Latest Odisha News

BREAKING NEWS

Browsing Category

ସାହିତ୍ୟ

ଭାଷା ଭାଗବତ : ଭାବ ଆରୋହୀ, ଭାଷା ରଥ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ମଲ୍ଲାର ଅଥବା ମହ୍ଲାର ଲୋକେ କରଂତି ବ୍ୟବହାର ପ୍ରହ୍ଲାଦ, ଆହ୍ଲାଦ ପ୍ରଭାବ ହ୍ଲ ଦେଖି କରୁଁ ଅନୁଭବ ଯାହାଂକ ଯେଉଁ ଭଳି ମନ କରଂତି ଗ୍ରହଣ, ଲିଖନ ରୂପ ହେଲେ ହେଁ ଭିନ୍ନ ଭିନ୍ନ ଅର୍ଥତଃ ଉଭୟ ସମାନ ଜଣେ କହିଲେ ଜଣେ ବୁଝେ…

ସ୍ୱଳ୍ପ ଗଳ୍ପ : ଦାର୍ଶନିକର ଖାଦ୍ୟ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୭୪ ଆମକୁ ନିଶ୍ଚୟ ଏମିତି ପ୍ରଶ୍ନଟିଏ ପ୍ରଥମରୁ ଅସୁବିଧାରେ ପକାଇଦେବ,ଦାର୍ଶନିକମାନେ ଅସଲରେ ଖାଆନ୍ତି କ'ଣ ? ଯଦି ଆମେ ସେମାନେ ଆମ ଭଳି ଭାତ, ଡାଲି ,ପିଠାପଣା ଖାଇବାରେ ଆଗ୍ରହ ରଖିଥାନ୍ତି ବୋଲି କହିବା ତାହାହେଲେ ଆମେ ସେମାନଙ୍କୁ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୫୮)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ସେ ହସୁଥିଲା ଅଧା, କାନ୍ଦୁଥିଲା ବି ସେମିତି ସୁକୁସୁକୁ ହୋଇ । ତା’ପର ରେ ପୁଣି ଗମ୍ଭୀର ହୋଇ ଚାହିଁଲା ଯେବେ ସିଡ଼୍ କହିଲା, “ଦେଖ, ଆମେ ଏବେ ଏସ୍‌.ଏସ୍‌. ମାରିନାର ଖୁବ୍ ପାଖରେ ପହଞ୍ଚି ଗଲେଣି ।” ପାଖାପାଖି…

ଭାଷା ଭାଗବତ : ଚମତ୍କାର କରେ ଚିତ୍କାର

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଚମତ୍କାର କରେ ଚିତ୍କାର " ନ ବୁଝି ଶବ୍ଦାର୍ଥ ମୋହର କିଆଁ କରୁଛ ବ୍ୟବହାର ହେ ପ୍ରିୟ ପାଠକ ପ୍ରବର ? ସତରେ ଯାହା ଚମତ୍କାର ସେଆଡ଼େ ବୁଲାଅ ନଜର ଶୁଖା ମାଟିରେ ବୁଣେ ଧାନ ଏଠାରେ କୃଷକ ସଂତାନ ଅଶ୍ରୁ-ସେଚିତ ମାଆ ମାଟି…

