Latest Odisha News

BREAKING NEWS

Browsing Category

ଓଡିଶା

Odisha

ଭାଙ୍ଗିଲା ରେକର୍ଡ, ୩୦ ଜିଲ୍ଲାରୁ ଗୋଟିଏ ଦିନରେ ୧୯୭୭ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ସବୁ ରେକର୍ଡ ଭାଙ୍ଗିଛି କରୋନା । ୨୪ ଘଂଟାରେ ୩୦ ଜିଲ୍ଲାରୁ ୧୯୭୭ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରୁ କ୍ୱାରେଂଟାଇନ୍ ସେଂଟରରୁ ୧୨୪୧ ଥିବା ବେଳେ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ୭୩୬ । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟ୍ କରି ଜଣାଇଛି । 6.…

ରାଜ୍ୟରେ ୨୪ ଘଂଟାରେ ୪୨ ହଜାରରୁ ଅଧିକ ଟେଷ୍ଟ

ଭୁବନେଶ୍ୱର: ରାଜ୍ୟରେ ଲଗାତାର ଦ୍ୱିତୀୟ ଦିନ ପାଇଁ ରେକର୍ଡ ସଂଖ୍ୟକ ନମୁନା ପରୀକ୍ଷା ହୋଇଛି । ଗତ ୨୪ ଘଂଟାରେ ୪୨ ହଜାର ୭୬୧ ନମୁନା ପରୀକ୍ଷା କରାଯାଇଛି । ୩୬ ହଜାର ୨ ଆଂଟିଜେନ ଟେଷ୍ଟ ହୋଇଥିବାବେଳେ ୬ହଜାର ୬୩୫ ହେଉଛି ଆରଟିପିସିଆର ଟେଷ୍ଟ । ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଏହି…

ସ୍ୱାଧୀନତା ଦିବସ ପାଇଁ ପ୍ରଦର୍ଶନୀ ପଡିଆ ସଜବାଜ, ସାମିଲ ହେବେ ଶହେ ଅତିଥି

ଭୁବନେଶ୍ୱର: ଆସନ୍ତାକାଲି ସମଗ୍ର ଦେଶରେ ପାଳିତ ହେବ ସ୍ୱାଧୀନତା ଦିବସ । ତେବେ ଚଳିତ ବର୍ଷ କରୋନା କଟକଣା ଭିତରେ ନିରାଡମ୍ବରରେ ଅଗଷ୍ଟ ୧୫ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି । ଚଳିତ ବର୍ଷ ରାଜଧାନୀର ପ୍ରଦର୍ଶନୀ ପଡିଆରେ…

ଅତ୍ମସମର୍ପଣ କଲେ ୧୬ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୬ ମାଓବାଦୀ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ଦନ୍ତେବାଡା ଜିଲ୍ଲାରେ ପୋଲିସ କାର୍ଯ୍ୟାଳୟରେ ଗତକାଲି ରାତିରେ ୧୬ଜଣ ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଏମାନଙ୍କ ଭିତରେ ୩ଜଣ କୁଖ୍ୟାତ ମାଓବାଦୀ ଅଛନ୍ତି, ଯେଉଁମାନଙ୍କ ନାଆଁରେ…

ସମ୍ବଲପୁର ପରେ ଝାରସୁଗୁଡାରେ ନୂଆଁଖାଇ ପାଇଁ ହଟିଲା ସଟଡାଉନ୍‌

ସମ୍ବଲପୁର: ନୂଆଁଖାଇ ପାଇଁ ସମ୍ବଳପୁର ପରେ ଝାରସୁଗୁଡାରେ ସଟ୍‌ଡାଉନ୍ ହଟିଛି । ସାପ୍ତାହିକ କଟକଣାକୁ କୋହଳ କରାଯାଇଛି । ଆସନ୍ତା ୨୩ ତାରିଖରେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ପାଇଁ ଲଗ୍ନଧାର୍ଯ୍ୟ ହୋଇଛି । କିନ୍ତୁ ଏହି ସମୟରେ ସପ୍ତାହାନ୍ତ କଟକଣା ରହିଥିବା ବେଳେ ଏହାକୁ କୋହଳ କରିଛି…

