Latest Odisha News

BREAKING NEWS

Browsing Category

ସାହିତ୍ୟ

କବିତା : ରଜ ମଉଜ 

ବାସନ୍ତୀ ଲତା ଜେନା  ରଜ ଆସିଛିରେ ସଜବାଜ ହୋଇ ଖୁସିର ପସରା ନେଇ ଜୀବନ ସରସ ପର୍ବ ପର୍ବାଣୀରେ ରଜ ଦିଏତ ବତାଇ। (ଘୋଷା) ରଜ ପୂର୍ବ ଦିନ ସାଜସଜ୍ଜା ହୁଏ ରଜ ପାଇଁ ଆୟୋଜନ ପାରମ୍ପରିକ ଏ ପ୍ରଚଳିତ ପର୍ବ ଖୁସି ଆଣି ଦିଏ ଦିନ ପହିଲି ରଜରେ ପ୍ରତ୍ୟୁଷରୁ ଉଠି ସ୍ନାନ ଶୌଚ ହେଉ ଥାଇ…

ଭାଷା ଭାଗବତ : ଭୁଲ୍‌ ହୁଏନି, ଆମେ କରୁଁ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ 'ପୁରୋହିତ 'ରୁ 'ପୌରୋହିତ୍ୟ' ଶବ୍ଦ ହେଉଥିଲେ ହେଁ ଜାତ ଲେଖିବା ବେଳେ ଆମ ହାତ ଲେଖିପକାଏ ' ପୌରହିତ୍ୟ' ମନ ସହିତ ସ୍ବହସ୍ତର ସଂପର୍କ ହୋଇଲେ ଅସ୍ଥିର ଏପରି ଭୁଲ୍‌ ବାରଂବାର କରଇ ସ୍ବହସ୍ତ ଆମର 'ଭୂଗୋଳ' ସହ ମିଶି 'ଇକ'…

ଅସୀମ ପଥ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ସସୀମର ଅସୀମରେ ପହଞ୍ଚିବା ହିଁ ମୁକ୍ତି । ଅସୀମ ଆମର ଅତି ପରିