Latest Odisha News

BREAKING NEWS

Browsing Category

ଗଳ୍ପ

କେହିଜଣେ ଯିବା ପରେ

କେହିଜଣେ ଯିବା ପରେ ଦେବବ୍ରତ ଦାସ ସେଦିନଠୁ ସପ୍ତାହ ସାରା ଦେବ ଭାବି ହେଉଥିଲା ମାୟା କଥା । ଯେତେଥର ମାୟା ମନେପଡୁଥିଲା ସେତେଥର ସେ ଭାବୁଥିଲା ଯେ ଏଇକଥାଟା ସେ ମାୟାକୁ କହିବ ନା ନାହିଁ। ପୁଣି ଭାବିଲା ବୋଧହୁଏ ଏକଥା ବୁଝିସାରିଛି ମାୟା । ହେଲେ ସବୁଥର ପରି ଏଥର ଉଇକଏଣ୍ଡରେ ମରିନଡ୍ରାଇଭ…

ଜ୍ୟୋଷ୍ଠା ଭାଗ

ଜ୍ୟୋଷ୍ଠା ଭାଗ ଅଞ୍ଜଳି ସାହୁ ଦୁନିଆରେ ଏତେ ବେଉସା ଥାଉ ଥାଉ ବାବୁ ଚାଚା କାହିଁକି ଏଭଳି ଗୋଟେ ବେଉସାକୁ ଆପଣେଇ ବସିଲେ କେଜାଣି? କେତେ କାହା ମନରେ ଏ ପ୍ରଶ୍ନ ବେଳ ଅବେଳରେ ଉଠି ପୁଣି ମିଳେଇଯାଏ ପବନରେ କି ଆକାଶରେ ସତେ କି! କେହି କେହି ତାଙ୍କର ଏତେ ବଡ଼ ଅବିଭାଜିତ ଯୌଥ ପରିବାରକୁ ନେଇ ଛକ…

ଭାବମୂର୍ତ୍ତି

ସମକାଳୀନ ଓଡ଼ିଆ କଥାସାହିତ୍ୟରେ ପବିତ୍ର ପାଣିଗ୍ରାହୀ ଜଣେ ସମର୍ଥ କଥାକାର ଭାବେ ଜଣାଶୁଣା! ପ୍ରକାଶିତ ଗଳ୍ପ ସଂକଳନ: ପ୍ରେମିକର ଦଶାବତାର, ଖରାପ ପାଗ, ହାଇଫେନ୍‍, ଏକାଏକା ଅରୁନ୍ଧତୀ, ମନ ଅନ୍ଧାର, ଅଫେରା ଜହ୍ନରାତି, ଛୁଇଁଲେ ପ୍ରେମ, ସ୍ୱପ୍ନଚୋରି, ବରଂ ଅଂଧାର ଭଲ, ଗପର ମୁହଁ ! ଉପନ୍ୟାସ:…

ପରକୀୟା

ପରକୀୟା ରମାକାନ୍ତ ସାମନ୍ତରାୟ ବିନୟ ଘର ଆଗ ଗେଟ ପାଖରେ ପହଞ୍ଚିଲାବେଳୁ ହିଁ ବିରକ୍ତ ହୋଇସାରିଥିଲା । ବେଜାଏ ଗେଟକୁ ଖଟଖଟ କଲା ପରେ ଯାଇଁ ଲତା ଲାଇଟ ଜଳେଇ କବାଟ ଫିଟେଇ ଗେଟ ଖୋଲିଲା, ବିନୟ ହାତରୁ ପରିବା ବ୍ୟାଗ ଓ ହେଲମେଟ ଧରୁ ଧରୁ ଟି.ଭି. ଦେଖୁଥିଲି ବୋଲି ସଫେଇ ଦେଲା । ବିନୟ କିଛି…

ସାଧନାର ସତ୍ୟବାନ

ସାଧନାର ସତ୍ୟବାନ ସମରେନ୍ଦ୍ର ବଳିଆରସିଂହ ଢେର ସମୟ କଟିଥିଲା ସେଦିନ ସାଧନା ପାଖରେ । ତା’ ଜୀବନର ସବୁ ଦୁଃଖ ଆଉ ଯଂତ୍ରଣାକୁ ସେ ଯେମିତି ମୋ ପାଖରେ ଅଜାଡ଼ି ଦେଉଥିଲା । ମୋ ଖୁସି ପାଇଁ ସେ ତା’ ସର୍ବସ୍ୱ ମଧ୍ୟ ଅଜାଡ଼ି ଦେଉଥିଲା । ମୋ ପାଖରେ ତା’ ସର୍ବସ୍ୱର ଯାହା ମୂଲ, ସେଇଥିରୁ ସିଏ ପଠେଇବ…

ରାତିର ସାଥୀ

ରାତିର ସାଥୀ ହିରଣ୍ମୟୀ ମିଶ୍ର ସାରା ପୁଳାଏ ଫାଇଲ ଜାକିଥିଲା ତା କାଖତଳେ । ପିଠିରେ ପଡ଼ିଥିବା ବ୍ୟାକପ୍ୟାକ ବେଶ ଖୁନ୍ଦାଖୁନ୍ଦି ହେଇ ଭର୍ତ୍ତି ହେଇଥିଲା । ତଥାପି ଆଉରି ଗୋଟେ ଫାଇଲ ଓ ବ୍ୟାଗ ସେ ଧରିଥିଲା ତା’ହାତରେ । ସେଦିନ ସେ ଅଫିସ ବଦଳଉଥିଲା । ମିଝିରେ ମଝିରେ ଫୋନରେ କାହାସହ କଥା ବି…

ଯାହା ସେ ପାରିଲାନି…

ଯାହା ସେ ପାରିଲାନି... କ୍ଷୀରୋଦ ବିହାରୀ ବିଶ୍ୱାଳ ପୁରୁଣା କାଳିଆ ଚଉଡା଼ ମାଟି କାଂଥର ଘର | ନଡ଼ା ଛପର | ଘର ମଝିରେ ଅଗଣା | ଭିତରେ ତିନୋଟି ଶୋଇବା ଘର, ଠାକୁର ଘର, ରୋଷେଇ ଘର, ଧାନ ରଖିବା ପାଇଁ ଅମାର ଘରକୁ ମିଶେଇଲେ ଛ'ଟି ଘର , ଦାଣ୍ଡ ପଟରୁ ଘର ଭିତରକୁ ପଶିଲେ ବୈଠକି ଘରଟେ | ସେ…

ବାପା: ଦୁଇଟି ଗପ

ବାପା: ଦୁଇଟି ଗପ ଜାକିର ଖାନ - ଡର - ପିଲାଦିନେ ଶନିବାର ଆସିଗଲା ମାତ୍ରେ ମୋତେ ଡରମାଡେ଼ । ଶନିବାର ଦିନ ବାପା ଗାଁକୁ ଆସନ୍ତି । ଚାକିରି ପାଇଁ ସେ ପ୍ରାୟ ବାହାରେ ରହନ୍ତି ଆଉ ଆମେ ଗାଁରେ । ଶନିବାର ହିଁ ତାଙ୍କ ଆସିବା ପାଳି । ବାପା ଖୁବ୍ ରାଗୀ । ତେଣୁ ଶନିବାର ଆସିଲେ ହିଁ ମୋତେ…

ଦିଆସିଲି ବିକୁଥିବା ଝିଅଟି

ଦିଆସିଲି ବିକୁଥିବା ଝିଅଟି ମୂଳରଚନା: ହାନ୍ସ କ୍ରିଷ୍ଟିଆନ୍ ଆଣ୍ଡରସନ୍ ଅନୁସୃଜନ: କିଶୋର ପାଣିଗ୍ରାହୀ ଚାଲିଚି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କର ଜନ୍ମଦିନ ପାଳନର ଉତ୍ସବ ଗୀର୍ଜାରେ, ସାହିରେ, ବସ୍ତିରେ, ଘରେଘରେ । ରାତି ପାହିଲେ ନୂଆବର୍ଷ । ଶେଷସଂଜ, ଶେଷରାତି ଆଜି; ଏଇ ପୁରୁଣାବର୍ଷର…

ଅବାଂଛିତାର ହାତ

ଅବାଂଛିତାର ହାତ ସୁବଳ ମହାପାତ୍ର ଆଃ...ଭିତରୁ ଭିତରୁ ହୃଦୟଟା କୋରି ହେଇଯାଉଥିଲା ତାର। ମଲାବେଳେ ହନୁ ବି ସତ କହେ, କିନ୍ତୁ କେମିତି କହିବ ସେ? ଏତେ ବର୍ଷରୁ ପାଳିଥିବା ଝିଅଟି ତାର ନୁହେଁ ବୋଲି। କେବେବି ତ ସେ ତାକୁ ଅନ୍ୟର ଛୁଆ ବୋଲି ଭାବିନି। ନିଜର ପରିଚୟ ଦେଇ ଦୁଇ ମାସରୁ ବତିଶ ବର୍ଷର…