Latest Odisha News

BREAKING NEWS

Browsing Category

ଗଳ୍ପ

ନିଜକୁ ରମାକାନ୍ତ ସାମନ୍ତରାୟ ମନେ କରି ବା ଅନ୍ଧାର ଦିଅ ଆଲୁଅ ନିଅ

ଶୈଲେନ ରାଉତରାୟ                                                  ଲାରେ ଲାପା ଲାରେ ଲାପା ଡାକେ କୋଇଲି । କୋଇଲିର ଡାକ ଶୁଣି ବୁଲି ପଇଲି । ଦେଖିଲି ସେ ପିକ ନୁହେଁ ଅଟେ ମୟୂର । ମୟୂରର ଶୋଭା ଦେଖ କି ମନୋହର । ମୟୂର ପାଖରେ ଦେଖିଲା ବେଳକୁ ବୁଲୁଚି ରଜା । ରଜା…

କବିତା : ଜୀବନ ଗୀତିକା

✍️ବିମଳା ଶଂକର ଦାଶ ଜୀବନ ଯଦି ମରୁଭୂମି !!! ଚାଲିବାକୁ ହେବ ସେଇ ଉତ୍ତପ୍ତ ବାଲିରେ , ଓଟର ପାଦରେ... ସିଝିବାକୁ ହେବ ସଞ୍ଚି ସପନର ନୀର ସିଝୁର ଦେହରେ ।। ଜୀବନ ଯଦି ମାୟା ମୋହ !!! ଛନ୍ଦି ହେବାକୁ ପଡିବ ଆଶାର ଜାଲରେ , ବୁଢିଆଣୀ ଦେହେ ... ଜଳି ଯୁଝି ଜିଇଁବା ମାୟା ମାଦକତାର…

ଗପ: ଜୋତାଷ୍ଟାଣ୍ଡ

ଅଭିଷେକ ତ୍ରିପାଠୀ                                                                ମୋର ଏବେ ବି ସେହି ଦିନ ଗୁଡାକ ମନେ ପଡ଼ିଯାଏ, ଯେବେ ବାପା ବହୁତ ଦିନ ଯାଏ କାମରେ ବାହାରେ ରହୁଥିଲେ ଓ ସକାଳୁଆ ସ୍କୁଲ ରୁ ଫେରି, ଘରେ ପଶିବା ଆଗରୁ, ଘର ବାହାରେ ଥିବା ଜୋତାଷ୍ଟାଣ୍ଡ ଉପରକୁ…

ଗପ: ଅବ୍ୟକ୍ତ

ସୁପ୍ରିୟା ପଣ୍ଡା                                          ଭାଇ କହିଲେ ମୋ ଫୋନ ନ ଲାଗିଲେ  ବ୍ୟସ୍ତ ହେବୁନି , ଏଠାରେ ଏମିତି ସବୁ ଅସୁବିଧା ହୁଏ। ମନର କୋହ କୁ  କଷ୍ଟେ ମଷ୍ଟେ ଚାପି  ରୁବି କହିଲା , ତୁମ ଫୋନ ନ ଲାଗିଲେ ମୁଁ କାହିଁକି ବ୍ୟସ୍ତ ହେବି ଯେ । ଓଲଟା ମୋ ପାଇଁ ଭଲ।…

ଗପ: ଭୂତ

✍️ଶ୍ରୀୟା                                                                      "ଭୂତ ଭୂତ ଭୂତ ! ବାରି ଆଡ଼େ ସନା ଭୂତ ଦେଖିଛି !" ଆମେ ଚମକି ପଡ଼ିଲୁ ! କାକାଙ୍କ ଦେହତ୍ୟାଗ କରିବାର ମାସଟିଏ ପୁରି ନଥାଏ । ଏତଦବ୍ୟତୀତ ସନା ବି ଅନେକ ଥର ଆମକୁ କହିଛି , ସତେ ଯେମିତି କେହି…

