Latest Odisha News

BREAKING NEWS

Browsing Category

ଓଡିଶା

Odisha

କରୋନା ଭୟ: କଣ୍ଟେନମେଣ୍ଟ ଜୋନ ଘୋଷଣା ହେଲା ଯାଜପୁରର ଏହି ପଞ୍ଚାୟତ

ଯାଜପୁର: ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବରୀ ବ୍ଲକର ଈଶାନପୁର ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। ଏନେଇ ଜିଲ୍ଲାପାଳ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି । କରୋନା ସଂକ୍ରମିତଙ୍କ ସଂଖ୍ୟା ଏହି ଅଞ୍ଚଳରେ ବଢ଼ୁଥିବାରୁ ଏହାକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା…

କରୋନା ପଜିଟିଭ ଚିହ୍ନଟ ହେଲା ୧୮ ମାସର ଶିଶୁ କନ୍ୟା

ଗୋପ: ପୁରୀ ଜିଲ୍ଲା ଗୋପ ବ୍ଲକରୁ ଚିହ୍ନଟ ହୋଇଛନ୍ତି ୨ କରୋନା ପଜିଟିଭ୍‌। ସେମାନଙ୍କ ମଧ୍ୟରେ ରହିଛି ଜଣେ ୧୮ମାସର ଶିଶୁ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ଏହି ଶିଶୁ ଜଣଙ୍କ ନିକଟରେ ନିଜ ବାପା ମାଆଙ୍କ ସହ ଦିଲ୍ଲୀରୁ ଫେରିଥିବା ବେଳେ ବଣିଆସାହି ପଞ୍ଚାୟତରେ କ୍ୱାରେଣ୍ଟାଇନ ସେଣ୍ଟରରେ ରହିଥିଲେ…

କ୍ୱାରେଣ୍ଟାଇନ ଅବଧି ବଢାଇଲା ଗଜପତି ଜିଲ୍ଲା ପ୍ରଶାସନ

ଗଜପତି: ଆନୁଷ୍ଠାନିକ ଭାବରେ କ୍ୱାରେଣ୍ଟାଇନ ଅବଧି ବଢାଇଛନ୍ତି ଗଜପତି ଜିଲ୍ଲା ପ୍ରଶାସନ। ପୂର୍ବରୁ ଏହି ଅବଧି ୧୪ଦିନ ଥିବା ବେଳେ ଜିଲ୍ଲା ପ୍ରଶାସନ ସୋମବାର ଦିନ କ୍ୱାରେଣ୍ଟାଇନ ଅବଧିକୁ ୨୧ ଦିନ ବଢାଇଛନ୍ତି । ୨୧ ଦିନ ସଂଗରୋଧରେ ରହିବା ପରେ ପ୍ରଥମେ ପ୍ରୋତ୍ସାହନ ରାଶି ୧୦୦୦ ଟଙ୍କା ଏବଂ…

ସଙ୍କଟରେ ପ୍ରବାସୀ ଶ୍ରମିକଙ୍କ ଅବସ୍ଥା: ଡବ୍ଲୁଏଚଆରପିଓ ପକ୍ଷରୁ ସହାୟତା ଦାବି

ଗଞ୍ଜାମ: ସଙ୍କଟରେ ପ୍ରବାସୀ ଶ୍ରମିକଙ୍କ ଭବିଷ୍ୟତ । ଯଥାଶୀଘ୍ର କିଛି ବ୍ୟବସ୍ଥା କରିବାକୁ ବିଭିନ୍ନ ସଂଗଠନ ପକ୍ଷରୁ ଦାବି କରାଯାଇଛି । ବର୍ତ୍ତମାନ କରୋନା ସଂକ୍ରମଣ ମୁକାବିଲା ନିମନ୍ତେ ଲକଡାଉନ ଜାରି ରହିଛି । ଫଳରେ ସମସ୍ତ ଦୋକାନ ବଜାର ଏବଂ କଳ କାରଖାନା ବନ୍ଦ ରହିଛି । ଏଣୁ ବିଭିନ୍ନ ଶିଳ୍ପ…

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଝିଅ ନାଁରେ ଏତଲା

ଭୁବନେଶ୍ୱର: ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ଝିଅ ନାଁରେ ଏତଲା । ସ୍ୱାସ୍ଥ୍ୟ ମନ୍ତ୍ରୀ ଝିଅ ଦୀପାଳି ଦାସ ଓ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । କୋଭିଡ-୧୯ ଗାଇଡ୍ ଲାଇନ୍ ଉଲ୍ଲଂଘନ ଅଭିଯୋଗରେ ମାମଲା ରୁଜୁ କରିଛି ପୋଲିସ। ଏନେଇ ଝାରସୁଗୁଡା ଏସ୍‌ପି ସୂଚନା ଦେଇଛନ୍ତି ।…

