Latest Odisha News

BREAKING NEWS

Browsing Category

ପୁରୀ

Puri

ଶ୍ରୀମଦ ଭାଗବତ ପାରାୟଣ ପ୍ରବଚନ ମହାଯଜ୍ଞ ଆୟୋଜିତ

ପୁରୀ:ଝାଞ୍ଜପିଟା ମଠ ଆନୁକୂଲ୍ୟରେ ମାର୍ଚ୍ଚ ୭ରୁ ୧୧ ପର୍ଯ୍ୟନ୍ତ ଚବିଶପ୍ରହର ବ୍ୟାପି ଅଖଣ୍ଡ ନାମସଂକୀର୍ତନ ସହ ଶ୍ରୀଚୈତନ୍ୟ ମହାପ୍ରଭୁଙ୍କର ୫୩୫ତମ ଶୁଭ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହେଉଛି । ଶ୍ରୀଜଗନ୍ନାଥ ମନ୍ଦିର ସିଂହଦ୍ୱାର ନିକଟରେ ଏହି ଭକ୍ତିମୟ କାର୍ଯ୍ୟକ୍ରମ ଆୟୋଜିତ ହେଇଛି । ପଣ୍ଡିତ…

ଆରମ୍ଭ ହେଲା ପୁରୀକୁ ଭିକାରୀ ମୁକ୍ତ କରିବା ପ୍ରକ୍ରିୟା

ପୁରୀ: ପୁରୀକୁ ଭିକାରୀ ମୁକ୍ତ କରିବା ପାଇଁ ପାଇଲଟ ପ୍ରୋଜେକ୍ଟ ‘ସକ୍ଷମ ଯୋଜନା’ ଆରମ୍ଭ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ସିଂହଦ୍ୱାର ସମ୍ମୁଖରେ ଥିବା ଭିକାରୀଙ୍କ କାଉନସେଲିଂ ପରେ ସେମାନଙ୍କୁ ‘ନୀଳାଦ୍ରି ନିଳୟ’ ପଠାଯିବ । ଋବିବାର ଦିନ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହଙ୍କ ଅଧ୍ୟକ୍ଷତାରେ ଏକ…

ପୁରୀ ସହରକୁ ଭିକାରୀ ମୁକ୍ତ କରିବା ପାଇଁ ‘ନୀଳାଦ୍ରି ନିଳୟ’ ଯୋଜନା

ପୁରୀ: ତୀର୍ଥକ୍ଷେତ୍ର ପୁରୀକୁ ଭିକାରୀ ମୁକ୍ତ କରିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ଅତିଶୀଘ୍ର ଏକ ଯୋଜନା ଆରମ୍ଭ କରିବେ । ଯାହାର ନାଁ ହେଉଛି ‘ନୀଳାଦ୍ରି ନିଳୟ ଯୋଜନା’ । ରାଜ୍ୟ ସରକାରଙ୍କ ଭିନ୍ନକ୍ଷମ ସଶକ୍ତିକରଣ ଓ ସାମାଜିକ ସୁରକ୍ଷା ବିଭାଗର ସହାୟତାରେ ଏହି ଯୋଜନା ଆରମ୍ଭ ହୋଇଛି ।…

ଏଏସଆଇର ଚରମ ଅବହେଳା ଯୋଗୁଁ କୋଣାର୍କ ମନ୍ଦିରର ମୂର୍ତ୍ତି କ୍ଷତିଗ୍ରସ୍ତ ହୋଇଛି !

ଭୁବନେଶ୍ୱର: ଭାରତୀୟ ପ୍ରତ୍ନତାତ୍ୱିକ ସର୍ଭେ ବିଭାଗ (ଏଏସଆଇ)ର ଚରମ ଅବହେଳା ଯୋଗୁଁ କୋଣାର୍କ ମନ୍ଦିରରେ ଥିବା ଏକ ସୁନ୍ଦର ପୁରାତନ ମୂର୍ତ୍ତି ଭାଙ୍ଗିଯାଇଥିବାର ଅଭିଯୋଗ ହୋଇଛି । ଶୁକ୍ରବାର ଦିନ କୋଣାର୍କରେ ଅନୁଷ୍ଠିତ ଏକ ଦୁଇଦିନିଆ କର୍ମଶାଳାରେ ଏହାକୁ ନେଇ ଆଲୋଚନା ହୋଇଛି ।…

