Latest Odisha News

BREAKING NEWS

Browsing Category

ପୁରୀ

Puri

ଶ୍ରୀମନ୍ଦିରରେ ମରାମତି କାର୍ଯ୍ୟ ତ୍ୱରାନ୍ୱିତ

ପୁରୀ: ମହାପ୍ରଭୁ ଶ୍ରୀଗୁଣ୍ଡିଚା ଯାତ୍ରା ଗମନ ପରେ ASI ପକ୍ଷରୁ ଶ୍ରୀମନ୍ଦିରରେ ଥିବା ବିଭିନ୍ନ ମରାମତି କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି। ଏହି କ୍ରମରେ ଆଜି ଠାରୁ ଶ୍ରୀମନ୍ଦିରର ଲେଜର ସ୍କାନିଂ ଆରଂଭ ହୋଇଛି। ଏ ନେଇ ପୂର୍ବରୁ ଅନୁମତି ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ନିସ୍ପତି ଅନୁଯାୟୀ…

ରଥ ଯାତ୍ରାରେ କଡା ସୁରକ୍ଷା

ପୁରୀ: ମହାପ୍ରଭୁଙ୍କ ରଥ ଯାତ୍ରାକୁ କୋଭିଡ କଟକଣା ଭିତ୍ତିରେ କରିବା ପାଇଁ ପୋଲିସ ପକ୍ଷରୁ କଡା ବ୍ୟବସ୍ଥା ହୋଇଛି ପୁରୀରେ । ତେବେ ରଥ ଯାତ୍ରାରେ  ତଦାରଖ କରିଛନ୍ତି ନିଜେ ପୋଲିସ ଡିଜି । ପୁରୀ ସହରବାସୀ କଟକଣାକୁ ମାନି ପୋଲିସକୁ ସହଯୋଗ କରିଥିବା ହେତୁ ସେ ପୁରୀ ସହର ବାସୀଙ୍କୁ ଧନ୍ୟବାଦ…

ବାଲୁକା ଶିଳ୍ପୀଙ୍କ ବାଲି ରଥ

ପୁରୀ: ଆଜି ହେଉଛି ମହାପ୍ରଭୁଙ୍କର ଘୋଷଯାତ୍ରା । କରୋନା କଟକଣା ଭିତରେ ବିନା ଭକ୍ତରେ ବଡ଼ଦାଣ୍ଡରୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଶ୍ରୀମନ୍ଦିର ଛାଡ଼ି ନବଦିନାତ୍ମକ ଯାତ୍ରାରେ ବାହାରିଛନ୍ତି ଶ୍ରୀଜିଉ । ଚତୁର୍ଦ୍ଧାମୂର୍ତ୍ତି ରଥାରୂଢ଼ ହୋଇ ଜନ୍ମବେଦୀ-ଶ୍ରୀଗୁଣ୍ଡିଚା ମନ୍ଦିର…

ବଡ଼ଦାଣ୍ଡରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ

ପୁରୀ : ରଥ ଉପରେ ଶିଷ୍ୟଙ୍କ ସହ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଦର୍ଶନ କରିଛନ୍ତି । ତେବେ କୋଭିଡ ମହାମାରୀ ସାରା ବିଶ୍ୱରୁ ଦୁରେଇ ଯାଉ ଓ ଲୋକଙ୍କ କଲ୍ୟାଣ ହେଉ ସେ ନେଇ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଛନ୍ତି । ତେବେ କୋଭିଡ ପାଇଁ ବିନା ଭକ୍ତରେ ହେଉଥିବା ରଥଯାତ୍ରାକୁ ଶଙ୍କରାଚାର୍ଯ୍ୟ ସ୍ୱାଗତ…

ବଡ଼ଦାଣ୍ଡରେ ଗଡ଼ିଲା ତିନି ରଥ, ନିର୍ଦ୍ଧାରିତ ସମୟ ଆଗରୁ ହେଲା ରଥଟଣା

ପୁରୀ: ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ଶ୍ରୀଜିଉମାନଙ୍କର ନବଦିନାତ୍ମକ ଯାତ୍ରା । ରଥ ଚଢ଼ି ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ଜନ୍ମବେଦୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ଶ୍ରୀଜଗନ୍ନାଥ । ରଥ ଉପରେ ସମସ୍ତ ନୀତିକାନ୍ତି ସରିବା ପରେ ବଡ଼ଦାଣ୍ଡରେ ଗଡ଼ିଛି ତିନି ରଥ । ନିର୍ଦ୍ଧାରିତ ସମୟର ବହୁ…

