Latest Odisha News

BREAKING NEWS

Browsing Category

ପୁରୀ

Puri

ଚଳିତ ଥର କେବଳ ପୁରୀରେ ରଥ ଯାତ୍ରା, ଭକ୍ତଙ୍କୁ ବାରଣ

ପୁରୀ: ଚଳିତ ଥର କେବଳ ପୁରୀରେ ହେବ ମହାପ୍ରଭୁଙ୍କ ରଥଯାତ୍ରା ।  ଭକ୍ତଙ୍କୁ ବାରଣ କେବଳ ପୁରୀ ଛଡ଼ା ଚଳିତ ବର୍ଷ ଅନ୍ୟ ସବୁଠି ରଥଯାତ୍ରା ବନ୍ଦ । ଗତବର୍ଷ ଭଳି ଚଳିତ ବର୍ଷ କେବଳ ପୁରୀରେ କଟକଣା ସହ ରଥଯାତ୍ରା ହେବ । ପୁରୀରେ ରଥ ଯାତ୍ରାକୁ ଛାଡ଼ି ଦେଲେ ରାଜ୍ୟର ଅନ୍ୟ ସବୁ ଜାଗାରେ ରଥ ଯାତ୍ରା…

ତିନି ରଥର ଚକ କାର୍ଯ୍ୟ ସମ୍ପୁର୍ଣ୍ଣ

ପୁରୀ: ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ପାଇଁ ତିନି ରଥର ମୋଟ ୩୯ଟି ଚକ ସମ୍ପୁର୍ଣ୍ଣ ହୋଇଛି । ବୁଧବାର ସୁଦ୍ଧା ଜନ୍ତାଗାଡ଼ରେ ୩ ଟି ଚକର ସିଙ୍ଗଡ଼ା ବାଡ଼ିଆ କାର୍ଯ୍ୟ ଶେଷ କରିଛନ୍ତି ଭୋଇ ସେବାୟତ ମାନେ । ଏଥି ସହ ତିନି ରଥର ଚାରିନାହାକାର ନିର୍ମାଣ କାର୍ଯ୍ୟ ମଧ୍ୟ ଶେଷ ହୋଇଛି । ରଥର ଚାରି…

ଜୋର ଧରିଛି ତିନି ରଥ ନିର୍ମାଣ କାର୍ଯ୍ୟ

ପୁରୀ : ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ତିନିରଥର ମୋଟ ୩୯ଟି ଚକ କାମ ସମ୍ପୁର୍ଣ୍ଣ ହୋଇଛି। ବୁଧବାର ସୁଦ୍ଧା ଜନ୍ତାଗାଡ଼ରେ ୩ଟି ଚକର ସିଙ୍ଗଡ଼ା ବାଡ଼ିଆ କାର୍ଯ୍ୟ ଶେଷ କରିଛନ୍ତି ଭୋଇ ସେବାୟତମାନେ । ଏଥିସହ ତିନିରଥର ଚାରି ନାହାକାର ନିର୍ମାଣ କାର୍ଯ୍ୟ ମଧ୍ୟ ଶେଷ ହୋଇଛି। ପବିତ୍ର ଅକ୍ଷୟ…

ଶ୍ରୀମନ୍ଦିରରେ ଭିଡ଼ ନେଇ କଟକଣା

ପୁରୀ : ସାବିତ୍ରୀ ଅମାବାସ୍ୟା ଅବସରରେ ଶ୍ରୀମନ୍ଦିରରେ ଲାଗିବ ଭିଡ଼ । ଏନେଇ ଏବେଠାରୁ କଟକଣା । ମହାପ୍ରସାଦ ନେବା ପାଇଁ ଭକ୍ତଙ୍କ ବେଶ ଭିଡ଼ ହୋଇ ଥାଏ । ତେବେ କୋଭିଡ ସମୟରେ କିଭଳି ଭକ୍ତଙ୍କ ଗହଳି କମ ରହିବ ଏବଂ ଶୃଙ୍ଖଳିତ ଭାବେ ସମସ୍ତେ ମହା ପ୍ରସାଦ ପାଇ ପାରିବେ ସେନେଇ ପ୍ରଶାସନ ପକ୍ଷରୁ…

ଶ୍ରୀମନ୍ଦିର ପ୍ରଶାସନ କର୍ମଚାରୀଙ୍କୁ କୋଭିଡ୍ ଓ୍ୱାରିୟର୍ସ ଘୋଷଣା ପାଇଁ ରାଜ୍ୟ ସରକାରଙ୍କୁ ସୁପାରିଶ

ପୁରୀ: ଶ୍ରୀମନ୍ଦିର ପ୍ରଶାସନର କର୍ମଚାରୀଙ୍କୁ କୋଭିଡ୍ ଓ୍ୱାରିୟର୍ସ (ପ୍ରମୁଖ ଯୋଦ୍ଧା) ଭାବରେ ଘୋଷଣା କରାଯାଉଛି । ଏନେଇ ରାଜ୍ୟ ସରକାରଙ୍କୁ ସୁପାରିଶ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାର । ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କୁ ସେ…

ବିଶ୍ୱ ମହାସାଗର ଦିବସରେ ବାଲୁକା କଳା

ପୁରୀ : ଆଜି ହେଉଛି ବିଶ୍ୱ ମହାସାଗର ଦିବସ ବା ‘ୱାର୍ଲଡ ଓସନ୍ ଡେ’ । ପ୍ରତିବର୍ଷ ଜୁନ୍ ମାସ ୮ତାରିଖରେ ଏହି ଦିବସ ପାଳନ କରାଯାଇଥାଏ । ମହାସାଗର ଜଳରାଶି ପ୍ରଦୂଷଣ ମୁକ୍ତ ରଖିବା ସହିତ ଲୋକଙ୍କୁ ସଚେତନ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ରହିଛି । ମହାସାଗର ଦିବସରେ ବିଭିନ୍ନ କାର୍ଯ୍ୟକ୍ରମ ମାନ…

ଦର ବୃଦ୍ଧି ପ୍ରତିବାଦରେ CPIMର ବିକ୍ଷୋଭ

ପୁରୀ : ତୈଳ ଓ ଖାଦ୍ୟ ସାମଗ୍ରୀର ଦର ବୃଦ୍ଧି ପ୍ରତିବାଦରେ ପୁରୀ ଜିଲ୍ଲା CPIMର ବିକ୍ଷୋଭ । ପେଟ୍ରୋଲ, ଡିଜେଲ, ଗ୍ୟାସ ଓ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପତ୍ରର ଦର ବୃଦ୍ଧି ବିରୁଦ୍ଧରେ ଓ କରୋନା ସହାୟତା ପାଇଁ ଆଜି CPIM ର ପୁରୀ ବଡଦାଣ୍ଡରେ ଥିବା ପେଟ୍ରୋଲ ଟାଙ୍କି ସାମନାରେ ପ୍ରତିବାଦ…

କୋଭିଡ୍ ସେଣ୍ଟର ବର୍ଜ୍ୟବସ୍ତୁ ନେଇ ବଢୁଛି ଅସନ୍ତୋଷ

ତାଳବଣିଆ : କୋଭିଡ୍ ସେଣ୍ଟରରେ ବ୍ୟବହୃତ ବର୍ଜ୍ୟବସ୍ତୁ ନେଇ ବଢୁଛି ଅସନ୍ତୋଷ । ତାଳବଣିଆ ପାଖରେ ଏଭଳି କୋଭିଡ ବର୍ଜ୍ୟବସ୍ତୁ ଚାରିଆଡେ ଫିଙ୍ଗାଯାଇଥିବା ଦେଖିବାକୁ ମିଳିଛି | ପୂର୍ବରୁ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ କୋଭିଡ କେୟାର ସେଣ୍ଟରରେ କରୋନା ବର୍ଜ୍ୟବସ୍ତୁ ଏଣେତେଣେ ବିଛାଡି ହୋଇ…

ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା: ତିନି ରଥର ଚକ ଅଖ ଡେରା ନୀତି ସମ୍ପନ୍ନ

ପୁରୀ: ଆଜି ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେଉଛି ଉଭଁରୀ ଯାତ୍ରା । ଏହି ଅବସରରେ ପରମ୍ପରା ଅନୁଯାୟୀ ରଥ ଯାତ୍ରାର ଆଉ ଏକ ପର୍ଯ୍ୟାୟ ଆରମ୍ଭ ହୋଇଯାଇଛି । ମହାପ୍ରଭୁଙ୍କ ତିନି ରଥର ଚକ ଅଖ ଡେରା ନୀତି ସମ୍ପନ୍ନ ହୋଇଛି । ଆଜି ଶ୍ରୀଜିଉଙ୍କ ସକାଳ ଧୂପ ସରିବା ପରେ ଶ୍ରୀମନ୍ଦିରରୁ ପୂଜାପଣ୍ଡାମାନେ…

ବିଶ୍ୱ ସାଇକେଲ ଦିବସ : ୩୬୫୩ ଦିଆସିଲି କାଠିରେ ପୁରୀର ଶାଶ୍ୱତ ତିଆରି କଲେ ସାଇକେଲ

ଭୁବନେଶ୍ୱର: ବିଶ୍ୱ ସାଇକେଲ ଦିବସ ଅବସରରେ ପୁରୀରେ ୧୮ ବର୍ଷୀୟ ଶାଶ୍ୱତ ରଂଜନ ସାହୁ ତିଆରି କରିଛନ୍ତି ଦିଆସିଲିରେ ସାଇକେଲ । ଆମେ ସୁସ୍ଥ ରହିବା ପାଇଁ ବିଶ୍ୱକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ଏହି ଦିଆସିଲିରେ ତିଆରି ସାଇକେଲ ଜରିଆରେ ସେ ବାର୍ତ୍ତା ଦେଇଛନ୍ତି । ପ୍ରାୟ ୩,୬୫୩ଟି…