Latest Odisha News

BREAKING NEWS

Browsing Category

ପୁରୀ

Puri

ପୁରୀ ମହାରାଜା ଦିବ୍ୟସିଂହ ଦେବଙ୍କ ସାନ ଝିଅ ବାହାଘର

ପୁରୀ: ଆଜି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ସାନ ଝିଅ ଦେବେଶୀ ବାହାଘର । ହରିଆନା ଗୁରୁଗ୍ରାମର ରାଜୀବ କେହେରଙ୍କ ପୁଅ ତଥା ବର୍ଦ୍ଧମାନ ରାଜକୁମାର ଆଦିତ୍ୟ କେହେରଙ୍କ ସହ ଗଜପତି ମହାରାଜାଙ୍କ କନ୍ୟାଙ୍କ ବିବାହ ହେଉଥିବା ଜଣାପଡ଼ିଛି । ବର ପକ୍ଷ ମଙ୍ଗଳବାର ପୁରୀରେ ପହଞ୍ଚି କୋଭିଡ଼…

ଆଜି ୪ ଘଣ୍ଟା ବନ୍ଦ ରହିବ ପୁରୀ ଶ୍ରୀମନ୍ଦିର

ପୁରୀ: ଆଜି ଶ୍ରୀମନ୍ଦିର ୪ ଘଣ୍ଟା ବନ୍ଦ ରହିବ । ଏହି ସମୟରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଆଜି ମହାପ୍ରଭୁଙ୍କର ବନକ ଲାଗି ନୀତି ଅନୁଷ୍ଠିତ ହେଉଥିବାରୁ ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଗୁପ୍ତ ସେବା ଓ ସ୍ୱତନ୍ତ୍ର ନୀତି ହୋଇଥିବାରୁ ବନ୍ଦ ରହିବ ଶ୍ରୀମନ୍ଦିର । ସନ୍ଧ୍ୟା…

ଓଡ଼ିଶା ଆସିବେ ରାଷ୍ଟ୍ରପତି !

ଭୁବନେଶ୍ୱର: ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ପୁରୀର ଏକ କାର୍ଯ୍ୟକ୍ରମରେ ସେ ଯୋଗ ଦେବେ । ଶ୍ରୀଚୈତନ୍ୟ ଗୌଡ଼ିୟ ମଠର ପ୍ରଭୁପାଦ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀଙ୍କ ୧୫୦ ତମ ଜନ୍ମୋତ୍ସବରେ ଯୋଗଦେବେ ରାଷ୍ଟ୍ରପତି । ଶରଧା ବାଲି କାର୍ୟ୍ୟକ୍ରମରେ ଯୋଗଦେବେ…

ପୁରୀ ସ୍ୱର୍ଗଦ୍ୱାରରେ ପଣ୍ଡିତ ଦାମୋଦର ହୋତାଙ୍କ ଶେଷକୃତ୍ୟ ସମ୍ପନ୍ନ

ପୁରୀ : ପଣ୍ଡିତ ଦାମୋଦର ହୋତାଙ୍କର ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ସ୍ୱର୍ଗତ ହୋତାଙ୍କୁ ଜିଲ୍ଲା  ଓ ପୋଲିସ ପ୍ରଶାସନ ପକ୍ଷରୁ ଗାର୍ଡ ଅଫ୍ ଅନର ସହ ଭକ୍ତିପୁତ ଶ୍ରଦ୍ଧାଞ୍ଚଳି ଅର୍ପଣ କରାଯାଇଥିଲା । ସ୍ୱର୍ଗତ ହୋତାଙ୍କ ଜ୍ୟେଷ୍ଠ ପୁତ୍ର ଶ୍ରୀ ଶିବାଶିଷ ହୋତା ମୁଖାଗ୍ନି…

[ଦେଖନ୍ତୁ ଭିଡିଓ] ବାଲୁକା କଳାରେ ସୁର ସାମ୍ରାଜ୍ଞୀ ଲତାଙ୍କୁ ଶ୍ରଦ୍ଧାଞ୍ଜଳି

ପୁରୀ: ବାଲୁକା କଳାରେ ସୁର ସାମ୍ରାଜ୍ଞୀଙ୍କୁ ଶ୍ରଦ୍ଧାଞ୍ଜଳି । ବାଲୁକା ଶିଳ୍ପୀ ମାନସ କୁମାର ସାହୁ କାଲୁକା କଳା ଜରିଆରେ ଲତା ମଙ୍ଗେସକରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଲତାଙ୍କ ନିଧନ ଆମ ଦେଶ ପାଇଁ ଏକ ଅପୂରଣୀୟ କ୍ଷତି । ସେ ନିଜେ ମଧ୍ୟ ଏଥିରେ ମର୍ମାହତ ହେବା ସହିତ ଅଶ୍ରୁଳ…

