Latest Odisha News

BREAKING NEWS

Browsing Category

ଓଡିଶା

Odisha

ଅଙ୍ଗଦାନ କରିଥିବା ୩ ପାରିବାରକୁ ‘ସୁରଜ ସମ୍ମାନ’

ଭୁବନେଶ୍ୱର: ମହାନା କାମ ପାଇଁ ମିଳିଲା ମହା ସମ୍ମାନ । ଅଙ୍ଗଦାନ ଦିବସରେ ଅଙ୍ଗଦାନ କରିଥିବା ୩ଟି ପରିବାରକୁ ମିଳିଲା ସୁରଜ ସମ୍ମାନ । ଚଳିତ ବର୍ଷଠାରୁ ଆରମ୍ଭ ହୋଇଛି ଅଙ୍ଗଦାନ ପୁରସ୍କାର କାର୍ଯ୍ୟକ୍ରମ । ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଅଙ୍ଗଦାନ କରିଥିବା ବ୍ୟକ୍ତିଙ୍କ ପରିବାରଙ୍କ…

ସ୍ୱତନ୍ତ୍ର ସଚିବ ଅଜୟ ଦାସ ଗିରଫ

ଭୁବନେଶ୍ୱର: ଗିରଫ ହେଲେ କୋଟିପତି ସ୍ୱତନ୍ତ୍ର ସଚିବ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଓଏଏସ୍ ତଥା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସ୍ୱତନ୍ତ୍ର ସଚିବ ଅଜୟ ଦାସଙ୍କୁ ଗିରଫ କରିଛି । ଗତକାଲି ଭିଜିଲାନ୍ସ ତାଙ୍କ ବାସଭବନ ସମେତ ଏକକଳିନ ୫ଟି ସ୍ଥାନରେ ଚଢ଼ାଉ…

ଗଂଜାମର ବିଭିନ୍ନ କୋଭିଡ ହସ୍ପିଟାଲରେ ଏଯାଏଁ ଜନ୍ମଗ୍ରହଣ କରିଛନ୍ତି ୫୭ ଶିଶୁ

ବ୍ରହ୍ମପୁର: ରାଜ୍ୟରେ ସବୁଠୁ ଅଧିକ କୋଭିଡ୍ ପଜିଟିଭ୍ ରୋଗୀ ଗଂଜାମ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ଯାହା ଏକ ଚିନ୍ତାର ବିଷୟ ହୋଇଥିବା ବେଳେ ଜିଲ୍ଲାର ବିଭିନ୍ନ କୋଭିଡ ହସ୍ପିଟାଲରେ ଜନ୍ମଗ୍ରହଣ କରିଛନ୍ତି ପ୍ରାୟ ୫୭ ଜଣ ଶିଶୁ । ଯାହା କୋଭିଡ ହସ୍ପିଟାଲରେ ଖୁସିର ବାତାବରଣ ତିଆରି କରିଛି ।…

ଗଞ୍ଜାମରେ ହାରୁଛି କରୋନା, ୩ ସପ୍ତାହ ତଳେ ସ୍ଥିତି ଯାହା ଥିଲା ଏବେ ନାହିଁ

ଭୁବନେଶ୍ୱର: ରାଜ୍ୟରେ ଉପର ମୁହାଁ ରହିଛି କରୋନା । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଛି । ତେବେ ପୂର୍ବରୁ ସବୁଠୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ଗଂଜାମ ଜିଲ୍ଲାରେ ସ୍ଥିତି ସୁଧୁରିଛି । ଏଠାରେ ସ୍ଥିତି ବଦଳିଛି । ଏଠି ହାରୁଛି କରୋନା । ୩ ସପ୍ତାହ ତଳେ ସ୍ଥିତି ଯାହା ଥିଲା ଏବେ…

