Latest Odisha News

BREAKING NEWS

Browsing Category

ପୁରୀ

Puri

ବାଲୁକା କଳାରେ ନୂବବର୍ଷର ଶୁଭେଚ୍ଛା

ପୁରୀ: ଆସିଛି ନୂଆବର୍ଷ ୨୦୨୧ । ବାଲୁକା କଳାରେ ନବବର୍ଷର ଶୁଭେଚ୍ଛା । ପୁରୀ ବେଳାଭୂମିରେ ସୁନ୍ଦର ଓ ଆକର୍ଷଣୀୟ ବାଲୁକା କଳା ନିର୍ମାଣ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ ସାହୁ । ଏହାସହ ପ୍ରଭୁ ଜଗନ୍ନାଥଙ୍କ ପାଖରେ ସମସ୍ତଙ୍କର ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଛନ୍ତି ।…

ନୀଳକନ୍ଦରରେ ନୀଳମଣିକୁ ଦେଖିଲେ ଶ୍ରୀକ୍ଷେତ୍ରବାସୀ

ପୁରୀ: ଦୀର୍ଘ ୯ ମାସ ପରେ ବଡ଼ଦେଉଳର ରତ୍ନ ସିଂହାସନରେ ଆଖି ଦେଖିଲା ଚକାନୟନ । ଭକ୍ତ ଓ ଭଗବାନଙ୍କ ମିଳିନ ହେଲା । ଆଜିଠାରୁ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ପୁରୀ ବାସିନ୍ଦା । ମାର୍କେଟ ଛକଠାରୁ ବ୍ୟାରିକେଡ୍‌ ଦେଇ ଭକ୍ତମାନେ ସିଂହଦ୍ୱାର ଦେଇ ମନ୍ଦିର ଭିତରେ ପ୍ରବେଶ କରୁଛନ୍ତି । ପ୍ରବେଶ…

ମୁଖ୍ଯ ଶାସନ ସଚିବ ନିଯୁକ୍ତି ପରେ ପୁରୀରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ସୁରେଶ ମହାପାତ୍ର

ପୁରୀ: ନୂଆ ମୁଖ୍ୟ ଶାସନ ସଚିବ ନିଯୁକ୍ତି ପରେ ପୁରୀ ଯାଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ସୁରେଶ ମହାପାତ୍ର। ଶ୍ରୀଜିଉଙ୍କର ଆଶୀର୍ବାଦ ଭିକ୍ଷା କରିଛନ୍ତି। ସିଂହଦ୍ବାର ନିକଟରେ ପହଞ୍ଚିବା ପରେ ତାଙ୍କୁ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବାଗତ…

ବଡଦିନ ପାଇଁ ପୁରୀ ବେଳାଭୂମିରେ କରୋନା ନେଇ ସଚେତନ କରୁଛି ସାଣ୍ଟା

ପୁରୀ: ବଡଦିନ ଅବସରରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ବେଳାଭୂମିରେ ତିଆରି କରିଛନ୍ତି ସାଣ୍ଟା କ୍ଲଜ୍ । ଚାରିଆଡେ କରୋନା ସଂକ୍ରମଣର ଭୟ ଥିବା ବେଳେ ଏହି ସାଣ୍ଟା ବି କରୋନା ନେଇ ଲୋକଙ୍କୁ ସଚେତନ କରୁଛି । ବାଲିରେ ତିଆରି ଏହି ସାଣ୍ଟା ନିଜେ ମାସ୍କ ଓ ହାତରେ ଗ୍ଲୋବସ୍…

ପୁରୀ ଅଠରନଳା ପୋଲ ଉପରେ ଆଜିଠୁ ଯାତାୟତ ବନ୍ଦ

ପୁରୀ: ଆଜିଠାରୁ ପୁରୀରେ ଐତିହ୍ୟ ବହନ କରୁଥିବା ଅଠର ନଳା ବ୍ରିଜ ଉପରେ ଯାତାୟତ ବନ୍ଦ । ଦୁଇ ଚକିଆ ଓ ଚାରି ଚକିଆ ଯାନ ଚଳାଚଳ ବନ୍ଦ କରାଯାଇଛି । ବ୍ରିଜର ଦୁଇ ପଟରେ ବ୍ୟାରିକେଡ୍ କରିଛି ଜିଲ୍ଲା ପ୍ରଶାସନ । ପୋଲର ସୁରକ୍ଷା ଦୃଷ୍ଟିରୁ ଯାତାୟାତରେ କଟକଣା ଲାଗିଛି । ବହୁ ପୁରାତନ ଅଠର ନଳା ପୋଲ…

