Latest Odisha News

BREAKING NEWS

Browsing Category

ଓଡିଶା

Odisha

ଯାଜପୁର: ସୁକିନ୍ଦା ବ୍ଲକ ଛୁଇଁଲା କରୋନା, ଜାଣନ୍ତୁ ସବିଶେଷ ତଥ୍ୟ

ଯାଜପୁର : ଆଜି ଯାଜପୁର ଜିଲ୍ଲାରେ ଆଉ ୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୨୫ ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୬୬୪ ରେ ପହଞ୍ଚିଛି। ଏଥିମଧ୍ୟରୁ ୪୧୦ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ବର୍ତ୍ତମାନ ଜିଲ୍ଲାରେ ୨୫୩ ଟି ଆକ୍ଟିଭ କେସ ରହିଛି। ଯାଜପୁରର ସୁକିନ୍ଦା…

ରାଜ୍ୟରେ ଆଉ ୬ ଟି ମୁଣ୍ଡ ନେଲା କରୋନା: ମୋଟ ସଂଖ୍ୟା ୪୮ କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ କରୋନା ପ୍ରକୋପ ଦ୍ରୁତ ଗତିରେ ବଢିବାରର ଲାଗିଛି । କରୋନା ସଂକ୍ରମଣରେ ବୁଧବାର ଦିନ ଆଉ ୬ ଟି ପ୍ରାଣ ଯାଇଛି। ଏହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୪୮ ରେ ପହଞ୍ଚିଛି । କରୋନା ଡେଥ ଲିଷ୍ଟରେ ଯୋଡି ହେଲା ଆଉ ୨ ଜିଲ୍ଲା ରାୟଗଡା ଓ କେନ୍ଦ୍ରାପଡା। ଏମାନଙ୍କ ମଧ୍ୟରେ ଆଜି…

ବ୍ରହ୍ମପୁର MKCG ମେଡିକାଲର OPD ବନ୍ଦ

ବ୍ରହ୍ମପୁର: ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରରେ ଓପିଡି ବନ୍ଦ । ଜିଲ୍ଲାରେ କରୋନା ସଂକ୍ରମଣ ବଢୁଥିବାରୁ ଓ ଜନସ୍ୱାର୍ଥକୁ ଦୃଷ୍ଟିରେ ରଖିଏଭଳି ପଦକ୍ଷେପ ନେଇଛି ପ୍ରଶସାନ । ଟ୍ୱିଟ୍ କରି ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ହସ୍ପିଟାଲ ପରିସରରେ ପ୍ରବେଶ…

୨୪ ଘଣ୍ଟାରେ ରାଜ୍ୟରେ ନୂଆ ୫୨୭ କରୋନା ପଜିଟିଭ୍

ଭୁବନେଶ୍ୱର: ଲଗାତାର ଦ୍ୱିତୀୟ ଦିନ ପାଇଁ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ପାଞ୍ଚ ଶହରୁ ଅଧିକ କରୋନା ଆକ୍ରାନ୍ତ । ଗତ ୨୪ ଘଣ୍ଟାରେ ୨୬ ଜିଲ୍ଲାରୁ ବାହାରିଛି ଆଉ ୫୨୭ ପଜିଟିଭ୍ କେସ୍ । ୩୩୮ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ଲୋକାଲ କଣ୍ଟାକ୍ଟ କେସ୍ ରହିଛି ୧୮୯ଟି । ଗଞ୍ଜାମ ଜିଲ୍ଲାରୁ…

ସିଲ ହେଲା ଗଞ୍ଜାମ-ଖୋର୍ଦ୍ଧା ସୀମା

ଗଞ୍ଜାମ: ଗଞ୍ଜାମରେ ଦିନକୁ ଦିନ ବଢ଼ି ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସଂକ୍ରମଣରେ ରୋକ ଲଗାଇବା ନିମନ୍ତେ ଗଞ୍ଜାମ ଜିଲ୍ଲାପାଳଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ମାନ ଗ୍ରହଣ କରାଯାଉଛି । ବୁଧବାର ଦିନ ଜିଲ୍ଲାପ୍ରଶାସନ ପକ୍ଷରୁ ଗଞ୍ଜାମ-ଖୋର୍ଦ୍ଧା ସୀମାକୁ ସିଲ କରାଯାଇଛି ।…

