Latest Odisha News

BREAKING NEWS

Browsing Category

ଓଡିଶା

Odisha

କଟକରେ ଚିହ୍ନଟ ୩୯ ନୂଆ କରୋନା ପଜିଟିଭଙ୍କ ସମ୍ପର୍କରେ ଜାଣନ୍ତୁ

କଟକ: କଟକରେ ମଙ୍ଗଳବାର ଦିନ ୩୯ ନୂଆ କରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛି । ଯାହାକୁ ମିଶାଇ କଟକରେ ମୋଟ୍ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂଖ୍ୟା ୧୦୬୦ରେ ପହଞ୍ଚିଛି। ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି କଟକ ପ୍ରଶାସନ। ଉକ୍ତ ଟ୍ୱିଟ ଅନୁଯାୟୀ କଟକ ଜିଲ୍ଲାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତ…

ଆଇପିଏସ୍ ସ୍ତରରେ ଅଦଳବଦଳ; ଭୁବନେଶ୍ୱର ଡିସିପି ହେଲେ ଉମାଶଙ୍କର ଦାସ

ଭୁବନେଶ୍ୱର: ଆଇପିଏସ୍ କ୍ୟାଡର ସ୍ତରରେ ମଙ୍ଗଳବାର ଦିନ ଓଡିଶା ସରକାରଙ୍କ ପକ୍ଷରୁ ସାମାନ୍ୟ ଅଦଳବଦଳ କରାଯାଇଛି। ଉମାଶଙ୍କର ଦାସଙ୍କୁ ଭୁବନେଶ୍ୱର ଡିସିପି ଦାୟିତ୍ୱ ଦିଆଯାଇଥିବା ବେଳେ କଟକର ନୂଆ ଡିସିପି ହେଲେ ପ୍ରତୀକ ସିଂହ। ଜାଣନ୍ତୁ ଆଉ କେଉଁ ଆଇପିଏସ ଅଧିକାରୀଙ୍କୁ ମିଳିଲା କେଉଁ…

ଅନୁଗୁଳର ୬ ପଞ୍ଚାୟତ ସଟଡାଉନ୍

ଅନୁଗୁଳ: ଜଣେ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ପରେ ଅନୁଗୁଳ ଜିଲ୍ଲାର ୬ଟି ପଞ୍ଚାୟତ ଚାରି ଦିନ ପାଇଁ ବନ୍ଦ ରହିଥିଲା। ଏହି ସଟଡାଉନ୍ ମଙ୍ଗଳବାର ଠାରୁ ଆସନ୍ତା ଶୁକ୍ରବାର ରାତ୍ରି ୧୨ ଯାଏଁ ଲାଗୁ ହେବ। ଉକ୍ତ ପଞ୍ଚାୟତ ଗୁଡିକ ମଧ୍ୟରେ ରହିଛି ପୋକତୁଙ୍ଗା, ନନ୍ଦପୁର, ଧୋକୁଟା, ଶଙ୍ଖପୁର,…

ନିଆଳି ବ୍ଲକର ୫ ପଞ୍ଚାୟତ ସଟଡାଉନ

କଟକ: ୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ମଙ୍ଗଳବାର ଦିନ କଟକ ଜିଲ୍ଲା ନିଆଳି ବ୍ଲକ୍ ଅନ୍ତର୍ଗତ ୫ଟି ପଞ୍ଚାୟତକୁ ୪୮ ଘଣ୍ଟିଆ ସଟଡାଉନ୍ ଘୋଷଣା କରାଯାଇଛି। ନିଆଳି, ନୁଆଗାଓଁ, ବାହରାନା, ମାଧବାଏବଂ ରତନପୁର ପଞ୍ଚାୟତରେ ମଙ୍ଗଳବାର ସକାଳ ୯ ଟାରୁ ଗୁରୁବାର ସକାଳ ୯ ଟା ଯାଏଁ ଏହି ସଟଡାଉନ୍…

