Latest Odisha News

BREAKING NEWS

Browsing Category

ଓଡିଶା

Odisha

ବ୍ୟବସାୟୀ କରୋନା ଆକ୍ରାନ୍ତ ପରେ ଭଦ୍ରକ ଏକତା ମାର୍କେଟ ସଟଡାଉନ୍

ଭଦ୍ରକ: କରୋନା ସଂକ୍ରମିତ ଚିହ୍ନଟ ପରେ ଭଦ୍ରକ ସହରର ଏକତା ମାର୍କେଟ ଓ କଚେରୀ ବଜାର ୭୨ ଘଣ୍ଟା ପାଇଁ ସଟ୍‌ଡାଉନ୍ । ଏକତା ମାର୍କେଟର ଜଣେ ବ୍ୟବସାୟୀ କରୋନା ପଜିଟିଭ୍ ଚିହ୍ନଟ ପରେ ଭଦ୍ର ପୌର ପରିଷଦ ପକ୍ଷରୁ ସଟଡାଉନ୍ ଘୋଷଣା କରାଯାଇଛି । ଆଜି ସକାଳ ୫ଟାରୁ ଶନିବାର ସକାଳ ୫ଟା ପର‌୍ୟ୍ୟନ୍ତ…

କନ୍ଧମାଳରେ ଲାଗୁ ହେଲା ୧୦ ଦିନିଆ ଲକଡାଉନ

କନ୍ଧମାଳ: କରୋନା ପାଇଁ ବଢୁଛି କଟକଣା । କେଉଁଠି ଲକଡାଉନ ତ ଆଉ କେଉଁଠି ସଟଡାଉନ । ଏହାର ବିସ୍ତାରରେ ସାମାନ୍ୟ ଅଙ୍କୁଶ ଲଗାଇବା ପାଇଁ କାନ୍ଧମାଲ ଜିଲ୍ଲାକୁ ଆଗାମୀ ୧୦ ଦିନ ଯାଏଁ ଲକଡାଉନ ଘୋଷଣା କରିଛି ସ୍ଥାନୀୟ ପ୍ରଶାସନ । ଏନେଇ ଜିଲ୍ଲାପାଳ ଟ୍ୱିଟ କରି ସୂଚନା ଦେଇଛନ୍ତି । କୋରୋନା…

ବୁଦାରୁ ମିଳିଲା ନିଖୋଜ ବ୍ୟକ୍ତିଙ୍କ ମୃତ ଦେହ; ହତ୍ୟା ସନ୍ଦେହ

ଯାଜପୁର: ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ୍ ଖପୁରିଆପଦା ପଞ୍ଚାୟତ ବାଲିପଶି ଗାଁ ନିକଟସ୍ଥ ଏକ ବାଉଁଶ ବୁଦାରୁ ଜଣେ ବ୍ୟକ୍ତିଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣଙ୍କ ହେଉଛି ବାଲିପଶି ଗାଁର ଶରତ ଚନ୍ଦ୍ର ଧଳ । କିଛିଦିନ ହେବ ଶରତ ଘରୁ ନିଖୋଜ ଥିଲେ। ଏନେଇ ତାଙ୍କ ପରିବାର ଲୋକ…

+୩ ଆଡମିସନ୍ ପାଇଁ ଉଚ୍ଚଶିକ୍ଷା ବିଭାଗର ଗାଇଡଲାଇନ୍

ଭୁବନେଶ୍ୱର: କରୋନା ମହାମାରୀ ଯୋଗୁ ଚଳିତ ଶିକ୍ଷାବର୍ଷ ଆରମ୍ଭ ହେବାରେ ବିଳମ୍ବ ହୋଇଛି । ଏହାରି ଭିତରେ ରାଜ୍ୟରେ ଯୁକ୍ତ ତିନି ପାଠ୍ୟକ୍ରମରେ ନାମଲେଖା ପାଇଁ ଗାଇଡଲାଇନ୍ ଜାରି କରିଛି ଉଚ୍ଚ ଶିକ୍ଷା ବିଭାଗ । ଗୋଟିଏ ପର୍ଯ୍ୟାୟରେ ତିନି ରାଉଣ୍ଡ ବିଶିଷ୍ଟ ଆଡମିଶନ ହେବ । ସାମସ୍ ପୋର୍ଟାଲରେ…

୨୪ ତାରିଖରେ ମୃତ୍ୟୁ, ୨୮ ତାରିଖରେ ଜାଣିଲେ ପରିବାର ଲୋକେ

ବ୍ରହ୍ମପୁର : ବାପା କୋଭିଡ କେୟାର ହସ୍ପିଟାଲରେ ଚିକିତ୍ସାଧୀନ । କିନ୍ତୁ ଗତ ୨୪ତାରିଖରୁ ତାଙ୍କ ସହ ଯୋଗାଯୋଗ ହୋଇପାରୁନ ଥିବାରୁ ବ୍ୟସ୍ତ ବ୍ୟବ୍ରତ ହୋଇ ହେଲପ ଲାଇନ ନମ୍ବରକୁ କଲ କରୁଛି ପୁଅ । କେତେବେଳେ ଉତ୍ତର ଆସୁଛି ରୋଗୀ ଆଇସିୟୁରେ ଅଛନ୍ତି ତ କେତେବେଳେ କହୁଛନ୍ତି ୱାର୍ଡକୁ ଆସିଲେଣି ଆଉ…

