Latest Odisha News

BREAKING NEWS

Browsing Category

ଓଡିଶା

Odisha

କରୋନାକୁ ମାତ୍ ଦେଲେ ଗଂଜାମର ୮୫ ବର୍ଷିୟ ବୃଦ୍ଧ

ବ୍ରହ୍ମପୁର: କରୋନା ଆକ୍ରାନ୍ତଙ୍କ ତାଲିକାରେ ଶୀର୍ଷରେ ରହିଛି ଗଂଜାମ । ଜିଲ୍ଲାରେ ଆଜି ୨୪୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲାରୁ ଆସିଛି ସାରା ରାଜ୍ୟ ପାଇଁ ଉଦାହରଣ ସାଜିଲା ଭଳି ଖବର । କରୋନାକୁ ମାତ୍ ଦେଇଛନ୍ତି ଜଣେ ୮୫ ବର୍ଷୀୟ ବୃଦ୍ଧ । ଏହି ବୃଦ୍ଧଙ୍କ ଆଗରେ ହାର ମାନିଛି…

ଲାଞ୍ଚୁଆ ଥାନା ବାବୁ, ୧୦ ହଜାର ଟଙ୍କା ନେବା ବେଳେ ଧରିଲା ଭିଜିଲାନ୍ସ

ବଲାଙ୍ଗିର: ୧୦ ହଜାର ଟଙ୍କା ହାତଗୁଞ୍ଜା ନେବା ବେଳେ ଧରା ପଡ଼ିଲେ ଥାନା ବାବୁ । ଭିଜିଲାନ୍ସ ଜାଲରେ ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଏସଆଇ । ତାଙ୍କ ନାଁ ସରୋଜ ରଞ୍ଜନ ରଥ । ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଧରିଛି ସମ୍ବଲପୁର ଭିଜିଲାନ୍ସ ବିଭାଗ । ଟଙ୍କା ବି ଜବତ ହୋଇଛି ।…

ମାଲକାନଗିରି ପୌର ପରିଷଦ ଓ ବାଲିମେଳା NAC ସଟ୍‌ଡାଉନ୍ ଘୋଷଣା

ମାଲକାନଗିରି: ଜୁଲାଇ ମାସରେ ମାଲକାନଗିରି ଜିଲ୍ଲାରେ ବଢିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସଂକ୍ରମଣକୁ ରୋକିବା ପାଇଁ ମାଲକାନଗିରି ପୌରପରିଷଦ ଓ ବାଲିମେଳା ଏନଏସିକୁ ସଟଡାଉନ୍ ଘୋଷଣା କରାଯାଇଛି । ଜିଲ୍ଲାପାଳ ମନୀଷ ଅଗ୍ରଓ୍ୱାଲ ଏହି ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତାକାଲିଠୁ ଚାରି ଦିନ…

ରାଜ୍ୟରେ ଆଉ ୫ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଓଡିଶାର ଆଉ ପାଞ୍ଚ ଜଣ ବ୍ୟକ୍ତିଙ୍କ ମୁଣ୍ଡ ନେଇଛି କରୋନା ମହାମାରୀ। ରାଜ୍ୟରେ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୧୫୯ ରେ ପହଞ୍ଚିଛି। ଗଞ୍ଜାମ, କନ୍ଧମାଳ, ବାଲେଶ୍ୱର ମାଲକାନଗିରି ଏବଂ ପୁରୀରୁ ଏହି ନୂତନ ମୃତ୍ୟୁ ରେକର୍ଡ ହୋଇଛି । ସବିଶେଷ ତଥ୍ୟ...…

ଓଡ଼ିଶାରେ ୧୦ ହଜାର ଉପରେ ଆକ୍ଟିଭ୍ କେସ୍, ଦିଲ୍ଲୀ ଓ ରାଜସ୍ଥାନଠୁ ବି ଅଧିକ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ପ୍ରତିଦିନ ହଜାରେ ଉପରେ ଆସୁଛି ପଜିଟିଭ୍ କେସ୍ । ପ୍ରତିଦିନ ଅଧିକ ଆକ୍ରାନ୍ତ ସୁସ୍ଥ ବି ହେଉଛନ୍ତି । ଏବେ ଚିନ୍ତା ବଢ଼ାଇଲାଣି ରାଜ୍ୟର ଆକ୍ଟିଭ୍ କେସ୍ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ୧୦ ହଜାର ୯୧୯ ଭୂତାଣୁ ସଂକ୍ରମିତ ବିଭିନ୍ନ…

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ: ବାଜି ମାରିଲେ ଝିଅ, ପାସହାର ୭୮.୭୬ %

