Latest Odisha News

BREAKING NEWS

Browsing Category

ରାଜନୀତି

ନବନିର୍ବାଚିତ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହାଙ୍କ ଆଜି ଶପଥପାଠ

ଭୁବନେଶ୍ୱର: ଆଜି ପଦ୍ମପୁରର ନବନିର୍ବାଚିତ ବିଧାୟିକା ବର୍ଷା ସିଂ ବରିହା ଶପଥ ନେବେ । ବିଧାନସଭାରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ତାଙ୍କୁ ଶପଥ ପାଠ କରାଇବେ । ବର୍ଷା ବିଜେଡିର ପ୍ରାର୍ଥିନୀ ଭାବେ ଚଳିତ ଉପନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଓ ବିଜେପିର ପ୍ରଦୀପ ପୁରୋହିତଙ୍କୁ ୪୬…

ଭୁପେନ୍ଦ୍ର ପଟେଲଙ୍କ ଦ୍ୱିତୀୟ ଇନିଂସ : ଆଜି ଗୁଜରାଟ ମୁଖ୍ୟମନ୍ତ୍ରୀ ପଦ ପାଇଁ ନେବେ ଶପଥ

ସୁରଟ: ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ ଭୁପେନ୍ଦ୍ର ପଟେଲ । ରାଜ୍ୟପାଳ ଆଚାର୍ଯ୍ୟ ତାଙ୍କୁ ରାଜ୍ୟର ୧୮ତମ ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ଦେବେ ।  ଦେବବ୍ରତ ଗାନ୍ଧୀନଗରରେ ନୂଆ ସଚିବାଳୟ ନିକଟସ୍ଥ ହ୍ୟାଲିପ୍ୟାଡ୍ ଗ୍ରାଉଣ୍ଡରେ ଏଥିପାଇଁ ଭବ୍ୟ ସମାରୋହର…

୨୦୨୪ ରେ ବିଜେଡ଼ି ଓ କଂଗ୍ରେସ ଡିଲ କାମ ଦେବନି: ଜୟନାରାୟଣ ମିଶ୍ର

ଭୁବନେଶ୍ୱର: ପଦ୍ମପୁରରେ ବିଜେଡି ଓ କଂଗ୍ରେସ ଏକାଠି ହେବାରୁ ବିଜେପି ନିର୍ବାଚନରେ ହାରିଗଲା। ଏବେ ଯେଉଁଭଳି ଡିଲ୍ ହୋଇଛି ତାହା ଆଗାମୀ ଦିନରେ ଅର୍ଥାତ୍ ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ କାମ ଦେବନି। ଏହା କହିଛନ୍ତି, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ଆଜି ପୁଣିଥରେ ସମାନ କଥା…

‘କଂଗ୍ରେସ ଭୋଟ୍ ବିକ୍ରି’: ଜୟନାରାୟଣଙ୍କ ଦାବିକୁ ସତ କହିଲେ ସୁର, ଖାରଜ କଲେ ପିସିସି ସଭାପତି

ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ବିରୋଧୀ ବିଜେପି ଆଣିଛି ବିଜେଡି-କଂଗ୍ରେସର ଭିତିରି ଚୁକ୍ତି କଥା। ବିଭିନ୍ନ ସମୟରେ କଂଗ୍ରେସ ବିଜେଡି-ବିଜେପି ଗୋଟିିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ବୋଲି ଅଭିଯୋଗ ଆଣୁଥିବା ବେଳେ ଏବେ କିନ୍ତୁ ଖୋଦ୍ କଂଗ୍ରେସ ଏବଂ…

ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ କଂଗ୍ରେସ ନେତା ସୁଖବିନ୍ଦର ସିଂ ସୁଖୁ

ଶିମଳା: ହିମାଚଳ ପ୍ରଦେଶରେ ୧୫ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ସୁଖବିନ୍ଦର ସିଂ ସୁଖୁ । ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ଶିମଳାର ରିଜ ମୈଦାନରେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ସୁଖୁଙ୍କ ସହ କଂଗ୍ରେସ ନେତା ଓ ପ୍ରତିଭା ସିଂହଙ୍କ ଘନିଷ୍ଠ ମୁକେଶ ଅଗ୍ନିହୋତ୍ରୀ ଉପ…

୨୦୨୪ରେ ୧୨୫ ସିଟ୍ ହାତେଇବ ବିଜେଡି !