ପୁନର୍ଜୀବନ ପାଇଲା ସମ୍ବଲପୁରର ରାଣୀ ବଖରୀ, ହେଲେ ରାସ୍ତା ନିର୍ମାଣରେ ଅଟକିଛି କଣ୍ଟା

ସମ୍ବଲପୁର: ସମ୍ବଲପୁର ରାଜଶାସନ ମୂକ ସାକ୍ଷୀ ରାଣୀ ବଖରୀ ବା ରାଣୀ ମହଲ । ୧୬୬୦ ମସିହାରେ ରାଜା ବଳିଆରସିଂହ ନିଜ ରାଣୀଙ୍କ ପାଇଁ ତିଆରି କରିଥିଲେ ଏହି ମହଲ । ତିନି ମହଲା ବିଶିଷ୍ଟ ଏହି ମହଲରେ ରହିଛି ୧୬ଟି ବଖରା । ଦିନେ ରାଣୀ ଓ ତାଙ୍କ ସହଯୋଗୀମାନଙ୍କ କୋଳାହଳରେ ପୁରି ଉଠୁଥିବା ଏହି ମହଲ…

ଅଗଷ୍ଟ ୧୫ରେ ସ୍କୁଲ ଆସିବେନି ଛାତ୍ରଛାତ୍ରୀ

ଭୁବନେଶ୍ୱର: ରାଜ୍ୟରେ କରୋନା ତାରା କାୟା ବିସ୍ତାର କରି ଚାଲିଛି । ଥମିବାର ନା ଧରୁଦାହିଁ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବଡ ପଦକ୍ଷେପ ନେଇଛନ୍ତି । ଅଗଷ୍ଟ ୧୫ ତଥା ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ଯୋଗଦେବେନି ଛାତ୍ରଛାତ୍ରୀ । ଏନେଇ ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ…

ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ଦାବି

ଭୁବନେଶ୍ୱର: ମାନବପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁକୁ ନେଇ ଏବେବି ଜାରି ରହିଛି ସସ୍‌ପେନ୍ସ । ତାଙ୍କୁ ହତ୍ୟା କରଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି ତାହା ଉପରୁ ପରଦା ଉଠିନି । ତେବେ ଆଜି ସାମ୍ବାଦିକ ସମ୍ମିଳନୀ କରି ତଦନ୍ତ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସେବାଶ୍ରମ ସଦସ୍ୟ । ପିପୁଲସ୍ ଫର…

ବଜ୍ରପାତ ସହ ବର୍ଷା ଆଶଙ୍କା; ଓଡିଶାର ୧୪ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୧୪ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଗୁରୁବାର ଦିନ ଆକଳନ କରାଯାଇଛି । ଉକ୍ତ ଜିଲ୍ଲା ଗୁଡିକ ମଧ୍ୟରେ ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, କନ୍ଧମାଳ,…

ପର୍ଯ୍ୟଟନ ଶିଳ୍ପକୁ କ୍ରିୟାଶୀଳ କରିବାକୁ ଓଟିଡିସିର ଉଦ୍ୟମ

ଭୁବନେଶ୍ୱର: ରାଜ୍ୟରେ ପର୍ଯ୍ୟଟନ ଶିଳ୍ପକୁ କ୍ରିୟାଶୀଳ କରିବା ନିମନ୍ତେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ପକ୍ଷରୁ   ଗୁରୁବାର ଦିନ ବିଜ୍ଞାପନ ଜାରି କରାଯାଇଛି। ଓଟିଡିସି ଦ୍ୱାରା ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥିବା ଏହି ବିଜ୍ଞାପନ ଗୁଡ଼ିକରେ ମୁଖ୍ୟତଃ ଓଡ଼ିଶାର ବିଭିନ୍ନ…

ଆୟୁଷ ନିର୍ଦ୍ଦେଶକ ବିଭୁପ୍ରସାଦ ଷଡଙ୍ଗୀଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର:ଆୟୁଷ ନିର୍ଦ୍ଦେଶକ ତଥା ଓଏଏସ୍ ବିଭୁପ୍ରସାଦ ଷଡଙ୍ଗୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଅନୈତିକ କାର୍ଯ୍ୟ ଅଭିଯୋଗରେ ତାଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ସରକାର । ପୂର୍ବରୁ ନିଜ ଅଫିସ ର ମହିଳା କର୍ମଚାରୀଙ୍କୁ ଅସଦବ୍ୟବାହାର କରିଥିବା ଅଭିଯୋଗ ଥିଲା । ଏନେଇ ଗତ ଜୁଲାଇ…