Latest Odisha News

BREAKING NEWS

Browsing Category

ପୁରୀ

Puri

ପୁରୀ କୋଚିଂ ଡିପୋରେ ପୂର୍ବତଟ ରେଳପଥ ପକ୍ଷରୁ ସ୍ୱୟଂଚାଳିତ କୋଚ୍ ୱାଶିଂ ପ୍ଲାଣ୍ଟ କାର୍ଯ୍ୟକ୍ଷମ

ପୁରୀ: ପୁରୀ କୋଚିଂ ଡିପୋରେ ପୂର୍ବତଟ ରେଳପଥ ପକ୍ଷରୁ ସ୍ୱୟଂଚାଳିତ କୋଚ୍ ୱାଶିଂ ପ୍ଲାଣ୍ଟ କାର୍ଯ୍ୟକ୍ଷମ କରାଯାଇଛି। ଏହି କୋଚିଂ ଡିପୋକୁ ଆସୁଥିବା ଟ୍ରେନ୍ ରେକ୍ ର ଗତିକୁ ଅନୁଯାୟୀ ସମଗ୍ର ଟ୍ରେନର ଧୋଇବା ପ୍ରକ୍ରିୟା ସ୍ୱଳ୍ପ ସମୟ ବ୍ୟୟରେ କରାଯାଉଥିବା ବେଳେ ଜଳ ଏବଂ ମାନବ ଶକ୍ତି କମ…

ଆଜି ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ ରାଜ୍ୟପାଳ

ଭୁବନେଶ୍ୱର: ଆଜି ସର୍ବସାଧାରଣଙ୍କ ପାଇଁ ଖୋଲିଛି ଜଗା ଦୁଆର । ୯ ମାସ ପରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି । ଆଜି ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ୧୨ଟା ୧୫ରେ ପୁରୀ ସର୍କିଟ ହାଉସରେ ପହଞ୍ଚିବେ । ୧୨ଟା ୪୦ରେ ସିଂହଦ୍ୱାର ନିକଟରେ ପହଞ୍ଚିବେ…

ପୁରୀ ସହରକୁ ସ୍ୱଚ୍ଛ ରଖିବା ପାଇଁ ବଡ଼ଦାଣ୍ଡ ସଫେଇ ଅଭିଯାନ

ପୁରୀ: ସହରକୁ ସ୍ୱଚ୍ଛ ରଖିବା ପାଇଁ ମୋ ଧାମ ମୋ ଗର୍ବ କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜନ କରାଯାଇଛି ବଡ଼ଦାଣ୍ଡ ସଫେଇ ଅଭିଯାନ। ଆଜି ନୂଆବର୍ଷକୁ ଭିନ୍ନ ଢଙ୍ଗରେ ପାଳନ କରିବାକୁ ଯାଇ ଏଭଳି ଏକ ନିଆରା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ବଡଦାଣ୍ଡର ୬ଟି ସ୍ଥାନ ଶ୍ରୀଜଗନ୍ନାଥ…

ବାଲୁକା କଳାରେ ନୂବବର୍ଷର ଶୁଭେଚ୍ଛା

ପୁରୀ: ଆସିଛି ନୂଆବର୍ଷ ୨୦୨୧ । ବାଲୁକା କଳାରେ ନବବର୍ଷର ଶୁଭେଚ୍ଛା । ପୁରୀ ବେଳାଭୂମିରେ ସୁନ୍ଦର ଓ ଆକର୍ଷଣୀୟ ବାଲୁକା କଳା ନିର୍ମାଣ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ ସାହୁ । ଏହାସହ ପ୍ରଭୁ ଜଗନ୍ନାଥଙ୍କ ପାଖରେ ସମସ୍ତଙ୍କର ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଛନ୍ତି ।…

ନୀଳକନ୍ଦରରେ ନୀଳମଣିକୁ ଦେଖିଲେ ଶ୍ରୀକ୍ଷେତ୍ରବାସୀ

ପୁରୀ: ଦୀର୍ଘ ୯ ମାସ ପରେ ବଡ଼ଦେଉଳର ରତ୍ନ ସିଂହାସନରେ ଆଖି ଦେଖିଲା ଚକାନୟନ । ଭକ୍ତ ଓ ଭଗବାନଙ୍କ ମିଳିନ ହେଲା । ଆଜିଠାରୁ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ପୁରୀ ବାସିନ୍ଦା । ମାର୍କେଟ ଛକଠାରୁ ବ୍ୟାରିକେଡ୍‌ ଦେଇ ଭକ୍ତମାନେ ସିଂହଦ୍ୱାର ଦେଇ ମନ୍ଦିର ଭିତରେ ପ୍ରବେଶ କରୁଛନ୍ତି । ପ୍ରବେଶ…

