Latest Odisha News

BREAKING NEWS

Browsing Category

ଗଦ୍ୟ

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ସ୍ୱପ୍ନପୁରୀ ତତେ କିଏ କାନ୍ଥ ବାଡର ଅନୁଷ୍ଠାନ କହିପାରେ , କେଉଁ ଦପ୍ତରରେ ଫାଇଲ ଭିତରେ ପଡିଥିବା କାଗଜ ଦେହର ନାଁ । କେତେ ଏକର ଜାଗାରେ କେତେଟା ଶ୍ରେଣୀଗୃହ , ଯାନବାହନ କି ଶିକ୍ଷକ ଶିକ୍ଷାର୍ଥୀଙ୍କୁ ନେଇ ତୋର ପରିଚୟ କାହା ପାଇଁ ତିଆରି ହୋଇ ଥାଇପାରେ ତ କାହା ପାଇଁ ତୁ ଆଶ୍ରୟସ୍ଥଳୀ ।…

ଜ୍ଞାନ ଓ ଶ୍ରଦ୍ଧା

ଗଣେଶ ଚନ୍ଦ୍ର କୁଣ୍ଡ  ଭାରତ ଏକ ଧର୍ମ ପରମ୍ପରାର ଦେଶ ।ଏଠାରେ ପ୍ରତ୍ୟକ ବ୍ୟକ୍ତି ପ୍ରତ୍ୟକ୍ଷ ଭାବରେ କେଉଁ ନା କେଉଁ ଧର୍ମକୁ ଆପଣେଇଥାନ୍ତି । କାରଣ ମନୁଷ୍ୟ ଏକ ସାମାଜିକ ପ୍ରାଣୀ । ସେ ସର୍ବଦା ଅନ୍ୟ ଉପରେ ନିର୍ଭରଶୀଳତାକୁ ଗୁରୁତ୍ୱ ଦେଇଥାଏ । ଯେପରିକି ଆଶ୍ରା, ଆଶ୍ରିତ ଓ ଆଶ୍ରୟକୁ ନେଇ…

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ଆପେକ୍ଷିକ  "ଜୀବନ ଦୁଇ ପଦର ଗୀତ - ପଦେ ସୁଖର ତ ପଦେ ଦୁଃଖର " ଏହି ପଦକ କଥା ବହି ଯାଉଥିବା ନଈ ଉଦ୍ଦେଶ୍ୟରେ କହିଥିଲ ସେଦିନ ଯେତେବେଳେକି ନଈ ସୁଅରେ ଭାସିଯାଉଥିବା ଅଳିଆସମୂହ ଚିତ୍ରବିଚିତ୍ର ହୋଇ ଆପଣା ଛନ୍ଦରେ ଚିତ୍ରାୟିତ ହେଉଥିଲେ ନଈର ଛାତିରେ । ମୁଁ ଭାବପ୍ରବଣ ହେଉଥିଲି କ୍ରମଶଃ ଠୁଳ…

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ନନା !  ଏଇ ଚିଠି ସେତେବେଳେ ଲେଖୁଛି ଯେତେବେଳେ ତୁମେ ଜଣେଇ ସାରିଛ ଜୀବନକୁ ଜୀଇଁଯିବା ଲାଗି ତୁମେ ସ୍ପୃହାମାନଙ୍କୁ ଭୁଲି ଯାଇଛ । ଶେଷଥର ତୁମକୁ କେବେ ଚିଠି ଲେଖିଥିଲି ମୋର ମନେ ନାହିଁ ନନା ଯଦିଓ ପ୍ରତ୍ୟହ ଗଦା ଗଦା ଚିଠି ଲେଖା ଚାଲିଥାଏ ମୋ ଡାଏରୀ ଫର୍ଦ୍ଦରେ ଭିନ୍ନ ଭିନ୍ନ…

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ନିଜ ପାଇଁ ଚିଠି  ଏଇ ଚିଠି- ମୋ' ନିଜ ପାଇଁ । ନିଜଠୁ ନିଜକୁ ଦୂରେଇ , କୌଣସି ନା କୌଣସି ଆଳରେ ନିଜର ସ୍ୱରୂପକୁ ସାମ୍ନା ନକରି , ନିଜର ସ୍ଥିତିକୁ ଯେଉଁଠି ସେଇଠି ଓହଳେଇ ଆଉ କାହା ସ୍ଥିତିର ଖୋଳପାରେ ଖୋଜି ଆସୁଥିବା ରଙ୍ଗବେରଙ୍ଗର ସ୍ଥିତି ପାଇଁ ମୁଁ ମୋ ଭିତରେ ଅପର୍ଯ୍ୟାପ୍ତ ଧଇଁସଇଁକୁ…

