Latest Odisha News

BREAKING NEWS

Browsing Category

ସମ୍ବଲପୁର

Sambalpur

ଆଜି ହୀରାକୁଦ ଡ୍ୟାମ୍ ଛାଡ଼ିବ ଚଳିତବର୍ଷର ପ୍ରଥମ ବନ୍ୟା ଜଳ

ସମ୍ୱଲପୁର: ହୀରାକୁଦ ଜଳଭଣ୍ଡାରରୁ ଆଜି ଛଡ଼ାଯିବ ଚଳିତବର୍ଷର ପ୍ରଥମ ବନ୍ୟା ଜଳ । ଦିନ ୧୧ଟା ବେଳେ ଜଳ ନିଷ୍କାସନ ନେଇ ସମୟ ଧାର୍ୟ୍ୟ ହୋଇଛି । ବିଧି ଅନୁସାରେ ପୂଜାର୍ଚ୍ଚନା ପରେ ୭ ନମ୍ବର ଗେଟ୍ ପ୍ରଥମ ବନ୍ୟା ଜଳ ଛଡ଼ାଯିବ । ଏହାପରେ ଆଉ କେତୋଟି ଗେଟ୍ ଖୋଲାଯିବ ସେନେଇ ଡ୍ୟାମ୍ କର୍ତ୍ତୃପକ୍ଷ…

ମାଫିଆଙ୍କ ଫୋକସରେ ପଶ୍ଚିମଓଡ଼ିଶା

ସମ୍ବଲପୁର : ମାଫିଆଙ୍କ ଫୋକସରେ ପଶ୍ଚିମଓଡ଼ିଶା । ବଢୁଛି ମାଫିଆଙ୍କ ରାଜ୍ । ସମ୍ବଲପୁର ସହରରେ ଦିନକୁ ଦିନ କାୟା ବିସ୍ତ।ର କରିଚାଲିଛନ୍ତି ନିଶା ବେପାରୀ । ଦିନ ଦିପହରରେ ବେଧଡକ ଚାଲାଣ ହେଉଛି ଗଞ୍ଜେଇରୁ ବ୍ରାଉନ ସୁଗର । ସବୁଠାରୁ ବଡ଼ କଥା ହେଲା ଏହାର ଟାର୍ଗେଟରେ ରହିଛନ୍ତି ଛାତ୍ର ଓ ଯୁବପୀଢି…

କଟକଣା ଭିତରେ ଦେବ ଦମ୍ପତିଙ୍କ ବାହାଘର

ସମ୍ବଲପୁର : ମହମାରୀ ଭିତରେ ବି ସମ୍ପନ୍ନ ହୋଇଛି ଦେବ ଦମ୍ପତିଙ୍କ ବାହାଘର । କୋଭିଡ କଟକଣା ଭିତରେ ସମସ୍ତ ରୀତିନୀତି ସହକାରେ କରାଯାଇଛି ବିବାହ । ସମ୍ବଲପୁରର ଝାଡୁଆପଡାରୁ ନେଇ ମୁଦିପଡା ଓ ବଡ଼ବଜାରରେ ବିବାହ କାର୍ଯ୍ୟ ଅନୁଷ୍ଠିତ ହୋଇଛି । ମନ୍ଦିରରେ ମହାଦେବଙ୍କ ମହାଆଳତୀ କରାଯାଇ…

ପରଲୋକରେ ‘ଶଲା ବୁଢ଼ା’ ଅଟଳ ବିହାରୀ ପଣ୍ଡା

ସମ୍ବଲପୁର : ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ଅଟଳ ବିହାରୀ ପଣ୍ଡାଙ୍କର ପରଲୋକ ଘଟିଛି ।  ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା । ଗତ କିଛିଦିନ ଧରି ସେପ୍ଟିସିମିଆ ରୋଗରେ ପୀଡ଼ିତ ହୋଇ ସେ ବୁର୍ଲା ଭିମସାରରେ ଚିକିତ୍ସିତ ହେଉଥିଲେ । ସମ୍ବଲପୁରୀ ସିନେମାରେ ତାଙ୍କର କାର୍ଯ୍ୟ ପାଇଁ…

ବୁର୍ଲା ଭୀମସାରରେ ଶିଶୁଙ୍କ ପାଇଁ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ ଖୋଲିବାକୁ ଯୋଜନା

ସମ୍ୱଲପୁର: କରୋନାର ଦ୍ୱିତୀୟ ଲହରରେ ବହୁ ଶିଶୁ ସଂକ୍ରମିତ ହେଉଛନ୍ତି । ବିଶେଷଜ୍ଞ ଆକଳନ କରୁଛନ୍ତି ତୃତୀୟ ଲହରରେ ଶିଶୁ ବେଶୀ ସଂକ୍ରମିତ ହେବେ । ବୁର୍ଲୀ ଭୀମସାରରେ ଅଧିକ ଶିଶୁ କରୋନା ଆକ୍ରାନ୍ତ ହେବା ପରେ ସେଠାରେ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ ଖୋଲିବା ପାଇଁ ଚିନ୍ତା କରୁଛନ୍ତି ମେଡିକାଲ୍…

