Latest Odisha News

BREAKING NEWS

Browsing Category

ପୁରୀ

Puri

ପୁରୀ ରଥଯାତ୍ରା: ପହଣ୍ଡିରେ ବଡ଼ଦାଣ୍ଡକୁ ବିଜେ କରୁଛନ୍ତି ମହାପ୍ରଭୁ

ପୁରୀ: ଆଜି ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ଜନ୍ମବେଦୀଙ୍କୁ ବିଜେ କରିବେ କାଳିଆ ଠାକୁର । ସିଂହଦ୍ୱାର ଆଗରେ ଦଣ୍ଡାୟମାନ ହୋଇଛନ୍ତି ତିନି ରଥ ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ । ପ୍ରଥମେ ବଡ଼ଦାଣ୍ଡକୁ ବିଜେ କରିଛି ଶ୍ରୀସୁଦର୍ଶନ । ପହଣ୍ଡିରେ ଆଣି ତାଙ୍କୁ…

ଘୋଷଯାତ୍ରା ଅବସରରେ ବାଲୁକା ଆନିମେସନ

ପୁରୀ : ଜଗତର ନାଥ ଜଗନ୍ନାଥଙ୍କ ଘୋଷଯାତ୍ରା ଅବସରରେ ବାଲୁକା ଆନିମେସନ | ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀରେ ବାଲୁକା ଆନିମେସନ ପ୍ରସ୍ତୁତ କରିଛନ୍ତି | ସେ ତାଙ୍କ ବାଲୁକା ଆନିମେସନରେ ଦାରୁ ବ୍ରହ୍ମ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଚିତ୍ରଣ କରିଛନ୍ତି | ତା ସହିତ ବିଶ୍ୱ…

ପୁରୀ ରଥଯାତ୍ରା ନେଇ ସୁରକ୍ଷା ସ୍ଥିତି ସମୀକ୍ଷା

ପୁରୀ:  ପୁରୀ ରଥଯାତ୍ରାରେ ସୁରକ୍ଷା ସ୍ଥିତି ସମୀକ୍ଷା କରିଛନ୍ତି ପୋଲିସ ଡିଜି ଅଭୟ । ପୋଲିସ ଅଧିକାରୀ ମାନେ କିଭଳି ଡ୍ୟୁଟି ସଠିକ ଭାବେ କରି ପାରିବେ ଓ କଣ ସୁବିଧା ଦିଆଯାଇପାରିବ ସେ ନେଇ ବିଶେଷ ଆଲୋଚନା ହୋଇଥିଲା । ତେବେ ଶାନ୍ତି ଶୃଙ୍ଖଳାରେ କିଭଳି କୋଭିଡ କଟକଣା ରେ ରଥଯାତ୍ରା ଶେଷ ହେବ…

ସିଂହଦ୍ୱାର ସାମନାରେ ମହାପ୍ରଭୁଙ୍କ ଅପେକ୍ଷାରେ ତିନି ରଥ

ପୁରୀ: ରାତି ପାହିଲେ ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ରଥଖଳାରୁ ତିନି ରଥ ଆସି ସିଂହଦ୍ୱାର ସାମନାରେ ଲାଗିଛନ୍ତି । ରଥ ପ୍ରସ୍ତୁତ ଅଛି । ପଥ ବି ପ୍ରସ୍ତୁତ । ଏବେ ଅପେକ୍ଷା କେବଳ ଲୀଳାମୟ ଠାକୁରଙ୍କୁ ।…

ରଥଯାତ୍ରା ପାଇଁ ଆଜି ରାତି ୮ଟାରୁ ପୁରୀରେ ଦୁଇ ଦିନିଆ କର୍ଫ୍ୟୁ

ପୁରୀ: ଆସନ୍ତାରାଲି ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା । କୋଭିଡ କଟକଣାରେ ବିନା ଭକ୍ତରେ ରଥଯାତ୍ରା ହେବ । ଏଥିପାଇଁ ଆଜି ରାତି ୮ ଟାରୁ ଦୁଇ ଦିନ ସହରରେ ଜାରି ହେବ କର୍ଫ୍ୟୁ । ମଙ୍ଗଳବାର ରାତି ୮ଟା ଯାଏ ବଡ଼ଦାଣ୍ଡ ରେ ୧୪୪ ଧାରା ବଳବତ୍ତର ରହିବ । ନିୟମକୁ ମାନି ପ୍ରଶାସନକୁ ସହଯୋଗ କରିବା…