ପ୍ରବଳ ବର୍ଷା ସମ୍ଭାବନା, ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ବଙ୍ଗୋପସାଗରର ଓଡ଼ିଶା ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ, ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳବର୍ତ୍ତୀ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ…

ଶନିବାରଠୁ ଏହି ଜିଲ୍ଲାରେ ୪୧ ଘଂଟିଆ ସଟ୍‌ଡାଉନ୍‌

ନବରଙ୍ଗପୁର: ଆସନ୍ତାକାଲି ଅର୍ଥାତ ଶନିବାରଠାରୁ ନବରଙ୍ଗପୁର ଜିଲ୍ଲାରେ ୪୧ ଘଂଟିଆ ସଟ୍‌ଡାଉନ୍ ରହିବ । ଆସନ୍ତାକାଲି ମଧ୍ୟାହ୍ନ   ୧୨ଟାରୁ ୧୭ ତାରିଖ ସକାଳ ୫ଟା ଯାଏ ସମ୍ପୂର୍ଣ୍ଣ ଜିଲ୍ଲାକୁ ସଟ୍‌ଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ । ଏହି ସମୟରେ ଘରେ ରହିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ…

ଆଜି ପ୍ରକାଶ ପାଇବ OSSTET ପରୀକ୍ଷା ରେଜଲ୍ଟ

ଭୁବନେଶ୍ୱର: ଆଜି ଓଏସ୍‌ଏସ୍‌ଟିଟି ତଥା ଓଡ଼ିଶା ସେକେଣ୍ଡାରୀ ଟିଚର ଏଲିଜିବିଲିଟି ଟେଷ୍ଟ ପରୀକ୍ଷାର ପ୍ରକାଶ ପାଇବ ରେଜଲ୍ଟ । ପରୀକ୍ଷାର୍ଥୀ www.osstet.co.in ଦେଖିପାରିବେ ନିଜ ରେଜଲ୍ଟ । ନିଜ ମେଲ୍ ଆଇଡି ଓ ପାସ୍‌ୱାର୍ଡ ଦେଇ ପରୀକ୍ଷାର୍ଥିମାନେ ମୋବାଇଲ୍‌ରେ ନିଜ ପରୀକ୍ଷା ଫଳ ଦେଖିହେବ ।…

ମାଲକାନଗିରିରେ ସ୍ଥିତି ସୁଧୁରୁଛି

ମାଲକାନଗିରି: ମାଲକାନଗିରିରେ ସୁଧୁରୁଛି ବନ୍ୟା ପରିସ୍ଥିତି । ଲଗାଣ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟାରେ ସୁଧାର ଆସିଛି । ବନ୍ୟା ଲାଗି ଅନେକ ଅଂଚଳକୁ ଯୋଗଯୋଗ ବିଚ୍ଛିନ୍ନ ହୋଇଥିଲା । ଏବେ କିନ୍ତୁ ତାହା ସ୍ୱାଭାବିକ ହୋଇଛି । ପାଙ୍ଗାମ, ପେଟରୁ, କୋଙ୍ଗୁରକୋଣ୍ଡାରେ ପାଣି କମିଛିି ।…

ସର୍ବାଧିକ କୋଭିଡ ନମୁନା ପରୀକ୍ଷଣରେ ଦେଶର ପଞ୍ଚମ ସ୍ଥାନରେ ଓଡିଶା

ଭୁବନେଶ୍ୱର: ମିଶନ ୫୦ହଜାର କୋଭିଡ ଟେଷ୍ଟ ଦିଗରେ ଆଗକୁ ବଢୁଛି ଓଡିଶା । ସର୍ବାଧିକ କୋଭିଡ ନମୁନା ପରୀକ୍ଷଣରେ ଦେଶର ପ୍ରଥମ ପାଞ୍ଚଟି ରାଜ୍ୟ ମଧ୍ୟରେ ସ୍ଥାନ ପାଇଛି ଓଡିଶା । ଦୈନିକ ଓଡିଶାରେ ପ୍ରତି ୧୦ ଲକ୍ଷ ଲୋକରେ ୮୬୭ ଜଣଙ୍କ ଟେଷ୍ଟ କରାଯାଉଛି । ଏହି ଧାରାରେ ଆନ୍ଧ୍ର ପ୍ରଦେଶରେ…