ନଳିନୀ ପ୍ରଭା ଦାଶଙ୍କ ‘ନିଡ଼ଫେରେ’ ଉନ୍ମୋଚିତ

ସମ୍ବଲପୁର : ଅଵସରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ନଳିନୀ ପ୍ରଭା ଦାଶଙ୍କ କବିତା ସଙ୍କଳନ 'ନିଡ଼ଫେରେ' ପ୍ରଫେସର ଶଶାଙ୍କ ଶେଖର ନନ୍ଦଙ୍କ ଦ୍ଵାରା ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ବରିଷ୍ଠ ସାମ୍ବାଦିକ ହେମନ୍ତ ମହାପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ସୁଶାନ୍ତ ପଣ୍ଡା ଏହି…

କର୍ମଚାରୀ କରୋନା ପଜିଟିଭ୍ ପରେ ୫ ଦିନ ସମ୍ୱଲପୁର ବିଶ୍ୱବିଦ୍ୟାଳୟ ବନ୍ଦ

ସମ୍ବଲପୁର: ଶିକ୍ଷାନୁଷ୍ଠାନରେ କରୋନା କାୟା । ସମ୍ୱଲପୁର ବିଶ୍ୱବିଦ୍ୟାଳୟରେ ଏକାଧିକ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି । ଏହାପରେ ୫ ଦିନ ପାଇଁ ବନ୍ଦ ରହିଲା ସମ୍ବଲପୁର ବିଶ୍ୱବିଦ୍ୟାଳୟ । ଏନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଏକାଧିକ କର୍ମଚାରୀ କରୋନା ପଜିଟିଭ…

‘ମହିମା ଧର୍ମଦର୍ଶନ ଓ ଭୀମ ଭୋଇଙ୍କ କାବ୍ୟଦୃଷ୍ଟି’ ଉପରେ କର୍ମଶାଳା

ସମ୍ବଲପୁର : ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଭୀମ ଭୋଇ ଗବେଷଣା ଚେୟାର ଆନୁକୂଲ୍ୟରେ ବିଶ୍ୱବିଦ୍ୟାଳୟର ଅମୃତ ବିହାର ପରିସରରେ , 'ମହିମା ଧର୍ମଦର୍ଶନ ଓ ଭୀମଭୋଇଙ୍କ କାବ୍ୟଦୃଷ୍ଟି' ଶୀର୍ଷକରେ ଏକ ଚିତ୍ରକଳା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଭୀମଭୋଇ ଚେୟାର ପ୍ରଫେସର ତଥା ବିଶିଷ୍ଟ କବି…

ସମ୍ବଲପୁର ବିଶ୍ୱବିଦ୍ୟାଳୟ ପରିସରରେ ଉତ୍ତେଜନା, ଛାତ୍ରଙ୍କ ଭଙ୍ଗାରୁଜା, ପୋଲିସର ଲାଠିମାଡ଼

ସମ୍ବଲପୁର: ସମ୍ବଲପୁର ବିଶ୍ୱବିଦ୍ୟାଳୟ ପରିସର ଅଶାନ୍ତ । ବିଶ୍ବବିଦ୍ୟାଳୟ ପରିସରରେ ଛାତ୍ରଙ୍କ ଉତ୍ତେଜନା ଦେଖାଦେଇଛି । +3 ସେମିଷ୍ଟାର ପରୀକ୍ଷା ଅଫ୍ ଲାଇନ୍ ରେ ହେବାକୁ ବିରୋଧ କରି ଉତ୍ତେଜନା ପ୍ରକାଶ ପାଇଛି । ପ୍ରତିବାଦରେ ବିଶ୍ବବିଦ୍ୟାଳୟ ସମେତ କୂଳପତିଙ୍କ ଅଫିସର ବହୁ ଜିନିଷ ଭଙ୍ଗାରୁଜା…

ସମ୍ୱଲପୁର ହୋମିଓପାଥି କଲେଜରେ ଛାତ୍ରୀଙ୍କୁ ରାଗିଂ ଅଭିଯୋଗ

ସମ୍ୱଲପୁର: ପୁଣି ସମ୍ୱଲପୁରରୁ ଆସିଛି ରାଗିଂ ଅଭିଯୋଗ । ଭାମସାର, ଭିସୁଟ୍ ପରେ ସମ୍ୱଲପୁରରେ ହୋମିଓପାଥି କଲେଜରେ ରାଗିଂ ନେଇ ଅଭିଯୋଗ ଏବେ ସାମନାକୁ ଆସିଛି । ଚାରି ଜଣ ଛାତ୍ରୀ ଓ ଜଣେ ଛାତ୍ରଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ଦ୍ୱିତୀୟ ବର୍ଷର ଛାତ୍ରୀ । ଛାତ୍ରଙ୍କ ଉପସ୍ଥିତିରେ ୪ ଜଣ ଛାତ୍ରୀ…