Latest Odisha News

BREAKING NEWS

Browsing Category

ଓଡିଶା

Odisha

ଭୁବନେଶ୍ୱରରୁ ପୁଣି ବାହାରିଲେ ୨୯ ପଜିଟିଭ

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରୁର ପୁଣି ୨୯ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୪ ଜଣ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ଅନ୍ୟ ୧୪ ଜଣ ସ୍ଥାନୀୟ ଅଂଚଳର ଥିବା ଜଣାପଡିଛି । ସେହିପରି ଜଣେ କୋଭିଡ ଯୋଦ୍ଧା ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏଥିସହ ରାଜଧାନୀରୁ ୩ ଜଣ…

ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ଆକ୍ସନ ପ୍ଲାନ

ଭୁବନେଶ୍ୱର: ଖୁବଶୀଘ୍ର ରାଜ୍ୟରେ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ଆକ୍ସନ ପ୍ଲାନ କରାଯିବ । ଏହି ପ୍ଲାନରେ ମୋବାଇଲ ଭ୍ୟାନ ଯୋଗେ ବରିଷ୍ଠ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଦିଆଯିବ । ଏହାସହ ଅନ୍ୟ ୫ ପ୍ରକାରରେ ସେବା ଯୋଗାଇବା ପାଇଁ ଯୋଜନା ରଖାଯାଇଛି । ଏଥିପାଇଁ ୯କୋଟିରୁ ଉଦ୍ଧ୍ୱର୍ ଟଙ୍କାର…

ଲକଡ଼ାଉନ୍ ସମୟରେ ପୂର୍ବତଟ ରେଳବାଇ ପକ୍ଷରୁ ରେଳପଥର ରକ୍ଷଣାବେକ୍ଷଣା କାର୍ଯ୍ୟ ସମ୍ପାଦିତ

ଭୁବନେଶ୍ୱର: ଲକଡ଼ାଉନ୍ ସମୟରେ ଅଟକି ରହିଯାଇଥିବା ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ଘରକୁ ପହଞ୍ଚାଇବା ନିମନ୍ତେ ଶ୍ରମିକ ସ୍ପେଶାଲ ଟ୍ରେନ୍ ଓ ଅନ୍ୟାନ୍ୟ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବା ବ୍ୟତୀତ ନିୟମିତ ଯାତ୍ରୀ ଟ୍ରେନ୍ ଗୁଡ଼ିକର ଚଳାଚଳକୁ ବନ୍ଦ ରଖାଯାଇଥିଲା । ଏହି ଲକଡ଼ାଉନ୍ ସମୟରେ ରେଳପଥ…

ସିଲ୍ ହେଲା ଟେକ୍ ମହିନ୍ଦ୍ରା

ଭୁବନେଶ୍ୱର: ମୈତ୍ରୀ ବିହାରରେ ଥିବା ଟେକ୍ ମହିନ୍ଦ୍ରାକୁ ସିଲ୍ କଲା ବିଏମସି । ବିଗତ ୩ ଦିନ ମଧ୍ୟରେ ଲଗାତାର ୭ କୋଭିଡ ଆକ୍ରାନ୍ତ ଚିହ୍ନଟ ହେବା ପରେ ଟେକ୍ ମହିନ୍ଦ୍ରାକୁ ସିଲ୍ କରିଛନ୍ତି ବିଏମସି କର୍ତ୍ତୃପକ୍ଷ । ଆଜି ଠାରୁ ପୂରା ବିଲଡିଂକୁ ସିଲ୍ କରାଯିବା ସହ ୨୦ ତାରିଖ ପର‌୍ୟ୍ୟନ୍ତ ୬୭ ଜଣ…

ବର୍ଷା ସହ ବଜ୍ରପାତ ଆଶଙ୍କା: ଏହି ୧୩ ଟି ଜିଲ୍ଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଦିନ ଓଡିଶାର ପ୍ରାୟ ୧୩ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଜାରି ହୋଇଛି ସତର୍କ ସୂଚନା । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ, ଖୋର୍ଦ୍ଧା, ନୟାଗଡ଼, ସୁନ୍ଦରଗଡ,…

