Latest Odisha News

BREAKING NEWS

Browsing Category

ଓଡିଶା

Odisha

ଯାଜପୁର ଜିଲ୍ଲାରେ ହଜାରେ ଟପିଲା କରୋନା ପଜିଟିଭ୍ କେସ୍

ଯାଜପୁର: ଜିଲ୍ଲାରେ ବଢୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଆଉ ୨୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ହଜାରେ ଟପିଛି । ଆଜି ସୁଦ୍ଧା ଯାଜପୁର ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ହଜାର ୨୧କୁ ବୃଦ୍ଧି ପାଇଛି । ଯାଜପୁର ଜିଲ୍ଲାରେ…

ରାଜ୍ୟରେ ଆଉ ୬ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ସଂକ୍ରମଣ । ଯାଉଛି ଜୀବନ । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୬ ଜଣଙ୍କର ପ୍ରାଣ ନେଇଛି ପ୍ରାଣଘାତୀ ଭାଇରସ୍ । ଗଞ୍ଜାମ ଜିଲ୍ଲାରୁ ପାଞ୍ଚ ଓ ଗଜପତି ଜିଲ୍ଲାରେ ଆଉ ଜଣେ ଭୂତାଣୁ ସଂକ୍ରମିତଙ୍କ ଜୀବନ ଯାଇଛି । ମୃତକଙ୍କ ଭିତରେ ପାଞ୍ଚ ଜଣ ପୁରୁଷ ଓ ଜଣେ ମହିଳା ।…

ଚିନ୍ତା ବଢ଼ାଉଛି ସ୍ଥାନୀୟ ସଂକ୍ରମଣ: ରାଜ୍ୟରେ ଚିହ୍ନଟ ହେଲେ ଆଉ ୬୭୩ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ଚିନ୍ତା । ଦିନକୁ ଦିନ ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୬୭୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୮,୧୧୦ ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ…

ଆଜି ଦାୟିତ୍ୱ ନେବେ କଟକ ଡିସିପି ପ୍ରତୀକ ସିଂ

କଟକ: ଆଜି ଦାୟିତ୍ୱ ଗ୍ରହଣ କରିବେ କଟକର ନୂଆ ଡିସିପି ପ୍ରତୀକ ସିଂ । ବିଦାୟୀ ଡିସିପି ଅଖିଳେଶ୍ୱର ସିଂ ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବେ । ପୂର୍ବରୁ କନ୍ଧମାଳ ଏସପି ଥିଲେ ପ୍ରତୀକ ସିଂ । ଜିଲ୍ଲାରେ ମାଓ ଦମନ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ପ୍ରଦର୍ଶନ ରହିଛି । ୨୦୧୪ ବ୍ୟାଚ୍ ଆଇପିଏସ୍…

ଲକଡାଉନ୍ କଟକଣା ଭାଙ୍ଗି ଖେଳୁଥିଲେ କ୍ରିକେଟ: ଗଣିଲେ ୧୨ ହଜାର ଟଙ୍କାର ତଣ୍ଡ

ପୋଲସରା: ଲକଡାଉନ ସତ୍ତ୍ୱେ ପୋଲସରା ଥାନା ଅନ୍ତର୍ଗତ ବେଲ ଗାଁ ପଡ଼ିଆରେ ରବିବାର ଦିନ କ୍ରିକେଟ ମ୍ୟାଚ ଖେଳି ୧୨ ହଜାର ଟଙ୍କା ତଣ୍ଡ ଗଣିଲେ ୨୪ ଜଣ ଖେଳାଳୀ। ମିଳିଥିବା ସୂଚନା ଅନୁସାରେ, କୋଭିଡ କଟକଣାକୁ ଖାତିର ନକରି ବେଲ ଗାଁ, ଡିମିରିଆ ପ୍ରଭୃତି ଗ୍ରାମର ୨୪ ଜଣ ଯୁବକ କ୍ରିକେଟ ମ୍ୟାଚ…

କରୋନା ଲଢ଼େଇ ଜିତିଲେ ୩୪ କରୋନା ଯୋଦ୍ଧା

ସୁନ୍ଦରଗଡ଼: ହାରିଲା କରୋନା । ଜିତିଲେ କରୋନା ଯୋଦ୍ଧା । କରୋନା ସଂକ୍ରମିତ ସୁନ୍ଦରଗଡ଼ ଜିଲ୍ଲାର ୩୪ ଜଣ ପୋଲିସ କର୍ମଚାରୀ ସୁସ୍ଥ ହୋଇଛନ୍ତି । ସେମାନଙ୍କୁ ବିଭିନ୍ନ କୋଭିଡ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ହସ୍ପିଟାଲ କର୍ମଚାରୀ ସମସ୍ତଙ୍କୁ…

