Latest Odisha News

BREAKING NEWS

Browsing Category

ରାଜନୀତି

ଧର୍ମନିରପେକ୍ଷ କାର୍ଡ: ନବୀନଙ୍କ ବିଦେଶ ଗସ୍ତ ବଢ଼ାଇଲା ବିରୋଧୀଙ୍କ ଭୋଟ୍ ବ୍ୟାଙ୍କ ଚିନ୍ତା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଇଟାଲୀର ଭାଟିକାନ ସିଟି ଯାଇ ଖ୍ରୀଷ୍ଟଧର୍ମ ଗୁରୁ ପୋପ ଫ୍ରାନସିସ୍କୋଙ୍କୁ ଭେଟିବେ । ଏହାପରେ ପରେ ସେ ଇସଲାମିକ ଦେଶ ଦୁୁବାଇ ଗସ୍ତ କରି ୟୁଏଇର ପ୍ରଧାନମନ୍ତ୍ରୀ ମହମ୍ମଦ ବିନ୍ ରସିଦ ଅଲ୍ ମକତୁମଙ୍କୁ (Mohammed bin Rashid Al Maktoum)…

ବିଦେଶ ଗଲେ ନବୀନ, କାହା ନେତୃତ୍ୱରେ ଚାଲିବ ରାଜ୍ୟ ସରକାର ?

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଦେଶରେ ଗସ୍ତରେ ଯିବେ। ଏଥିପାଇଁ ସେ ଏବେ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ୨୦ ତାରିଖରେ ନୂଆଦିଲ୍ଲୀରୁ ଇଟାଲୀ ଗସ୍ତରେ ଉଡ଼ାଣ ଭରିବେ। ବିଦେଶ ଗସ୍ତ କାର୍ଯ୍ୟକ୍ରମ ଶେଷ କରି ୩୦ ତାରିଖରେ ଭୁବନେଶ୍ୱର ଫେରିଆସିବାର କାର୍ଯ୍ୟକ୍ରମ ରହିଛି। ତେବେ ଏହି ୧୦…

ରେସରୁ ଦ୍ରୌପଦୀ ଆଉଟ୍ ! ଏହି ଦୁଇ ଜଣଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିବା ନେଇ ବିଚାର କରୁଛି କେନ୍ଦ୍ର?

ନୂଆଦିଲ୍ଲୀ: ରାଷ୍ଟ୍ରପତି ପ୍ରାର୍ଥୀ କାହାକୁ କରିବେ ସେ ନେଇ ଏନଡିଏ ଏବଂ ବିରୋଧୀ ଦଳ ମଧ୍ୟରେ ଛକାପଞ୍ଝା ଚାଲିଛି। ଏନଡିଏ ଚାହୁଁଛି ସହମତି ଭିତିରେ ପ୍ରାର୍ଥୀ ଦେବାକୁ । ତେଣୁ ବିଜେପି ନିଯୁକ୍ତ କରିଥିବା ଦୁଇ ପ୍ରମୁଖ ନେତା ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଏବଂ ନିଜେ ଖୋଦ ଦଳର ସଭାପତି…

ଏକଦା ନବୀନଙ୍କ ପସନ୍ଦ ବ୍ୟକ୍ତିଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରି ବିରୋଧୀ ବଦଳାଇଦେବେ କି ସମୀକରଣ ?

ଭୁବନେଶ୍ୱର: ଏନସିପି ସୁପ୍ରିମୋ ଶରଦ ପାଓ୍ୱାର ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ମନା କରି ଦେଇଛନ୍ତି। ମମତାଙ୍କ ଦ୍ୱାରା ଡକାଯାଇଥିବା ବୈଠକରେ ଶରଦ ପ୍ରାର୍ଥୀ ହେବାକୁ ଇଚ୍ଛା ରଖିନାହାନ୍ତି ବୋଲି କହିବା ପରେ ଏବେ କିଏ ହେବେ ରାଷ୍ଟ୍ରପତି ପ୍ରାର୍ଥୀ ସେ ନେଇ ଚର୍ଚ୍ଚା ଜୋର…

ରାଷ୍ଟ୍ରପତି ନିର୍ବାଚନ: ନବୀନଙ୍କ ସହ କଥା ହେଲେ ରାଜନାଥ ସିଂହ

ନୂଆଦିଲ୍ଲୀ: ରାଷ୍ଟ୍ରପତି ପ୍ରାର୍ଥୀ ହେବା ନେଇ ଦିଲ୍ଲୀରେ ବିରୋଧୀ ଏକାଠି  ହେବା ପରେ ପରେ ଏନଡିଏ ଆରମ୍ଭ କରିଦେଇଛି ନିଜ ରଣନୀତି । ଏନଡିଏର ଅଂଶୀଦାର ନଥିବା ଦଳର ସୁପ୍ରିମୋଙ୍କୁ ଫୋନ୍ କରି ରାଷ୍ଟ୍ରପତି ନିର୍ବାଚନରେ ସମର୍ଥନ କରିବାକୁ ପ୍ରୟାସ ଆରମ୍ଭ କରିଛି ବିଜେପି । ଖବର ସରବରାହ…