‘ମୋ ସରକାର’ରେ ସାମିଲ ହେବ କୋଭିଡ ପରିଚାଳନା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ‘ମୋ ସରକାର’ରେ ସାମିଲ ହେବ କୋଭିଡ ପରିଚାଳନା । କୋଭିଡ ରୋଗୀ ଓ କୋଭିଡ୍ ଯୋଦ୍ଧାମାନଙ୍କ ସହ ନିୟମିତ ଯୋଗାଯୋଗ କରି ସେମାନଙ୍କଠାରୁ ଫିଡ୍‌ବ୍ୟାକ୍ ସଂଗ୍ରହ କରାଯିବ । ଏନେଇ ଆଜି କୋଭିଡ ମୁକାବିଲା କାର୍ଯ୍ୟକ୍ରମ ସମ୍ପର୍କରେ ଉଚ୍ଛସ୍ତରୀୟ ବୈଠକରେ ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ନବୀନ…

ରେଳ ଧାରଣାରୁ ମିଳିଲା ସମାଜସେବୀ ଆଦିତ୍ୟ ଦାଶଙ୍କ ଖଣ୍ଡ ବିଖଣ୍ଡିତ ମୃତ ଦେହ: କାରଣ ଅସ୍ପଷ୍ଟ

ଭୁବନେଶ୍ୱର: ସମାଜସେବୀ ଆଦିତ୍ୟ ଦାଶଙ୍କ ଦେହାନ୍ତ । ବୁଧବାର ସକାଳୁ ଲିଙ୍ଗରାଜ ଷ୍ଟେସନ ରେଳ ଲାଇନରୁ ଆଦିତ୍ୟଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରିଛି ଜି.ଆର.ପି । ମୃତ୍ୟୁର କାରଣ ଏବେବି ଅସ୍ପଷ୍ଟ। ଅନ୍ୟକୁ ପ୍ରେରଣା, ପ୍ରୋତ୍ସାହିତ କରିବାରେ ମାହିର୍ ଥିଲେ ଆଦିତ୍ୟ । ସୋସିଆଲ୍…

ସୁନ୍ଦରଗଡରେ ୫୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ସୂଚନା ଦେଲେ ପ୍ରଶାସନ

ରାଉରକେଲା: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ସୁନ୍ଦରଗଡ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୫୧ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ।…

ଯାଜପୁରରେ ସ୍କୁଟିକୁ ଧକ୍କା ଦେଲା ଟ୍ରକ: ଯୁବକ ମୃତ

ଯାଜପୁର: ଯାଜପୁର ଜିଲ୍ଲା ପାଣିକୋଇଲି ଛକ ନିକଟରେ ଥିବା ପାତ୍ର ପେଟ୍ରୋଲ ପମ୍ପ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ସ୍କୁଟିକୁ ପଛପଟୁ ଧକ୍କା ଦେଲା ଟ୍ରକ। ଫଳରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି । ଚିକିତ୍ସା ପାଇଁ ତାଙ୍କୁ…

କଟକରୁ ଚିହ୍ନଟ ହେଲେ ଆଉ ୨୯ ନୂଆ ଆକ୍ରାନ୍ତ: ମୋଟ ସଂଖ୍ୟା ୮୫୫ କୁ ବୃଦ୍ଧି

କଟକ: ଗତ ୨୪ ଘଣ୍ଟାରେ ଆଉ ୨୯ ନୂଆ ଆକ୍ରାନ୍ତଙ୍କ ସହ କଟକ ଜିଲ୍ଲାରେ ୮୫୫ ଛୁଇଁଛି ମୋଟ କରୋନା ମାମଲା । ଜିଲ୍ଲା ପ୍ରଶାସନ ଦେଇଥିବା ସୁଚନା ଅନୁଯାୟୀ, କଟକ ମ୍ୟୁନିସିପାଲ କର୍ପୋରେସନ (ସିଏମସି)ରୁ ୫ ଜଣ ଏବଂ ବାଡ଼ମ୍ବା ଅଞ୍ଚଳରୁ ୫ ଜଣ, ବାଙ୍କିରୁ ୧୨ ଜଣ, ନରସିଂହପୁର ଓ ନିଆଳିରୁ ୨ ଜଣ…