Latest Odisha News

BREAKING NEWS

Browsing Category

ଓଡିଶା

Odisha

ପ୍ରକାଶ ପାଇଲା ଆଇସିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷାଫଳ

ଭୁବନେଶ୍ୱର : ଆଇସିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି । ବୋର୍ଡର ଓ୍ୱେବସାଇଟ୍ www.cisce.org, www.results.cisce.org, କ୍ୟାରିୟର ପୋର୍ଟାଲ୍ ଓ ଏସଏମଏସ୍ ଜରିଆରେ ଛାତ୍ରଛାତ୍ରୀ ନିଜର ପରୀକ୍ଷାଫଳ ପାଇପାରୁଛନ୍ତି । ଓ୍ୱେବସାଇଟରେ ଲଗ୍ ଇନ କରି ଏକକ ଆଇଡି, ଇନଡେକ୍ସ…

ଯାଜପୁରରୁ ଆଜି ଚିହ୍ନଟ ସମସ୍ତ ୮୬ ପଜିଟିଭଙ୍କ ସବିଶେଷ ତଥ୍ୟ, ଜାଣନ୍ତୁ

ଯାଜପୁର: ଆଜି ଯାଜପୁର ଜିଲ୍ଲାରେ ସର୍ବାଧିକ ୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୮୬ ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୭୫୯ ରେ ପହଞ୍ଚିଛି। ଏଥିମଧ୍ୟରୁ ୪୮୮ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ବର୍ତ୍ତମାନ ଜିଲ୍ଲାରେ ୨୭୦ ଟି ଆକ୍ଟିଭ କେସ ରହିଛି। ଏଥିସହିତ…

ଜଣେ ଦୁବାଇ ଫେରନ୍ତାଙ୍କୁ ମିଶାଇ କଟକରେ ୧୬ କରୋନା ପଜିଟିଭ ଚିହ୍ନଟ

କଟକ: କଟକ ମହାନଗର ନିଗମରେ ଗତ ୨୪ ଘଣ୍ଟା ମଧ୍ୟରେ ୧୬ନୂଆ କରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛି। ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି କଟକ ମହାନଗର ନିଗମ। ଉକ୍ତ ଟ୍ୱିଟ ଅନୁଯାୟୀ କଟକ ଜିଲ୍ଲାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତ ବ୍ୟକ୍ତିଙ୍କ ମଧ୍ୟରେ ୧୩ ଜଣ ଇନଷ୍ଟିଚୁସନାଲ୍ କ୍ୱାରେଣ୍ଟାଇନ୍…

୬୫ କରୋନା ଯୋଦ୍ଧାଙ୍କ ସହ ଗଞ୍ଜାମରେ ସର୍ବାଧିକ ୩୨୦ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୩୨୦ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଗଞ୍ଜାମ ପ୍ରଶାସନ। ପ୍ରାପ୍ତ ସୂଚନାନୁଯାୟୀ ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୬୫ ଜଣ…

ବଜ୍ରପାତ ସହ ବର୍ଷା ଆଶଙ୍କା; ଓଡିଶାର ୧୩ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୧୩ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଶୁକ୍ରବାର ଦିନ ଆକଳନ କରାଯାଇଛି। ଉକ୍ତ ଜିଲ୍ଲା ଗୁଡିକ ମଧ୍ୟରେ ଖୋର୍ଦ୍ଧା (ଭୁବନେଶ୍ୱର), କଟକ, ଅନୁଗୁଳ, ଢେଙ୍କାନାଳ, ନୟାଗଡ, କେନ୍ଦୁଝର,…

ରାଜ୍ୟର କରୋନା ହଟସ୍ପଟ୍ ୫ ଜିଲ୍ଲା

ଭୁବନେଶ୍ୱର: ରାଜ୍ୟରେ କରୋନା କେସ ବଢୁଛି । ଚିନ୍ତା ବଢ଼ାଇଛନ୍ତି ପାଞ୍ଚ ଜିଲ୍ଲାର ଗଞ୍ଜାମ, ଖୋର୍ଦ୍ଧା, କଟକ, ଯାଜପୁର ଓ ସୁନ୍ଦରଗଡ଼ । ହଟସ୍ପଟ୍ ୫ ଜିଲ୍ଲାରୁ ପ୍ରତିଦିନ ଗଣ୍ଡା ଗଣ୍ଡା ପଜିଟିଭ୍ ବାହାରୁଛନ୍ତି । ମାଡ଼ି ମାଡ଼ି ଚାଲିଛି କରୋନା । ଜୁଲାଇରେ ଲମ୍ବା ଲମ୍ଫ ମାରୁଛି । ରାଜ୍ୟରେ…

ବ୍ରହ୍ମପୁରର ଏହି କୋଭିଡ ଯୋଦ୍ଧାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର: ବ୍ରହ୍ମପୁରର ସବ୍ ଇନସପେକ୍ଟର ବି.ବି ସେଠୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁବ୍ ପ୍ରଶଂସା କରିଛନ୍ତି । ସେ ନିକଟ ଅତୀତରେ କରୋନା ରୋଗରୁ ସୁସ୍ଥ ହୋଇ ତୁରନ୍ତ କାର୍ଯ୍ୟରେ ଯୋଗ ଦେଇଥିଲେ । ଏନେଇ ଶୁକ୍ରବାର ମୁଖ୍ୟମନ୍ତ୍ରୀ ଟ୍ୱିଟ ମଧ୍ୟ କରିଛନ୍ତି ।…

୧୨ କରୋନା ଯୋଦ୍ଧାଙ୍କ ସମେତ ସୁନ୍ଦରଗଡରେ ୬୨ ଆକ୍ରାନ୍ତ ଚିହ୍ନଟ

ରାଉରକେଲା: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ସୁନ୍ଦରଗଡ ଜିଲ୍ଲାରେ ଶୁକ୍ରବାର ଦିନ ୬୨ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ମୋଟ୍ ପଜିଟିଭ ସଂଖ୍ୟା ୬୧୬ରେ ଛୁଇଁଛି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ।…

କରୋନା ଆତଙ୍କ; ଗୋଟିଏ ଦିନ ଲାଗି ବିଧାନସଭା ବନ୍ଦ

ଭୁବନେଶ୍ୱର: ଜଣେ କର୍ମଚାରୀଙ୍କ ପିତାମାତା କରୋନା ପଜିଟିଭ ଚିହ୍ନଟ ହେବା ପରେ ଶୁକ୍ରବାର ଦିନ ଓଡିଶା ବିଧାନସଭାକୁ ବନ୍ଦ କରାଯାଇଛି ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି। ଆହୁରି ମଧ୍ୟ “ସହରରେ ଲାଗୁ ହେଉଥିବା ସାପ୍ତାହିକ ସଟଡାଉନ ସମୟରେ ବିଧାନସଭା ବନ୍ଦ ରହିବ।…

ବିଶିଷ୍ଟ ଓଡିଆ ଲେଖକ ମନୋଜ କୁମାର ପଣ୍ଡାଙ୍କ ଦେହାନ୍ତ

ଭୁବନେଶ୍ୱର: ବିଶିଷ୍ଟ ଓଡିଆ ଲେଖକ ମନୋଜ କୁମାର ପଣ୍ଡାଙ୍କର ଗୁରୁବାର ଦିନ ବଲାଙ୍ଗିର ସ୍ଥିତ ତାଙ୍କ ବାସଭବନରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲେ। ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସ୍ୱର୍ଗତଃ ପଣ୍ଡା ଗତକାଲି ସନ୍ଧ୍ୟାରେ ଛାତିରେ ଯନ୍ତ୍ରଣା…