ଆଇଏଏସ୍ ବିଜୟ କେତନ ଉପାଧ୍ୟାୟଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର

ଭୁବନେଶ୍ୱର: ଆଇଏଏସ୍ ଅଫିସର ବିଜୟ କେତନ ଉପାଧ୍ୟାୟଙ୍କ ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରି ନେଇଛନ୍ତି ରାଜ୍ୟ ସରକାର । ନିଲମ୍ବନ ପ୍ରତ୍ୟାହାର କରିବା ସହ ତାଙ୍କୁ ପୁନଃସ୍ଥାପନ କରାଯାଇଛି । ବିଜୟ କେତନ ଉପାଧ୍ୟୟଙ୍କୁ କଟକ ସ୍ଥିତ ବୋର୍ଡ ଅଫ୍ ରେଭେନ୍ୟୁର ସେକ୍ରେଟାରୀ ଭାବେ ନୂଆ ଦାୟିତ୍ୱ…

ସଟଡାଉନରେ ବିକୁଥିଲେ ମାଛ; ସିଜ୍ କଲା ପୋଲିସ

ବ୍ରହ୍ମପୁର: କରୋନା ଭାଇରସ ବିସ୍ତାରକୁ ରୋକିବା ପାଇଁ ବ୍ରହ୍ମପୁର ସହରରେ ଜୁନ୍ ୨୭ରୁ ୪ ଦିଦିନିଆ ସଟଡାଉନ କରାଯାଇଛି। ହେଲେ ସଟଡାଉନ ସମୟରେ ମାଛ ବିକିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁଯାୟୀ ଏଠାରୁ ପ୍ରାୟ ୪୫ କିଲୋମିଟର ଦୂରରେ ଥିବା ସୁରଲା ଏବଂ ସୁମାଣ୍ଡିରୁ ପ୍ରାୟ ୨୦ ଜଣ…

କଟକ ସିଡିଏ ସେକ୍ଟର-୯, ବଡମ୍ବା ପଂଚାୟତ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

କଟକ: କଟକ ସିଡିଏ ସେକ୍ଟର-୯ ଅଂଚଳରୁ ଜଣେ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହେବା ପରେ ସମ୍ପୃକ୍ତ ଅଂଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। କଟକ ମହାନଗର ନିଗମ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି l ସେହିପରି ବଡ଼ମ୍ବାରେ ଆଉ ୫ ଜଣ କରୋନା ପଜିଟିଭ ବ୍ୟକ୍ତି ଚିହ୍ନଟ ହେବା ପରେ…

ତିନି ରଥର ହେଲା ଦକ୍ଷିଣ ମୋଡ

ପୁରୀ: ଶ୍ରୀକ୍ଷେତ୍ରରେ ବିଧିପୂର୍ବକ ୩ ରଥର ହେଲା ଦକ୍ଷିଣ ମୋଡ । ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ପରେ ୩ ରଥର ଦକ୍ଷିଣ ମୋଡ କରାଯାଇଛି । ଏଥିସହ ଆରମ୍ଭ ହୋଇଛି ବାହୁଡା ଯାତ୍ରା ପ୍ରସ୍ତୁତି । ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ, ତାପରେ ବଳଭଦ୍ରଙ୍କ ତାଳଧ୍ୱଜ ଏବଂ ସର୍ବଶେଷରେ…

କଟକ କ୍ୟାନ୍‌ସର ହସ୍ପିଟାଲର ୨ ନର୍ସଙ୍କୁ କରୋନା

କଟକ: ରାଜ୍ୟରେ କରୋନା ତାର କାୟା ମେଲାଇବାରେ ଲାଗିଛି । କରୋନା ଯୋଦ୍ଧାଙ୍କୁ ହେଲାଣି କରୋନା । କଟକ ହରିହର କ୍ୟାନସର୍ ହସ୍ପିଟାଲର ୨ ନର୍ସ ପଜିଟିଜ ଚିହ୍ନଟ ହୋଇଛନ୍ତି । କ୍ୟାନସର ହସ୍ପିଟାଲର ଜଣେ ପୁରୁଷ ଓ ଜଣେ ମହିଳା ନର୍ସ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ହସ୍ପିଟାଲର ୫୨ ଜଣ…