Latest Odisha News

BREAKING NEWS

Browsing Category

ଓଡିଶା

Odisha

ଖୋଲିଲା ହୀରାକୁଦ ଗେଟ୍

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ଚଳିତବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସିତ ହୋଇଛି । ପାରମ୍ପରିକ ପୂଜାର୍ଚ୍ଚନା ପରେ ଗେଟ୍ ଖୋଲିଛି । ପ୍ରଥମେ ଖୋଲାଗଲା ଡ୍ୟାମର ୭ ନମ୍ବର ସ୍ଲୁଇସ୍ ଗେଟ୍ । ହୀରାକୁଦ ଜଳଭଣ୍ଡାରରେ ବର୍ତ୍ତମାନ ୬୧୮ ଫୁଟ ପାଣି ରହିଛି । ଡ୍ୟାମର ଜଳ ଧାରଣା କ୍ଷମତା ରହିଛି ୬୩୦…

ଜୁଲାଇ ଶେଷ ସପ୍ତାହରେ ପ୍ରକାଶ ପାଇବ ମ୍ୟାଟ୍ରିକ ପରୀକ୍ଷା ଫଳ

ଭୁବନେଶ୍ୱର: ଆସନ୍ତା ଜୁନ ମାସ ୩୦ ତାରିଖ ସୁଦ୍ଧା ମାଟ୍ରିକ ପରୀକ୍ଷା ଖାତା ଦେଖା ଶେଷ ହେବ ଓ ଜୁଲାଇ ଶେଷ ସପ୍ତାହ ସୁଦ୍ଧା ଫଳାଫଳ ପ୍ରକାଶ ପାଇବ । ଯେଉଁ ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ବାକି ରହିଯାଇଥିବ ତାହାକୁ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) କାର୍ଯ୍ୟାଳୟକୁ ଅଣାଯାଇ ଖାତା ଦେଖା ଶେଷ…

ଭିଡ଼ିଓ କନଫରେନସିଂ ଜରିଆରେ ପାରାଦୀପରେ ଉଦଘାଟିତ ହେବ ଇଣ୍ଡିଆନ ଅଏଲର ଉତ୍ପାଦ ପ୍ରୟୋଗ ଓ ବିକାଶ କେନ୍ଦ୍ର

ପାରାଦୀପ: ଆଜି ପାରାଦୀପରେ ଇଣ୍ଡିଆନ ଅଏଲ (ଆଇଓସିଏଲ)ର ଉତ୍ପାଦ ପ୍ରୟୋଗ ଓ ବିକାଶ କେନ୍ଦ୍ର ଉଦଘାଟିତ ହେବ । ୪୩ କୋଟି ଟଙ୍କାର ଏହି ପ୍ରକଳ୍ପକୁ ଭିଡ଼ିଓ କନଫରେନ୍ସ ଜରିଆରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ପ୍ରକଳ୍ପ ଦେଶର ଷଷ୍ଠ…

ଟ୍ରକ ଆଗକୁ ଡେଇଁ ଆତ୍ମହତ୍ୟା କଲେ ମର୍ଣ୍ଣିଂ ଓ୍ବାକରେ ଯାଇଥିବା ଯୁବକ !

ବାଲେଶ୍ଵର: ବାଲେଶ୍ବର ଜିଲ୍ଲା ୧୬ନଂ ଜାତୀୟ ରାଜପଥରେ ଆଜି ସକାଳୁ ସକାଳୁ ଘଟିଛି ଏକ ଅଭାବନୀୟ ଘଟଣା ।ମର୍ଣ୍ଣିଂ ଓ୍ବାକରେ ଯାଇଥିବା ଜଣେ ଯୁବକ ଟ୍ରକ୍ ଆଗକୁ ଡେଇଁ ଜୀବନ ହାରିଥିବା ଅଭିଯୋଗ ହୋଇଛି । ସୂଚନାନୁସାରେ, ବାଲେଶ୍ବର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ସୋର ଉତ୍ତରେଶ୍ବର ନିକଟରେ ଯୁବକ…

ଆଜି ହେବ ଶ୍ରୀମନ୍ଦିର ଗର୍ଭ ଗୃହର ଯାଞ୍ଚ

ପୁରୀ: ଆଜି ହେବ ଶ୍ରୀମନ୍ଦିର ଗର୍ଭ ଗୃହ ଯାଞ୍ଚ । ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ (ASI) ବୈଷୟିକ ଟିମ୍ ଦ୍ୱାରା ଗର୍ଭ ଗୃହର ଯାଞ୍ଚ କରାଯିବ । ରାଜ୍ୟର ବିଭିନିନ ବିଭାଗର ବିଶେଷଜ୍ଞଙ୍କୁ ନେଇ ଗଠିତ ଟିମ୍ ଶ୍ରୀମନ୍ଦିର ଭିତରେ ଯାଞ୍ଚ କରିବେ । ବର୍ତ୍ତମାନ ଶ୍ରୀଜିଉମାନେ ରତ୍ନ ସିଂହାସନରେ…