ଗପ: ଇଚ୍ଛାମୃତ୍ୟୁ

ଜ୍ଞାନ ରଞ୍ଜନ କର ବୟସ ୭୮। କପାଳରୁ ସିନ୍ଦୁରର ଦାଗ ଅନେକ ଦିନରୁ ଲିଭିଲାଣି। ଖଟ ଉପରେ ଶୋଇ ଶୋଇ ଦେହରେ ହୋଇଥିବା ଘା' ଦୀର୍ଘ ୭ ବର୍ଷର ମରଣାନ୍ତକ ଯନ୍ତ୍ରଣାକୁ ସ୍ପଷ୍ଟ ସୁଚେଇ ଦେଉଛି। ଯେଉଁ ଦେହରୁ ୧୨ହାତି ଲୁଗା ଆଜୀବନ ମଥାରୁ ଖସି ନଥିଲା ସେଇ ଦେହଟି ଏବେ ଗାମୁଛାଟିରେ ଢଙ୍କା ନହେବାକୁ…

ଗଳ୍ପ: କଳ୍ପବୃକ୍ଷ

✍️ବିମଳା ଶଂକର ଦାଶ ବାପାଙ୍କ ଅସ୍ୱାଭାବିକ ପରିବର୍ତ୍ତନ ରେ ଖୁବ୍ ବିଚଳିତ ହୋଇ ପଡୁଥିଲା ଆଲିସା । ବାପା ତାକୁ କୋଳେଇ ନେଉଥିଲେ, ଦେହରେ ସାବୁନ ରଗଡି ଗାଧୋଇ ଦେଉଥିଲେ, ଟାୱାଲରେ ଓଦା ଦେହକୁ ପୋଛି ଫ୍ରକ୍ ପିନ୍ଧେଇ ଦେଉଥିଲେ । ବାପାଙ୍କ ପେଟ ଉପରେ ଲଦି ନ ହେଲେ ନିଦ ଆସେନା ବୋଲି…

ସମ୍ପର୍କ

✍️ ଶ୍ରୀୟା                                                                  ଜହ୍ନ ରାତିରେ ଦୁଇଟି ପ୍ରାଣ ବାର୍ତ୍ତାଳାପରେ ବ୍ୟସ୍ତ ଥିଲେ । କଥା ଶୁଣିବା ପାଇଁ ମୁଁ ଦଣ୍ଡିଏ ଠିଆ ହେଇଗଲି । - ଶୁଣ ଗୋ । - କୁହ ପ୍ରିୟେ । - ତୁମେ ମୋ ପ୍ରେମ ହେଲେ ମୁଁ ତୁମ ପ୍ରତୀକ୍ଷା…

ମଣିଷ ଭୂତାଣୁ

ବିମଳ ଶଙ୍କର ଦାଶ ଷ୍ଟାଟସଟିଏ ନିଜ ସୋସିଆଲ ମେଡିଆ ପୃଷ୍ଠାରେ ଲେଖି ଦେଇ ଚିନ୍ମୟ ଟିକିଏ ଆଶ୍ୱସ୍ତି ଅନୁଭବ କଲେ ବି ଭୁଲି ପାରୁ ନ ଥିଲେ ସକାଳର ଘଟଣା । ଅନେକ ଘଟଣା ଅଘଟଣା ଦୁନିଆରେ ଘଟେ । କିଛି ଘଟଣା ମନକୁ ଗଭୀର ଆଘାତ ଦିଏ ..ହୃଦୟକୁ ଆନ୍ଦୋଳିତ କରେ...କିନ୍ତୁ ପ୍ରତିବାଦ କରି ହୁଏନା…

ଘାଣ୍ଟ

 ଜ୍ଞାନ ରଞ୍ଜନ କର ନରାଜ ବ୍ୟାରେଜ ପାଖରେ ସକାଳୁ ସକାଳୁ କାଖରେ ତିନିଟା ଖାଲି ଜରି ବ୍ୟାଗ ଜାକି, ଚା ପି' ସାରି, ତଳତଳିଆ ଖଦଡା ଚା' ପତି ପାଟିରେ ଲାଗିଲାରୁ କପଟି ଫୋପାଡ଼ି, ମଟର ସାଇକେଲଟା ଉପରେ ବସୁଥାନ୍ତି ମିଶ୍ର ବାବୁ। କାଲି ପରା 'ଘାଣ୍ଟ', ଆଉ ପ୍ରତିବର୍ଷ ପରି ସାହି ପଡିଶାରେ ଚଖେଇ…