Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆଜି ରାତିରେ ଏସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଜି ରାତିରେ ଓଡିଶାର ପ୍ରାୟ ୨୬ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରବିବାର ଦିନ ଆକଳନ କରାଯାଇଛି । ଉକ୍ତ ଜିଲ୍ଲା ଗୁଡିକ ମଧ୍ୟରେ ଯାଜପୁର, ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ନବରଙ୍ଗପୁର,…

ଅନ୍ଧବିଶ୍ୱାସ: ସାପ କାମୁଡାରେ ଆହତ ମହିଳାଙ୍କ ଚାଲିଛି ପାଣି ଚିକିତ୍ସା

ନିଆଳି: ସପ କାମୁଡାରେ ଆହତ ମହିଳାଙ୍କ ଚାଲିଛି ପାଣି ଚିକିତ୍ସା । ମନ୍ଦିର କଡରେ ବସାଇ ତାଙ୍କ ଉପରେ ଢ଼ଳା ଯାଉଛି ଗରା ପରେ ଗରା ପାଣି। ୩ ଘଂଟାରେ ତାଙ୍କ ଉପରେ ହଜାରେ ଗରା ପାଣି ଢ଼ଳା ଯାଇଛି । କଟକ ଜିଲ୍ଲା ନିଆଳି ବ୍ଲକର ଗୁଣ୍ଡର ଗାଁର ଶାନ୍ତି ମହାନ୍ତି ନାମକ ଜଣେ ମହିଳା ମନ୍ଦିରକୁ…

ଛତୁ ବିକୁଥିବା ବେଳେ ମାଡିଗଲା ଗାଡି, ଭାଇ-ଭଉଣୀ ମୃତ, ୨ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା-ଅନୁଗୁଳ ରାସ୍ତାର କଙ୍କରେଇ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଛତୁ ବିକୁଥିବା ବେଳେ ସ୍କୋର୍ପିଓ ଚଢିଯିବା ଫଳରେ ଭାଇ ଭଉଣୀଙ୍କର ମୃତ୍ୟୁ ହୋଇଛି ଏବଂ ଅନ୍ୟ ଜଣେ ଶିଶୁ ଆହତ ହୋଇଥିବା ବେଳେ ଗାଡି ଚାଳକ ମଧ୍ୟ ଗୁରୁତର ହୋଇଛନ୍ତି । ସୂଚନା…

‘ବଢ଼ୁଛି ଆକ୍ରାନ୍ତଙ୍କ ସଂଖ୍ୟା, ହୋଇପାରେ ଗୋଷ୍ଠୀ ସଂକ୍ରମଣ’

ଭୁବନେଶ୍ୱର: ଦେଶ ଓ ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଯେଉଁଭଳି ଭାବେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି, ଏଥିରୁ ଜଣାପଡୁଛି ଗୋଷ୍ଠୀ ସଂକ୍ରମଣ ହୋଇପାରେ। ତେଣୁ ପୂର୍ବଭଳି କଟକଣା ଜାରି ରହିବା ସହ ସପ୍ତାହକୁ ଦୁଇ ଦିନ ସଟ୍‌ଡାଉନ୍‌ କରାଯାଉ ବୋଲି କହିଛନ୍ତି…

ସୁସ୍ଥ ହେଲେ ଆଉ ୧୩୭ ସଂକ୍ରମିତ

ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୧୩୭ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଆରୋଗ୍ୟ ଲାଭ କରିଥିବା ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୪୭୪୩ରେ ପହଁଚିଛି । 2 each from Boudh, Baragarh, Jharsuguda & Kendrapara 1 each from Angul, Balangir, Jagatsinghpur…

ବ୍ରହ୍ମପୁରରେ ସ୍ଥିତି ସାଂଘାତିକ: ୬ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