ଚନ୍ଦ୍ରଭାଗାରେ ମାଘ ସପ୍ତମୀ ବୁଡ଼ ମନା, ଆଜିଠାରୁ ଲାଗିବ କଟକଣା

ପୁରୀ :‌‌ ଏବର୍ଷ ଚନ୍ଦ୍ରଭାଗାରେ ମାଘ ବୁଡ଼ ମନା । କ‌ରୋନା ମହାମାରୀକୁ ଦୃଷ୍ଟିରେ ରଖି କଟକଣା ଜାରି ହୋଇଛି। କେବଳ ମାଘସପ୍ତମୀ ନୀତିକାନ୍ତି ଚାଲିବ। ମାଘ ସପ୍ତମୀରେ ଚନ୍ଦ୍ରଭାଗାରେ ବୁଡ଼ ପକାଇବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଲୋକ ଆସନ୍ତି। ଏବର୍ଷ କରୋନା ସଂକ୍ରମଣକୁ…

ମାଘ ମେଳା କଟକଣା : ଚନ୍ଦ୍ରଭାଗାରେ ପଡିବନି ବୁଡ

ପୁରୀ: କରୋନା ଭୟାବହତା କମିନଥିବା ବେଳେ ମାଘ ମେଳା ନେଇ କଟକଣା ଜାରି ହୋଇଛି । ମେଳାରେ ଭିଡ଼ ଯୋଗୁୂ ପ୍ରଶାସନ ପକ୍ଷରୁ ବିଶେଷ ଗୁରୁତ୍ୱ ଦିଆଯାଇଛି । କରୋନା କଟକଣାକୁ ଦୃଷ୍ଟିରେ ରଖି ଚନ୍ଦ୍ରଭାଗା ମେଳାରେ ଶ୍ରଦ୍ଧାଳୁ ମାନଙ୍କ ପ୍ରବେଶ ଉପରେ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି ।…

[ଭିଡ଼ିଓ] ପୁରୀରେ ଶ୍ରୀଜିଉଙ୍କ ଦର୍ଶନ କଲେ 5-T ସଚିବ

ପୁରୀ: ପୁରୀ ଗସ୍ତରେ ୫-ଟି ସଚିବ ଭିକେ ପାଣ୍ଡିଆନ୍ । ପୁରୀ ଗସ୍ତ କରିବା ସହିତ ମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି ୫-ଟି ସଚିବ ଭିକେ ପାଣ୍ଡିଆନ୍ । ଗସ୍ତ କାଳରେ ସେ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିବା ଜଣାପଡ଼ିଛି । ସିଂହଦ୍ଵାର…

ଶ୍ରୀଜିଉଙ୍କୁ ଦର୍ଶନ କଲେ 5T ସଚିବ, ଶ୍ରୀମନ୍ଦିର ପରିକ୍ରମା ମାର୍ଗ କାର୍ଯ୍ୟର ଅନୁଧ୍ୟାନ

ପୁରୀ: ବସନ୍ତ ପଞ୍ଚମୀରେ ଆଜି ପୁରୀ ଆସି ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ଫାଇଭ୍ ଟି ସଚିବ ଭି. କେ. ପାଣ୍ଡିଆନ । ଏଥିସହ ଶ୍ରୀମନ୍ଦିର ପରିକ୍ରମା ମାର୍ଗ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି । ସିଂହଦ୍ଵାରଠାରୁ ଆରମ୍ଭ କରି ଉତ୍ତରଦ୍ୱାର ପର୍ଯ୍ୟନ୍ତ ବାହାରେ ଅନୁଧ୍ୟାନ କରିଥିଲେ ଫାଇଭ୍ ଟି ସଚିବ ।…

ଆଜି ଶ୍ରୀପଞ୍ଚମୀ: ପୁରୀରେ ଅନୁକୂଳ ହେବ ରଥକାଠ

ପୁରୀ: ଆଜି ମାଘ ଶୁକ୍ଳ ପଞ୍ଚମୀ । ବିଭିନ୍ନ ଶିକ୍ଷାନୁଷ୍ଠାନରେ ପୂଜା ପାଇବେ ବିଦ୍ୟାଦେବୀ ସରସ୍ୱତୀ । ଆଜି ପୁରୀରେ ରଥଯାତ୍ରା ପାଇଁ ରଥକାଠର ଆଜି ଅନୁକୂଳ ହେବ । ପରମ୍ପରା ଅନୁସାରେ, ଶ୍ରୀପଞ୍ଚମୀରେ ରଥ ନିର୍ମାଣ ପାଇଁ ତିନି ଖଣ୍ଡ ରଥକାଠକୁ ପୂଜାର୍ଚ୍ଚନା କରାଇଯାଇଥାଏ । ନୟାଗଡ଼ ବନଖଣ୍ଡରୁ…