Latest Odisha News

BREAKING NEWS

Browsing Category

ଓଡିଶା

Odisha

କୋଭିଡ ପଜିଟିଭ ଚିହ୍ନଟ ହେଲେ କ୍ୟାପିଟାଲ ଥାନାର ୮ ପୋଲିସ କର୍ମଚାରୀ

ଭୁବନେଶ୍ୱର: କ୍ୟାପିଟାଲ୍‌ ଥାନାରୁ ଚିହ୍ନଟ ହୋଇଛନ୍ତି ଆଉ ୮ ଜଣ ପୁଲିସ କର୍ମଚାରୀ । ଏହାପରେ ସୁରକ୍ଷା ଦୃଷ୍ଟିରୁ ଥାନାକୁ ଏକ ପ୍ରକାର ସିଲ କରିଦିଆଯାଇଛି । ୪ ଦିନ ତଳେ କ୍ୟାପିଟାଲ ଥାନାରେ କାର୍ଯ୍ୟରତ ଜଣେ ମହିଳା କନେଷ୍ଟବଳ କରୋନାରେ ଆକ୍ରାନ୍ତ ହୋଇଥିଲେ । ତାଙ୍କ ସଂସ୍ପର୍ଶରେ ଆସିଥିବା…

ରାକ୍ଷୀ ବ୍ୟବସାୟ ଉପରେ କରୋନା ମାଡ଼

ସମ୍ବଲପୁର: କରୋନାରେ ପ୍ରଭାବିତ ସମସ୍ତ ବ୍ୟବସାୟ । ସମ୍ବଲପୁର ଜିଲ୍ଲାର ବୁର୍ଲା ସହରର ରାକ୍ଷୀ ବ୍ୟବସାୟ ଉପରେ କରୋନା ମାଡ଼ । ଏହି ମହାମାରୀ ଯୋଗୁଁ ବ୍ୟବସାୟୀ ମାନେ ବିକ୍ରିବଟାରେ ଅନେକ କ୍ଷତି ସହିଲେଣି । ବ୍ୟବସାୟୀମାନେ ଏଠାରେ ସାଧାରଣତ ମାସ ପୂର୍ବରୁ ରାକ୍ଷୀ ବିକ୍ରୟ ଆରମ୍ଭ କରନ୍ତି ।…

କରୋନା ସହ ଲଢେ଼ଇ କରିବ ସୌରଶକ୍ତି ଚାଳିତ ସାନିଟାଇଜର ମେସିନ

ଯାଜପୁର: ମହାମାରୀ କରୋନା ସହ ଲଢେଇରେ ସହାୟତା କରିବ ସୌରଶକ୍ତି ଚାଳିତ ସନିଟାଇଜର ମେସିନ। ଏହାକୁ ବ୍ୟବହାର କରି ସମସ୍ତେ ସୁରକ୍ଷିତ ରହିବେ। ସମଗ୍ର ରାଜ୍ୟରେ କରୋନା ଜନିତ ବିଭିନ୍ନ କଟକଣା ଜାରି ରହିଥିବା ବେଳେ ଯାଜପୁର ଅଂଚଳର ଜଣେ ୨୧ ବର୍ଷୀୟ ଯୁବ ଇଞ୍ଜିନିୟରିଂ ଛାତ୍ର ଏକ ସ୍ୱତନ୍ତ୍ର…

ବ୍ରହ୍ମପୁରରେ ବେଆଇନ ଗୁଟଖା କାରଖାନା ଉପରେ ଚଢଉ, ଦେଢ କୋଟିରୁ ଅଧିକ ମୂଲ୍ୟର ସାମଗ୍ରୀ ଜବତ

ବ୍ରହ୍ମପୁର : ଲକ୍ ଡାଉନ ସମୟରେ ବୃଦ୍ଧି ପାଇଛି ବେଆଇନ କାରବାର । ଶନିବାର ବ୍ରହ୍ମପୁର ଉପଜିଲ୍ଲାପାଳ କୁକୁଡାଖଣ୍ଡି ବ୍ଲକର ଦୁଇଟି ବେଆଇନ ଗୁଟଖା କାରଖାନା ଉପରେ ଚଢଉ କରି ପ୍ରାୟ ଦେଢ କୋଟି ଟଙ୍କାର କଞ୍ଚାମାଲ ସହ ଗୁଟଖା ପ୍ରସ୍ତୁତକାରୀ ସାମଗ୍ରୀ ଜବତ କରିଛି । ସୂଚନା ଅନୁଯାୟୀ,…