ମୁଖ୍ଯ ଶାସନ ସଚିବ ନିଯୁକ୍ତି ପରେ ପୁରୀରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ସୁରେଶ ମହାପାତ୍ର

ପୁରୀ: ନୂଆ ମୁଖ୍ୟ ଶାସନ ସଚିବ ନିଯୁକ୍ତି ପରେ ପୁରୀ ଯାଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ସୁରେଶ ମହାପାତ୍ର। ଶ୍ରୀଜିଉଙ୍କର ଆଶୀର୍ବାଦ ଭିକ୍ଷା କରିଛନ୍ତି। ସିଂହଦ୍ବାର ନିକଟରେ ପହଞ୍ଚିବା ପରେ ତାଙ୍କୁ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବାଗତ…

ବଡଦିନ ପାଇଁ ପୁରୀ ବେଳାଭୂମିରେ କରୋନା ନେଇ ସଚେତନ କରୁଛି ସାଣ୍ଟା

ପୁରୀ: ବଡଦିନ ଅବସରରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ବେଳାଭୂମିରେ ତିଆରି କରିଛନ୍ତି ସାଣ୍ଟା କ୍ଲଜ୍ । ଚାରିଆଡେ କରୋନା ସଂକ୍ରମଣର ଭୟ ଥିବା ବେଳେ ଏହି ସାଣ୍ଟା ବି କରୋନା ନେଇ ଲୋକଙ୍କୁ ସଚେତନ କରୁଛି । ବାଲିରେ ତିଆରି ଏହି ସାଣ୍ଟା ନିଜେ ମାସ୍କ ଓ ହାତରେ ଗ୍ଲୋବସ୍…

ପୁରୀ ଅଠରନଳା ପୋଲ ଉପରେ ଆଜିଠୁ ଯାତାୟତ ବନ୍ଦ

ପୁରୀ: ଆଜିଠାରୁ ପୁରୀରେ ଐତିହ୍ୟ ବହନ କରୁଥିବା ଅଠର ନଳା ବ୍ରିଜ ଉପରେ ଯାତାୟତ ବନ୍ଦ । ଦୁଇ ଚକିଆ ଓ ଚାରି ଚକିଆ ଯାନ ଚଳାଚଳ ବନ୍ଦ କରାଯାଇଛି । ବ୍ରିଜର ଦୁଇ ପଟରେ ବ୍ୟାରିକେଡ୍ କରିଛି ଜିଲ୍ଲା ପ୍ରଶାସନ । ପୋଲର ସୁରକ୍ଷା ଦୃଷ୍ଟିରୁ ଯାତାୟାତରେ କଟକଣା ଲାଗିଛି । ବହୁ ପୁରାତନ ଅଠର ନଳା ପୋଲ…

ଆକ୍ସନ ମୁଡରେ ଭିଜିଲାନ୍ସ: ପୁରୀରେ ଅଙ୍ଗନବାଡ଼ି କର୍ମୀଙ୍କ ଘରେ ରେଡ୍

ପୁରୀ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁରୀରେ ଜଣେ ଅଙ୍ଗନବାଡ଼ି କର୍ମୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ବାସେଳିସାହି ଅକ୍ଷୟଧାମ ଅଙ୍ଗନବାଡି କର୍ମୀଙ୍କ ଘରେ ରେଡ୍ ହୋଇଛି । ତାଙ୍କ ନାଁ ସନ୍ଧ୍ୟାରାଣୀ ଭଟ୍ଟ । ଏକକାଳୀନ ୭ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢାଉ କରିଥିବା ଜଣାପଡିଛି…

କାଲି ଚକାଆଖି ଦର୍ଶନ କରିବେ ସେବାୟତଙ୍କ ପରିବାର

ପୁରୀ: ନଅ ମାସ ପରେ ଖୋଲିବ ଶ୍ରୀମନ୍ଦିର, ମିଳିବ ଜଗା ଦର୍ଶନ। ଆସନ୍ତାକାଲି ସକାଳ ସାଢେ ସାତଟାରୁ ଦର୍ଶନ ଆରମ୍ଭ ହେବ । କେବଳ ସେବାୟତ ଓ ତାଙ୍କ ପରିବାର ସଦସ୍ୟ ଦର୍ଶନ କରିବେ । ପହୁଡ଼ ପଡିବା ପର୍ଯ୍ୟନ୍ତ ସେମାନେ ଜଗା ଦର୍ଶନ କରିପାରିବେ । ଏତେ ଦିନ ପରେ କାଳିଆ ଦର୍ଶନ ହେବାକୁ ଥିବାରୁ…