ବିରୋଧୀ ବୈଠକରେ ମିଳିତ ପ୍ରାର୍ଥୀ; ଏନଡିଏକୁ ସମର୍ଥନ ଦେଇପାରେ ବିଜେଡି

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପାଇଁ ବୁଧବାର ଜାତୀୟ ନିର୍ବାଚନ କମିଶନ ବିଜ୍ଞପ୍ତି ଜାରି କରିଛନ୍ତି । ସେପଟେ ଏନଡିଏ ବିରୋଧୀ ଗୋଷ୍ଠୀଙ୍କୁ କନଷ୍ଟିଚ୍ୟୁସନ କ୍ଲବରେ ଏକାଠି କରିଛନ୍ତି ମମତା । ଏଥିରେ ପ୍ରାୟ ୧୭ଟି ଦଳ ଯୋଗ ଦେଇଥିଲେ । ସମାଜବାଦୀ ପାର୍ଟିର ଅଖିଳେଶ ଯାଦବ, ଏନସିପିର ଶରଦ…

ରାଷ୍ଟ୍ରପତି ନିର୍ବାଚନ: ଭାଇ ପାଇଁ ଉଉଣୀଙ୍କୁ ନିରାଶ କରିବେ ନବୀନ?

ଭୁବନେଶ୍ୱର: ଆଜି ଅପରାହ୍ନରେ ଦିଲ୍ଲୀର କନଷ୍ଟିଚ୍ୟୁସନ କ୍ଲବରେ ବିରୋଧୀ ବୈଠକ କରିବେ। ଏହି ବୈଠକରେ ଏକାଠି ହୋଇ ରାଷ୍ଟ୍ରପତି ପ୍ରାର୍ଥୀ ଦେବା ନେଇ ଆଲୋଚନା ହେବ । ଗତ ଶନିବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଣ ଏନଡିଏ ଦଳର ସୁପ୍ରିମୋ ଏବଂ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଏ…

ମମତାଙ୍କ ପ୍ରସ୍ତାବକୁ ମନା କରିଦେଲେ ଶରଦ, ଆସନ୍ତାକାଲି ଦିଲ୍ଲୀରେ ବୈଠକ

ମୁମ୍ବାଇ: ଏନସିପି ସୁପ୍ରିମୋ ଶରତ ପାଓ୍ୱାର ହେବେ ରାଷ୍ଟ୍ରପତି ପ୍ରାର୍ଥୀ । ଏଭଳି ଏକ ଚର୍ଚ୍ଚା ଗତକାଲି ପାଖରୁ ଆରମ୍ଭ ହୋଇଥିଲା। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୁଆଡେ ଏ ନେଇ ସମସ୍ତ ରଣନୀତି ପ୍ରସ୍ତୁତ କରିବା ସହିତ ବିରୋଧୀ ଦଳଙ୍କ ସହ କଥା ହେବା ଆରମ୍ଭ କରି ଦେଇଛନ୍ତି।…

ରାଷ୍ଟ୍ରପତି ନିର୍ବାଚନ: ମୋଦୀ-ଶାହଙ୍କ ଖେଳ ବିଗାଡିବାକୁ ପାଓ୍ୱାରଙ୍କୁ ପ୍ରାର୍ଥୀ କରିବେ ମମତା !

ନୂଆଦିଲ୍ଲୀ: ବିରୋଧୀଙ୍କ ତୁଳନାରେ ଅଧିକ ସଂଖ୍ୟକ ସମର୍ଥନ ରହିଥିଲେ ମଧ୍ୟ ଏନଡିଏ କାହାକୁ ରାଷ୍ଟ୍ରପତି ପ୍ରାର୍ଥୀ କରିବ ଘୋଷଣା କରିନାହିଁ। ଏହାରି ଭିତରେ କିନ୍ତୁ ୟୁପିଏ ଅଂଶୀଦାର ଦଳଙ୍କ ସହ ସମ୍ପର୍କ ବଢ଼ାଇବାକୁ ବିଜେପି ଦଳର ସଭାପତି ଜେ.ପି ନଡ୍ଡା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ…

ନିରଞ୍ଜନ, ପ୍ରସାଦ, ଜୟଦେବ ଫେଲ୍ ମାରିଲେ, ଏବେ ଆଗକୁ ବଢ଼ିବାକୁ ନୂଆ ‘ସୂତ୍ର’ ପାଇବେ ଶରତ ?

ଭୁବନେଶ୍ୱର: କଂଗ୍ରେସ ଆଗକୁ ବଢ଼ିବ । ଏଥିପାଇଁ ରଣନୀତି ପ୍ରସ୍ତୁତ ହୋଇଛି । ଆଗାମୀ ବିଧାନସଭା ନିର୍ବାଚନରେ କଂଗ୍ରେସ ବହୁତ ଭଲ ପ୍ରଦର୍ଶନ କରିବ । 'ଓଡ଼ିଶା ସମ୍ବାଦ'ର ସମ୍ପାଦକଙ୍କ ସାକ୍ଷାତକାର 'ସନ୍ଦୀପଙ୍କ ସହ ଜବାବ ସୁଆଲ' କାର୍ଯ୍ୟକ୍ରମରେ ଏପରି କିଛି କହିଛନ୍ତି ନୂଆ ପିସିସି ସଭାପତି…