Latest Odisha News

BREAKING NEWS

Browsing Category

ଓଡିଶା

Odisha

ପାଞ୍ଚ ମାସ ପରେ ସର୍ବସାଧାରଣ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ୭୪ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ୍ ମହାମାରୀ ଓ ପରବର୍ତ୍ତୀ ଲକଡାଉନ ଯୋଗୁ ପାଞ୍ଚ ମାସ ପରେ କୌଣସି ସର୍ବସାଧାରଣ କାର୍ଯ୍ୟକ୍ରମରେ ସେ ଯୋଗ ଦେଇଛନ୍ତି । ମାର୍ଚ୍ଚ ମାସ ପରେ ଏହା ଥିଲା…

ନିଲମ୍ବିତ ହେଲେ ଜଳେଶ୍ୱର ଥାନା ଆଇଆଇସି

କଟକ: ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ଥାନା ଆଇଆଇସି ଧନେଶ୍ୱର ସାହୁଙ୍କୁ ନିଲମ୍ବିତ କରାଯାଇଛି । କ୍ଷମତାର ଦୂରୁପଯୋଗ କରିବା ଅଭିଯୋଗରେ ତାଙ୍କୁ ନିଲମ୍ବିତ କରାଯାଇଥିବା ନେଇ ଶନିବାର ଦିନ ଓଡିଶା ମହାନିର୍ଦ୍ଦେଶକ ପୋଲିସ (ଡିଜିପି) ଅଭୟ ସୂଚନା ଦେଇଛନ୍ତି । ଏନେଇ ସେ ଟ୍ୱିଟ୍ ମଧ୍ୟ କରିଛନ୍ତି…

୭୪ତମ ସ୍ୱାଧୀନତା ଦିବସ; ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର: ସାରା ଦେଶରେ ଶନିବାର ଦିନ ୭୪ତମ ସ୍ୱାଧୀନତା ଦିବସ ପାଳନ କରାଯାଉଛି । ଏହି ଅବସରରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର ସ୍ଥିତ ପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ ଏହି ରାଜ୍ୟସ୍ତରୀୟ ସ୍ୱାଧୀନତା…

ଏସସିବିରେ ୧୦୦ ଟପିଲା ପ୍ଲାଜମା ଦାତାଙ୍କ ସଂଖ୍ୟା, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

କଟକ: କଟକ ସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ୍ (ଏସସିବି)ରେ ୧୦୫ ଜଣ କରୋନା ଆରୋଗ୍ୟ ପ୍ଲାଜମା ଦାନ କରିଛନ୍ତି । ଗତମାସ ୧୫ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଠାରେ ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠା କରିଥିଲେ । ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ ଯୋଗେ…

ବିଦ୍ୟୁତ ଆଘାତରେ ଶିଶୁ ସମେତ ୩ ଜଣ ମୃତ

ଭୁବନେଶ୍ୱର: ବିଦ୍ୟୁତ ଆଘାତରେ ଗୋଟିଏ ପରିବାରର ତିନି ଜଣଙ୍କର ଅକାଳ ବିୟୋଗ । ଏଭଳି ଦୁଃଖଦ ଘଟଣା ଘଟିଛି ଭୁବନେଶ୍ୱର ଖଣ୍ଡଗିରି ଥାନା ଅନ୍ତର୍ଗତ ଡୁମଡୁମା ଅଞ୍ଚଳରେ । ମୃତକଙ୍କ ଭିତରେ ଜଣେ ୬ ବର୍ଷର ପୁଅ ଓ ଦୁଇ ଜଣ ମହିଳା ଅଛନ୍ତି । ମୃତକମାନେ ହେଲେ ଡୁମଡୁମା ଅନ୍ତର୍ଗତ ସତ୍ୟନଗରର ମହମ୍ମଦ…

ଓଡିଶାର ୨୬ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଓଡିଶାର ପ୍ରାୟ ୨୬ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଶନିବାର ଦିନ ଆକଳନ କରାଯାଇଛି । ଉକ୍ତ ଜିଲ୍ଲା ଗୁଡିକ ମଧ୍ୟରେ କେନ୍ଦୁଝର, ଝାରସୁଗୁଡା, ସମ୍ବଲପୁର, କୋରାପୁଟ, ସୁନ୍ଦରଗଡ, ବରଗଡ,…

