Latest Odisha News

BREAKING NEWS

Browsing Category

ପୁରୀ

Puri

ପୁଲିସ ଆଗରେ ଅଭିଯୁକ୍ତ ବଖାଣିଲା, କାହିଁକି ଜଗା ଚୁଲି ଭାଙ୍ଗିଥିଲା

ପୁରୀ: ଶ୍ରୀମନ୍ଦିର ରୋଷଘର କାହିଁକି ଭାଙ୍ଗିଥିଲା ପୁଲିସ ହାତରେ ଧରାପଡିବା ପରେ ଅଭିଯୁକ୍ତ ଗଗନ ମହାପାତ୍ର ବଖାଣିଛି ସେଦିନର କଥା । ଗତକାଲି ପୁରୀ ପୁଲିସ ଖୋର୍ଦ୍ଦାରୁ ଅଭିଯୁକ୍ତକୁ ଗିରଫ କରିଥିଲା। ଏହାପରେ ରାତିରେ ଅଟକ ଅଭିଯୁକ୍ତକୁ ଜେରା କରିଛି । ଜେରା ବେଳେ ଅଭିଯୁକ୍ତ କହିଛି, ଲୋକେ…

ଶ୍ରୀମନ୍ଦିର ରୋଷଘରେ ଚୁଲି ଭାଙ୍ଗିବା ଘଟଣା: ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ବାର ଥାନାରେ ଏତଲା

ପୁରୀ: ଶ୍ରୀମନ୍ଦିରର ରୋଷଘରେ ଚୁଲି ଭାଙ୍ଗିବା ଘଟଣାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ବାର ଥାନାରେ ଏତଲା ଦିଆଯାଇଥିବାର ସୂଚନା ମିଳିଛି । ଏନେଇ ଜିଲ୍ଲାପାଳ ସମର୍ଥ ବର୍ମା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଶ୍ରୀମନ୍ଦିର ଚୁଲି ଭଙ୍ଗାକୁ ନେଇ ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ଏକ…

[ଦେଖନ୍ତୁ ଭିଡିଓ] ଶ୍ରୀମନ୍ଦିର ରୋଷ ଶାଳା ଚୁଲିକୁ ଭାଙ୍ଗିଦେଲେ ଦୁର୍ବୁତ୍ତ

 ପୁରୀ: ଶ୍ରୀମନ୍ଦିର ରୋଷ ଶାଳାର ଚୁଲିକୁ ଭାଙ୍ଗିଦେଲେ ଦୁର୍ବୁତ୍ତ। ଗତ ରାତିରେ ଦୁର୍ବଳ ସୁରକ୍ଷା ବ୍ୟବସ୍ଥାର ସୁଯୋଗ ନେଇ ମହାପ୍ରଭୁଙ୍କ ମହାପ୍ରସାଦ ପ୍ରସ୍ତୁତ ହେଉଥିବା ଚୁଲିକୁ ଭାଙ୍ଗି ଦେଇଛନ୍ତି ଦୁର୍ବୁତ୍ତ। ଗତକାଲି ରାତିରେ ମହାପ୍ରଭୁଙ୍କ ବଡ଼ସିଂହାର ଭୋଗ ପରେ ରୋଷ ଶାଳାକୁ ସୁରକ୍ଷା…

ଶ୍ରୀମନ୍ଦିର ରୋଷ ଘରେ ଭାଙ୍ଗିଲା ୪୦ ଚୁଲା

ପୁରୀ : ପୁରୀ ଶ୍ରୀମନ୍ଦିରରେ ଏକ ଅଭାବନୀୟ ଘଟଣା ଘଟିଛି । ମହାପ୍ରଭୁଙ୍କ ରୋଷଘରେ ଦୁର୍ବୃତ୍ତ ଘଟାଇଛନ୍ତି ହିଂସା କାଣ୍ଡ । ରୋଷଘରର ୪୦ରୁ ଅଧିକ ଚୁଲିକୁ ଭାଙ୍ଗି ଦେଇଛନ୍ତି ଦୁର୍ବୃତ୍ତ । ପୂର୍ବ ଶତ୍ରୁତାକୁ ନେଇ ଏପରି କାଣ୍ଡ ହୋଇଥିବା ଅନୁମାନ କରାଯାଉଛି । ଏହି ଘଟଣାରେ ଶ୍ରୀମନ୍ଦିର…