କରୋନା ପଜିଟିଭ ଚିହ୍ନଟ ହେଲେ ପ୍ରସୂତୀ ମହିଳା: ସିଲ ହେଲା ୫ଟି ନର୍ସିଂହୋମ ଓ ୩ଟି ପାଥୋଲ୍ୟାବ

ଢେଙ୍କାନାଳ:ଜଣେ ଗର୍ଭବତୀ ମହିଳା କରୋନା ପଜିଟିଭ ଚିହ୍ନଟ ହେବା ପରେ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ୫ଟି ନର୍ସିଂହୋମ ଓ ୩ଟି ପାଥୋଲ୍ୟାବକୁ ସିଲ କରାଯାଇଛି । ମିଳିଥିବା ସୂଚନା ଅନୁସାରେ ଉକ୍ତ ଗର୍ଭବତୀ ମହିଳା ଜଣଙ୍କ ପ୍ରଥମେ ଏକ ନର୍ସିଂହୋମକୁ ପ୍ରସୂତୀ ପାଇଁ ଯାଇଥିଲେ । ମାତ୍ର…

କୋଭିଡ୍‌ ପରିଚାଳନା କାର୍ଯ୍ୟରେ ୭ କିନ୍ନରଙ୍କୁ ନିଯୁକ୍ତି ଦେଲା ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଶେଷ କରି ରାଉରକେଲା ସହରର ଓ ଆଖପାଖ ଅଞ୍ଚଳରେ କରୋନା ସଂକ୍ରମଣ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏଥିପାଇଁ କୋଭିଡ୍‌ ହସ୍‌ପିଟାଲ ଓ କୋଭିଡ୍‌ କେୟାର କେନ୍ଦ୍ରର ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାକୁ ଯାଉଛି। ଆସନ୍ତା ଦିନରେ ସହରର…

ପ୍ଲାଜ୍‌ମା ଦାନ କରିବେ ଏନ୍‌ଡିଆର୍‌ଏଫ୍‌ ଯବାନ

ଭୁବନେଶ୍ୱର: ପ୍ରଥମେ ଅଗ୍ନିଶମ ସେବା ବାହିନୀ ଆଉ ଏବେ ଏନ୍‌ଡିଆର୍‌ଏଫ୍‌ ଯବାନ ଦାନ କରିବେ ପ୍ଳାଜମା। କରୋନା ଯୁଦ୍ଧରେ ଆଗଧାଡ଼ିର ଯୋଦ୍ଧା ସାଜିଥିବା ଏହି ଯୋଦ୍ଧା ମାନେ ପୁନଃ ନିଜର ମହନୀୟତା ଦେଖାଇଛନ୍ତି। କୋଭିଡ୍‌-୧୯ ବୈଷୟିକ ମୁଖପାତ୍ର ପ୍ରଫେସର ଜୟନ୍ତ କୁମାର ପଣ୍ଡା ଦେଇଥିବା ସୂଚନା…

ବାଲେଶ୍ଵରରୁ ଉଦ୍ଧାର ହେଲା ଏକ ବିରଳ ପ୍ରଜାତିର କଇଁଛ

ବାଲେଶ୍ୱର: ବାଲେଶ୍ଵର ଜିଲ୍ଲା ସୋରୋ ବ୍ଲକର ସୁଜନପୁର ଗ୍ରାମ ନିକଟରୁ ରବିବାର ଦିନ ଉଦ୍ଧାର ହୋଇଛି ଏକ ଏକ ବିରଳ ପ୍ରଜାତିର ହଳଦିଆ କଇଁଛ। ଉକ୍ତ ଅଞ୍ଚଳର ଜଣେ ଚାଷୀ ବାସୁଦେବ ମହାପାତ୍ର ନିଜ ଚାଷ ଜମିରେ ଚାଷ କରୁଥିବା ବେଳେ ଏହି ବିରଳ ପ୍ରଜାତିର କଇଁଛ ଟିକୁ ଦେଖିବାକୁ ପାଇଥିଲେ। ଏହାକୁ…