Latest Odisha News

BREAKING NEWS

Browsing Category

ଅନୁବାଦ

ଅନୁବାଦ କବିତା : କିଏ କାନ୍ଦେ ଦୂରେ

ମୂଳ ହିନ୍ଦୀ : ଅଟଳ ବିହାରୀ ବାଜପେୟୀ  ଶରୀର ଉପରେ ପହରା ଉଡ଼ି ଯାଉଛି ମନ ସାଥି କେବଳ ନିର୍ଜନତା ହଜିଗଲେ କାହାର ସ୍ୱଜନ କ୍ରନ୍ଦନତ ସର୍ବଦା କରୁଣ। ଉତ୍ସବ ମାନୁ ଆମ ଜନ୍ମଦିନରେ ମରଣ ଦିନ କାହିଁକି କରୁନା ପାଳନ ଅନ୍ତିମ ଯାତ୍ରାର ଅବସରେ ହୁଏତ ଏହା କୁଲକ୍ଷଣ। ଅନ୍ତର…

ଅନୁବାଦ ଗଳ୍ପ : ସାଧାରଣ ଲୋକ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୭ ମୂଳ ହିନ୍ଦୀ: ଶ୍ରବଣ କୁମାର ମୁଁ ଜାଣେନା ପ୍ରକୃତରେ କେଉଁ ଘଟଣାରୁ ଏପରି ବିବାଦର ସୂତ୍ରପାତ ଘଟିଥିଲା । । କିନ୍ତୁ ମୋ ମନ ଭିତରେ ଗୋଟିଏ ପରେ ଗୋଟିଏ ଘଟଣା ଉଙ୍କି ମାରୁଥିଲା । ସେଇ ଏକା ରାସ୍ତା, ସେଇ ଏକା ଗଳି, ସେଇ ଏକା ପଡ଼ୋଶୀ,…

ଅନୁବାଦ କବିତା : କଲିକତାର ଯୀଶୁ

ମୂଳ ବଙ୍ଗଳା : ନୀରେନ୍ଦ୍ରନାଥ ଚକ୍ରବର୍ତ୍ତୀ  ଲାଲବତିର ନିଷେଧ ନ ଥିଲା, ତଥାପି ଝଡ ବେଗରେ ଧାବମାନ କଲିକତା ସହର ଅତର୍କିତ ଭାବେ ଅଟକିଗଲା, ଭୟଙ୍କର ଭାବେ ସମ୍ଭାଳି ନେଇ ଠିଆ ହୋଇ ରହିଲା ଟ୍ୟାକ୍ସି ଓ ପ୍ରାଇଭେଟ, ଟେମ୍ପୋ, ବାଘମାର୍କା ଡବଲ-ଡେକର । ‘ଗଲା ଗଲା’ ଆର୍ତ୍ତନାଦରେ…

ଅନୁବାଦ କବିତା : ବନଲତା ସେନ

ମୂଳ ବଙ୍ଗଳା : ଜୀବନାନନ୍ଦ ଦାଶ  ହଜାର ବରଷ ଧରି ଚାଲିଛି ଅନେକ ପଥ ଏଇ ପୃଥିବୀରେ ସିଂହଳ ର ଦ୍ବୀପଠାରୁ ନିଶୀଥର ଅନ୍ଧକାରେ , ମଳୟ ସାଗରେ ବୁଲିଛି ଅନେକ ବାଟ , ବିମ୍ବିସାର, ଅଶୋକଙ୍କ , ଧୂସର ଜଗତେ ଥିଲି ମୁହିଁ , ଆହୁରିବି ଦୂର ଅନ୍ଧକାରେ ,ବିଦର୍ଭ ନଗରେ ମୁଁ ଏକ କ୍ଲାନ୍ତ ପ୍ରାଣ ,…

ଅନୁବାଦ କବିତା : ଧର୍ମପଦ

ମୂଳ ପାଲିର ସମ୍ପାଦନା - ପ୍ରହ୍ଲାଦ ପ୍ରଧାନ ଅନୁବାଦ - ଶୈଲେନ ରାଉତରାୟ  ଆକ୍ରୋଶ କରିଲା ମୋତେ ପ୍ରହାର କରିଲା । ପରାଜିତ କଲା, ମୋର ହରି ସେ ଯେ ନେଲା । ଏମନ୍ତ ବିଚାର ଯିଏ ପରିତ୍ୟାଗ କରେ । ବୈର ଭାବ ତା'ର ଶାନ୍ତ ନିଶ୍ଚିତ ଭାବରେ ।୪। ଇହଲୋକେ ବୈର ଦ୍ୱାରା ବୈରର ଶମନ ।…