ଆଜି ବାହାରିବ ମାଟ୍ରିକ ରେଜଲ୍ଟ, ଉତ୍କଣ୍ଠିତ ଛାତ୍ରଛାତ୍ରୀ

କଟକ: ପ୍ରତୀକ୍ଷାର ଅନ୍ତ ହେବାକୁ ଯାଉଛି । ଆଜି ପ୍ରକାଶ ପାଇବ ଚଳିତବର୍ଷର ମାଟ୍ରିକ ପରୀକ୍ଷାଫଳ । ସକାଳ ୯ଟାରେ ଭିଡିଓ କନଫରେନ୍ସିଂରେ ପରୀକ୍ଷାଫଳ ଅନୁମୋଦନ କାର୍ଯ୍ୟ ଶେଷ ହେବ । ସାଢ଼େ ୧୧ଟାରେ ଓ୍ୱେବସାଇଟରେ ଉପଲବ୍ଧ ହେବ ରେଜଲ୍ଟ । ଛାତ୍ରଛାତ୍ରୀ ବୋର୍ଡର ଦୁଇଟି ଓ୍ୱେବସାଇଟ୍ ଓ ଏସଏମଏସ୍…

ସମ୍ୱଲପୁର ଓ ରେଙ୍ଗାଲି ବିଧାୟକଙ୍କ ନାଁରେ ପୋଲିସ ରୁଜୁ କଲା ମାମଲା

ସମ୍ୱଲପୁର: ପୁଣି ବିବାଦରେ ସମ୍ୱଲପୁର ବିଧାୟକ ଜୟନାରାଣ ମିଶ୍ର । ତାଙ୍କ ନାଁରେ ସମ୍ବଲପୁର ଟାଉନ୍ ଥାନାରେ ଏତଲା ହୋଇଛି । ତାଙ୍କ ସହ ରେଙ୍ଗାଲି ବିଧାୟକ ନାଉରୀ ନାୟକଙ୍କ ନାଁରେ ବି ରୁଜୁ ହୋଇଛି ମାମଲା । କୋଭିଡ୍ ନିୟମର ଉଲ୍ଲଂଘନ ଓ ପୋଲିସକୁ ଦୁର୍ବ୍ୟବହାର ପ୍ରଦର୍ଶନ ଅଭିଯୋଗରେ ଏତଲା ଦାୟର…

ଅଣ-କୋଭିଡ୍ ରୋଗୀଙ୍କ ଚିକିତ୍ସାରେ ଅବହେଳା ଗ୍ରହଣୀୟ ନୁହେଁ: ନବୀନ

ଭୁବନେଶ୍ୱର: କୋଭିଡ୍ ସହ ଲଢୁଛି ସାରା ଓଡ଼ିଶା । କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଭିତରେ ଯେଭଳି ଅଣ-କୋଭିଡ୍ ରୋଗୀଙ୍କ ଚିକିତ୍ସାରେ କୌଣସି ଅବହେଳା ନହୁଏ । ସେଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେମାନଙ୍କ ପ୍ରତି ଚିକିତ୍ସାରେ ଅବହେଳା ଗ୍ରହଣୀୟ ନୁହେଁ । …

କେନ୍ଦ୍ରାପଡାକୁ ପାସେଞ୍ଜର ଟ୍ରେନ ସେବା ପାଇଁ ରେଳମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ଭୁବନେଶ୍ୱର: ରେଳମନ୍ତ୍ରୀ ସୁରେଶ ପ୍ରଭୁଙ୍କ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି । ହରିଦାସପୁର-ପାରାଦୀପ ବ୍ରଡଗେଜ୍ ରେଳ ଲାଇନରେ ଯାତ୍ରୀବାହୀ ଟ୍ରେନ ଚଳାଚଳ ପାଇଁ ପୀୟୁଷ ଗୋୟଲଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆବଶ୍ୟକ ଅନୁମତି ପ୍ରଦାନ କରିବାକୁ ଚିଠିରେ…

ଡାକ୍ତରଙ୍କ ଡ୍ରୟରରୁ ୩୦ ହଜାର ଟଙ୍କା ଧରି ଚମ୍ପଟ ମାରିଲେ ମହିଳା

ଅନୁଗୁଳ: ଦେହ ଅସୁସ୍ଥ ଥିବାରୁ ଡାକ୍ତରଙ୍କ ପାଖକୁ ଆସିଥିଲେ । କିନ୍ତୁ ମଉକା ଦେଖି ୩୦ ହଜାର ଟଙ୍କା ହାତ ସଫେଇ କରିଦେଲେ ମହିଳା । ଡାକ୍ତରଙ୍କ ଡ୍ରୟରରୁ ଟଙ୍କା ଧରି ଚମ୍ପଟ ମାରିଲେ । ଅନୁଗୁଳ ଜିଲ୍ଲାରୁ ଏଭଳି ଚିତ୍ର ସାମନାକୁ ଆସିଛି । ସିସିଟିଭିରେ କଏଦ ହୋଇଛି ପୂରା ଘଟଣା । ଆଜି ଅନୁଗୁଳ…