ଆକ୍ସନ ମୁଡରେ ଭିଜିଲାନ୍ସ: ପୁରୀରେ ଅଙ୍ଗନବାଡ଼ି କର୍ମୀଙ୍କ ଘରେ ରେଡ୍

ପୁରୀ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁରୀରେ ଜଣେ ଅଙ୍ଗନବାଡ଼ି କର୍ମୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ବାସେଳିସାହି ଅକ୍ଷୟଧାମ ଅଙ୍ଗନବାଡି କର୍ମୀଙ୍କ ଘରେ ରେଡ୍ ହୋଇଛି । ତାଙ୍କ ନାଁ ସନ୍ଧ୍ୟାରାଣୀ ଭଟ୍ଟ । ଏକକାଳୀନ ୭ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢାଉ କରିଥିବା ଜଣାପଡିଛି…

କାଲି ଚକାଆଖି ଦର୍ଶନ କରିବେ ସେବାୟତଙ୍କ ପରିବାର

ପୁରୀ: ନଅ ମାସ ପରେ ଖୋଲିବ ଶ୍ରୀମନ୍ଦିର, ମିଳିବ ଜଗା ଦର୍ଶନ। ଆସନ୍ତାକାଲି ସକାଳ ସାଢେ ସାତଟାରୁ ଦର୍ଶନ ଆରମ୍ଭ ହେବ । କେବଳ ସେବାୟତ ଓ ତାଙ୍କ ପରିବାର ସଦସ୍ୟ ଦର୍ଶନ କରିବେ । ପହୁଡ଼ ପଡିବା ପର୍ଯ୍ୟନ୍ତ ସେମାନେ ଜଗା ଦର୍ଶନ କରିପାରିବେ । ଏତେ ଦିନ ପରେ କାଳିଆ ଦର୍ଶନ ହେବାକୁ ଥିବାରୁ…

ଶ୍ରୀମନ୍ଦିର ଖୋଲିବା ପୂର୍ବରୁ ସ୍ଥିତି ଅନୁଧ୍ୟାନ କଲେ 5T ସଚିବ

ପୁରୀ: ଆଉ ତିନି ଦିନ ପରେ ଖୋଲିବ ଶ୍ରୀମନ୍ଦିର । ଏହାସହ ୨୩ ତାରିଖରୁ ପୁରୀ ଜିଲ୍ଲାର ସବୁ ଧର୍ମାନୁଷ୍ଠାନ ଖୋଲିବ । ୯ମାସ ପରେ କୋଭିଡ୍ କଟକଣା ମାନି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିବେ ଭକ୍ତ । ତାପୂର୍ବରୁ ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଫାଇଭ-ଟି ସଚିବ…

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ

ପୁରୀ: ଶ୍ରୀମନ୍ଦିରରେ ବୁଧବାର ଦିନ ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହୋଇଯାଇଛି । ସୂଚନା ଅନୁଯାୟୀ ଦ୍ଵିତୀୟ ଭୋଗମଣ୍ଡପ ଉଠିବା ପରେ ଦତ୍ତମହାପାତ୍ର ସେବକ ମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭୁଙ୍କର ଶ୍ରୀମୁଖ ଶୃଙ୍ଗାର କରିଥିଲେ । ପ୍ରାକୃତିକ ପ୍ରଣାଳୀରେ…

ଶୀଘ୍ର ଶ୍ରୀମନ୍ଦିର ଖୋଲିବାକୁ ଦାବି କଲେ ରାଜ୍ୟ ବିଜେପି ପ୍ରଭାରୀ

ପୁରୀ: ସର୍ବସାଧାରଣ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଶୀଘ୍ର ଖୋଲାଯାଉ । ଏହି ଦାବି କରିଛନ୍ତି ରାଜ୍ୟ ବିଜେପି ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ । ଆଜି ସେ ସକାଳୁ ସକାଳୁ ପୁରୀରେ ପହଞ୍ଚିଥିଲେ । ସିଂହଦ୍ୱାରରୁ ପତିତପାବନଙ୍କୁ ଦର୍ଶନ କରିଥିଲେ ପୁରନ୍ଦେଶ୍ୱରୀ । ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦୀପ…