Latest Odisha News
Browsing Category

ରାୟଗଡ଼ା

Rayagada

ଟ୍ରକ୍‌ ଚକା ତଳେ ଚାଲିଗଲା ଜୀବନ

ରାୟଗଡ଼ା : ଟ୍ରକ୍ ଚାପାରେ ଅକାଳରେ ଚାଲିଗଲା ଜଣଙ୍କ ଜୀବନ । ମୁନିଗୁଡା ପାଇକ ସାହିର ସୁବାସ ଚନ୍ଦ୍ର ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଟ୍ରକ୍ ଚାପାରେ ମୃତ୍ୟୁ ହୋଇଯାଇଛି । ସେ ତିନିକଣିଆ ଛକରେ ଯାଉଥିବା ସମୟରେ ପଛପଟୁ  ରାୟଗଡ଼ା ଅଭିମୁଖେ ଯାଉଥିବା ଏକ ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା । ଫଳରେ…

ସ୍କୁଟି-ଟ୍ରାକ୍ଟର ଧକ୍କାରେ ଜଣେ ମୃତ, ଜଣେ ଆହତ

ରାୟଗଡ଼ା: ଖାଲଖମା ରାସ୍ତାରେ ଦୁର୍ଘଟଣା ନେଲା ଜଣଙ୍କର ଜୀବନ । ଆଉ ଜଣେ ଆହତ ହୋଇଛନ୍ତି । ୩୨୬ ନମ୍ବର ଜାତୀୟ ରାଜପଥର ରାୟଗଡ଼ା ସହରରେ ଥିବା ଫ୍ଲାଏଓଭର ବ୍ରିଜ ଉପରେ ଏହି ଦୁର୍ଘଟଣା ଘଟିଛି । ସ୍କୁଟି ସହ ଟ୍ରାକ୍ଟରର ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଡି.ମୁନା (୪୫) ଓ…

ଲାଗିଲା ମାଓବାଦୀଙ୍କ ବ୍ୟାନର, ରାୟଗଡାରେ ସକ୍ରିୟ ହେଲା କି ଲାଲବାହିନୀ ?

ରାୟଗଡା: ପୁଣି ଉଡିଲା ଲାଲବାହିନୀର ଲାଲ ପତାକା । ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ ଶରଧାପୁର ଓ ଥୁଆପାଡି ରାସ୍ତାରେ ଲାଗିଲା ମାଓବାଦୀଙ୍କ ବ୍ୟାନର । ଏହି ବ୍ୟାନରରେ ସରକାର ବିରୋଧୀ ବିଭିନ୍ନ ସ୍ଲୋଗାନ ଓ ଦାବି ରହିଛି । ରାସ୍ତାରେ ଲାଗିଥିବା ବ୍ୟାନରରେ ବିଷମକଟକ ଡଙ୍ଗରରେ ଥିବା…

ବିଷମକଟକ ଡାଙ୍ଗରପୋଡା ଗାଁରେ ସ୍ୱଚ୍ଛ ପାନୀୟ ଜଳ ଭେଳିକି

ଗୁଣୁପୁର: ଗାଁ ଗହଳୀରେ ସ୍ୱଚ୍ଛ ପାନୀୟ ଜଳ ଯୋଗାଣକୁ ନେଇ ବାହାବା ନେଉଛନ୍ତି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର । ହେଲେ ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ଡାଙ୍ଗରପୋଡା ଗାଁରେ କିନ୍ତୁ ସାମ୍ନାକୁ ଆସିଛି କିଛି ଭିନ୍ନ ଚିତ୍ର । ଡାଙ୍ଗରପୋଡା ଗାଁରେ ରହୁଥିବା ଆଦିମ ଆଦିବାସୀଙ୍କ ପାଇଁ…

ସହାୟତା ଅପେକ୍ଷାରେ ଦିଉଡୁ

ରାୟଗଡ଼ା: ଆର୍ଥିକ ଅନଟନରେ ଚିକିତ୍ସା ଅଭାବରୁ ମୃତ୍ୟୁ ସହ ଲଢ଼ୁଛନ୍ତି ଆଦିବାସୀ ଯୁବକ ଦିଉଡୁ ମାଝୀ । ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ  ଅନ୍ତର୍ଗତ ବଡ଼ ପୁକେଲର ଆଦିବାସୀ ଯୁବକ ଦିଉଡୁ ମାଝୀ । ବାପାଙ୍କର ମୃତ୍ୟୁ ପରେ ଘରର ମୁରବି କେବଳ ମାଆ ସୋଦ୍ରୀ ମାଝୀ । ପରିଣତ ବୟସରେ ଜଙ୍ଗଲରୁ କାଠ…

