Latest Odisha News

BREAKING NEWS

Browsing Category

ଓଡିଶା

Odisha

ଟ୍ୱିନ୍ ସିଟିରେ ଗଣେଶ ପୂଜା ମନା

ଭୁବନେଶ୍ୱର: ଲାଗିଲା କଟକଣା । ଚଳିତ ବର୍ଷ ଟ୍ୱିନ୍ ସିଟିରେ ହେବନି ଗଶେଷ ପୂଜା । ମହାମାରୀ କରୋନା ଯୋଗୁଁ ଏଥର ଟ୍ୱିନ୍ ସିଟ୍‌ରେ ମଣ୍ଡପରେ ପୂଜା ହୋଇପାରିବ ନାହିଁ । ସାର୍ବଜନୀନ ସ୍ଥାନରେ ଧାର୍ମିକ ଉତ୍ସବ ସମୟରେ ଶହ ଶହ ଲୋକ ଏକାଠି ହେବାର ସଂଭାବନା ରହିଛି । ତେଣୁ ସଂକ୍ରମଣ ଏଡାଇବାକୁ ଏଥର…

+୨ ବିଜ୍ଞାନରେ ନିଲ୍ ରେଜଲ୍ଟ କରିଥିବା ୧୫ଟି ଶିକ୍ଷାନୁଷ୍ଠାନକୁ ନୋଟିସ୍

ଭୁବନେଶ୍ୱର: ଯୁକ୍ତ ଦୁଇ ବିଜ୍ଞାନରେ ୧୫ଟି ଉଚ୍ଚ ମାଧ୍ୟମିକ ସ୍କୁଲରେ ଶୂନ୍ୟ ରେଜଲ୍ଟ ହୋଇଛି । ସେସବୁ ଶିକ୍ଷାନୁଷ୍ଠାନକୁ ନୋଟିସ୍ ଜାରି କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ । ଚଳିତବର୍ଷ କାହିଁକି ନାମଲେଖା ରଦ୍ଦ ହେବ ନାହିଁ ସେନେଇ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି । ଆସନ୍ତା…

କନ୍ଧମାଳ ଓ ମାଲକାନଗିରିରେ ହଜାରେ ଟପିଲା କରୋନା କେସ୍

ଭୁବନେଶ୍ୱର: ବେକାବୁ କରୋନା ଗଞ୍ଜାମ ଜିଲ୍ଲାରେ ଧୀରେ ଧୀରେ କାବୁକୁ ଆସୁଛି । କିନ୍ତୁ ଦକ୍ଷିଣ ଓଡ଼ିଶାରେ ଚିନ୍ତା ବଢ଼ାଇଛନ୍ତି କନ୍ଧମାଳ ଓ ମାଲକାନଗିରି ଜିଲ୍ଲା । ଏହି ଦୁଇ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ହଜାରେ ଟପିଛି । କୋରାପୁଟରେ ୨୪ଘଣ୍ଟାରେ ୧୭୯ ଆକ୍ରାନ୍ତ  କନ୍ଧମାଳ ଜିଲ୍ଲାରେ…

ସୁନ୍ଦରଗଡରେ ହଜାରେ ଡେଇଁଲା କରୋନା ଆକ୍ଟିଭ କେସ୍‌

ରାଉରକେଲା: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ସୁନ୍ଦରଗଡ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୧୪୫ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨୭୧୭ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ।…

ସମ୍ବଲପୁରର ଆଉ ୭ ସହରରେ ୧୪୪ ଧାରା ଜାରି

ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ଆଉ ୭ ଟି ସହରେ ପୁଣି ଲାଗୁ ହୋଇଛି ୧୪୪ ଧାରା । ଅଗଷ୍ଟ ୧୭ ତାରିଖ ପର୍ଯ୍ୟନ୍ତ ଆଉ ୭ଟି ସ୍ଥାନରେ ୧୪୪ ଧାରା ଲାଗୁ ହୋଇଛି । ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ୧୪୪ଧାରା ଜାରି ହୋଇଥିବା ସ୍ଥାନ…