କବିତା : ସ୍ମୃତି

ବାସନ୍ତୀ ଲତା ଜେନା  ଅତୀତର ସ୍ମୃତି ହୃଦୟର ଭରା ବନ୍ଦ ଝରକାର ସାଥେ ଝରକା ଖୋଲିଲେ ଭିଜା ଭିଜା ସ୍ମୃତି ଦହନ କରୁଛି ମୋତେ । କିଛି ସ୍ମୃତି ଓଠେ ହସ ଭରି ଦିଏ ନୂଆ ସପନ ଆଖିର ହୃଦୟ ବନରେ କୁସୁମ ଫୁଟଇ ମିଠା ମିଠା ବାସ୍ନା ତାର । କିଛି ତିକ୍ତ ସ୍ମୃତି ପ୍ରାଣକୁ କନ୍ଦାଏ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୫୭)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ “ସେମାନେ ନିଶ୍ଚୟ ପହଞ୍ଚି ଯାଇଥିବେ , ମତେ ଲାଗୁଛି”, ତାକୁ ଆଶ୍ୱସ୍ତ କରିବା ଭଳି ସିଡ଼୍ କହିଲା । ହାଲ୍‌କା ଭାବରେ ମୁଣ୍ଡ ହଲେଇଦେଲା ବୀରା । ଆଖିରୁ ଲୁହ ଧାର ତା' ଗାଲକୁ ଭିଜେଇ ଚାଲିଲା ପୁଣି ଥରେ ।…

ଭାଷା ଭାଗବତ : ଭାଷାର ଉନ୍ନତି

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଲେଖି ସଜାଡ଼ୁଁ ବାରଂବାର କେବେ ନ ହୋଇ ହରବର ହୋଇଲେ ହୀରା କାରିଗର ସର୍ବଦା ଲାଗୁଥାଏ ଡର ଡରି ଡରି କରିଲେ କାମ ନିଶ୍ଚୟ ହୁଅଇ ଉତ୍ତମ ପାରିଲେ ନିଷ୍ଠା, ଧୈର୍ଯ ଧରି ଯ କେହି ପାରେ ସବୁ କରି ଦମନ କଲେ ଆତୁରତା ଅସ୍ଥିର…

ମୋ ମାତୃଭାଷା ପ୍ରତି ଥିବା ମମତା ମତେ ଓଡ଼ିଆରେ ଲେଖିବା ପାଇଁ ପ୍ରେରିତ କଲା : ଶ୍ବେତପଦ୍ମା ପାଢ଼ୀ

ଓଡ଼ିଆ ସାହିତ୍ୟର କବିତା , ଗଳ୍ପ ଓ ଭ୍ରମଣ କାହାଣୀ ଆଦି ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ସାହିତ୍ୟ ସର୍ଜନା ଦିଗରେ ସେ ବାଲ୍ୟକାଳରୁ ସମର୍ପିତ । ଓଡ଼ିଆ ସାହିତ୍ୟ ଜଗତର ‘ନବ ପ୍ରତିଭା’ ଶ୍ବେତପଦ୍ମା ପାଢ଼ୀଙ୍କ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୫୬)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ଏ ଉତ୍ତରରେ ବୀରା ସନ୍ତୁଷ୍ଟ ହେଲାପରି ଲାଗୁଥିଲା । ଆଶାର କିରଣଟିଏ ପରି ଥିବା ଏ କ୍ଷୀଣ ସମ୍ଭାବନାଟିକୁ, ସେ ମନଭିତରେ ପାଳି ଚାଲିଥିଲା । ସେମାନେ ଆଉ ପ୍ରାୟ ପାଞ୍ଚ ମିନିଟ୍ ଯାଏଁ ସେଠାରେ ନୀରବରେ ଠିଆ ହୋଇ…

କବିତା : ଅପେକ୍ଷା

ସୁଜାତା ମିଶ୍ର ଶାନ୍ତ ଏଇ ସକାଳଟା.. ସୁଲୁ ସୁଲୁ ପବନରେ ଭରିଛି କେ ଶୁଭ୍ର ଶିହରଣ, ସାଦା ରଙ୍ଗର ଶାଢ଼ୀରେ କିଏ ଦେଲା କୁହୁକ ପରଶ.., ନିରୀହ ପଣରେ ଭରିଲା ଚୁନି ଚୁନି ସ୍ୱପ୍ନର ବିଳାସ, ଉପବନ ଦିଶେ ଆଜି କେତେ ସୁଶୋଭନ! ଆଜି ଆସ୍ଥା ଆଉ ବିଶ୍ଵାସର ପଟୁଆର ନେଇ ରଥେ ବିଜେ…