Latest Odisha News

BREAKING NEWS

Browsing Category

ଓଡିଶା

Odisha

କଟକ ବାରବାଟୀ ଷ୍ଟାଡିୟମରେ ସ୍ୱାଧୀନତା ଦିବସ ପାଳନ ବେଳେ ରହିବ ଏସବୁ କଟକଣା

କଟକ: ଚଳିତବର୍ଷ କରୋନା କଟକଣା ମଧ୍ୟରେ ସ୍ୱାଧୀନତା ଦିବସକୁ ନିରାଡମ୍ବର ଭାବେ ପାଳନ କରାଯାଉଛି । କଟକ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ପତାକା ଉତ୍ତୋଳନ ପାଇଁ କିଛି କଟଣା ଜାରି ହୋଇଛି । ପତାକା ଉତ୍ତୋଳନ ବେଳେ ସାଧାରଣ ଲୋକଙ୍କୁ ଷ୍ଟାଡିୟମ ଭିତରକୁ ଯିବାରେ ବାରଣ କରାଯାଇଛି ।…

ଚଳିତ ଥର ତାଳଚେରରେ ହେବନି ଗଣେଶ ପୂଜା

ତାଳଚେର: ଚଳିତ ବର୍ଷ କୋଭିତ ମହାମାରୀର ଭୟାବହତକୁ ଦୃଷ୍ଟିରେ ରଖି ତାଳଚେରରେ ଗଣେଶ ପୂଜା ଅନୁଷ୍ଠିତ ହେବ ନାହିଁ। କୌଣସି ସର୍ବସାଧାରଣ ସ୍ଥାନ , ମଣ୍ଡପ ଏବଂ ସରକାରୀ କିମ୍ବା ବେସରକାରୀ ଶିକ୍ଷାନୁଷ୍ଠାନରେ ଗଣେଶ ପୂଜା ହେବ ନାହିଁ ବୋଲି ଆଜି(ଗୁରୁବାର) ଅନୁଷ୍ଠିତ ପ୍ରଶାସନିକ ବୈଠକରେ…

ଓଡିଶାରୁ ସୁସ୍ଥ ହେଲେ ଆଉ ୧୪୨୨ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧୪୨୨ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସୁସ୍ଥ ହୋଇଥିବା ୧୪୨୨ ଜଣଙ୍କ ମଧ୍ୟରୁ ୨୫୫ ଜଣ ଗଞ୍ଜାମରୁ, ୨୨୮ ଜଣ ଖୋର୍ଦ୍ଧା, ୧୩୯ ଜଣ ଗଜପତିରୁ, ୧୦୦ ଜଣ…

ଆଳିପିଙ୍ଗଳ ଜେଲର ୨୧ ଅନ୍ତେବାସୀ କରୋନା ପଜିଟିଭ୍

ଜଗତସିଂହପୁର: ଆଳିପିଙ୍ଗଳ ଜେଲର ୨୧ ଅନ୍ତେବାସୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨୦ଜଣ ବିଚାରାଧୀନ କଏଦୀ ଓ ଜଣେ ସଜାପ୍ରାପ୍ତ କଏଦୀ ଥିବା ଜଣାପଡିଛି । ପୂର୍ବରୁ ଜେଲର ୩ ବନ୍ଦୀ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ସେମାନଙ୍କଠାରୁ ଏହି ୨୧ ଜଣ ସଂକ୍ରମିତ ହୋଇଥିବା…

କ୍ୟାନସର ପୀଡିତ ମେଧାବୀ ଛାତ୍ରୀଙ୍କୁ ସହାୟତା ଯୋଗାଇଲେ ସରକାର

ଭୁବନେଶ୍ୱର: କ୍ୟାନସର ପୀଡ଼ିତା ଛାତ୍ରୀ ମୋନାଲିସାଙ୍କ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହାୟତା ଯୋଗାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ବିଡ଼ିଓ ମୋନାଲିସାଙ୍କ ଘରକୁ ଯାଇ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି…