ବ୍ରହ୍ମପୁର: ରାଜ୍ୟରେ ବଢ଼ି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ବ୍ରହ୍ମପୁରରେ ସର୍ବାଧିକ କରୋନାରେ ଆକ୍ରାନ୍ତ ହୋଇଛି । ଏହି ସଂକ୍ରମଣକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ସହରରେ ୬ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିଛନ୍ତି ବ୍ରହ୍ମପୁର ମହାନଗର ନିଗମ କର୍ତ୍ତୃପକ୍ଷ । ଗତ କିଛି ଦିନ…

ସାମ୍ବାଦିକଙ୍କର ହେଲା କରୋନା ଟେଷ୍ଟ

ପୁରୀ: ରାଜ୍ୟରେ ଦିନକୁ ଦିନ କରୋନା ସ୍ଥିତି ଉପର ମୁହାଁ ହୋଇ ଚାଲିଛି । ଫଳରେ ରଥଯାତ୍ରା ଭଳି ବାହୁଡା ଯାତ୍ରା ମଧ୍ୟ ଯେପରି ସୁରୁଖୁରୁରେ ହେବ ସେଥିପାଇଁ ଚାଲିଛି ପ୍ରସ୍ତୁତି । ଆଜି ରଥଯାତ୍ରା ଖବର ସଂଗ୍ରହ କରୁଥିବା ସମସ୍ତ ସାମ୍ବାଦିକଙ୍କର କରୋନା ପରୀକ୍ଷା କରାଯାଇଛି । ରଥଯାତ୍ରା ସହ…

କେନ୍ଦୁଝରର ୧୦ ଗାଁ ୪୮ ଘଣ୍ଟା ଲାଗି ସଟଡାଉନ୍

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ପାଟଣା ବ୍ଲକ ଅନ୍ତର୍ଗତ ଡୁମୁରିଆ ପଞ୍ଚାୟତରେ ଥିବା ଏକ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର (ଟିଏମସି)ରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ରବିବାର ଏହି ଅଞ୍ଚଳର ୧୦ଟି ଗ୍ରାମକୁ ୪୮ ଘଣ୍ଟିଆ ସଟଡାଉନ୍ କରାଯାଇଛି । ଡୁମୁରିଆ ପଞ୍ଚାୟତର ସରପଞ୍ଚ ଦମୟନ୍ତୀ ନାୟକ…

ମିଶନ ଜିରୋ: ବ୍ରହ୍ମପୁରରେ ୩ ଦିନରେ ଲକ୍ଷେ କରୋନା ସ୍କ୍ରିନିଂ

ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ (ବିଇଏମସି) ପକ୍ଷରୁ ମିଶନ ଜିରୋ କୋଭିଡ-୧୯ ଅଧୀନରେ ଶନିବାର ଦିନ ପ୍ରାୟ ୪୦,୦୦୦ ଲୋକଙ୍କୁ ମିଶାଇ ଗତ ୩ ଦିନ ମଧ୍ୟରେ ମୋଟ୍ ଏକ ଲକ୍ଷ ଲୋକଙ୍କ ସ୍ୱାସ୍ଥ୍ୟ ସ୍କ୍ରିନିଂ ଶେଷ କରାଯାଇଛି । ବିଇଏମସିର ଜଣେ ଅଧିକାରୀ କହିଛନ୍ତି ଯେ କୋଭିଡ-୧୯, ଯକ୍ଷ୍ମା,…

ଭୁବନେଶ୍ୱରରେ ୬ ନୂଆ ସଂକ୍ରମିତ, ୧୯ ସୁସ୍ଥ

ଭୁବନେଶ୍ୱର: କିଛି ଦିନ ହେଲା ରାଜଧାନୀ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଆଜି ଆଶ୍ୱସ୍ତିକର ଖବର ଆସିଛି। ଆଜି ଭୁବନେଶ୍ୱରରେ ୬ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ୧୯ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବିଏମସିର ସୂଚନା ଅନୁସାରେ,…