ଭୁବନେଶ୍ୱର: ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ। ଚଳିତ ବର୍ଷର ପାସହାର ୭୮.୭୬ ପ୍ରତିଶତ ରହିଛି। ଭିଡିଓ କନଫରେନ୍ସିଂ ଜରିଆରେ ପ୍ରକାଶ ପାଇଛି ପରୀକ୍ଷା ଫଳ । ଦିନ ସାଢେ ୧୧ଟାରୁ ୱେବସାଇଟରେ ରେଜଲ୍ଟ ଦେଖିପାରିବେ ଛାତ୍ରଛାତ୍ରୀ । ଚଳିତ ବର୍ଷ ମଧ୍ୟ ପୁଅଙ୍କ ତୁଳନାରେ ଝିଅ ମାନେ…

ରାଜ୍ୟରେ ପୁଣି ୨୪ ଘଣ୍ଟାରେ ୧୦୦୦ ପାର୍: କେଉଁଠୁ କେତେ ପଜିଟିଭ ଚିହ୍ନଟ ଜାଣନ୍ତୁ

ଭୁବନେଶ୍ୱର: ରାଜ୍ୟରେ ସାଂଘାତିକ ହେଉଛି କରୋନା ସ୍ଥିତି । ଚିନ୍ତା ବଢ଼ାଉଛି ସ୍ଥାନୀୟ ସଂକ୍ରମଣ । ରାଜ୍ୟରେ ଆଜି ମଧ୍ୟ ୧୦୦୦ ପାର ହୋଇଛି କରୋନା ପଜିଟିଭଙ୍କ ସଂଖ୍ୟା । ଆଜି ଚିହ୍ନଟ ହୋଇଛନ୍ତି ୧୦୬୮ ଜଣ କରୋନା ପଜିଟିଭ ଚିହ୍ନଟ। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ କ୍ବାରେଣ୍ଟାଇନ୍…

ମହାମାରୀ ତାଲାବନ୍ଦରେ ରାସ୍ତାକଡ଼ରେ ଜୀବିକା

ରାଜଧାନୀରେ ରାସ୍ତା କଡରେ ଖାଦ୍ୟ ବିକ୍ରି ବ୍ୟବସାୟ ଏକ ମାଧ୍ୟମ ବଞ୍ଚିବାର। ସାଧାରଣତଃ ଜଳଖିଆ ଖାଇବା ପାଇଁ ବହୁତ ଭିଡ ହୁଏ ଏଭଳି ଦୋକାନଗୁଡିକରେ । କିନ୍ତୁ କରୋନା ମାଡରେ ଆଜି ପରିସ୍ଥିତି ଭିନ୍ନ । ଆଉ ଗ୍ରାହକଙ୍କ ଭିଡ ଜମୁନି କି ଭଲ ଦି ପଇସା ରୋଜଗାର ହଉନି । ଫେଲୁ ମଉସା । ରାସ୍ତା…

ବାଲେଶ୍ଵରରେ ନର୍ସିଂ ଛାତ୍ରୀଙ୍କ ଆତ୍ମହତ୍ୟା

ବାଲେଶ୍ବର: ବାଲେଶ୍ଵର ଜିଲ୍ଲା ବାହାନଗା ବ୍ଲକ୍ ବାରିକପୁର ଅଞ୍ଚଳର ଜଣେ ନର୍ସିଂ ଛାତ୍ରୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ମୃତ ଛାତ୍ରୀ ଜଣଙ୍କ ଭଦ୍ରକର ଏକ ଘରୋଇ ନର୍ସିଂ କଲେଜରେ ପାଠ ପଢୁଥିଲେ । ସୂଚନା ଅନୁଯାୟୀ, କରୋନା ପାଇଁ ସମସ୍ତ କଲେଜ ବନ୍ଦ ଥିବାରୁ ଅନଲାଇନରେ ପାଠ…

ଜୁଲାଇ ୩୧ ଯାଏଁ ବୌଦ୍ଧ ଜିଲ୍ଲା ସଟଡାଉନ

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସଂକ୍ରମଣ ବଢୁଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାକୁ ଆଗାମୀ ଜୁଲାଇ ୩୧ ତାରିଖ ଯାଏଁ ସଟଡାଉନ୍ ଘୋଷଣା କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ବୌଦ୍ଧ ଜିଲ୍ଲାପାଳ । ଆଜିଠାରୁ ଜୁଲାଇ ୩୧ ପର୍ଯ୍ୟନ୍ତ ସଟଡାଉନ୍…