ସ୍ବର୍ଗଦ୍ବାର ନିକଟରେ ଖୋଲିଲା ଶୁଦ୍ଧ ନିରାମିଷ କାଫଟେରିଆ

ପୁରୀ : ବଦଳିଛି ସ୍ୱର୍ଗଦ୍ୱାରର ଚିତ୍ର । ଆଗଭଳି ଆଉ ସଙ୍କୁଚିତ ହୋଇ ରହିନାହିଁ ପୁରୀ ସ୍ୱର୍ଗଦ୍ୱାର । ନିଜର ପ୍ରିୟଜନ ମାନଙ୍କ ଅନ୍ତିମ ସଂସ୍କାର କରିବା ପାଇଁ ସ୍ୱର୍ଗଦ୍ୱାର ଆସୁଥିବା ଶବକୁ ସମ୍ମାନ, ସ୍ୱେଚ୍ଛାସେବୀ ମୁତୟନ, ପାନୀୟ ଜଳ, କାଠ ବୋହିବା ପାଇଁ ଗାଡି, ସିସିଟିଭି ସହ ବିଶ୍ରାମ ଗୃହର…

[ଦେଖନ୍ତୁ ଭିଡିଓ] ବାଲୁକା କଳାରେ ଉତ୍କଳ ଦିବସ ଶୁଭେଚ୍ଛା

ପୁରୀ : ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଉତ୍କଳ ଦିବସ ପାଳନ ହେଉଛି । ଓଡ଼ିଶା ଗଠନର ବରପୁତ୍ରଙ୍କୁ ସମସ୍ତେ ମନେ ପକାଉଛନ୍ତି । ସେହିଭଳି ଉତ୍କଳ ଦିବସ ଉପଲକ୍ଷେ ବେଳାଭୂମିରେ ବାଲୁକା କଳାମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ବାଲୁକା ଶିଳ୍ପୀ ମାନସ କୁମାର ସାହୁ । ପୁରୀ ଲାଇଟ ହାଉସ ନିକଟସ୍ଥ…

ସେବାୟତଙ୍କ ମଧ୍ୟରେ ବିବାଦ , ଶିରୁଳୀ ମହାବୀର ମନ୍ଦିରରେ ନୀତିକାନ୍ତି ବନ୍ଦ ଝୁଲୁଛି ତାଲା

ପୁରୀ : ତାଲା ପଡିଛି ଶିରୁଳୀ ମହାବୀର ମନ୍ଦିର । ସେବା ଓ ଦକ୍ଷୀଣାକୁ ନେଇ ସେବାୟତ ମାନଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି ଫଳରେ ବନ୍ଦ ରହିଛି ଶିରୁଳୀ ମହାବୀର ମନ୍ଦିର । ଦୀର୍ଘ ଦୀନର ବିବାଦ ଉଗ୍ର ରୂପ ଧାରଣ କରିଛି । ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିବା ଫଳରେ ନୀତିକାନ୍ତି ବନ୍ଦ…

ଚୈତ୍ର ମାସରେ ମାଆ ମଙ୍ଗଳାଙ୍କ ପୂଜା ନୀତି

 ପୁରୀ:  ଚୈତ୍ରମାସରେ ମାଆ ମଙ୍ଗଳାଙ୍କ ପୂଜା । ଶ୍ରଦ୍ଧା ଓ ଭକ୍ତିର ସହିତ ମାଆ ମଙ୍ଗଳାଙ୍କର ବ୍ରତ କରିଥାନ୍ତି ସମସ୍ତ ମହିଳା ମାନେ। ପରିବାରର ମଙ୍ଗଳକାମନା କରିବା ସହିତ ଏହି ଦିନରେ ମାଆର ଅରାଧନା କରିଲେ ସମସ୍ତ ପୁଣ୍ୟ ଲାଭ ହୋଇଥାଏ। ଚୈତ୍ର ମାସର ଦ୍ୱିତୀୟ ମଙ୍ଗଳବାର। ଚାଲିଛି ମାଆ…

ଶ୍ରୀଜିଉଙ୍କ ଦର୍ଶନ କଲେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ

ପୁରୀ : ପୁରୀ ଗସ୍ତରେ  ଆନ୍ଧ୍ରପ୍ରଦେଶ ରାଜ୍ୟପାଳ । ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ । ପତ୍ନୀଙ୍କ ସହିତ ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି  । ଶ୍ରୀମନ୍ଦିର ସମ୍ମୁଖରେ ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ତାଙ୍କୁ…

‘ମନ କି ବାତ୍’ରେ ଓଡିଆ ପୁଅଙ୍କ ପ୍ରଶଂସାରେ ଶତମୁଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ

ପୁରୀ: ଆଜି ‘ମନ କି ବାତ୍’ରେ ଓଡିଆ ପୁଅଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୮୭ ତମ ମନ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ ଜଣେ ଓଡିଆ ପୁଅଙ୍କ ପ୍ରଶଂସା କରିଛନ୍ତି । ସେ ହେଉଛନ୍ତି ପୁରୀର ରାହୁଲ ମହାରଣା । ରାହୁଲ ହେଉଛନ୍ତି…