Latest Odisha News

BREAKING NEWS

Browsing Category

ଓଡିଶା

Odisha

କୋଭିଡ ପାଇଁ ଖର୍ଚ୍ଚ କାଟ୍, ୨ ବର୍ଷ ଯାଏଁ ନୂଆ ଚାକିରି ନାହିଁ

ଭୁବନେଶ୍ୱର: କରୋନା ପାଇଁ ଆର୍ଥିକ ସଂକଟ ସୃଷ୍ଟି ହୋଇଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମଙ୍ଗଳବାର ବଡ ଘୋଷଣା କରିଛନ୍ତି । ଆସନ୍ତା ୨ ବର୍ଷ ଯାଏଁ ନୂଆ ଚାକିରି ସୃଷ୍ଟି ହେବ ନାହିଁ । ଏନେଇ ସବୁ ବିଭାଗକୁ ପ୍ରମୁଖ ସଚିବ ଅଶୋକ ମୀନା ଚିଠି ଲେଖିଛନ୍ତି। କେବଳ ସ୍ୱାସ୍ଥ୍ୟ ଓ ପରିବାର…

କାଲିଠୁ ପୁରୀ ସ୍ୱର୍ଗଦ୍ୱାରରେ ଶବଦାହ ମନା

ପୁରୀ: କରୋନା ପାଇଁ ଆସନ୍ତାକାଲି ଠାରୁ ପୁରୀ ସ୍ୱର୍ଗଦ୍ୱାରରେ ଶବ ସତ୍କାର ଉପରେ ଲାଗିଲା କଟକଣା । ପୁରୀ ଜିଲ୍ଲା ବାହାରୁ କୌଣସି ବ୍ୟକ୍ତିଙ୍କ ମୃତଦେହ ଓ ତାଙ୍କ ସମ୍ପର୍କୀୟ ପୁରୀ ସ୍ୱର୍ଗଦ୍ବାରକୁ ଆସିପାରିବ ନାହିଁ । ଏହାସହିତ ସମୁଦ୍ରକୂଳରେ ଅସ୍ଥି ବିସର୍ଜନ ମଧ୍ୟ ହୋଇପାରିବ ନାହିଁ। ପୁରୀ…

ରିଲାଏନ୍ସ ଫାଉଣ୍ଡେସନର ବହୁସ୍ତରୀୟ ଅଡିଓ କନ୍‌ଫରେନ୍ସ ଜରିଆରେ ଲାଭାନ୍ୱିତ ହେଲେ ମୟୂରଭଂଜର ଚାଷୀ ପ୍ରହଲ୍ଲାଦ ମହନ୍ତ

ଭୁବନେଶ୍ୱର : ମୟୂରଭଞ୍ଜ ରରୁଆଁ ବ୍ଲକ୍ କଲଣ୍ଡା ଗାଁର ପରିବା ଚାଷୀ ପ୍ରହଲ୍ଲାଦ ମହନ୍ତ । ପ୍ରତିବର୍ଷ ସେ ଜମିରେ କଲରା, ଟମାଟୋ, ବାଇଗଣ ଆଦି ଚାଷ କରିଥାନ୍ତି । ଚଳିିତ ବର୍ଷ ବି ଏସବୁ ଚାଷ କରିଥିଲେ । ଫଳ ବି ଭଲ ଆସିଥିଲା । ତେଣୁ ଆଶା ଥିଲା ଏଗୁଡିକୁ ବଜାରରେ ବିକ୍ରି କରି ଭଲ ଦି ପଇସା…

ପୁରୀ ସ୍ବର୍ଗଦ୍ବାର ଠାରେ ବିଷ୍ଣୁ ଦାସଙ୍କ ଶେଷକୃତ୍ୟ ସଂପନ୍ନ

ପୁରୀ: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୂର୍ବତନ ମନ୍ତ୍ରୀ ତଥା ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କର ପୁରୀ ସ୍ବର୍ଗଦ୍ବାର ଠାରେ ଶେଷକୃତ୍ୟ ସଂପନ୍ନ ହୋଇଛି । ପ୍ରାପ୍ତ ସୂଚନାନୁଯାୟୀ ତାଙ୍କ ପୁତ୍ର ବିଜୟ ଶଙ୍କର ଦାସ ମୁଖାଗ୍ନି ଦେଇଥିଲେ । ଏହି ଅବସରରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ…

ଖୁବ୍‌ଶୀଘ୍ର କଟକ-ଭୁବନେଶ୍ୱର ମଧ୍ୟରେ ହେବ ଲେନ୍ ଡ୍ରାଇଭିଂ ବ୍ୟବସ୍ଥା

ଭବନେଶ୍ୱର: ଖୁବ୍‌ଶୀଘ୍ର କଟକ-ଭୁବନେଶ୍ୱର ମଧ୍ୟରେ ହେବ ଲେନ୍ ଡ୍ରାଇଭିଂ ବ୍ୟବସ୍ଥା । ଏନ୍‌ଏଚ୍‌-୧୬ର ଉଭୟ ପଟେ ତିନୋଟି ଲେଖାଏଁ ଲେନ୍ ଅଛି । ତେଣୁ ଲେନ୍ ଡ୍ରାଇଭିଂ ବ୍ୟବସ୍ଥା କରାଯିବା ଉଚିତ । ଏହାଦ୍ୱାରା ଯାତ୍ରାର ସମୟ କମିବ, ଗାଡିର ଗତି ବଢ଼ିବ ଏବଂ ଦୁର୍ଘଟଣା କମିବ ବୋଲି ଡିସିପି ସାଗରିକା…

