Latest Odisha News

BREAKING NEWS

Browsing Category

ପୁରୀ

Puri

ଓଡିଶାରେ କରୋନା ଭୟ; ପୁରୀ ବେଳାଭୂମିରେ ଏକାଠି ନହେବାକୁ ପର୍ଯ୍ୟଟକଙ୍କୁ ପରାମର୍ଶ

ପୁରୀ: ଓଡିଶାରେ ଜଣେ ବ୍ୟକ୍ତିଙ୍କ କରୋନାଭାଇରସ୍ ରିପୋର୍ଟ ପଜିଟିଭ ବାହାରିଥିବା ବେଳେ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ନେଉଛନ୍ତି ଓଡିଶା ସରକାର । ଏହାକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ସୋମବାର ଦିନ ପର୍ଯ୍ୟଟକମାନଙ୍କୁ ବାହାରକୁ ନବାହାରିବ ତଥା ହୋଟେଲ ଭିତରେ ରହିବା ଲାଗି…

କରୋନା ସତର୍କତା: ୭ ଦିନ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ କୋଣାର୍କ ସୂର୍ଯ୍ୟ ମନ୍ଦିର ବନ୍ଦ

ପୁରୀ: ପର୍ଯ୍ୟଟନସ୍ଥଳୀରେ କରୋନାଭାଇରସ ସଂକ୍ରମଣର ସତର୍କତା ଉପରେ ଦୃଷ୍ଟି ଦିଆଯାଇଛି । ରବିବାର ଦିନ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ପୁରୀ ବେଳାଭୂମିରେ ଭିଡ ନକରିବାକୁ କହିଛନ୍ତି । ସେ କହିଛନ୍ତି, “ପ୍ରଶାସନ ଜିଲ୍ଲାରେ ଚାଲୁଥିବା ପର୍ଯ୍ୟଟକଙ୍କ ବସ ଉପରେ ପ୍ରତିବନ୍ଧକ ଲଗାଇଦେଇଛି । ବିଶେଷ…

ଦୋଳପୂର୍ଣ୍ଣିମାରେ ପୁରୀରେ ଶ୍ରଦ୍ଧାଳୁଙ୍କ ଭିଡ

ପୁରୀ: ସୋମବାର ଦୋଳ ପୂର୍ଣ୍ଣିମା ଅବସରରେ ଚତୁର୍ଦ୍ଧାମୂର୍ତିଙ୍କ ଦର୍ଶନ ପାଇଁ ପୁରୀରେ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ ଲାଗିରହିଛି । ଭୋର ୩ଟା ବେଳୁ ଶ୍ରୀମନ୍ଦିର ଖୋଲାଯିବା ପରଠାରୁ ଏହି ଭିଡ ଲାଗିରହିଥିଲା । ମହାପ୍ରଭୁଙ୍କ ସୁନାବେଶ ଥିବାରୁ ଭକ୍ତଙ୍କ ଆଗ୍ରହ ଏଥିନେଇ ବିଶେଷ ଭାବେ ରହିଥିଲା । ୩୨…

ପୁରୀରେ ଯୁବକଙ୍କୁ ଗୁଳିମାଡ

ପୁରୀ: ପୁରୀ ଜିଲ୍ଲାସ୍ଥିତ କଞ୍ଜିଆ ଛକ ନିକଟରେ ସୋମବାର ଦିନ ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଛି । ଯାହାକୁ ନେଇ ଉତ୍ତେଜିତ ବାସିନ୍ଦାମାନେ ରାସ୍ତା ଅବରୋଧ କରିଛନ୍ତି । ମୃତ ଯୁବକଙ୍କ ନାମ ପୁରେନ୍ଦ୍ର ବେହେରା ବୋଲି ଜଣାପଡିଛି । ମିଳିଥିବା ସୂଚନାନୁଯାୟୀ ପୁରେନ୍ଦ୍ର ନୟାଗଡର ବାସିନ୍ଦା…

ଶ୍ରୀମନ୍ଦିରରେ କିପରି ପାଳିତ ହୁଏ ଶ୍ରୀଦୋଳଗୋବିନ୍ଦଙ୍କ ଦୋଳ ଉତ୍ସବ, ଜାଣନ୍ତୁ

ପୁରୀ: ଦୋଳପୂର୍ଣ୍ଣିମାରେ ସମଗ୍ର ଓଡ଼ିଶାରେ ଶ୍ରୀରାଧାକୃଷ୍ଣଙ୍କ ଆରାଧନା ସହିତ ବହୁ ଜାକଜମକରେ ପାଳିତ ହୋଇଥାଏ ଏହି ପର୍ବ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୁରୀ ଶ୍ରୀମନ୍ଦିରରେ ମଧ୍ୟ ରୀତିନୀତିର ସହିତ ଦୋଳପର୍ବ ଅନୁଷ୍ଠିତ ହୋଇଥାଏ । ବହୁପୂର୍ବରୁ ଶ୍ରୀମନ୍ଦିରରେ ଦୋଳଗୋବିନ୍ଦଙ୍କ ଉପାସନା ହୋଇ…