ଖୋର୍ଦ୍ଧା ମେଡିକାଲରେ ଜଣେ ଡାକ୍ତର କରୋନା ଆକ୍ରାନ୍ତ

ଖୋର୍ଦ୍ଧା: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଡାକ୍ତର କରୋନା ଆକ୍ରାନ୍ତ ଚିହ୍ନଟ ପରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ମଙ୍ଗଳବାର ଦିନ ଓପିଡିକୁ ସାନିଟାଇଜ କରିବାକୁ ନିର୍ଦ୍ଦେଶ ଦେଇଛି। ଭୁବନେଶ୍ୱରର କୋଭିଡ ଡାକ୍ତରଖାନାକୁ ନିଆଯାଇଥିବା ସଂକ୍ରମିତ ଡାକ୍ତରଙ୍କ କଣ୍ଟାକ୍ଟ ଟ୍ରେସିଂ ଖୋଜିବାରେ…

ସୁନ୍ଦରଗଡ଼ ଜିଲ୍ଲାର ନୂଆ କରୋନା ଆକ୍ରାନ୍ତଙ୍କ ସମ୍ପର୍କରେ ଜାଣନ୍ତୁ

ସୁନ୍ଦରଗଡ଼: ଗତ ୨୪ ଘଣ୍ଟାରେ ଜିଲ୍ଲାରୁ ବାହାରିଛି ୫୨ ପଜିଟିଭ୍ କେସ । ନୂଆ ଆକ୍ରାନ୍ତଙ୍କ ସମ୍ପର୍କରେ ସୂଚନା ଦେଇଛି ଜିଲ୍ଲା ପ୍ରଶାସନ । ଏମାନଙ୍କ ଭିତରେ ଅଛନ୍ତି ୬ ଜଣ ଅନ୍ୟ ରାଜ୍ୟ ଓ ଜିଲ୍ଲାରୁ ଫେରିଥିଲେ । ୭ ଜଣ ପୂର୍ବରୁ ଭୂତାଣୁ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ପଜିଟିଭ୍ ଚିହ୍ନଟ…

ଚିନ୍ତା ବଢ଼ାଉଛି କରୋନା: ରାଜ୍ୟରେ ଗଡ଼ିଲା ଆଉ ୪ ମୁଣ୍ଡ

ଭୁବନେଶ୍ୱର: ଚିନ୍ତା ବଢ଼ାଉଛି କରୋନା ।ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ବଢି ଚାଲିଛି ମୃତକଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୪ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ୭୪କୁ ବୃଦ୍ଧି ପାଇଛି କରୋନା ମୃତ୍ୟୁ ସଂଖ୍ୟା । ମୃତକଙ୍କ…

ଓଡିଶାର ୨୩ ଜିଲ୍ଲାରୁ ନୂଆ ୫୪୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୫୪୩ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୪ ହଜାର ୨୮୦ରେ ପହଞ୍ଚିଛି। ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ…

ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ୭ ଟି ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ରାଜ୍ୟର ପ୍ରାୟ ୭ ଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ମଙ୍ଗଳବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ କେନ୍ଦ୍ରର ସଦ୍ୟତମ ରିପୋର୍ଟ ଅନୁଯାୟୀ ଆଜି ସକାଳ ୯ଟା ୩୦ମି. ପର୍ଯ୍ୟନ୍ତ…

କଟକରେ ବଢୁଛି ସ୍ଥାନୀୟ ସଂକ୍ରମଣ: ଆଠଗଡ ସବଡିଭିଜନରେ ଲାଗୁ ହେଲା କଟକଣା

କଟକ: ବଢୁଥିବା କରୋନା କଟକଣାକୁ ଦୃଷ୍ଟିରେ ରଖି କଟକ ଜିଲ୍ଲା ଆଠଗଡ଼ ସବ୍ ଡିଭିଜନରେ ଲାଗୁ ହୋଇଛି କଟକଣା । କଟକରେ ସ୍ଥାନୀୟ ସଂକ୍ରମଣ ବଢ଼ୁଥିବାରୁ ଜିଲ୍ଲା ତଥା ରାଜ୍ୟ ବାହାର ଲୋକଙ୍କ ଯା'ଆସ ଉପରେ କଟକଣା ଜାରି ହେବା ନେଇ ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ,ସବ୍ ଡିଭିଜନ…