ଅନୁବାଦ ଗଳ୍ପ : ମୃତ୍ୟୁ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୬ ମୂଳ ଡୋଗ୍ରୀ: ବେଦ ରାହୀ କୁହୁଡ଼ି ବେଳକୁ ବେଳ ଆହୁରି ଘନୀଭୂତ ହେଉଥିଲା ଓ ଅଳ୍ପ ସମୟ ଭିତରେ ସବୁକିଛି ବସ୍ତୁକୁ ସମ୍ପୂର୍ଣ୍ଣ ରୂପେ ଘୋଡ଼ାଇ ପକାଇଥିଲା । ମୁଁ ଏବେ ଆଉ କିଛି ଦେଖି ପାରୁନଥିଲି ... କିଛି ବୋଲି କିଛି ଦୃଶ୍ୟ ହେଉନଥିଲା…

ଅନୁବାଦ କବିତା : ସେ ପ୍ଲମ୍ୱରର ନାଁ କ’ଣ ?

ମୂଳ ହିନ୍ଦୀ : ରାଜେଶ ଜୋଶୀ  ମୁଁ ଦୁନିଆର କେତେ ଏକଛତ୍ରବାଦୀଙ୍କ ଜୀବନୀ ପଢିସାରିଛି କେତେ ଦୁର୍ଦ୍ଦାନ୍ତ ହତ୍ୟାକାରୀଙ୍କ ବିଷୟରେ ବି ଜାଣିଛି ବହୁତ କିଛି ଦୁର୍ନୀତି ଓ ଯୌନ ପ୍ରକରଣମାନଙ୍କରେ ଚର୍ଚ୍ଚିତ ବହୁତ ଉଚ୍ଚ ଅଧିକାରୀଙ୍କ ବିଷୟରେ ତ କହିପାରିବି ଅନେକ କିଛି ଅନ୍ତରଙ୍ଗ କଥା…

ମୋ ସ୍ୱପ୍ନର ଭାରତ ଓ ପୂର୍ଣ୍ଣ ସ୍ୱରାଜ

ମୂଳ ରଚନା : ମୋହନଦାସ କରମଚନ୍ଦ ଗାନ୍ଧୀ ସ୍ୱରାଜ- ଏକ ପବିତ୍ର ବୈଦିକ ଶବ୍ଦ । ଏହାର ଅର୍ଥ ନିଜ ଉପରେ ନିଜେ ରାଜୁତି କରିବା । ଏହା ସ୍ୱେଚ୍ଛାଚାରିତା ନୁହେଁ ବରଂ ଆତ୍ମ ସୁପରିଚାଳନାର ଏକ ସହଜ ଓ ସରଳ ମାର୍ଗ । ଶରୀର, ମନ, ବୁଦ୍ଧି, ବିଚାର ଓ ବିବେକ ଉପରେ ଅବିନାଶୀ ଆତ୍ମାର ନିୟନ୍ତ୍ରଣ…

ଅନୁବାଦ କବିତା : ଛାଡ଼ପତ୍ର

ବିଶ୍ୱ ଅନୁବାଦ ଦିବସ ଉପଲକ୍ଷେ..... ମୂଳ ବଙ୍ଗଳା : ସୁକାନ୍ତ ଭଟ୍ଟାଚାର୍ଯ୍ୟ  ଭୁମିଷ୍ଠ ହେଲା ଯେ ଶିଶୁ ଆଜି ଏ ରାତିରେ ତା ମୁହଁରୁ ପାଇଲି ଖବର ସେ ପାଇଛି ଏକ ଛାଡ଼ପତ୍ର ନୂଆ ବିଶ୍ୱ ଦରବାରେ କରେ ତେଣୁ ଜାହିର ସେ ଅଧିକାର ତା'ର ଜନ୍ମହେଲା ମାତ୍ରେ ଏକ ତୀବ୍ର ଚିତ୍କାରରେ ।…

ଅନୁବାଦ ଗଳ୍ପ : ଭୁଷିକଟା କଳ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୫  ମୂଳ ହିନ୍ଦୀ: ଉପେନ୍ଦ୍ରନାଥ ଅସ୍କ                                                                             ଇସଲାମାବାଦ ସହରର ଯେଉଁ ମୁସଲମାନ ସମ୍ପ୍ରଦାୟର ଲୋକ ରେଳଲାଇନ ଆରପଟେ ବସବାସ କରି ରହୁଥିଲେ, ସେମାନେ ନିଜ…