Latest Odisha News

BREAKING NEWS

Browsing Category

ଓଡିଶା

Odisha

ବ୍ରାଣ୍ଡେଡ୍ ଘଣ୍ଟା ନାଁରେ କରୁଥିଲେ ନକଲି ଘଣ୍ଟା ବିକ୍ରି; ୪ ଗିରଫ,ଶହ ଶହ ନକଲି ଘଣ୍ଟା ଜବତ

ରାଉରକେଲା:ରାଉରକେଲା ପ୍ଲାଣ୍ଟ ସାଇଟ୍ ପୋଲିସ ଚଢାଉ କରି ବିପୁଳ ପରିମାଣରେ ନାମୀ ଦାମୀ କମ୍ପାନୀର ନକଲି ଘଣ୍ଟା ଜବତ କରିଛି । ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଏମ୍ ଡି ସୋହେଲ ଅହମ୍ମଦ, ଇମ୍ରାନ ଅହମ୍ମଦ , ଏମଡି ଉମର ଆଲମ୍, ଏମଡି ଆସିମ୍ । ସମସ୍ତ…

କଲେଜରେ ଆଡମିଶନ ଆଳରେ ଠକେଇ;ବନ୍ଧା ହେଲେ ସାଇବାର ଠକ

ଅତାବିରା:ବିଭିନ୍ନ କଲେଜ ଛାତ୍ରୀଛାତ୍ରଙ୍କ ଆଡମିଶନ ଆଳରେ ଠକେଇ କରୁଥିବା ଘଟଣାାରେ ଜଣେ ସାଇବର ଠକକୁ ଧରିଛି ପୋଲିସ । ବରଗଡ଼ ଜିଲାର ବିଭିନ୍ନ କଲେଜ ଛାତ୍ରୀଛାତ୍ରଙ୍କ ଆଡ୍‌ମିଶନ ଆଳରେ ଠକେଇ କରୁଥିବା ସାଇବର ଠକଙ୍କୁ ଅତାବିରା ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ପବିତ୍ର…

ନକଲି ପନିର ଭୟ: ରାଜ୍ୟରେ ହଠାତ୍ ବଢ଼ିଲା ଛତୁର ଚାହିଦା, ଆକାଶଛୁଆଁ ହେଲା ଦର

ଭୁବନେଶ୍ୱର: ରାଜ୍ୟରେ ନକଲି ତଥା ଅପମିଶ୍ରିତ ପନିର କାରବାର ଉପରେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପରେ ସ୍ଥାନୀୟ ବଜାରରେ ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି । କଟକ, ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାତାର ଚଢ଼ାଉ କରାଯାଇ…

Heavy rainfall:ଏହି ଜିଲ୍ଲାରେ ଆସନ୍ତାକାଲି ସ୍କୁଲ ଓ ଅଙ୍ଗନବାଡି ଛୁଟି

ନବରଙ୍ଗପୁର:ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ନବରଙ୍ଗପୁର ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ବଜ୍ରପାତକୁ ଦୃଷ୍ଟିରେ ରଖି ସ୍କୁଲ ଛୁଟି ନେଇ ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କରିଛନ୍ତି ।…

ବଲାଙ୍ଗିରରେ ବଗିକୁ ଛାଡ଼ି ପଳାଇଲା ଇଞ୍ଜିନ, ରେଳବାଇର ସ୍ପଷ୍ଟୀକରଣ

ଭୁବନେଶ୍ୱର: ପୁରୁଣାକଟକ-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସରେ ଯାତ୍ରା କରୁଥିବା ଯାତ୍ରୀମାନେ ରବିବାର ଦିନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। କାରଣ ଅପ୍ରତ୍ୟାଶିତ ଭାବରେ କୋଚ୍ ରୁ ଅଲଗା ହୋଇଯାଇଥିଲା ଇଞ୍ଜିନ। ଏବଂ ଯାହାଫଳରେ ଟ୍ରେନର ଅନ୍ୟ କୋଚ୍ ଗୁଡ଼ିକ ବଲାଙ୍ଗୀର ରେଳ ଷ୍ଟେସନ…

୩ଲକ୍ଷର କାଠ ଓ ପଟା ଜବତ;ବେଆଇନ ଭାବେ ସଂରକ୍ଷିତ ଜଙ୍ଗଲରୁ ଗଛ କାଟିଥିଲେ

କୋମତାଲପେଟା:ବେଆଇନ ଭାବରେ ଗଚ୍ଛିତ ରଖାଯାଇଥିବା କାଠ ବିଷୟରେ ତଦନ୍ତ କରି କିଛି ଘରେ ଚଢାଉ କରିଥିଲେ ବନ କର୍ମଚାରୀ । ଏହି ଚଢାଉରେ ୩ଲକ୍ଷ ଟଙ୍କାର ଶାଳ କାଠ ଓ ପଟା ଜବତ ହୋଇଛି ଓ ୩ଜଣ ଗିରଫ ହୋଇଛନ୍ତି । ରାୟଗଡା ବନଖଣ୍ଡ ଅଧିକାରୀ ନିର୍ଦ୍ଦେଶ କ୍ରମେ ରାୟଗଡ଼ା ବନାଞ୍ଚଳ ଅଧିକାରୀ ଅନିଲ କୁମାର…