ଅସ୍ତରଙ୍ଗ ବେଳାଭୂମିରୁ ୩୦ ଫୁଟର ମୃତ ତିମି ମାଛ ଉଦ୍ଧାର

ପୁରୀ: ଗୁରୁବାର ଦିନ ପୁରୀ ଜିଲ୍ଲାର ଅସ୍ତରଙ୍ଗ ବେଳାଭୂମିରେ ତିମି ମାଛର ମୃତଦେହ ଠାବ ହୋଇଛି । ଏକ ଜାହାଜ କିମ୍ବା ଟ୍ରଲର ଧକ୍କାରେ ତିମିର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । କିଛି ସ୍ଥାନୀୟ ଲୋକେ ୩୦ ଫୁଟର ତିମି ମାଛର ଶବ ଦେଖିବା ପରେ ଶୁକ୍ରବାର ଦିନ ବନ ବିଭାଗକୁ ଖବର ଦେଇଥିଲେ ।…

ଶ୍ରୀମଦ ଭାଗବତ ପାରାୟଣ ପ୍ରବଚନ ମହାଯଜ୍ଞ ଆୟୋଜିତ

ପୁରୀ:ଝାଞ୍ଜପିଟା ମଠ ଆନୁକୂଲ୍ୟରେ ମାର୍ଚ୍ଚ ୭ରୁ ୧୧ ପର୍ଯ୍ୟନ୍ତ ଚବିଶପ୍ରହର ବ୍ୟାପି ଅଖଣ୍ଡ ନାମସଂକୀର୍ତନ ସହ ଶ୍ରୀଚୈତନ୍ୟ ମହାପ୍ରଭୁଙ୍କର ୫୩୫ତମ ଶୁଭ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହେଉଛି । ଶ୍ରୀଜଗନ୍ନାଥ ମନ୍ଦିର ସିଂହଦ୍ୱାର ନିକଟରେ ଏହି ଭକ୍ତିମୟ କାର୍ଯ୍ୟକ୍ରମ ଆୟୋଜିତ ହେଇଛି । ପଣ୍ଡିତ…

ଆରମ୍ଭ ହେଲା ପୁରୀକୁ ଭିକାରୀ ମୁକ୍ତ କରିବା ପ୍ରକ୍ରିୟା

ପୁରୀ: ପୁରୀକୁ ଭିକାରୀ ମୁକ୍ତ କରିବା ପାଇଁ ପାଇଲଟ ପ୍ରୋଜେକ୍ଟ ‘ସକ୍ଷମ ଯୋଜନା’ ଆରମ୍ଭ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ସିଂହଦ୍ୱାର ସମ୍ମୁଖରେ ଥିବା ଭିକାରୀଙ୍କ କାଉନସେଲିଂ ପରେ ସେମାନଙ୍କୁ ‘ନୀଳାଦ୍ରି ନିଳୟ’ ପଠାଯିବ । ଋବିବାର ଦିନ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହଙ୍କ ଅଧ୍ୟକ୍ଷତାରେ ଏକ…

ପୁରୀ ସହରକୁ ଭିକାରୀ ମୁକ୍ତ କରିବା ପାଇଁ ‘ନୀଳାଦ୍ରି ନିଳୟ’ ଯୋଜନା

ପୁରୀ: ତୀର୍ଥକ୍ଷେତ୍ର ପୁରୀକୁ ଭିକାରୀ ମୁକ୍ତ କରିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ଅତିଶୀଘ୍ର ଏକ ଯୋଜନା ଆରମ୍ଭ କରିବେ । ଯାହାର ନାଁ ହେଉଛି ‘ନୀଳାଦ୍ରି ନିଳୟ ଯୋଜନା’ । ରାଜ୍ୟ ସରକାରଙ୍କ ଭିନ୍ନକ୍ଷମ ସଶକ୍ତିକରଣ ଓ ସାମାଜିକ ସୁରକ୍ଷା ବିଭାଗର ସହାୟତାରେ ଏହି ଯୋଜନା ଆରମ୍ଭ ହୋଇଛି ।…

ଏଏସଆଇର ଚରମ ଅବହେଳା ଯୋଗୁଁ କୋଣାର୍କ ମନ୍ଦିରର ମୂର୍ତ୍ତି କ୍ଷତିଗ୍ରସ୍ତ ହୋଇଛି !

ଭୁବନେଶ୍ୱର: ଭାରତୀୟ ପ୍ରତ୍ନତାତ୍ୱିକ ସର୍ଭେ ବିଭାଗ (ଏଏସଆଇ)ର ଚରମ ଅବହେଳା ଯୋଗୁଁ କୋଣାର୍କ ମନ୍ଦିରରେ ଥିବା ଏକ ସୁନ୍ଦର ପୁରାତନ ମୂର୍ତ୍ତି ଭାଙ୍ଗିଯାଇଥିବାର ଅଭିଯୋଗ ହୋଇଛି । ଶୁକ୍ରବାର ଦିନ କୋଣାର୍କରେ ଅନୁଷ୍ଠିତ ଏକ ଦୁଇଦିନିଆ କର୍ମଶାଳାରେ ଏହାକୁ ନେଇ ଆଲୋଚନା ହୋଇଛି ।…