Latest Odisha News

BREAKING NEWS

Browsing Category

ପୁରୀ

Puri

ସୁରୁଖୁରୁରେ ଜଗା ଦର୍ଶନ: ଆଜିଠୁ ଦରକାର ନାହିଁ କୋଭିଡ୍ ନେଗେଟିଭ୍ ରିପୋର୍ଟ

ପୁରୀ: ଶ୍ରୀମନ୍ଦିରରେ ଆଜିଠୁ ବିନା କୋଭିଡ୍ ନେଗେଟିଭ୍ ରିପୋର୍ଟରେ ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହୋଇଛି । ସମସ୍ତେ ରତ୍ନସିଂହାସନରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ । କୋଭିଡ୍ ନେଗେଟିଭ୍ ରିପୋର୍ଟକୁ ହଟାଇ ଦେଇଥିଲେ ବି ଦର୍ଶନ ପାଇଁ ଜାରି ହୋଇଥିବା କୋଭିଡ୍ ଗାଇଡଲାଇନକୁ ସମସ୍ତେ ମାନିବେ ।…

କାଲିଠୁ ବିନା କୋଭିଡ ରିପୋର୍ଟରେ କାଳିଆ ଦର୍ଶନ 

ପୁରୀ : ବିନା କୋଭିଡ ରିପୋରର୍ଟରେ କାଲିଠାରୁ ନିର୍ବିଘ୍ନରେ କାଳିଆ ଦର୍ଶନ କରିପାରିବେ ଭକ୍ତ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ପୁରୀ ଜିଲ୍ଲାପାଳ ଦର୍ଶନ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ଜିଲ୍ଲାପାଳଙ୍କ ସମେତ ପୁରୀ ଏସପି, ଡିଆଇଜି ସମୀକ୍ଷା କରି କିଭଳି…

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ୪ଘଣ୍ଟା ଦର୍ଶନ ବନ୍ଦ

ପୁରୀ: ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ବନକଲାଗି ନୀତି ବା ଶ୍ରୀମୁଖ ଶିଙ୍ଗାର ନୀତି ଅନୁଷ୍ଠିତ ହେବ । ଏହି ବିଶେଷ ଗୁପ୍ତ ନୀତି ଅପରାହ୍ନ ୪ଟା ରୁ ସନ୍ଧ୍ୟା ୮ଟା ମଧ୍ୟରେ ହେବ । ପରମ୍ପରା ଓ ରୀତିନୀତି ଅନୁସାରେ, ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା, ଶ୍ରୀସୁଦର୍ଶନଙ୍କର…

ବାଲୁକା କଳାରେ ବାଇଡେନ୍ ଓ କମଲା ହାରିସଙ୍କୁ ଶୁଭେଚ୍ଛା

ପୁରୀ: ଆଜିଠୁ ଆମେରିକାରେ ବାଇଡେନ୍ ରାଜ୍ । ଶପଥ ନେବେ ଆମେରିକାର ନୂଆ ରାଷ୍ଟ୍ରପତି ଜୋ ବାଇଡେନ୍ ଓ ଉପରାଷ୍ଟ୍ରପତି କମଲା ହାରିସ । ତାପୂର୍ବରୁ ବାଲୁକାକଳାରେ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ସୁଦର୍ଶନ ବାଲିରେ…

ମହାପ୍ରଭୁଙ୍କୁ ଦର୍ଶନ କଲେ ନବ ନିଯୁକ୍ତ ସେନା ଉପମୁଖ୍ୟ ଲେଫ୍ଟେନାଣ୍ଟ ଜେନେରାଲ୍ ଚଣ୍ଡି ପ୍ରସାଦ ମହାନ୍ତି

ପୁରୀ: ଓଡ଼ିଶା ଗସ୍ତରେ ଆସିଥିବା ଭାରତୀୟ ସେନାର ନବ ନିଯୁକ୍ତ ଉପମୁଖ୍ୟ (ଭାଇର୍ସ ଚିଫ୍) ଲେଫ୍ଟେନାଣ୍ଟ ଜେନେରାଲ୍ ଚଣ୍ଡି ପ୍ରସାଦ ମହାନ୍ତି ଆଜି ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି । କୋଭିଡ୍ ନେଗେଟିଭ ପ୍ରମାଣପତ୍ର ଧରି ସାଧାରଣ ଭକ୍ତଙ୍କ ପରି ସପରିବାର ମହାପ୍ରଭୁଙ୍କୁ ଦର୍ଶନ କରିବା…