ବନ୍ୟା ପାଣିରେ ଫସିଲା ବିଧାୟକ ଓ ବିଡିଓଙ୍କ ଗାଡ଼ି

ଭୁବନେଶ୍ୱର: ରବିବାର ଦିନ ସ୍ଥାନୀୟ ବିଧାୟକ ଗୌରୀ ଶଙ୍କର ମାଝୀ ଏବଂ ତେନ୍ତୁଳିଖୁଣ୍ଟି ବ୍ଲକ ଉନ୍ନୟନ ଅଧିକାରୀ ମନୋଜ କୁମାର ପାଣିଗ୍ରାହୀ ନବରଙ୍ଗପୁର ଜିଲ୍ଲାରେ ବନ୍ୟା ସ୍ଥିତି ଆକଳନ କରିବା ସମୟରେ ସେତୁ ଉପରେ ଫସି ଯାଇଥିଲେ। ପ୍ରବଳ ବର୍ଷା ପରେ ପାଣି ଜମି ରହିଥିବା ନେଇ ଅଭିଯୋଗ ପରେ…

ହାତୀ ନଦୀରେ ବନ୍ୟା;୨୦୦ ଲୋକ ସ୍ଥାନାନ୍ତର, ନଦୀକୁ ନଯିବାକୁ ପରାମର୍ଶ

ଭବାନୀପାଟଣା:ହାତୀ ନଦୀରେ ବନ୍ୟା । କଳାହାଣ୍ଡି ଜୟପାଟଣା ଓ କଲମପୁର ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। । ମଙ୍ଗଳପୁର ଇନ୍ଦ୍ରାବତୀ ଜଳ ଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ହାତୀ ନଦୀକୁ ଛଡ଼ାଯାଇଛି। ଏଥିରେ ୪୧୨ କ୍ୟୁମେକ ବନ୍ୟା ଜଳ ନିଷ୍କାସିତ ହେଉଛି। ଏବେ ପାଣି ଘେରରେ…

ଲଗାଣ ବର୍ଷାରେ ୨୦ ଫୁଟ ରାସ୍ତା ଧୋଇଗଲା;ଝରିଗାଁ-ଡାବୁଗାଁ ରାସ୍ତାରେ ଯାତାୟତ ବନ୍ଦ

ଝରିଗାଁ:ଝରିଗାଁରେ କେଉଁଠି ବର୍ଷା ପାଣିରେ ରାସ୍ତା ଧୋଇଯାଇଛି ତ ଆଉ କେଉଁଠି ଆପ୍ରୋଜ ରାସ୍ତାକୁ ବ୍ୟାପକ କ୍ଷତି ପହଞ୍ଚାଇଛି। ସେହିଭଳି ଅନେକ ସ୍ଥାନରେ ରାସ୍ତା ଉପରେ ଆଣ୍ଠୁଏ ବର୍ଷା ପାଣି ପ୍ରବାହିତ ହେଉଥିବା ଯୋଗୁଁ ଯାତାୟାତରେ ସମସ୍ୟା ସୃଷ୍ଟି ହୋଇଛି। ନବରଙ୍ଗପୁରର ଝରିଗାଁ ବ୍ଲକରେ ଲଗାଣ…

ନିଲାମ ହେବ ଏହି ଜିଲ୍ଲାର ୪୦ ବାଲିଘାଟ;ପ୍ରଥମ ଥର ଇ-ଲଟେରୀରେ ଘାଟ ଆବଣ୍ଟନ

କଟକ:ଜିଲ୍ଲାର ୪୦ଟି ବାଲିଘାଟକୁ ନିଲାମ ପାଇଁ ଜିଲ୍ଲା ଖଣି ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ଏଥିପାଇଁ ଆବେଦନ କରିବାର ଶେଷ ସମୟ ସେପ୍ଟେମ୍ବର ୨୧ ତାରିଖ ଧାର୍ଯ୍ୟ କରାଯାଇଛି । ସେପ୍ଟେମ୍ବର ୨୨ରୁ ଅକ୍ଟୋବର ୬ ତାରିଖ ମଧ୍ୟରେ ଟେଣ୍ଡର ଖୋଲାଯିବ । ସୂଚନାଥାଉକି, ଚଳିତ ଥର ପ୍ରଥମ ଥର…