Latest Odisha News
Browsing Category

ପଂଚାୟତ ନିର୍ବାଚନ 2022

ଯାଯାବର ଗଣହତ୍ୟା ମାମଲା, ୭ ଗିରଫ

ସୁନ୍ଦରଗଡ଼: ଯାଯାବର ଗଣହତ୍ୟା ମାମଲାରେ ୭ ଗିରଫ l କର୍ଣ୍ଣାଟକରୁ ୭ ଜଣଙ୍କୁ ଗିରଫ କରି ଓଡ଼ିଶା ଆଣିଲା ପୋଲିସ l ଅକ୍ଟୋବର ୨୯ ତାରିଖ ସଦର ଥାନା କରମଡିହ ନିକଟ ଗୀତାପଡ଼ାରେ ଶୋଇଥିବା ବେଳେ ୫ ଜଣଙ୍କୁ ନିର୍ମମ ହତ୍ୟା କରାଯାଇଥିଲା l ସୂଚନାଯୋଗ୍ୟ, ଗତ ଅକ୍ଟୋବର ୨୯ ତାରିଖରେ ସୁନ୍ଦରଗଡ ସଦର…

ନବରଙ୍ଗପୁରରେ ବିଜେଡିର ବାଜିମାତ୍ ,ଚାଲିଛି ସେଲିବ୍ରେସନ

ନବରଙ୍ଗପୁର : ନବରଙ୍ଗପୁରରେ ବିଜେଡିର ବାଜିମାତ୍ । ୨୬ଟି ଜିଲ୍ଲା ପରିଷଦ ଆସନରୁ ୨୪ ଆସନରେ ହାସଲ କରିଛି ବିଜେଡି । ବିଜେଡି ବିଜୟ ହାସଲ କରିଥିବା ବେଳେ ନାଚଗୀତରେ କମ୍ପି ଉଠୁଛି ପରିବେଶ । ଜିତିଥିବା ପ୍ରାର୍ଥୀଙ୍କୁ ନେଇ ସମର୍ଥକ ମାନେ ଖୁସି ମନାଇଥିବା ଦେଖିବାକୁ ମିଳିଛି । ସେପଟେ…

ସମିତିସଭ୍ୟ ନିର୍ବାଚନ ହାରିଲେ ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା

ଢେଙ୍କାନାଳ: ପଞ୍ଚାୟତନ ନିର୍ବାଚନରେ ହାରିଲେ ପୂର୍ବତନ ମନ୍ତ୍ରୀ ତଥା ବିଜେପି ନେତ୍ରୀ ଅଞ୍ଜଳି ବେହେରା । ସମତି ସଭ୍ୟ ପଦ ପାଇଁ ଲଢ଼େଇ କରି ସେ ପରାସ୍ତ ହୋଇଛନ୍ତି । ଅଞ୍ଜଳି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଗିରିଧରପ୍ରସାଦ ପଞ୍ଚାୟତରେ ସମତି ସଭ୍ୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିଲେ ।…

ବିରୋଧୀ ଗଡ଼ ଧ୍ୱସ୍ତବିଧ୍ୱସ୍ତ: ୧୦ ଜିଲ୍ଲାରେ ବିଜେପି, ୧୮ ଜିଲ୍ଲାରେ ଖାତା ଖୋଲି ପାରିଲାନି କଂଗ୍ରେସ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନରେ ବିରୋଧୀ ଗଡ଼ ଧ୍ୱସ୍ତବିଧ୍ୱସ୍ତ । ୨୦୧୭ରେ ଯେଉଁଠି ପଦ୍ମ ଫୁଟିଥିଲା ଏଥର ସେଠାରେ ଶଙ୍ଖ ନାଦ । ଗତଥର ଅପେକ୍ଷା ବିଜେପି ୨୫୫ ଆସନ ହରାଇଛି । ୨୦୧୭ରେ ବିଜେପି ପ୍ରାର୍ଥୀ ୨୯୭ ଜିଲ୍ଲା ପରିଶଦ ଜୋନରେ ବିଜୟୀ ହୋଇଥିଲେ । ଏଥିର ମାତ୍ର ୫ ପ୍ରତିଶତ ଜିଲ୍ଲା ପରିଷଦ…

ପଞ୍ଚାୟତ ରେଜଲ୍ଟ: ୮୫୧ରୁ ୭୪୩ ସିଟରେ ବିଜେଡି ପ୍ରାର୍ଥୀ ବିଜୟୀ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନରେ ବିଜେଡିର ବାଜିମାତ । ଚାରିଆଡ଼େ ଶଙ୍ଖନାଦ । ଉପକୂଳରୁ ପଶ୍ଚିମ, ଦକ୍ଷିଣରୁ ଉତ୍ତର ଓଡ଼ିଶା ସବୁଠି ଦମ୍ ଦେଖାଇଛନ୍ତି ବିଜେଡି ପ୍ରାର୍ଥୀ । ବିରୋଧୀ ଚିତପଟାଙ୍ଗ ମାରିଛନ୍ତି । ସବୁ ରେକର୍ଡ ଭାଙ୍ଗିଛି ବିଜେଡି । ସବୁ ଆକଳନକୁ ଭୁଲ ପ୍ରମାଣିତ କରିଛି ।…