ମହାତ୍ମା ଗାନ୍ଧୀ କାରାଗାର ଓ ସଂସ୍କାର ସେବା ଏକାଡେମୀରେ ଅନଲାଇନ୍ ତାଲିମ କାର୍ଯ୍ୟକ୍ରମ

ଭୁବନେଶ୍ବର: ମହାତ୍ମା ଗାନ୍ଧୀ କାରାଗାର ଓ ସଂସ୍କାର ସେବା ଏକାଡେମୀ ଆନିକୁଲ୍ୟରେ ଆୟୋଜିତ ନବ ନିଯୁକ୍ତ ଉପ ସହାକାରୀ କାରାପାଳ ମାନଙ୍କର ମୌଳିକ ଅନଲାଇନ୍ ତାଲିମ କାର୍ଯ୍ୟକ୍ରମ ଗତ ମାସ ୧୫ ତାରିଖଠାରୁ ଆରମ୍ଭ ହୋଇ ଆଜି ଉଦଯାପନ ହୋଇଛି। ଉଦଯାପନ ଦିବସରେ ଓଡିଆ କାରାଗାର ସମୁହର ମହା…

ସାଇ ଇଣ୍ଟରନ୍ୟାସନାଲ ସ୍କୁଲ୍‌ରେ ସାଇମୁନ୍ ୨୦୨୦ ଉଦ୍‌ଯାପିତ

ଭୁବନେଶ୍ୱର: ସାଇ ଇଣ୍ଟରନ୍ୟାସନାଲ ସ୍କୁଲ୍ ଦ୍ୱାରା ଆୟୋଜିତ ପୂର୍ବ ଭାରତର ସର୍ବବୃହତ ମଡ଼େଲ୍ ୟୁନାଇଟେଡ଼୍ ନେସନ୍‌ସ୍ (ସାଇମୁନ୍‌)ର ଅଷ୍ଟମ ସଂସ୍କରଣ ଉଦ୍‌ଯାପିତ ହୋଇଯାଇଅଛି। ସାଇମୁନ୍ ସମ୍ପୂର୍ଣ୍ଣ ଭାବେ ଏକ ଯୁବ ସମାବେଶ ଯେଉଁଥିରେ ବିଶ୍ୱର ପ୍ରମୁଖ ସମସ୍ୟା ଓ ତାହାର ସମାଧାନ ଉପରେ…

ଖଣ୍ଡପଡା ବିଧାୟକ ଓ ପତ୍ନୀ ଅଶ୍ୱିନୀ କୋଭିଡ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର: ଖଣ୍ଡପଡା ବିଧାୟକ ତଥା ସମ୍ବାଦର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ପରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ତାଙ୍କ ପତ୍ନୀ ସୁଦତ୍ତା ପଟ୍ଟନାୟକ । ଡାକ୍ତରଙ୍କ ପରାମର୍ଶ କ୍ରମେ ଦୁହିଁଙ୍କୁ ଚିକିତ୍ସା ପାଇଁ କଟକର ଅଶ୍ୱିନୀ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୂର୍ବରୁ…

ବାଲୁକା କଳାରେ ସ୍ୱାଧୀନତା ଦିବସର ବାର୍ତ୍ତା

ପୁରୀ: ବାଲୁକା କଳାରେ ୭୪ତମ ସ୍ୱାଧୀନତା ଦିବସର ବାର୍ତ୍ତା । ପୁରୀ ବେଳାଭୂମିରେ ସୁନ୍ଦର ବାଲୁକା କଳା ନିର୍ମାଣ କରି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଦେଶର ଫ୍ରଣ୍ଟ ଲାଇନ୍ ଓ୍ୱାରିୟର୍ସଙ୍କୁ (ଯୋଦ୍ଧା) ସାଲ୍ୟୁଟ ଜଣାଇଛନ୍ତି । ଦେଶର…