Latest Odisha News

BREAKING NEWS

Browsing Category

ଓଡିଶା

Odisha

ଗାଡି ଚାଳକଙ୍କୁ ଆଶ୍ୱସ୍ତି; ସେପ୍ଟେମ୍ବର ୩୦ ଯାଏଁ ବଢିଲା ଗାଡି ଡକ୍ୟୁମେଣ୍ଟ ବୈଧତା

ଭୁବନେଶ୍ୱର: ଦେଶରେ ଦିନକୁ ଦିନ କରୋନା ପରିସ୍ଥିତି ଅଣାୟତ ହେଉଥିବା ଯୋଗୁଁ ଜନସାଧାରଣଙ୍କ ସୁରକ୍ଷା ଲାଗି ଗାଡି ସମ୍ବନ୍ଧୀୟ ସମସ୍ତ କାଗଜପତ୍ରର ଅବଧିକୁ ବଢାଇଛନ୍ତି କେନ୍ଦ୍ର ସରକାର । ଯାହାଫଳରେ ଫେବୃଆରୀ ୧ରୁ ସରୁଥିବା ଗାଡି ଡକ୍ୟୁମେଣ୍ଟ ଗୁଡିକୁ ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ଯାଏଁ…

ଲାଞ୍ଚ ନେଇ ଧରାପଡିଲେ ପୋଲିସ ବାବୁ

କଳାହାଣ୍ଡି : ଭିଜିଲାନ୍ସ ହାତରେ ଧରା ପଡିଲେ ଲାଞ୍ଚୁଆ ପୋଲିସ ବାବୁ । କଳାହାଣ୍ଡି ଥୁଆମୂଳ ରାମପୁର ଥାନା ମହୁଲପାଟଣା ଫାଣ୍ଡିର ଏଏସ୍‌ଆଇ ମଳୟ ରଂଜନ ରଣା ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଛନ୍ତି । ସ୍ଥାନୀୟ ଅଂଚଳର ଜଣେ ବ୍ୟକ୍ତିଙ୍କ ଏକ ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ଟରକୁ ଛାଡିଦେବା…

ସୁପ୍ରିମକୋର୍ଟରେ ପିଟିସନର ସୋମବାର ଶୁଣାଣିକୁ ଅପେକ୍ଷା, ନ ହେଲେ ହେବ ବିକଳ୍ପ ଚିନ୍ତା: ଗଜପତି

ପୁରୀ : ରଥଯାତ୍ରା ହେବ ନାହିଁ ବୋଲି ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ ପରେ ଭାଙ୍ଗିପଡିଥିଲେ ଶ୍ରଦ୍ଧାଳୁ ଓ ଜଗନ୍ନାଥ ପ୍ରେମୀ । କିନ୍ତୁ ଗତକାଲି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଏ ନେଇ କିଛିଟା ଆଶା ଦେଖାଦେଇଛି । ବୈଠକ ପରେ ଗଜପତି ଦିବ୍ୟସିଂହ ଦେବ କହିଛନ୍ତି ଯେ, ସୋମବାର ଦିନ…

ସିଡିଏମଓ ସ୍ତରରେ ଅଦଳବଦଳ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ(ସିଡିଏମଓ), ସ୍ପେଶାଲିଷ୍ଟ୍ ଏବଂ ଅନ୍ୟାନ୍ୟ ପଦବୀ ସ୍ତରରେ ପରିବର୍ତ୍ତନ କରାଯାଇଛି । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି । ଜାଣନ୍ତୁ, ସେ…

ଡକାୟତି ଯୋଜନା ପଣ୍ଡ କଲା ବୁଗୁଡା ପୋଲିସ, ୪ ଗିରଫ

ବୁଗୁଡା : ବୁଗୁଡା ପୋଲିସକୁ ସଫଳତା । ଡକାୟତି ଯୋଜନା ବେଳେ ପୋଲିସ ଚଢଉ କରି ୪ ଜଣଙ୍କୁ ଗିରଫ କରିଛି ପୋଲିସ । କିନ୍ତୁ ଘଟଣା ସ୍ଥଳରୁ ଜଣେ ଫେରାର ହୋଇଯାଇଛି । ଗତକାଲି ବିଳମ୍ବିତ ପେଟ୍ରୋଲିଂ ବେଳେ ପୋଲିସ ଏମାନଙ୍କୁ ଗିରଫ କରିଛି । ଏମାନଙ୍କଠାରୁ ୪ଟି ହାତ ବୋମା, ଗୋଟାଏ ଖଣ୍ଡା, ଛୁରୀ ଓ…