ଝାରସୁଗୁଡାରୁ ଉଦ୍ଧାର ହେଲା ବିରଳ ଧଳା କାଉ, ଦେଖନ୍ତୁ ଚିତ୍ର

ଝାରସୁଗୁଡ଼ା: ଝାରସୁଗୁଡା ଜିଲ୍ଲା ମୁଙ୍ଗାପଡ଼ା ଅଞ୍ଚଳରୁ ଉଦ୍ଧାର ହୋଇଛି ଏକ ବିରଳ ଧଳା କାଉକୁ ସ୍ଥାନୀୟ ଲୋକେ ଏହାକୁ ଉଦ୍ଧାର କରିଛନ୍ତି। ବୁଧବାର ଅପରାହ୍ନରେ କାଉଟି ଜଣେ ସ୍ଥାନୀୟ ଲୋକର ଘର ଛାତରେ ଆସି ବସିଥିଲା । କୌଣସି କାରଣ ବଶତଃ ସେ ଉଡ଼ି ପାରୁ ନଥିଲା । ଏହା ଦେଖି ଘର ଲୋକେ ତାକୁ…

ସ୍ୱାମୀ ମାଡ଼ରେ ସ୍ତ୍ରୀର ମୃତ୍ୟୁ ଅଭିଯୋଗ

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଗୋବିନ୍ଦପୁର ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା । ସ୍ୱାମୀର ମାଡ଼ରେ ସ୍ତ୍ରୀ ମୃତ୍ୟୁବରଣ କରିଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗ ମୁତାବକ, ଗୋବିନ୍ଦପୁର ଥାନା ସିମିଳିବାହାଲର ୨୮ ବର୍ଷୀୟା ଅସ୍ମିତା ସା ସେହି ଗ୍ରାମର ସ୍ବପ୍ନେଶ୍ୱର…

ରାଜ୍ୟରେ ଆଉ ୫ ଜିଲ୍ଲାରୁ ୯ ମୁଣ୍ଡ ନେଲା କରୋନା, ମୃତ୍ୟୁସଂଖ୍ୟା ୩୧୪

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୦ ହଜାର କୋଭଡ୍ ଟେଷ୍ଟ ହୋଇଛି । ସର୍ବାଧିକ ୧୯୮୧ ପଜିଟିଭ୍ ବାହାରିଥିବା ବେଳେ ପ୍ରାଣଘାତୀ କରୋନା ନେଇଛି ଆଉ ୯ ଜୀବନ । ୫ ଜିଲ୍ଲାରେ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ୩, କଟକ ଓ…

ଓଡିଶାର ୩୦ ଜିଲ୍ଲାରୁ ନୂଆ ୧୯୮୧ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୧୯୮୧ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୫୨ ହଜାର ୬୫୩ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ…

ଫେସବୁକକୁ କ୍ରାଇମବ୍ରାଞ୍ଚର ଚିଠି: ଆଦିତ୍ୟଙ୍କ ଶେଷ ପୋଷ୍ଟ ଖୋଲିବ କି ମୃତ୍ୟୁ ରହସ୍ୟ !

ଭୁବନେଶ୍ୱର: ଦିନକୁ ଦିନ ଜଟିଳ ହୋଇ ହୋଇ ଚାଲିଛି ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା । ଏହି ରହସ୍ୟମୟ ମୃତ୍ୟୁ ଘଟଣା ଏବେ କ୍ରାଇମବ୍ରାଞ୍ଚ ହାତରେ । ସୁଚାନୁଯାୟୀ, ଆଦିତ୍ୟ ଦାଶଙ୍କ ମୃତ୍ୟୁ ଘଟଣାର ଅଧିକ ତନାଘନା ପାଇଁ ଫେସବୁକକୁ ଚିଠି ଲେଖିଛି କ୍ରାଇମବ୍ରାଞ୍ଚ ଟିମ୍‌ । ଆଦିତ୍ୟଙ୍କ…