Latest Odisha News

BREAKING NEWS

Browsing Category

ରାୟଗଡ଼ା

Rayagada

ଓଲଟିଲା ଧାନ ବୋଝେଇ ପିକଅପ୍ ଭ୍ୟାନ, ୨ମୃତ,୩ ଗୁରୁତର

ରାୟଗଡା : ରାୟଗଡାରେ ମର୍ମନ୍ତୁଦ ଦୁର୍ଘଟଣା । ରାୟଗଡା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ମୀନାଝୋଲା ଓ ବାଡିସୋଲା ଗାଁ ମଝିରେ ଭାରସାମ୍ୟ ହରାଇ ଏକ ମିନିଟ୍ରକ ଦୁର୍ଘଟଣା ଗ୍ରସ୍ତ ହୋଇଛି ।ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି ।ସୋମାନଙ୍କୁ ୧୦୮…

[ଭିଡିଓ] ଦୀପ ଜାଳିଦେଲା ୬ ବଖରା ଘର, ଜଣେ ଗୁରୁତର

ଗୁଣୁପୁର: ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ ଜଗନ୍ନାଥପୁର ପଂଚାୟତ ଅଧିନସ୍ତ ସୀତାପୁର ଗାଁରେ ଘରପୋଡି ଘଟଣା । ଅଗ୍ନିକାଣ୍ଡରେ ଦୁଇଟି ପରିବାର ବେସାହାରା ହୋପଡିଥିଲାବେଳେ ଜଣକର ଅବସ୍ଥା ଗୁରୁତର ରହିଛି । ଗତକାଲି ରାତିରେ ସୀତାପୁର ଗାଁର ବିଜୟ କୁଣ୍ଡିଙ୍ଗ ଓ ପାତିକା ନରେଶଙ୍କ ପରିବାର ଲୋକେ…

ରାୟଗଡ଼ାରେ ଦାନ ମାଝୀର କାହାଣୀ: ପୁଅର ମୃତଦେହକୁ କାନ୍ଧରେ ବୋହିଲା ବାପା

ରାୟଗଡ଼ା: କଳାହାଣ୍ଡି ଦାନ ମାଝୀ ଘଟଣାର ପୁନରାବୃତ୍ତି । ରାୟଗଡ଼ାରେ ପୁଅର ମୃତଦେହକୁ କାନ୍ଧରେ ବୋହିଲା ବାପା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୯ବର୍ଷର ପୁଅର ପ୍ରାଣ ହରାଇବା ପରେ, ତାର ମରଶରୀରକୁ ଘରକୁ ନେବା ପାଇଁ ମିଳିଲାନି ମହାପ୍ରୟାଣ ଗାଡ଼ି କିମ୍ବା ଅନ୍ୟ କୌଣସି ବ୍ୟବସ୍ଥା। ଶେଷରେ ଶବକୁ…

ରାୟଗଡା ଶିକରପାଇ ଗାଁରେ ଅଗ୍ନିକାଣ୍ଡ ଘଟଣା : ପରିବାରର ୫ ଜଣ ସଦସ୍ୟଙ୍କ ମଧ୍ୟରୁ ୨ ମୃତ

ରାୟଗଡା  : ରାୟଗଡା କଲ୍ୟାଣସିଂହପୁର ଥାନା ଶିକରପାଇ ଗାଁରେ ବେକେରୀରେ ଅଗ୍ନିକାଣ୍ଡ ଘଟଣା । ଅଗ୍ନିକାଣ୍ଡ ପରେ ଗୋଟିଏ ପରିବାରର ୨ ଜଣ ସଦସ୍ୟଙ୍କ ଆଜି ମୃତ୍ୟୁ ହୋଇଯାଇଛି । ଆଉ ୩ ଜଣ ଗୁରୁତର ଅବସ୍ଥାରେ ମରଣ ସହ ସଂଗ୍ରାମ କରୁଛନ୍ତି । ସେମାନଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ଗତକାଲି…

ଭୟଙ୍କର ଅଗ୍ନିକାଣ୍ଡରେ ପୋଡିହୋଇ ୪ ଗୁରୁତର , ହସ୍ପିଟାଲରେ ଭର୍ତ୍ତି

ରାୟଗଡା  : ଭୟଙ୍କର ଅଗ୍ନିକାଣ୍ଡରେ ପୋଡି ହୋଇ ଗୋଟିଏ ପରିବାରର ଚାରି ଜଣ ଗୁରୁତର । ବାପ ,ମା , ପୁଅ ବୋହୁ ଗୁରୁତର ହୋଇପଡିଛନ୍ତି । ଏଭଳି ଅଭାବନୀୟ ଘଟଣା ରାୟଗଡା ଜିଲ୍ଲା କଲ୍ୟାଣସିଂପୁର ଥାନା ସିକୋରପାଇ ଗାଁ ରେ ଘଟିଛି । ଘରେ ପୋଡିବା ବେଳେ ଚିତ୍କାର ଶୁଣି ପୋଡିଶୀ ଗୋଟିଏ ପରିବାରର ୪…

