Latest Odisha News

BREAKING NEWS

Browsing Category

ରନ୍ଧାବଢ଼ା

ଆମ୍ବ ଆଚାର

ଆମ ରନ୍ଧାବଢ଼ାରୁ…. ଗ୍ରୀଷ୍ମ ଋତୁର ମୁଖ୍ୟ ଆକର୍ଷଣ ହେଉଛି ଆମ୍ବ। କଞ୍ଚା ଓ ପାଚିଲା ଭାବରେ ଆମ୍ବ ଖିଆଯାଏ। ଏହା ଛଡ଼ା ଆମ୍ବକୁ ନେଇ ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରାଯାଏ। ଆଜି ଆମେ ଶିଖିବା ଆମ୍ବ ଆଚାରର ପ୍ରସ୍ତୁତି ପ୍ରଣାଳୀ। ଆବଶ୍ୟକୀୟ ସାମଗ୍ରୀ : କଞ୍ଚା ଆମ୍ବ ୪…

କ୍ରିମ ଲସି

ଆମ ରନ୍ଧାବଢ଼ାରୁ…. ମାର୍ଚ୍ଚ ମାସ ଆରମ୍ଭ ନହେଉଣୁ ଖରାର ପ୍ରକୋପ ଏତେ ବଢି ଯାଏ ଯେ ଆମକୁ ସବୁବେଳେ ଥଣ୍ଡା ପାନୀୟ ଆବଶ୍ୟକ ହୋଇଥାଏ। ତେବେ ବଜାରରେ ମିଳୁଥିବା ଥଣ୍ଡା ପାନୀୟ ଅପେକ୍ଷା ଘରେ ତିଆରି ଥଣ୍ଡା ପାନୀୟ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ଯେହେତୁ ଏହା ତିଆରି କରିବା ପାଇଁ…

ଅଟା ମାଲପୁଆ

ଆମ ରନ୍ଧାବଢ଼ାରୁ.... ସକାଳ ଜଳଖିଆ ହେଉ ବା ରାତ୍ରିଭୋଜନ ମିଠା ନହେଲେ ଆମର ଖାଇବା ପୁରା ହୁଏ ନାହିଁ। ସବୁ ପର୍ବପର୍ବାଣୀରେ କି ବନ୍ଧୁ ବାନ୍ଧବ ଘରକୁ ଯିବାକୁ ହେଲେ ମିଠାକୁ ସବୁବେଳେ ପ୍ରାଧାନ୍ୟ ଦିଆହୁଏ । ବଜାରରେ ଅନେକ ପ୍ରକାରର ସ୍ଵାଦିଷ୍ଟ ମିଠା ମିଳୁଥିଲେ ମଧ୍ଯ ଘର ତିଆରି ମିଠାର…

ବିନା ଆଖୁରେ ଆଖୁ ରସ

ଆମ ରନ୍ଧାବଢ଼ାରୁ.... ଖରାଦିନ ଆସିଲେ ଥଣ୍ଡା ପାନୀୟର ଚାହିଦା ବଢ଼ିଯାଏ। ବଜାରରେ ପ୍ଲାଷ୍ଟିକ ବୋତଲରେ ମିଳୁଥିବା ମୃଦୁ ପାନୀୟ ଅପେକ୍ଷା ପ୍ରକୃତି ଦତ୍ତ ଥଣ୍ଡା ପାନୀୟ ସ୍ୱାସ୍ଥ୍ୟ ପାଇଁ ଭଲ। ସେହି ପ୍ରାକୃତିକ ଥଣ୍ଡା ପାନୀୟ ମଧ୍ୟରୁ ଆଖୁରସ ବା ଆଖୁ ପଣା ଅନ୍ୟତମ। କିନ୍ତୁ ଇଚ୍ଛା ହେଲେ ଆଖୁ…

ଫ୍ରିଜରେ ରଖନ୍ତୁ ନାହିଁ ଏସବୁ ଫଳ ଓ ପନିପରିବା

ଫଳ ଏବଂ ପନିପରିବାକୁ ସତେଜ ରଖିବା ପାଇଁ ଅନେକ ଲୋକ ଫ୍ରିଜ୍ ବ୍ୟବହାର କରନ୍ତି | ଫ୍ରିଜରେ ରଖିବା ଦ୍ୱାରା ଫଳ ଏବଂ ପନିପରିବା ଦୀର୍ଘ ସମୟ ପର୍ଯ୍ୟନ୍ତ ନଷ୍ଟ ହୁଏ ନାହିଁ | ତଥାପି, କିଛି ଲୋକ ଫ୍ରିଜରେ କଦଳୀ ଏବଂ ଟମାଟୋ ପରି ଫଳ ଓ ପନିପରିବା ମଧ୍ୟ ଫ୍ରିଜରେ ରଖନ୍ତି , ଯାହାକୁ କୋଠରୀ…

