Latest Odisha News

BREAKING NEWS

Browsing Category

ଓଡିଶା

Odisha

ମଦୁଆ ପୁଅକୁ ହାଣି ମାଟି ତଳେ ପୋତିଦେଲା ମାଆ

ଗଞ୍ଜାମ: ମାଆ ସାଜିଲା ହତ୍ୟାକାରୀ । ପୁଅକୁ ହାଣି ହତ୍ୟାକରି ମାଟି ତଳେ ପୋତି ଦେଲା ମାଁ । ମଦୁଆର ପୁଅର ଉନ୍ମତ କାଣ୍ଡରେ ଅତିଷ୍ଠ ହୋଇ ଏଭଳି କାଣ୍ଡ ଘଟିଛି ମାଁ । ଏଭଳି ଅଭାବନୀୟ ଘଟଣା ଘଟିଛି ଗଂଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଗୋପପୁର ଗାଁରେ । ସୂଚନା ମୁତାବକ, ଗୋପପୁର ହରିଜନ…

ସୂର୍ଯ୍ୟ ପରାଗ : ଭାରତରେ କେତେବେଳେ ଗ୍ରାସ, କେତେବେଳେ ମୋକ୍ଷ

ଜୁନ ୨୧ ତାରିଖ ସକାଳ ୯ଟା ୫୬ ମିନିଟ ସମୟରେ ଗୁଜରାଟ ଦ୍ୱାରକା ଆକାଶରେ ପ୍ରଥମେ ସୂର୍ଯ୍ୟ ପରାଗ ଆରମ୍ଭ ହେବ । ତେବେ ଏହା ଆଂଶିକ ପରାଗ ହେବ । ଯେହେତୁ ଭାରତ ପାଇଁ ରାଜସ୍ଥାନରେ ପ୍ରଥମେ ବଳୟ ପରାଗ ହେବ ତେଣୁ ଏଠିକାର ସମୟ ଉପରେ ନଜର ପକାଇବା । ରାଜସ୍ଥାନରେ ୧୦ଟା ୧୨ ମିନିଟ ୨୬ସେକେଣ୍ଡ…

ଶ୍ରୀଜଗନ୍ନାଥ ଓ ଶ୍ରୀମନ୍ଦିର…

(ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ କୁମାର ଭୀମସେନଙ୍କ ନିୟମିତ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ) ଶ୍ରୀଜଗନ୍ନାଥ । ସେ ସମସ୍ତଙ୍କର। ସାରା ଜଗତର । ସେ ଏମିତି ଠାକୁର,ଯାହାଙ୍କୁ ଆଖି ପାଏ ନାହିଁ । ଆଖି ପାଏ ନାହିଁ ବୋଲି ସେ ଅନନ୍ତ । ସେ ଆକାଶଠାରୁ ଆହୁରି ବିସ୍ତୃତ, ସମୁଦ୍ରଠାରୁ…

ଓଡିଶାର ୮ଟି ଜିଲ୍ଲାରେ ବର୍ଷା ସହ ବଜ୍ରପାତ ଆଶଙ୍କା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୮ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଶୁକ୍ରବାର ଦିନ ଆକଳନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ ଝାରସୁଗୁଡା, ଦେବଗଡ଼, କୋରାପୁଟ, ସମ୍ବଲପୁର,…

ସୁସ୍ଥ ହେଲେ ଆଉ ୧୫୩ କରୋନା ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ଆଉ ୧୫୩ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ସୁସ୍ଥ ହୋଇଥିବା ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୨୦୦ରେ ପହଁଚିଛି । ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ କଟକର ସର୍ବାଧିକ ୪୩ ଜଣ ଅଛନ୍ତି ।ସେହିପରି ଜଗତସିଂପୁରର ୨୧, କନ୍ଧମାଳର ୧୮, ଖୋର୍ଧାର ୧୨, ଭଦ୍ରକର…