ରଥଯାତ୍ରା ଅବସରରେ ଓଡ଼ିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଭିନନ୍ଦନ

ଭୁବନେଶ୍ୱର : ପବିତ୍ର ରଥଯାତ୍ରା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି। ତା ସହିତ ଗତ ୨୪ ବର୍ଷ ହେଲା ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କ ଆଶା ଓ ବିଶ୍ବାସର ପ୍ରତୀକ ହୋଇଛି । ମହିଳା, ଯୁବ, ଛାତ୍ର, ଚାଷୀ, ଶ୍ରମିକ, ଗରିବ, ଅନୁସୂଚିତ ଜାତି…

ରଥ ଉପରେ ଛେରା ପହଁରା କଲେ ଗଜପତି ମହାରାଜ

ପୁରୀ: ସିଂହଦ୍ୱାର ଆଗରେ ତିନି ରଥରେ ବିରାଜମାନ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ରଥ ଉପରେ ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ଛେରା ପହଁରା ନୀତି । ଗଜପତି ମହାରାଜ ଦିଂବ୍ୟସିଂହ ଦେବ ତିନି ରଥରେ ଛେରା ପହଁରା କରିଛନ୍ତି । ଆଜି ଶ୍ରୀନଅରରୁ ସେ ତାମଯାନରେ ଆସି ବଡ଼ଦାଣ୍ଡରେ ରଥ ନିକଟରେ…

ରଥାରୁଢ଼ ଶ୍ରୀବିଗ୍ରହଙ୍କୁ ଦର୍ଶନ କଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ

ପୁରୀ: ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତିମୟ ପରିବେଶ । ବଡ଼ଦେଉଳରୁ ବାହାରି ଆସିଛନ୍ତି ମହାପ୍ରଭୁ । ସିଂହଦ୍ୱାର ଆଗରେ ରଥ ଉପରେ ବିରାଜମାନ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ରଥାରୁଢ଼ ମହାପ୍ରଭୁଙ୍କୁ ଯାଇ ଦର୍ଶନ କରିଛନ୍ତି ପୁରୀ ଗୋବର୍ଦ୍ଧନ ପୀଠାଧୀଶ ତଥା ଶଙ୍କରାଚାର୍ଯ୍ୟ ସ୍ୱାମୀ…

ରଥାରୁଢ଼ ହେଲେ ଚତୁର୍ଦ୍ଧାମୂର୍ତ୍ତି, ବଡ଼ଦାଣ୍ଡରେ ଭକ୍ତିମୟ ପରିବେଶ

ପୁରୀ: ରଥାରୁଢ଼ ହେଲେ ଶ୍ରୀଜିଉ । ଧାଡ଼ି ପହଣ୍ଡିରେ ରଥକୁ ବିଜେ କଲେ ଚତୁର୍ଦ୍ଧାମୂର୍ତ୍ତି । ପ୍ରଥମେ ପହଣ୍ଡିରେ ଆସିଥିଲେ ଶ୍ରୀସୁଦର୍ଶନ । ଦେବଦଳନ ରଥରେ ବିଜେ କରିଥିଲେ । ପରେ ପରେ ବଡ଼ଦେଉଳରୁ ବାହାରିଥିଲେ ଶ୍ରୀବଳଭଦ୍ର । ସେବାୟତଙ୍କ ଗହଣରେ ଟାହିଆ ହଲାଇ ତାଳଧ୍ୱଜ ରଥରେ ବିଜେ କରିଛନ୍ତି…

ଜଗାକୁ ଦେଖିଲା ସାରା ଜଗତ

ପୁରୀ: ରଥଯାତ୍ରାରେ ଜନ୍ମବେଦୀ ବିଜେ କରିବାକୁ ନୀଳକନ୍ଦରରୁ ବାହାରି ଆସିଛନ୍ତି ମହାପ୍ରଭୁ । ରତ୍ନ ସିଂହାସନ ଛାଡ଼ି ବଡ଼ଦାଣ୍ଡରେ ବିଜେ କରିଛନ୍ତି ଶ୍ରୀଜିଉ । ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦେଖିଲା ସାରା ଦୁନିଆ । ଜଗାକୁ ଦେଖିଲା ଜଗତ । କଳା ବଦନକୁ ଦେଖି ଭକ୍ତର ମନ ପ୍ରଫୁଲ୍ଲିତ ହୋଇଯାଇଛି ।…