ନିର୍ବାଚନୀ ପରବର୍ତ୍ତୀ ହିଂସା: ୧୦ ରାଉଣ୍ଡ ଫୁଟିଲା ଗୁଳି ! ୬ ଆହତ

ବୌଦ୍ଧ: ନିର୍ବାଚନୀ ପରବର୍ତ୍ତୀ ହିଂସା । ଦୁଇ ଗୋଷ୍ଠୀ ମଧ୍ୟରେ ଗୁଳିକାଣ୍ଡ ! ଉଭୟ ପକ୍ଷରୁ ୬ ଗରୁତର । ଫଳାଫଳ ପ୍ରକାଶ ପାଇବା ପରେ ବୌଦ୍ଧ ଜିଳ୍ଲାରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଉଭୟ ଗରୁତରଙ୍କୁ ମେଡିକାଲରେ ଭର୍ତ୍ତୀ କରାଯାଇଛି । ସୂଚନା ଅନୁସାରେ, ମନମୁଣ୍ଡା-ବୌଦ୍ଧ ରାସ୍ତାର ଦହ୍ୟା…

ତୃତୀୟ ଦିନରେ ବିଜେଡିର ଜୟଯାତ୍ରା ଜାରି , ୧୫ଟି ଜିଲ୍ଲା ପରିଷଦ ଆସନରୁ ବିଜୟୀ

ଅନୁଗୁଳ: ତୃତୀୟ ଦିନରେ ଚାଲିଥିବା ଗଣତିରେ ମଧ୍ୟ ବିଜେଡିର ଜୟଯାତ୍ରା ଜାରି ରହିଛି । ପ୍ରଥମ ଦୁଇ ଦିନର ଗଣତିରେ ୧୫ଟି ଆସନ ହାସଲ କରି ବିଜେଡି ନିରଙ୍କୁଶ ସଂଖ୍ୟାଗରିଷ୍ଠତା ହାସଲ କରିଛି । ଆଜି ଗଣତି ଚାଲିଥିବା ୧୨ଟି ଜୋନ ଭିତରୁ ବିଜେଡି ୧୦ଟିରେ ଆଗୁଆ ରହିଥିଲା ବେଳେ ବିଜେପି ୨ଟି ଆସନରେ…

ମୟୂରଭଞ୍ଜରେ ୪୯ଟି ଜିଲ୍ଲା ପରିଷଦ ଆସନ ଦଖଲ କଲାଣି ବିଜେଡି

ବାରିପଦା: ମୟୂରଭଞ୍ଜରେ ୪୯ଟି ଜିଲ୍ଲା ପରିଷଦ ଆସନ ଦଖଲ କଲାଣି ବିଜେଡି । ମୟୂରଭଞ୍ଜ ଜିଲ୍ଲାରେ ଗତକାଲି ଦ୍ଵିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନର ଜିଲ୍ଲା ପରିଷଦ ପାଇଁ ଭୋଟଗଣତି ୨୬ଟି ଜୋନକୁ ନେଇ ହୋଇଥିଲା । ଏଥିରେ ବିଜେଡି ସବୁ ୨୪ଟି ଜୋନରେ ଜିତିଥିବା ବେଳେ ବିଜେପି କି କଂଗ୍ରେସ କୌଣସି…

ଭଦ୍ରକରେ ଦ୍ୱିତୀୟ ଦିନରେ ୭ଟି ବ୍ଲକରେ ୯ଟି ଜିଲ୍ଲା ପରିଷଦ ଜୋନକୁ ପୋଛିନେଲା ବିଜେଡି

ଭଦ୍ରକ : ରେକର୍ଡ ଭାଙ୍ଗୁଛି ବିଜେଡି । ଦ୍ୱିତୀୟ ଦିନରେ ଭଦ୍ରକରେ ୭ ଟି ବ୍ଲକରେ ୯ ଟି ଜିଲ୍ଲା ପରିଷଦ ଜୋନକୁ ପୋଛିନେଲା ବିଜେଡି । ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ବିଜେଡି ବାଜିମାତ କରୁଥିବା ବେଳେ ।ଭଦ୍ରକରେ ମଧ୍ୟ ବିଜେଡିର ବିଭିନ୍ନ ଜୋନରେ ବିଜୟ ଲାଭ କରିଛି । ୧ _ଚାନ୍ଦବାଲି ବ୍ଲକର ୨…

ବୃହତ ବିଜୟ ଅଭିମୁଖେ ବିଜେଡି, ଚିତ୍ ମାରିଲେ ବିରୋଧୀ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନରେ ବୃହତ ବିଜୟ ଅଭିମୁଖେ ବିଜେଡି । ବର୍ତ୍ତମାନ ସୁଦ୍ଧା ଗଣତିରୁ ରେକର୍ଡ ଜିଲ୍ଲା ପରିଷଦ ଆସନ ହାତେଇଛି ଦଳ । ମୋଟ୍ ୮୫୧ଟି ଜିଲ୍ଲା ପରିଷଦ ଜୋନରୁ ବର୍ତ୍ତମାନ ସୁଦ୍ଧା ୭୮୭ଟିରେ ଫଳାଫଳ ପ୍ରକାଶ ପାଇଛି । ସେଥିରୁ ବିଜେଡି ଏକାକୀ ହାତେଇି ୭୦୩ ଜିଲ୍ଲା ପରିଷଦ…