ରଥଯାତ୍ରାକୁ ନେଇ ପୁଣି ସୁପ୍ରିମକୋର୍ଟରେ ଆବେଦନ

ଭୁବନେଶ୍ୱର: ରଥଯାତ୍ରାକୁ ନେଇ ସୁପ୍ରିମକୋର୍ଟରେ ପୁଣି ଏକ ପିଟିସନ ଦାଖଲ ହୋଇଛି । ଏହାକୁ ସାମାନ୍ୟ ପରିବର୍ତ୍ତନ କରିବାକୁ ମୋଡିଫିକେସନ୍ ପିଟିସନ ଦାୟର ହୋଇଛି । ପକ୍ଷଭୁକ୍ତ ଆବେଦନକାରୀ ଅଫତାବ୍ ହୁସେନ୍ ପିଟିସନ ଦାୟର କରିଛନ୍ତି । କେବଳ ପୁରୀ ରଥଯାତ୍ରାକୁ ଅନୁମତି ଦିଆଯାଉ । ସାରା…

ରଥଯାତ୍ରା ବନ୍ଦକୁ ନେଇ ତେଜିଲା ରାଜନୀତି, କାନ୍ଦି ପକାଇଲେ ସୁର

ଭୁବନେଶ୍ୱର: ସୁପ୍ରିମକୋର୍ଟଙ୍କ ରାୟ ପରେ ରଥଯାତ୍ରାକୁ ନେଇ ରହିଥିବା ଦ୍ୱନ୍ଦ ଦୂର ହୋଇଛି । ହେଲେ ରଜନୀତି ଜୋର ଧରିଛି । ଏହି ପ୍ରସଙ୍ଗରେ ଆଜି ରାଜ୍ୟ ସରକାରଙ୍କୁ କଡା ଭାଷାରେ ସମାଲୋଚନା କରିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ସେ କହିଛନ୍ତି, ରଥଯାତ୍ରା ନେଇ ଯାହା ଆଶଙ୍କା…

କୋଭିଡ୍ ସାମଗ୍ରୀ କିଣା ନେଇ କଂଗ୍ରେସର ନୂଆ ଅଭିଯୋଗ

ଭୁବନେଶ୍ୱର: ଗୋଟିଏ ପଟେ ରାଜ୍ୟ ସରକାର କରୋନା ମହାମାରୀ ନିୟନ୍ତ୍ରଣ ପାଇଁ ଉଦ୍ୟମ ଜାରି ରଖିଥିବା ବେଳେ ରାଜ୍ୟରେ କୋଭିଡ୍ ସାମଗ୍ରୀ କିଣା ନେଇ ଆଜି ନୂଆ ଦୁର୍ନୀତି ଅଭିଯୋଗ ଆଣିଛି କଂଗ୍ରେସ । ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ନେତା ପ୍ରଦୀପ ମାଝି କହିଛନ୍ତି ଯେ, ଶ୍ରମିକଙ୍କୁ ଉପକରଣ ଓ…

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

କେନ୍ଦୁଝର: ଜଣେ ଠିକାଦାରଙ୍କ ଠାରୁ ୧୧, ୦୦୦ ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ଟିମ୍ ଶୁକ୍ରବାର ଦିନ ଜଣେ ଜୁନିୟର ଇଞ୍ଜିନିୟରଙ୍କୁ ଗିରଫ କରିଛି। ସୂଚନାନୁସାରେ, ଜଣେ ଠିକାଦାରଙ୍କ କାମ କରାଇଦେବା ଲାଗି ଜିଲ୍ଲାର ସଦର ବ୍ଲକରେ କାର‌୍ୟ୍ୟରତ ଜୁନିଅର ଇଞ୍ଜିନିୟର ପ୍ରମୋଦ…

ଛତିଶଗଡରେ ପଙ୍ଗପାଳ, ପୁଣି ବଢିଲା ଓଡିଶାର ଚିନ୍ତା

ଭୁବନେଶ୍ୱର: କିଛି ଦିନ ତଳେ ପଡୋଶୀ ରାଜ୍ୟ ଛତିଶଗଡରୁ ମଧ୍ୟପ୍ରଦେଶ ଆଡକୁ ମୁହାଁଇଥିବା ପଙ୍ଗପାଳଙ୍କୁ ନେଇ ପୁଣି ଓଡିଶାର ଚିନ୍ତା ବଢିଛି । କାରଣ, ପୁଣି ଛତିଶଗଡକୁ ଫେରିଛନ୍ତି ପଙ୍ଗପାଳ । ଆଜି ଏହା ଉପରେ ଅନୁଧ୍ୟାନ କରି କୃଷି ନିର୍ଦ୍ଦେଶକ ମୁଥୁକୁମାର କହିଛନ୍ତି ଯେ, ଓଡିଶାରୁ ୪ଶହରୁ ୫ଶହ…