ମହାପ୍ରଭୁଙ୍କ ବେଂଟନୀତି ପାଳିତ

ପୁରୀ: ମହାପ୍ରଭୁ ଜଗନ୍ନାଥଙ୍କ ଦ୍ଵିତୀୟ ବେଣ୍ଟ ବା ଶିକାର ନୀତି ସୋମବାର ଅନୁଷ୍ଠିତ ହୋଇଛି । ମଙ୍ଗଳ ଆଳତି ପରେ ଶ୍ରୀ ରାମ ଏକ ଖଣ୍ଡ ଆଜ୍ଞାମାଳ ପାଇ ଜଗନ୍ନାଥ ବଲ୍ଲଭ ମଠ ସ୍ଥିତ ବେଣ୍ଟ ପୁଷ୍କରିଣୀକୁ ବିଜେ କରିଥିଲେ । ସେଠାରେ ବେଣ୍ଟ ନୀତି ଅନୁଷ୍ଠିତ ହୋଇଥିଲା ।  ଜଗନ୍ନାଥଙ୍କ ବେଣ୍ଟ ବା…

ପିପିଲି: ଦନ୍ତା ହାତୀ ଆକ୍ରମଣରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି

ପିପିଲି: ପୁରୀର ପିପିଲି ଅଂଚଳରେ ଦନ୍ତା ହାତୀ ଆକ୍ରମଣରେ ଅନେକ ଧନଜୀବନ କ୍ଷତି ଘଟିଛି । ପୂର୍ବରୁ ୩ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଏବେ ଅଜୟ କୁମାର ନାୟକ(୪୫)ଙ୍କ ଜୀବନ ନେଇଛି ଦନ୍ତା ହାତୀ । ଏହା ସହିତ ଦନ୍ତା ହାତୀ ଆକ୍ରମଣରେ ମୃତ୍ୟୁ ସଂଖ୍ୟା ୪ରେ ପହଂଚିଛି । ଆହୁରି ୫ଜଣଙ୍କୁ ଗୁରୁତର…

ଚାଂଚଲ୍ୟ: ପୁରୀରେ ମିଳିଲା ମଣିଷ ଖପୁରୀ

ପୁରୀ: ପୁରୀର ଦୁଇଟି ଭିନ୍ନ ସ୍ଥାନରେ ମଣିଷ ଖପୁରୀ ମିଳିବା ପରେ ସେଠାରେ ଚାଂଚଲ୍ୟ ଖେଳିଯାଇଛି । ଜିଲ୍ଲାପାଳ କାର୍ଯ୍ୟାଳୟ ଓ ସାଇ ମନ୍ଦିର ମଧ୍ୟରେ ଥିବା ରାସ୍ତାରେ ଖପୁରୀ ମିଳିଥିବାବେଳେ ଅନ୍ୟ ସବୁ ସାଇ ମନ୍ଦିର ପଛପଟେ ଡଷ୍ଟବିନରେ ପଡିଥିଲା । ଖପୁରୀ ଗୁଡିକ ଆକାରରେ ଛୋଟ ହୋଇଥିବାରୁ…

ପୁରୀ: ପର୍ଯ୍ୟଟକଙ୍କୁ ଅଧା ରାସ୍ତାରେ ଛାଡି ଗାଡି ଚାଳକ ଫେରାର

ଗୋପ: ଚେନ୍ନାଇର ମଦୁରାଇରୁ ଆସିଥିବା ୨୫ଜଣ ପର୍ଯ୍ୟଟକଙ୍କ ଖୁସିର ଯାତ୍ରା ଦୁଃସ୍ୱପ୍ନରେ ପରିଣତ ହୋଇଛି । ଯେତେବେଳେ ପୁରୀ ଜିଲ୍ଲାର ଗୋପ-କୋଣାର୍କ ରାସ୍ତାରେ ବାଲିସାହି ନିକଟରେ ଗାଡି ଚାଳକ ସେମାନଙ୍କୁ ଛାଡି ଫେରାର ହୋଇଯାଇଛି । ସୂଚନାଯୋଗ୍ୟ, ଶୁକ୍ରବାର ଦ୍ୱିପହର ବେଳା ପୁରୀ, କୋଣାର୍କ,…