ଭୁବନେଶ୍ୱର : ପଦ୍ମପୁର ବିଜୟ ପରେ ୨୦୨୪ ପାଇଁ ଆକଳନ କରିଛି ବିଜେଡି । ବିଧାନସଭା ନିର୍ବାଚନରେ ଦଳ ପକ୍ଷରୁ ‘ମିଶନ୍ ୧୨୫’ ର ପରିକଳ୍ପନା ହୋଇଛି । ମୋଟ ୧୪୭ ଆସନରୁ ବିଜେଡି ୧୨୫ ସିଟ୍ ହାତେଇବା ନେଇ କହିଛନ୍ତି ବିଜେଡି ନେତା ସୁଶାନ୍ତ ସିଂହ । ବିଜେଡିର ଲୋକପ୍ରିୟତା ପଦ୍ମପୁରବାସୀ ପ୍ରମାଣ…

ହୋଇପାରେ ଆଗୁଆ ନିର୍ବାଚନ- ଆଭାସ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ପଦ୍ମପୁରରେ ଆମେ ଯାହା ଭାବିଥିଲୁ ତାହା ହେଲାନି । ଜନାଦେଶକୁ ଆମେ ସମ୍ମାନ ଜଣାଉଛୁ । ଯିଏ ଜିତେ ତା ମନ ସ୍ୱାଭାବିକ ଭାବେ ଖୁସିଥାଏ । ସେ ଟିକିଏ ବଢିଚଢି କହିଥାଏ ..ପଦ୍ମପୁର ଉପନିର୍ବାଚନ ହାରିବା ପରେ ଏମିତି ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।…

ସୋମବାର ଶପଥ ନେବେ ବର୍ଷା

ଭୁବନେଶ୍ୱର: ପଦ୍ମପୁର ଆସନରୁ ବିପୁଳ ଭୋଟରେ ଜିତିଛନ୍ତି ବିଜେଡି ପ୍ରାର୍ଥୀ ବର୍ଷା ବରିହା ସିଂହ । ଗତକାଲି ସେ ଭୁବେନଶ୍ୱର ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଶୁଭେଚ୍ଛା ଜଣାଇବା ସହ ଆଶୀର୍ବାଦ ନେଇଛନ୍ତି । ଆଜି ବାଚସ୍ପତିଙ୍କୁ ଭେଟି ସୋମବାର ବିଧାୟିକା ଭାବେ ଶପଥ ନେବେ ବୋଲି…

ହିମାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ଦୌଡ଼ରେ ୩ ଜଣଙ୍କ ନାଁ, ହାଇକମାଣ୍ଡ ନେବେ ନିଷ୍ପତ୍ତି

ସିମଲା: କିଏ ହେବେ ହିମାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ । ଚୂଡ଼ାନ୍ତ ହୋଇପାରୁନି ନାଁ । ତିନି ଜଣଙ୍କ ନାଁ ପ୍ରସ୍ତାବ ରହିଛି । ଏନେଇ କଂଗ୍ରେସ ହାଇକମାଣ୍ଡ ନେବେ ନିଷ୍ପତ୍ତି । ହିମାଚଳପ୍ରଦେଶଳରେ ସରକାର ଗଠନ ପାଇଁ ବହୁମତ ହାସଲ କରିବା ପରେ କଂଗ୍ରେସ ପାଇଁ ଅଡ଼ୁଆ ବଢିଛି । ଗତକାଲି ନବନିର୍ବାଚିତ…

ପଦ୍ମପୁର ପରାଜୟକୁ ନେଇ କଂଗ୍ରେସ ଶୀର୍ଷ ନେତୃତ୍ୱଙ୍କୁ ମୋକିମଙ୍କ ସମାଲୋଚନା

ଭୁବନେଶ୍ୱର: ଧାମନଗର ଭଳି ପଦ୍ମପୁରରେ କଂଗ୍ରେସ ଅମାନତ ହରାଇଲା । ଯାହାକୁ ନେଇ କଟକ-ଚୌଦ୍ୱାର କଂଗ୍ରେସ ବିଧାୟକ ଦଳୀୟ ଶୀର୍ଷ ନେତାଙ୍କୁ ସମାଲୋଚନା କରିଛନ୍ତି । ପଦ୍ମପୁର ଉପନିର୍ବାଚନରେ ଦଳର ଶୋଚନୀୟ ଫଳାଫଳକୁ ନେଇ ମୋକିମ୍ କହିଛନ୍ତି, ଆଗକୁ କଂଗ୍ରେସ ନୋଟା ସହ ଲଢ଼ିବ । ପଦ୍ମପୁର…