ରାଜଧାନୀରେ ଖୋଲିବ ସପିଂ ମଲ୍‌

ଭୁବନେଶ୍ୱର: ଭୁବନେଶ୍ୱରରେ ଖୋଲିବ ମଲ୍ । ଏ ନେଇ ଭୁବନେଶ୍ୱର ମହାନଗର ନିଗମ ଅନୁମତି ଦେଇଛି । ତେବେ ଏ ନେଇ ବିଏମସି ପକ୍ଷରୁ ଏସଓପି ଜାରି ହୋଇଛି । ମଲ୍ ପରିସରରେ ଫୁଡ୍ କୋର୍ଟ କିମ୍ବା ଗେମ୍ ଜୋନ ଖୋଲିବ ନାହିଁ । ମଲ୍ ଭିତରେ ଥିବା ସିନେମାହଲ ବନ୍ଦ ରହିବ । କୌଣସି ପ୍ରମୋସନାଲ…

ଓଡିଶାରୁ ସୁସ୍ଥ ହେଲେ ଆଉ ୭୫୬ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୭୫୬ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସୁସ୍ଥ ହୋଇଥିବା ୭୫୬ ଜଣଙ୍କ ମଧ୍ୟରୁ ୧୩୯ ଜଣ ଗଞ୍ଜାମରୁ, ୧୬୨ ଜଣ ଖୋର୍ଦ୍ଧା, ୭୮ ଜଣ କଟକ, ସୁନ୍ଦରଗଡରୁ ୫୮, ୪୯ ଜଣ…

ଅନ୍ୟମାନଙ୍କୁ ଉତ୍ସାହିତ କରିବା ପାଇଁ ରକ୍ତଦାନ କଲେ ବିଧାୟକ

ବ୍ରହ୍ମପୁର: ବ୍ରହ୍ମପୁର ବିଧାୟକ ତଥା ‘ଓଡିଶା ମୋ-ପରିବାର’ର ଇନଚାର୍ଜ ଥିବା ବିକ୍ରମ କୁମାର ପଣ୍ଡା ରକ୍ତ ଦାନ ପାଇଁ ଅନ୍ୟମାନଙ୍କୁ ଉତ୍ସାହିତ କରିବାକୁ ଯାଇ ନିଜେ ରକ୍ତ ଦାନ କରିଛନ୍ତି। କାହିଁକିନା ଏମକେସିଜି ମେଡିକାଲ କଲେଜ ଏବଂ ହସ୍ପିଟାଲ ବ୍ଲଡ ବ୍ୟାଙ୍କରେ ଧିରେଧିରେ ରକ୍ତର ଅଭାବ…

ବ୍ରହ୍ମପୁରରେ ଆଉ ଦୁଇଟି କୋଭିଡ ହସ୍ପିଟାଲ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ବ୍ରହ୍ମପୁରରେ ଦୁଇଟି କୋଭିଡ ହସ୍‌ପିଟାଲ (୧୫୦+୧୫୦) ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗଞ୍ଜାମ ଜିଲ୍ଲାରେ ସଂକ୍ରମଣ ହାର କ୍ରମାଗତ ଭାବରେ କମୁଛି। ଏପରିକି ଗଞ୍ଜାମରେ…

ଓଡିଶାରେ ୫ ପ୍ରକାରର କରୋନା ଭାଇରସ ଚିହ୍ନଟ

ଭୁବନେଶ୍ୱର: ଓଡିଶାରେ ଜୁନ୍ ସୁଦ୍ଧା ୫ ପ୍ରକାରର କରୋନା ଭାଇରସ ଚିହ୍ନଟ ହୋଇଥିବା ନେଇ ଶନିବାର କହିଛନ୍ତି ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସେସ୍ (ଆଇଏଲ୍ଏସ୍) । ଆଇଏଲ୍ଏସ୍ ନିର୍ଦ୍ଦେଶକ ଅଜୟ ପରିଡା କହିଛନ୍ତି ଯେ ଆଇଏଲ୍ଏସ୍ ଏବଂ ଆଞ୍ଚଳିକ ମେଡିକାଲ୍ ରିସର୍ଚ୍ଚ ସେଣ୍ଟର (ଆରଏମଆରସି) ଗତ…

ଆଦିତ୍ୟ ଦାଶ ମୃତ୍ୟୁ ଘଟଣା: ତୃତୀୟ ଦିନରେ ପଚରାଉଚୁରା ଜାରି ରଖିଛି କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ଘଟଣାରେ ଗତ ତିନି ଦିନ ହେଲା ତନାଘନା ଚଳାଇଛି କ୍ରାଇମବ୍ରାଞ୍ଚ । ଆଜି ଟିମ୍ ଆଦିତ୍ୟ କରିଥିବା ଆଶ୍ରମରେ ପହଞ୍ଚି ଅନ୍ତେବାସୀମାନଙ୍କୁ ସାଢେ ତିନି ଘଣ୍ଟା ପଚରାଉଚୁରା କରିଛି । ଏହା ପରେ ଟିମ୍ ଆଦିତ୍ୟଙ୍କ ଘରକୁ ଯାଇଛି । ସେଠାରେ ପରିବାର…