ମଟନ (ମାଂସ) ଏକବର୍ଣ୍ଣୀ

ପ୍ରବାସିନୀ ନନ୍ଦଙ୍କ ରନ୍ଧାବଢ଼ାରୁ ଆବଶ୍ୟକୀୟ ଉପକରଣ: - ମଟନ- ୫୦୦ ଗ୍ରା.ମ, ବସୁମତୀ ଚାଉଳ- ୨୫୦ ଗ୍ରା.ମ., ବଡ଼ ପିଆଜ ୩/୪ଟା, ଅଦା ରସୁଣ ବଟା, ଗାଜର, ବିନସ୍‌, ଗ୍ରୀନ ମଟର, ଫୁଲକୋବି, ଲୁଣ, ସୋରିଷ ତେଲ,ଜିରା ଧନିଆ ଗୁଣ୍ଡ, ଲଙ୍କା ଗୁଣ୍ଡ, ଦହି ୧-୩ ଚାମଚ, ଗରମ ମସଲା ଗୁଣ୍ଡ, ଗୋଟା ଗରମ…

ପାଳଙ୍ଗ ଚିକେନ୍‌

ପ୍ରବାସିନୀ ନନ୍ଦଙ୍କ ରନ୍ଧାବଢ଼ାରୁ 'ପାଳଙ୍ଗ ଚିକେନ୍‌' ଆବଶ୍ୟକୀୟ ଉପକରଣ: - ଚିକେନ୍ - ୫୦୦ ଗ୍ରା.ମ, ପାଲଙ୍ଗ ଶାଗ - ଦି’ ବିଡ଼ା, ସୋରିଷ ତେଲ, ପିଆଜ ୪ଟା, ଟମାଟୋ, ଅଦା ରସୁଣ ବଟା, ଦହି ୧ ଚାମଚ, ଲୁଣ, ହଳଦୀ, ଶୁଖିଲା ଲଙ୍କା, ତେଜ ପତ୍ର, ଗରମ ମସଲା । ପ୍ରସ୍ତୁତି ପ୍ରଣାଳୀ:…

ଗୋଟା ଫୁଲ କୋବି ମସଲା

ପ୍ରବାସିନୀ ନନ୍ଦଙ୍କ ରନ୍ଧାବଢ଼ାରୁ ‘ଗୋଟା ଫୁଲ କୋବି ମସଲା’ ଆବଶ୍ୟକୀୟ ଉପକରଣ:- ଗୋଟା ଫୁଲ କୋବି, ବଡ଼ ପିଆଜ (୨ଟା), ରସୁଣ ୮/୧୦ କୋଲା, ଅଦା /୨ ଇଞ୍ଚ, ଜିରା ପାଉଡର(୨ ଚାମଚ), ଧନିଆ ପାଉଡର(୨ ଚାମଚ), ଲଙ୍କା ଗୁଣ୍ଡ ୧ ଚାମଚ, ହଳଦୀ ଗୁଣ୍ଡ, ବଡ଼ ଟମାଟୋ, ଗୋଟା ଜିରା ଅଳ୍ପ, ୪/୫ ଚାମଚ…

ଚିଲ୍ଲୀ ସୁଇଟ୍ ବେବି କର୍ଣ୍ଣ

ଶ୍ୱେତପଦ୍ମା ପାଢ଼ୀଙ୍କ ରନ୍ଧାବଢ଼ାରୁ ‘ଚିଲ୍ଲୀ ସୁଇଟ୍ ବେବି କର୍ଣ୍ଣ’  ବେବି କର୍ଣ୍ଣ ବା ପରିବା ମକା ସାଧାରଣତଃ ଶୀତ ଦିନେ ଚାଷ କରାଯାଇଥାଏ । ୟାକୁ ଆପଣ ସିଝେଇ କିମ୍ବା ମସରୁମ୍ ସହ ମିଶେଇ ତରକାରୀ କିମ୍ବା ଫ୍ରାଏ କରି ବିଭିନ୍ନ ରକମର ପ୍ରସ୍ତୁତ କରି ପାରିବେ । ଏହା ଏକ ନିରାମିଷ…

ଦହି ବାଇଗଣ 

ଜ୍ୟୋତ୍ସ୍ନା ରାଣୀ ସାହୁଙ୍କ ରନ୍ଧାବଢ଼ାରୁ 'ଦହି ବାଇଗଣ' ଆମର ନିତିଦିନିଆ ଖାଦ୍ୟରେ ଅନେକ ପନିପରିବା ଭିତରେ  ବାଇଗଣର ଚାହିଦା ସବୁଠୁ ଅଧିକ। ଡାଲମା,  ତରକାରୀ,  ଶାଗ ଆଦିରେ ସହ ବାଇଗଣ ପଡ଼େ । ଆଜି ଆମେ ବାଇଗଣକୁ ନେଇ ଆଉ ଗୋଟିଏ 'ଦହି ବାଇଗଣ' ର ପ୍ରସ୍ତୁତି ଶିଖିବା। ସାମଗ୍ରୀ : ଛୋଟ…