ଆରମ୍ଭ ହେବ ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ

ପୁରୀ : ଜୁଲାଇ ୧୩ରେ ଆରମ୍ଭ ହେବ ଏଏସଆଇଙ୍କ ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ । ଏ ନେଇ ଆଜି ଏଏସଆଇ ସୁପେରିଟେଣ୍ଡ ଅରୁଣ ମଲ୍ଲିକଙ୍କ ନେତୃତ୍ୱରେ ୫ ଜଣିଆ ଏଏସଆଇ ବିଶେଷଜ୍ଞ ଟିମ୍ ଶ୍ରୀମନ୍ଦିର ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଗତକାଲି ଶ୍ରୀମନ୍ଦିର ବୈଷୟିକ କୋର କମିଟି ମଧ୍ୟ ଏନେଇ ଅନୁଧ୍ୟାନ…

ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଶେଷ

ପୁରୀ ପୁରୀ : ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। କେଵଳ ତିନି ରଥରେ କପଡା ପକାଯିବା କାର୍ଯ୍ୟ ଚାଲୁ ରହିଛି। ତେବେ ରଥ ଯାତ୍ରା କିଭଳି ଶାନ୍ତି ଶୃଙ୍ଖଳା ରେ ହେବ ସେ ନେଇ ପୁରୀ ଜିଲାପାଳ ସ୍ଥିତି ସମୀକ୍ଷା କରିଛନ୍ତି। ଜିଲାପାଳ ଙ୍କ ସୂଚନା ଅନୁଯାୟୀ src ଙ୍କ…

ଶେଷ ଦେବଦାସୀ ପରଶମଣିଙ୍କ ପରୋଲୋକ

ପୁରୀ: ଦେବଦାସୀ ପରଶମଣିଙ୍କର ପରୋଲୋକ ଘଟିଛି । ୯୪ ବର୍ଷ ବୟସରେ ଇହଧାମ ତ୍ୟାଗ କରିଛନ୍ତି । ଗତକାଲି ରାତିରେ ଶୋଇଥିବା ଅବସ୍ଥାରେ ତାଙ୍କର ଗଚ୍ଛକାଲି ନିକଟରେ ବାସସ୍ଥାନରେ ପରଲୋକ ଘଟିଛି । ଆଜି ତାଙ୍କର ଶେଷକୃତ୍ୟ ପୁରୀ ସ୍ବର୍ଗଦ୍ବାରରେ କରାଯାଇଥିଲା।  ତାଙ୍କୁ ମୁଖାଗ୍ନୀ ପ୍ରସନ୍ନ କୁମାର…

ଆଇସକ୍ରିମ କାଠିରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ

ପୁରୀ : ଆଇସିକ୍ରିମ କାଠିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଅବିକଳ ପ୍ରତିକୃତି । ପୁରୀର ବାସିନ୍ଦା ଯୁକ୍ତ ତିନିରେ ପଢ଼ୁଥିବା ଛାତ୍ରୀ ସୁସ୍ମିତା ମହାରଣା ଏହି ନିଆରା କଳାକୃତିଟି ତିଆରି କରିଛନ୍ତି। ଏଥି ପାଇଁ  ୭ ଦିନ ଲାଗି ଥିବା ବେଳେ ୨ ହଜାରରୁ ଅଧିକ ଆଇସି କ୍ରିମ କାଠି ଏହି…

ଶ୍ରୀଜିଉଙ୍କ ରାଜପ୍ରାସାଦ ବିଜେ ନୀତି

ପୁରୀ  : ଆଜି ଦ୍ୱାଦଶୀ ତିଥିରେ ଶ୍ରୀଜିଉ ମାନଙ୍କର ଅନୁଷ୍ଠିତ ହେବ ରାଜପ୍ରାସାଦ ବିଜେ ନୀତି | ସକାଳ ଧୂପ ସରିବା ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ବେହେରଣ ଦ୍ୱାର ଫିଟିବା ସହ ଶ୍ରୀମନ୍ଦିରରୁ ଶ୍ରୀନହରକୁ ରାଜପ୍ରସାଦ ବିଜେ କରାଯିବ | ଗତକାଲି ଏକାଦଶୀ ତିଥିରେ ମହାପ୍ରଭୁଙ୍କୁ ଖଳି ଲାଗି ଓ…