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

କଳା ପ୍ରଜାପତି ଦୁଃଖ ଏକ କଳା ପ୍ରଜାପତି । ପ୍ରତିଶ୍ରୁତିରେ ଉଡ଼େ , ପ୍ରେମରେ ପଡ଼େ , ଫୁଲ ଯାଏଁ ଯାଉ କି ନଯାଉ ପବନର ମାଡ଼ରେ ଡେଣା ଝଡିପଡ଼େ । କେତେ ଅଦ୍ଭୁତ ଦେଖ ! ଲାର୍ଭାର ଖୋଳପାରେ ଭୟାନକ ଲାଗୁଥିବା ପ୍ରଜାପତିଟି ତାର ମଞ୍ଜୁଳ ଡେଣାରେ ପ୍ରେମର ରଙ୍ଗ ନେଇ ଖେଦିଯାଏ କାନ୍ଥ, ବାଡ଼ ,…

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ମୋଡ଼ ବଦଳ  ଗୋଟିଏ ବିନ୍ଦୁରେ ଠିଆହୋଇଥାଏ ମୁଁ । ପାଦ ଥାଏ ସ୍ଥିର । ହଜାର ଦିଗକୁ ଥାଏ ପାଦ କାଢ଼ିବା ଲାଗି ହଜାର ହଜାର ସମ୍ଭାବନା । କେଜାଣି କେମିତି ଚମକେ ସେ ବିଜୁଳୀ (ହୁଏତ ପୂର୍ବ ନିର୍ଦ୍ଧାରିତ ) । ମୁଁ ପାଦ କାଢେ ଗୋଟିଏ ଦିଗରେ,ଗୋଟିଏ ରେଖାରେ ତାର ସେହି କ୍ଷଣିକ ଆଲୁଅର ରୋଷଣିରେ ।…

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ଅରୁଣିମାର ସ୍ବପ୍ନ  ପୂର୍ବ ଚିଠିରେ ସୂଚେଇ ଥିଲି ତାରା ଖଚିତ ଆକାଶର ଉଜ୍ଜ୍ଵଳତା କୋମଳ ଜ୍ୟୋତ୍ସ୍ନାର ସ୍ନିଗ୍ଧ ଶୀତଳ ସ୍ପର୍ଶ ତନ୍ମଧ୍ୟରେ ତୁମ ଦୁଇ କଥାକୁହା ଆଖିର ଅପୂର୍ବ ମାଦକତା । ତୁମ ସହ ସମ୍ପର୍କୀକୃତ ହେଲା ପରେ ଉପଲବ୍ଧିରେ ନେଇ ସାରିଛି କେତେବେଶି ଅଲୌକିକ ଲାଗେ କ୍ଷୀଣ ଆଲୋକର…

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ଉଜ୍ଜ୍ଵଳତାର ଆଖି  " ଅମାବାସ୍ୟାର ଅନ୍ଧାର ମୋର ପ୍ରିୟ କାରଣ ସେ ବିଛେଇଥିବା ରାତିରେ ତାରା ସବୁ ଦେଖିହୁଏ ସ୍ପଷ୍ଟ ଭାବରେ " ଏମିତି କିଛି କହିଥିଲ ଶେଷଥର ସ୍ୱପ୍ନରେ ଯାହାକୁ ମୁଁ ସାଇତି ନେଇଚି ପଲକପାତର ଶିହରଣ ତଳେ । ତୁମକୁ ଅନ୍ଧାର ଭଲ ଲାଗେ କାରଣ ତୁମେ ନିଜେ ହିଁ ଅନ୍ଧାର ଭଳି ନିରାଟ…

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ଉଡାଣ ପୂର୍ବ ଚିଠିର ପ୍ରତିକ୍ରିୟାରେ ମୋତେ ମିଳିଥିବା ମତସବୁକୁ ପଢୁଥିଲାବେଳେ ସୁଜୁର ଉତ୍ତର ଅଟକେଇ ରଖିଲା କିଛି କ୍ଷଣ । କାହିଁକି ଲାଗିଲା ତୁମ ପ୍ରତି ମୋର ସମ୍ପର୍କକୁ ସଠିକ ଶବ୍ଦରେ ଖଞ୍ଜିପାରିନି ବୋଧହୁଏ ସେହି ଚିଠିରେ । ପ୍ରେମ ଘୃଣାର ବିପରୀତ ନୁହେଁ ବୋଲି ମୁଁ ବୁଝେ । କାହା…