ଆଜିଠୁ ଜାତୀୟ ସଡ଼କ ସୁରକ୍ଷା ମାସ: ପୁରୀରେ ସାଇକେଲ ଶୋଭାଯାତ୍ରା

ପୁରୀ: ଆଜିଠୁ ଆରମ୍ଭ ହୋଇଛି ସଡ଼କ ସୁରକ୍ଷା ମାସ । ଚଳିତବର୍ଷ ମାସେ ଧରି ଫେବୃୟାରୀ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଅବସରରେ ଆଜି ପୁରୀରେ ଏକ ସାଇକେଲ୍ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ଏହାର ଶୁଭାରମ୍ଭ କରିଥିଲେ ଜିଲ୍ଲାପାଳ ସମର୍ଥ ବର୍ମା । ଗୁଣ୍ତିଚା ମନ୍ଦିରଠାରୁ ଏକ ସାଇକେଲ…

ଲାଞ୍ଚ ନେଇ ବନ୍ଧା ହେଲେ ଥାନା ବାବୁ, ଚାକିରିରୁ ସସପେଣ୍ଡ କଲେ ଏସପି

ପୁରୀ: ଥାନା ବାବୁଙ୍କୁ ଲାଞ୍ଚ ନେବା ମହଙ୍ଗା ପଡ଼ିଲା । ଲାଞ୍ଚ ଅଭିଯୋଗରେ ଗିରଫ ହୋଇଛନ୍ତି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା ଏଏସଆଇ । ତାଙ୍କ ନାଁ ଈଶ୍ୱରଚନ୍ଦ୍ର ଗୁମାନ ସିଂ । ଗିରଫ ପରେ ତାଙ୍କୁ ଚିକିରିରୁ ନିଲମ୍ବନ କରିଛନ୍ତି ପୁରୀ ଏସପି । ଜଣେ ବ୍ୟବସାୟୀଙ୍କଠାରୁ ୭ ହଜାର ଟଙ୍କା ଲାଞ୍ଚ…

ବାଲୁକାକଳାରେ ଟିକାକରଣ ସଚେତନତାର ବାର୍ତ୍ତା

ପୁରୀ: କରୋନା ଟିକାକରଣ ନେଇ ବାଲୁକା କଳା । ପୁରୀ ବେଳାଭୂମିରେ ବାଲୁକା କଳାରେ ଟିକାକରଣ ନେଇ ସଚେତନତାର ବାର୍ତ୍ତା ଦେିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପ ସୁଦର୍ଶନ ପଟ୍ଟନାୟକ । ସୁନ୍ଦର ବାଲୁକା କଳା ନିର୍ମାଣ କରିଛନ୍ତି । ବିଶାଳ ବାଲୁକା କଳାରେ ବୃହତ ଟିକାକରଣ ଅଭିଯାନରେ ସମସ୍ତଙ୍କୁ…

ପିପିଲିରୁ ନିଖୋଜ ଦୁଇ ନାବାଳକଙ୍କ ପତ୍ତା ମିଳିଲା

ପିପିଲି: ଚାରି ଦିନ ତଳେ ପିପିଲିରୁ ନିଖୋଜ ହୋଇଥିବା ଦୁଇ ନାବାଳକ ଛାତ୍ର ଉଦ୍ଧାର। ଆଜି ସକାଳେ ଜଟଣୀ ଅଞ୍ଚଳର ଗୋହିରିଆ ଛକର ଏକ ହୋଟେଲରୁ ପୋଲିସ ସେମାନଙ୍କୁ ଉଦ୍ଧାର କରିଛି । ସୂଚନା ଯୋଗ୍ୟ ଯେ, ପାଟଣା ଗାଁର ପବିତ୍ର ଦାସଙ୍କ ଦଶମ ଶ୍ରେଣୀରେ ପଢୁଥିବା ପୁଅ ଓ କେଦାର ବେହେରାଙ୍କର ନବମ…

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଉପଦେଷ୍ଟାଙ୍କ ପୁରୀ ଜିଲ୍ଲା ଗସ୍ତ

ପୁରୀ: ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ତଥା କାର୍ଯ୍ୟକାରୀ ସଭାପତି ଡକ୍ଟର ବିଜୟ କୁମାର ସାହୁ ବୁଧବାର ପୁରୀ ଜିଲ୍ଲା ଗସ୍ତ କରିଥିଲେ । ପୁରୀ ଜିଲ୍ଲା ସତ୍ୟବାଦୀର ସଦାନନ୍ଦପୁରଠାରେ ନିର୍ମାଣଧୀନ ସ୍କୁଲ ଗୃହର ସମୀକ୍ଷା କରିବା ସହିତ ସାକ୍ଷୀଗୋପାଳ ହାଇସ୍କୁଲରେ ଅସ୍ଥାୟୀ ଭାବେ…