ମାତିଛନ୍ତି ମନ୍ଦିର ଲୁଟେରା

ଗୁଣୁପୁର: ମନ୍ଦିରର ତାଲାଭାଙ୍ଗି ଲୁଟ୍ । ଗୁଣୁପୁର ସଦର ରେ ଥିବା ଗ୍ରାମଦେବୀ ମନ୍ଦିରୁ ଲୁଟ୍ ହୋଇଛି।କିଛି ଦୁର୍ବୃତ୍ତ ମନ୍ଦିରର ମୁଖ୍ୟ ଫାଟକରେ ଥିବା ତାଲାଭାଙ୍ଗି ମା’ଙ୍କ ଦେହରେ ଲାଗି ହୋଇଥିବା ଲକ୍ଷାଧିକ ଟଙ୍କାର ସୁନା ,ରୂପା ଅଳଙ୍କାରକୁ ଲୁଟିନେଇଛନ୍ତି। ଆଜି ସକାଳେ ପୂଜକ ପୂଜା କରିବାକୁ…

ଦାଦନ ଶ୍ରମିକରୁ ଫ୍ୟାସନ୍ ଡିଜାଇନର୍

ରାୟଗଡ଼ା : ନିୟମଗିରିର ପୁଅ ବନିଗଲେ ଫ୍ୟାସନ୍ ଡିଜାଇନର। ନିୟମଗିରି ବିଷମକଟକ ବ୍ଲକ ଚାଟିକୋଣା ଗାଁ ପୁଅ ହେଉଛନ୍ତି ଅଜୟ ସୁନା। ଗରିବ ପରିବାରରେ ଜନ୍ମ ତାଙ୍କର । ବାପା ମା ଙ୍କ ମୃତ୍ୟୁ ପରେ ପଲିଟିଦିନରୁ ଅନେକ ସଂଘର୍ଷ କରିଥିଲେ। ଦାଦନ ଖଟିବାକୁ ଯାଇଥିଲେ ଛତିଶଗଡ଼। କୁହାଯାଏ ଇଛାଶକ୍ତି ଥିଲେ…

ପ୍ରମାଣପତ୍ର ପାଇଁ ବାର ଦୁଆର ହେଉଛନ୍ତି ଡଙ୍ଗରିଆ ଦିବ୍ୟାଙ୍ଗ ମହିଳା

ରାୟଗଡା: ଆଦିମ ଜନଜାତିଙ୍କୁ ନେଇ ସରକାର ପ୍ରଣୟନ କରିଛନ୍ତି ମାଳମାଳ ଯୋଜନା । ହେଲେ ଏହି ଯୋଜନା ବୋଧ ହୁଏ କେବଳ କାଗଜ କଲମରେ ସଫଳ ହୋଇଛି । ରାୟଗଡା ଜିଲ୍ଲା ନିୟମଗିରିର ଜଣେ ନୀରିହ ଡଙ୍ଗରିଆ ଦିବ୍ୟାଙ୍ଗ ମହିଳା ସାମାନ୍ୟ ଏକ ପ୍ରମାଣ ପାଇଁ କାହିଁ କେବେଠୁ ସରକାରୀ ଦପ୍ତରର ଚକ୍କର କାଟୁଛନ୍ତି…

ଓଡିଶା ମାଟିରେ ପାଦ ଦେଲା ଆନ୍ଧ୍ରପ୍ରଦେଶର ଜନସେନା ଦଳ

ଗୁଣୁପୁର: ପ୍ରଥମେ ଅଭିନୟ ଆଉ ଏବେ ରାଜନିତୀ । ଜନସେନା ଦଳ ଗଢି ଜନମାନସରେ ନୂତନ ପରିଚୟ ସୃଷ୍ଟି କରିଥିଲେ ଟଲିଉଡ୍ ସୁପରଷ୍ଟାର ପବନ କଲ୍ୟାଣ । ଆଜି ତାଙ୍କ ଜନ୍ମଦିନ ଅବସରରେ ରାୟଗଡା ଜିଲ୍ଲା ଗୁଣୁପୁରରେ ଜନସେନା ଦଳ ତରଫରୁ ଏକ ସଭା ଆୟୋଜିତ ହୋଇଥିଲା । ଆୟୋଜିତ ସଭାରେ ଜନସେନା ଦଳର ଓଡିଶା…

ଯୁବକଙ୍କୁ ନିର୍ମମ ହତ୍ୟା

ରାୟଗଡ଼ା : ରାୟଗଡ଼ାରେ ଜଘଣ୍ୟ ହତ୍ୟାକାଣ୍ଡ । ରାୟଗଡ଼ା ଜିଲ୍ଲା କପିଳାସ ରୋଡରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଁଚି ମୃତଦେହ ଉଦ୍ଧାର କରିଛି। ମୃତ ଯୁବକ ଜଣକ ବି.ରାଜୁ ତାଙ୍କ ବୟସ ୨୫ ବର୍ଷ ବୋଲି ଜଣାପଡ଼ିଛି। ପରକିୟାପ୍ରୀତିରୁ ଏହି ହତ୍ୟା…