‘ଆଇଟିଇଆର’ର ପୂର୍ବତନ ଛାତ୍ରଙ୍କ ଦ୍ୱାରା ସେବା ପ୍ରଦାନକାରୀ ଷ୍ଟାର୍ଟଅପ୍ ଆରମ୍ଭ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ଡିମ‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ର କେତେକ ପୂର୍ବତନ ଛାତ୍ର ଗ୍ରାହକମାନଙ୍କ ବିଭିନ୍ନ ଆବଶ୍ୟକତାକୁ ପୂରଣ କରିବା ପାଇଁ ଏକ ଷ୍ଟାର୍ଟଅପ୍ ଆରମ୍ଭ କରିଛନ୍ତି । ହୋମ୍…

ପୁଣି ସୁସ୍ଥ ହେଲେ ୨୧୭ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ବଢ଼ିଚାଲିଛି କରୋନା ସଂକ୍ରମଣ ସଂଖ୍ୟା । ଏଥିସହ ସୁସ୍ଥ ହାର ସଂଖ୍ୟା ମଧ୍ୟ ବଢ଼ୁଛି । ଆଜି ପୁଣି ରାଜ୍ୟରେ ୨୧୭ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ କରୋନା ସଂକ୍ରମିତଙ୍କ ଆରୋଗ୍ୟ ସଂଖ୍ୟା ୬୭୦୩କୁ ବୃଦ୍ଧି ପାଇଛି । 5 from Angul & Cuttack 4 each…

୯ରୁ ୧୩ ଗଞ୍ଜାମର ସବୁ ସହରାଞ୍ଚଳ ସଟ୍‌ଡାଉନ୍‌

ବ୍ରହ୍ମପୁର: ରାଜ୍ୟରେ ଜାରି ରହିଛି କରୋନାର ଆତଙ୍କ । କରୋନାରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ଗଂଜାମ ଜିଲ୍ଲା । ତେଣୁ ଜୁଲାଇ ୯ରୁ ୧୩ ଯାଏଁ ଗଂଜାମର ସବୁ ସହରାଞ୍ଚଳ ସଟ୍‌ଡାଉନ୍ ରହିବ । ଏନେଇ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଘୋଷଣା କରିଛନ୍ତି । ୫ଟି ବ୍ଲକ ସଦର ମହକୁମା ଓ ୧୭ଟି…

ସେପ୍ଟେମ୍ବର ସୁଦ୍ଧା ପରୀକ୍ଷା ସାର: ୟୁଜିସି

ନୂଆଦିଲ୍ଲୀ: ସେପ୍ଟେମ୍ବର ଶେଷ ସୁଦ୍ଧା ଯୁକ୍ତ ୩ ଶେଷ ବର୍ଷ ଓ ପିଜି ଶେଷ ସେମିଷ୍ଟର ପରୀକ୍ଷା ସାର । ଏନେଇ ସମସ୍ତ କଲେଜ ଅଧ୍ୟକ୍ଷ ଓ ବିଶ୍ୱବିଦ୍ୟାଳୟର କୂଳପତିମାନଙ୍କୁ ପତ୍ର ଲେଖିଛି ୟୁଜିସି । ଏପ୍ରିଲ ଗାଇଡ଼ଲାଇନ ଅନୁସାରେ ପୂର୍ବ ନିଷ୍ପତ୍ତି ନିଆଯାଇଥିଲା। ଯାହା ପରିବର୍ଦ୍ଧିତ କମିଟି,…

ତିନୋଟି ସ୍ପେଶାଲ ଟ୍ରେନ୍ ଚଳାଚଳ ବାତିଲ

ଭୁବନେଶ୍ୱର: ରାଜ୍ୟରେ ହୁ ହୁ ବଢ଼ି ଚାଲିଛି କରୋନା । ସଂକ୍ରମିତଙ୍କ ସଂଖ୍ୟାରେ ଲାଗୁନି ବ୍ରେକ୍ । ଏହାକୁ ନଜରରେ ରଖି ପୂର୍ବତଟ ରେଲୱେ ତିନୋଟି ସ୍ପେଶାଲ ଟ୍ରେନ୍ ଚଳାଚଳ ବାତିଲ କରିଛି । ରାଜ୍ୟ ରାଜ୍ୟ ଭିତରେ ଚାଲୁଥିବା ତିନୋଟି ସ୍ୱତନ୍ତ୍ର ଟ୍ରେନ୍ ସମ୍ବଲପୁର-ଖୋର୍ଦ୍ଧା ରୋଡ୍‌-ସମ୍ବଲପୁର…