କରୋନା ପଜିଟିଭ ଚିହ୍ନଟ ହେଲେ ସାଲେପୁର ବିଧାୟକ

କଟକ: ରାଜ୍ୟରେ ଆଉ ଜଣେ ଲୋକ ପ୍ରତିନିଧି ଚିହ୍ନଟ ହେଲେ କରୋନା ପଜିଟିଭ । କଟକ ଜିଲା ସାଲେପୁର ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରଶାନ୍ତ ବେହେରା ଚିହ୍ନଟ ହୋଇଛନ୍ତି କରୋନା ପଜିଟିଭ। ବିଧାୟକଙ୍କ ବ୍ୟକ୍ତିଗତ ସହାୟକ ଓ ଗାଡିଚାଳକ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି।…

ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କରି ଗଞ୍ଜାମ ଜିଲ୍ଲାର ଏହି ପଞ୍ଚାୟତକୁ ସଟ୍ ଡାଉନ ଘୋଷଣା କଲେ ସରପଞ୍ଚ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ଅନ୍ତର୍ଗତ କଲମ୍ଵ ଗ୍ରାମ ପଞ୍ଚାୟତକୁ ଜୁଲାଇ ୭ ତାରିଖ ଠାରୁ ଜୁଲାଇ ୧୪ ତାରିଖ ପର୍ଯ୍ୟନ୍ତ ସଟ୍ ଡାଉନ ଘୋଷଣା କରିଛନ୍ତି କଲମ୍ଵ ସରପଞ୍ଚ ପ୍ରତିଭା ରାଣୀ ଜେନା। କଲମ୍ଵ ପାଞ୍ଚାୟତର ଡେଙ୍ଗାପଦର ଓ କଲମ୍ଵ ଛକରେ ୭ ଜଣଙ୍କ କରୋନା ପଜିଟିଭ ଚିହ୍ନଟ ହେବା…

ଜନସାଧାରଣଙ୍କୁ ମନା ପୁରୀ ସରକାରୀ କାର୍ଯ୍ୟାଳୟ

ପୁରୀ: କରୋନା ମୁକାବିଲା ଯୋଗୁଁ ଆଗାମୀ ୧୫ ଦିନ ଯାଏଁ ପୁରୀର ସରକାରୀ କାର୍ଯ୍ୟାଳୟ ଗୁଡିକରେ ଜନସାଧାରଙ୍କ ପ୍ରବେଶ ଉପରେ ଲାଗିଛି କଟକଣା । ଥାନା ଏବଂ ଡାକ୍ତରଖାନା ବ୍ୟତୀତ ଅନ୍ୟ ସମସ୍ତ ସରକାରୀ କାର୍ଯ୍ୟାଳୟ ଏବଂ ଅନୁଷ୍ଠାନ ଜନସାଧାରଣଙ୍କ ପାଇଁ ବନ୍ଦ ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ…

୧୨ ତାରିଖ ଯାଏ ସଟଡାଉନରେ ରହିବ କଟକ, ବଢ଼ିଲା ଅବଧି

କଟକ: ମହାନଗର ନିଗମ ଅଞ୍ଚଳରେ ଆଉ ଦୁଇ ଦିନ ବଢ଼ିଲା ସଟଡାଉନ । ଆସନ୍ତା ୧୦ ମଧ୍ୟରାତ୍ରି ଯାଏ ସମୟସୀମା ବଢ଼ାଇଛି ପ୍ରଶାସନ । କରୋନା ସ୍ଥିତି ବିଗିଡ଼ିବା ଆଶଙ୍କା କରି ଏଭଳି ପଦକ୍ଷେପ ନିଆଯାଇଛି । ଟ୍ୱିଟ୍ କରି ସିଏମସି ପକ୍ଷରୁ ଏହି ସୂଚନା ଦିଆଯାଇଛି । ୧୦ ତାରିଖ ଶୁକ୍ରବାର । ତାପରେ ଶନିବାର…

କରୋନା ପଜିଟିଭ୍ ଚିହ୍ନଟ ପରେ ଭୁବନେଶ୍ୱର ଆରଟିଓ-୧ ଅଫିସ ବନ୍ଦ

ଭୁବନେଶ୍ୱର: ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ(ଆରଟିଓ)-୧ରୁ କରୋନା ସଂକ୍ରମିତ ଚିହ୍ନଟ । ଏହାପରେ ଆଚାର୍ଯ୍ୟ ବିହାର ନିକଟସ୍ଥ ଆରଟିଓ ଅଫିସକୁ ବନ୍ଦ କରିଛନ୍ତି ମହାନଗର ନିଗମ କର୍ତ୍ତୃପକ୍ଷ । ଟ୍ୱିଟ କରି ଏହି ସୂଚନା ଦେଇଛି ବିଏମସି । ଏହାସହ ଅଫିସ ପରିସରରେ ବନ୍ଦ ନେଇ ନୋଟିସ୍ ଲାଗିଛି ।…