ଓଡିଶା ବାହାରେ ହେବ ୩ ସେଣ୍ଟର: ଓଜେଇଇ

ଭୁବନେଶ୍ୱର: କରୋନା ପରିସ୍ଥିତିକୁ ନଜରରେ ରଖି ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ପକ୍ଷରୁ ଓଡିଶା ଭିତରେ ଓ ବାହାରେ ଅଧିକ କେନ୍ଦ୍ର ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି । ପ୍ରାପ୍ତ ସୂଚନାନୁଯାୟୀ, ଓଡିଶା ଭିତରେ ୬ଟି ଏବଂ ବାହାରେ ୩ଟି ଅନଲାଇନ୍ ପରୀକ୍ଷା ସେଣ୍ଟର ଖୋଲାଯିବ ।…

କଟକରୁ ୧୧୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

କଟକ: କଟକରେ ଗୁରୁବାର ଦିନ ୧୧୫ ନୂଆ କରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛି । କଟକ ଜିଲ୍ଲାରୁ ଚିହ୍ନଟ ମୋଟ୍ ୧୩୧ ଆକ୍ରାନ୍ତଙ୍କ ମଧ୍ୟରେ ସିଏମସିରୁ ୧୧୫ ବାହାରିଛି । ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି କଟକ ମହାନଗର ନିଗମ (ସିଏମସି)।…

ସ୍କୁଲରେ କେମିତି ପାଳନ ହେବ ଅଗଷ୍ଟ ୧୫, ଆସିଲା ଗାଇଡଲାଇନ୍‌

ଭୁବନେଶ୍ୱର: ଚଳିତ ବର୍ଷ କରୋନା କଟକଣା ଭିତରେ ରାଜ୍ୟରେ ପାଳନ ହେବ ସ୍ୱାଧୀନତା ଦିବସ । ତେବେ ସ୍କୁଲରେ କିଭଳି ଅଗଷ୍ଟ ୧୫ ପାଳନ କରାଯିବ ସେ ନେଇ ଗାଇଡଲାଇନ୍ ଜାରି ହୋଇଛି । ସ୍ୱାଧୀନତା ଦିବସରେ କୌଣସି ପିଲା ସ୍କୁଲ ଆସିବେ ନାହିଁ । ପ୍ରଧାନଶିକ୍ଷକ ଓ ଅନ୍ୟ ଶିକ୍ଷକ ପତାକା ଉତ୍ତୋଳନ କରିବେ…

ରାଜଧାନୀରେ ସ୍ଥିତି ସଙ୍ଗୀନ, ପୁଣି ବାହାରିଲେ ୨୩୭ ପଜିଟିଭ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି । ଏଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ଲାଗୁନି ବ୍ରେକ୍ । ପ୍ରତିଦିନ ଚିହ୍ନଟ ହେଉଛନ୍ତି ଶହେରୁ ଉର୍ଦ୍ଧ୍ୱ କରୋନା ଆକ୍ରାନ୍ତ । ଆଜି ପୁଣି ୨୩୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ସଙ୍ଗରୋଧ…

ନୂଆ ସୂଚନା କମିଶନର ହେବେ ଦିଲ୍ଲୀପ ବିଶୋୟୀ !

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ବିଶୋୟୀ ହେବେ ପରବର୍ତ୍ତୀ ସୂଚନା କମିଶନର । ଏନେଇ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତି ହୋଇଛି । ଚୂଡାନ୍ତ ପର୍ଯ୍ୟାୟକୁ ୨ ଜଣଙ୍କ ନାଁ ଯାଇଥିଲା । ସେଥିମଧ୍ୟରୁ ଦିଲ୍ଲୀପ ବିଶୋୟୀଙ୍କ ନାଁରେ କମିଟି ମୋହର ମାରିଥିବା ବିଶେଷ…