ଭୁବନେଶ୍ୱର ଏମସ୍ ଛାତ୍ରୀ ସର୍ବଭାରତୀୟ ପିଜି ପ୍ରବେଶିକା ପରୀକ୍ଷାରେ ୧ ନମ୍ବର

ଭୁବନେଶ୍ୱର : ଭୁବନେଶ୍ୱରର ଗୌରବ ବଢାଇଛନ୍ତି ଏମସ୍‌ର ଡାକ୍ତରୀ ଛାତ୍ରୀ ଡକ୍ଟର ବିନିତା କେ. । ସେ ମେଡିକାଲ ପିଜି ପାଇଁ ସର୍ବଭାରତୀୟ ପ୍ରବେଶିକା ପରୀକ୍ଷାରେ ଶତ ପ୍ରତିଶତ ନମ୍ବର ରଖିବା ସହ ପ୍ରଥମ ସ୍ଥାନରେ ରହିଛନ୍ତି । ଆଜି ଘୋଷଣା କରାଯାଇଥିବା ସର୍ବଭାରତୀୟ ଏମସ୍ ପିଜି ପ୍ରବେଶିକା…

ରସୁଲଗଡ ନିକଟରୁ ସାଢେ ୪ କୋଟି ଟଙ୍କାର ବ୍ରାଉନ ସୁଗାର ଜବତ, ତିନି ଅଟକ

ଭୁବନେଶ୍ୱର: ରାଜଧାନୀରେ ପ୍ରାୟ ସାଢେ ୪ କେଜି ବ୍ରାଉନସୁଗାର ଜବତ । ଯାହାର ଆନୁମାନିକ ମୂଲ୍ୟ ସାଢେ ଚାରି କୋଟି ଟଙ୍କା । ପୋଲିସର ସ୍ପେଶାଲ ଟାସ୍କ ଫୋର୍ସ ରସୁଲଗଡରେ ଚଢଉ କରି ଏହାକୁ ଜବତ କରିଛି । ଏକ ସଙ୍ଗରେ ଏତେ ପରିମାଣର ବ୍ରାଉନସୁଗାର ଜବତ ହେବାରେ ଏହା ରେକର୍ଡ ବୋଲି ପୋଲିସ…

ସୁଶାନ୍ତ ସିଂହ ରାଜପୁତଙ୍କ ବିୟୋଗ ସହିନପାରି ୯ମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା

କଟକ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ସାରା ଦେଶକୁ ଦୋହଲାଇ ଦେଇଛି । ତାଙ୍କ ପ୍ରଶଂସକମାନେ ତାଙ୍କ ଆତ୍ମହତ୍ୟା ଖବରକୁ ସହଜରେ ବିଶ୍ୱାସ କରିପାରୁ ନାହାନ୍ତି । ଏହି ଘଟଣାକୁ ୪ରୁ ୫ ଦିନ ବିତିଯାଇଥିଲେ ମଧ୍ୟ ସୁଶାନ୍ତ ଫ୍ୟାନ୍‌ମାନେ ନିରାଶ ହୋଇ ଆତ୍ମହତ୍ୟାର ବାଟ ବାଛି…

ବ୍ରହ୍ମପୁର କ୍ଷୀର ବ୍ୟବସାୟୀ ହତ୍ୟା ଘଟଣା: ୩ ଅଭିଯୁକ୍ତ ଗିରଫ

ଗଞ୍ଜାମ: ଗଂଜାମ ଜିଲ୍ଲାର ବ୍ରହ୍ମପୁରସ୍ଥିତ ହିଲପାଟଣା ଠାରେ ଗତ ୧୩ ତାରିଖ ରାତି କ୍ଷୀର ବ୍ୟବସାୟୀ ଲମ୍ବୋଦର ମୁନି ହତ୍ୟାକାଣ୍ଡ ଘଟଣାରେ ଗୋଷାଣୀନୂଆଗାଁ ପୁଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ଗୋଷାଣୀନୂଆଗଁ ଥାନା ଅନ୍ତର୍ଗତ ନେହେରୁ ନଗର ୯ମ ଲାଇନର ଶିବ ମହାକୁଡ…

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ୨ ଓଡ଼ିଆ ବୀର ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ

ଭୁବନେଶ୍ୱର: ଗଲୱାନ ଘାଟିରେ ଚୀନ୍ ଓ ଭାରତୀୟ ଯବାନଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ପ୍ରାଣ ହରାଇଥିବା ଓଡିଶାର ଦୁଇ ବୀରଙ୍କ ଶେଷକୃତ୍ୟ ଶୁକ୍ରବାର ଦିନ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହୋଇଛି। ସହିଦ ଯବାନଙ୍କ ମୃତ ଶରୀର ତାଙ୍କ ପୈତୃକ ଗ୍ରାମରେ ପହଞ୍ଚିବା ପରେ ପରିବାର…