ଗାଁରେ ଭୟାବହ ଅଗ୍ନିକାଣ୍ଡ, ୧୫ରୁ ଅଧିକ ଘର ପୋଡି ଜଳି ଛାରଖାର

ଗୁଣପୁର : ଗାଁରେ ଭୟାବହ ଅଗ୍ନିକାଣ୍ଡ । ଘରଦ୍ୱାର ପୋଡି ଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି । ଗୁଣପୁର ଚିନାରୀଗୁଡ଼ା ଗାଁରେ ଘଟିଛି ଏହି ଅଘଟଣ। ଗାଁରେ ପ୍ରାୟ ୧୫ରୁ ଅଧିକ ଘର ପୋଡି ଜଳି ଛାରଖାର ହୋଇଯାଇଛି । ଅଗ୍ନିକାଣ୍ଡର ଭୟାବହତା ଏତେ ଅଧିକ ଥିଲା କିଛି ସମୟ…

[ଦେଖନ୍ତୁ ଭିଡିଓ] ପୌରପରିଷଦ ପାଇଁ ବିଜୁ ଜନତା ଦଳ ତରଫରୁ ପ୍ରାର୍ଥୀ ପତ୍ର ଦାଖଲ

ଗୁଣୁପୁର: ଚଳିତ ପୌର ନିର୍ବାଚନ ପାଇଁ ଗୁଣୁପୁର ପୌର ପରିଷଦରେ ବିଜୁ ଜନତା ଦଳ ତରଫରୁ ଶୋଭାଯାତ୍ରା । ପୌରପରିଷଦର ସମସ୍ତ ୧୯ ୱାର୍ଡର ଆଜି ପ୍ରାର୍ଥୀ ଏବଂ ପ୍ରାର୍ଥୀନୀ ମାନେ ନିଜ ନିଜର ଦାଖଲ କରିଛନ୍ତି ନାମାଙ୍କନପତ୍ର । ଜିଲ୍ଲା ସଭାପତି ସୁଧୀର ଦାସ, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗଙ୍କ…

ୟୁକ୍ରେନରୁ ଓଡ଼ିଶା ଫେରିଲେ ଡାକ୍ତରୀ ଛାତ୍ରଛାତ୍ରୀ, କହିଲେ ବୋର୍ଡର ପାର ହେବା ସହଜନଥିଲା

ଗୁଣୁପୁର: କିଛିଦିନ ପୂର୍ବରୁ ୟୁକ୍ରେନରେ ସବୁକିଛି ସ୍ୱାଭାବିକ ଥିଲା । ହେଲେ ଆଜି ସେଠାରେ ସବୁ ଧ୍ୱସଂ ହୋଇଯାଇଛି । ଯିଏ ଯେଉଁଆଡେ ପାରିଲା ଚାଲିଲା । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ୟୁକ୍ରେନରେ । ଋଷର ଘନଘନ ଆକ୍ରମଣ ପରେ ୟୁକ୍ରେନ ଛାରଖାର ହୋଇଯାଇଛି । ୟୁକ୍ରେନରେ ଫସି ରହିଥିବା…

ଭିଜିଲାନ୍ସ ପଞ୍ଝାରେ ବିଇଓ, ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ

ଗୁଣପୁର: ଚାକିରି ଆଉ ୨ ମାସ ବଞ୍ଚିଥିଲା। କିନ୍ତୁ ସରକାରୀ ବାବୁଙ୍କ ଲୋଭ ଶେଷ ହୋଇ ନଥିଲା। ଭିଜିଲାନ୍ସ ପଞ୍ଝାରେ ରାୟଗଡ଼ା ଜିଲ୍ଲା ଗୁଣୁପୁର ବିଇଓ ଅନ୍ତର୍ଯ୍ୟାମୀ ବେହେରା। ଆଜି ସେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାଇନ୍ସ ହାତରେ…

[ଦେଖନ୍ତୁ ଭିଡିଓ] ଭୋଟ ତାଲିକାରେ ନାମ ନଥିବାରୁ ଭୋଟ ବାକ୍ସ ଉଠାଇ ନେଲେ ଡଙ୍ଗରିଆ

କଲ୍ୟାଣସିଂହପୁର: ପଞ୍ଚାୟତ ନିର୍ବାଚନର ୩ୟ ପର୍ଯ୍ୟାୟରେ ମଧ୍ୟ ଭୋଟ ବିଭ୍ରାଟ ଦେଖାଯାଇଛି। ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକର ସୁନାଖଣ୍ଡି ପଞ୍ଚାୟତର ରାଇଲିମା ଗ୍ରାମ ଠାରେ ଥିବା ୧୪ ନମ୍ବର ବୁଥର ଭୋଟ ବାକ୍ସକୁ ଉଠାଇ ନେଲେ ଡଙ୍ଗରିଆ । ଭୋଟ ଦେବା ପାଇଁ ତଳ ମୁସୁଡ଼ି ଓ ଉପର…