପୁରରେ ୫୯ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁରରୁ ୫୯ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ପ୍ରଶାସନ। https://twitter.com/DmSambalpur/status/1294185407475679233?s=19…

ସ୍ୱାଧୀନତା ଦିବସ ଅବସରରେ ଓଡିଶାରୁ ୧୪ ପୋଲିସ ଅଧିକାରୀଙ୍କୁ ମିଳିବ ରାଷ୍ଟ୍ରପତି ପଦକ

ନୂଆଦିଲ୍ଲୀ: ଚଳିତ ବର୍ଷ ସ୍ୱାଧୀନତା ଦିବସ ଅବସରରେ ପୋଲିସ ଅଧିକାରୀଙ୍କୁ ଦିଆଯିବାକୁ ଥିବା ପଦକ ସମ୍ପର୍କରେ ଶୁକ୍ରବାର ଦିନ ଗୃହ ମନ୍ତ୍ରଣାଳୟ ପକ୍ଷରୁ ନାମ ଘୋଷଣା କରାଯାଇଛି। ମନ୍ତ୍ରଣାଳୟର ବିଜ୍ଞପ୍ତି ଅନୁଯାୟୀ ବିଭିନ୍ନ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳରୁ ସେଣ୍ଟ୍ରାଲ୍ ଆର୍ମଡ୍ ପୋଲିସ…

୧୭ ଜିଲ୍ଲାରେ ବର୍ଷା ଆଶଙ୍କା: ପାଣିପାଗ ବିଭାଗ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୧୭ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଶୁକ୍ରବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ ଜଗତସିଂହପୁର, ପୁରୀ, ଗଞ୍ଜାମ, ଗଜପତି, ଯାଜପୁର,…

ସୁନ୍ଦରଗଡରେ ୮୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ରାଉରକେଲାରୁ କେବଳ ୬୦

ରାଉରକେଲା: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ସୁନ୍ଦରଗଡ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୮୮ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨୮୦୫ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ।…

କୋହଳ ହେଲା କୋଠାବାଡି ନିର୍ମାଣ ନିୟମ

ଭୁବନେଶ୍ୱର: କୋଠାବାଡ଼ି ନିର୍ମାଣ ନିୟମରେ ହେଲା ପରିବର୍ତନ । ବହୁତଲ ଅଟାଳିକ ନିର୍ମାଣ ପାଇଁ ସରକାର କୋହଳ କଲେ ନିୟମ । ଆସିଲା ଓଡିଶା ଉନାୟନ ଯୋଜନା ଓ ନିର୍ମାଣ ମାନଙ୍କ ନିୟମ ୨୦୨୦ । ୮ ଟି ଗୃହ ଥିବା ଅଟାଳିକାକୁ ଏଣିକି ଆପାର୍ଟମେଂଟ କୁହାଯିବ । ବର୍ତ୍ତମାନ ଜମିମୁଲ୍ୟର ୨୫ ଭାଗ…

ଖୋଲିଲା ଏମକେସିଜି ଓପିଡ଼ି

ଭୁବନେଶ୍ୱର: ଆଜି ଠାରୁ ଖୋଲିଲା ବ୍ରହ୍ମପୁର ଏମକେସିଜି ଓପିଡ଼ି । ପୂର୍ବରୁ ୧୫ ତାରିଖରେ ଓପିଡ଼ି ଖୋଲିବ ବୋଲି କୁହାଯାଇଥିଲେ ବି ଗୋଟିଏ ଦିନ ପୂର୍ବରୁ ଏହାକୁ ଖୋଲାଯାଇଛି । ଓପିଡ଼ିରେ ସାମାଜିକ ଦୂରତା ରକ୍ଷା କରାଯିବା ସହ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । କରୋନା ଭୂତାଣୁ…

ଖୋର୍ଦ୍ଧାରେ ମାଡୁଛି, ଗଞ୍ଜାମରେ ଖସୁଛି: ଜାଣନ୍ତୁ ରେଡହଟ୍ ଜିଲ୍ଲାର କୋଭିଡ୍ ଷ୍ଟାଟସ୍

ଭୁବନେଶ୍ୱର: ଗଞ୍ଜାମ ପରେ କରୋନାର ରେଡ ହଟ୍ ଜିଲ୍ଲା ପାଲଟିଛି ଖୋର୍ଦ୍ଧା । ସଂକ୍ରମିତଙ୍କ ସଂଖ୍ୟା ବଢୁଛି । କିନ୍ତୁ ଗଞ୍ଜାମରେ କମୁଛି ପଜିଟିଭ୍ କେସ । ଖୋର୍ଦ୍ଧାରେ ଆକ୍ଟିଭ୍ କେସ୍ ବଢୁଥିବା ବେଳେ ଗଞ୍ଜାମରେ ସୁସ୍ଥତା ହାର ବଢୁଛି । ଗତ ୨୪ ଘଣ୍ଟାରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୩୦…

ଡୁଙ୍ଗୁରିପାଲି ବ୍ଲକରୁ ବିଲୁପ୍ତପ୍ରାୟ ବଜ୍ରକାପ୍ତା ଉଦ୍ଧାର

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଳି ବ୍ଲକ ବଡ଼କାର୍ଲେ ଗାଁ ରେ ଏକ ବିଲୁପ୍ତ ପ୍ରାୟ ବଜ୍ରକାପ୍ତା ଉଦ୍ଧାର । ଗତକାଲି ରାତିରେ ଗାଁ ଲୋକେ ଏକ ବଜ୍ରକାପ୍ତା ଦେଖିବାକୁ ପାଇଥିଲେ । ଗାଁ ମଝିରେ ଏହି ବଜ୍ରକାପ୍ତା କୁ ଦେଖିବା ପାଇଁ ବେଶ ଭିଡ଼ ଜମିଥିଲା । ଏହା ନିକଟସ୍ଥ ଚୁଡାଖାଇ…