ଆଜିଠୁ ପିପିଲିକୁ ଗଡିବ ମୋ ବସ୍

ଭୁବନେଶ୍ବର: ଆଜିଠାରୁ ପିପିଲିକୁ ଗାଡିବ ମୋ ବସ । ମାଷ୍ଟରକ୍ୟାଣ୍ଟିନ ରୁ ପିପିଲିକୁ ଏହି ସେବା ଆରମ୍ଭ ହେବ। ଗତ ମଙ୍ଗଳବାରଠାରୁ କ୍ରୁଟ୍‌ ପକ୍ଷରୁ ବସ୍‌ ଚଳାଚଳ ଆରମ୍ଭ ହେବାର ଥିଲା। ପୁରୀ ଜିଲା ଏହି ଦିନ ସଟ୍‌ଡାଉନ୍‌ ଘୋଷଣା ହେଇଥିବାରୁ କ୍ରୁଟ୍‌ ପକ୍ଷରୁ ଏଥିରେ ପରିବର୍ତ୍ତନ କରାଯାଇଥିଲା।…

ଜନ୍ମବେଦୀରେ ଚତୁର୍ଦ୍ଧାମୂର୍ତ୍ତି; ଆଜି ବାହାରିବ ଆଡ଼ପ ଅବଢ଼ା

ପୁରୀ: ଜନ୍ମବେଦୀରେ ଶ୍ରୀଜିଉ । ଆଜି ଆଡପମଣ୍ଡରେ ଚାଲିଛି ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ୱତନ୍ତ୍ର ନୀତିକାନ୍ତି । ଆଡପ ମଣ୍ଡପରୁ ଆଜିଠାରୁ ବାହାରିବ ଅବଢା । ମହାପ୍ରସାଦ ପାଇବା ପାଇଁ କରାଯିବ ସ୍ୱତନ୍ତ୍ର ବ୍ୟବସ୍ଥା । ଭକ୍ତମାନେ କିପରି ସୁରୁଖୁରୁରେ ଅବଢା ପାଇ ପାରିବେ ସେ ନେଇ ବ୍ୟବସ୍ଥା…

ଆଜି ଖୋଲିବ ହୀରାକୁଦ ଗେଟ: ଛଡାଯିବ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ସମ୍ବଲପୁର: ଆଜି ହୀରାକୁଦ ଛାଡିବ ଚଳିତବର୍ଷର ପ୍ରଥମ ବନ୍ୟାଜଳ । ସକାଳ ୧୦ଟା ପରେ ଯେକୌଣସି ସମୟରେ ବନ୍ୟାଜଳ ଛଡ଼ାଯିବା ନେଇ ସୂଚନା । ଉପରମୁଣ୍ଡରେ ବର୍ଷା ଓ ଡ୍ୟାମକୁ ଜଳ ପ୍ରବେଶ ପାଇଁ ଆଗୁଆ ଗେଟ ଖୋଲା ଯାଉଥିବା କତ୍ତୃପକ୍ଷଙ୍କର ପକ୍ଷରୁ ସୂଚନା ଦିଆଯାଇଛି । ଉପରମୁଣ୍ଡରେ ବର୍ଷା ଯୋଗୁଁ…

ପାରୋଲରେ ‘ଅଲ୍‌କାଏଦା’ ସନ୍ଦିଗ୍ଧ ଆତଙ୍କବାଦୀ ଅବଦୁର୍ ରେହମାନ୍ !

କଟକ: ଚୌଦ୍ୱାର ଜେଲରେ ଥିବା ‘ଅଲ୍‌କାଏଦା’ ସନ୍ଦିଗ୍ଧ ଆତଙ୍କବାଦୀ ମହମ୍ମଦ ଅବଦୁର୍ ରେହମାନ୍ ବୁଧବାର ଦିନ ପାରୋଲ୍‌ରେ କଟକ ଜଗତପୁର ପଶ୍ଚିମକଚ୍ଛସ୍ଥିତ ନିଜ ଗାଁ’କୁ ଆସିଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇଛି । ନିଜ ମାଆଙ୍କ ଶ୍ରାଦ୍ଧକାର୍ଯ୍ୟ ଲାଗି ଦିଲ୍ଲୀ ଅଦାଲତ ମାତ୍ର ୪ ଘଣ୍ଟା ପାରୋଲ୍…

ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଶ୍ରାଦ୍ଧବାର୍ଷିକୀ, ଜାଣନ୍ତୁ ତାଙ୍କ ସମ୍ପର୍କରେ କିଛି…

ଭୁବନେଶ୍ୱର: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସ୍ବର୍ଗତଃ ନବକୃଷ୍ଣ ଚୌଧୁରୀ ହେଉଛନ୍ତି ଓଡ଼ିଶାର ଅନ୍ୟତମ ବିଶିଷ୍ଟ ଜନନାୟକ ମଧ୍ୟରେ ଅନ୍ୟତମ। ଆଜୀବନ ଶୋଷିତ ଶ୍ରେଣୀର ସପକ୍ଷରେ କାର୍ଯ୍ୟ କରିଥିବା ଏହି ବିଖ୍ୟାତ ଜନନେତା ଜଣକର ୧୯୮୪ ମସିହା ଜୁନ୍ ୨୪ ତଥା ଆଜିର ଦିନରେ ଦେହାନ୍ତ…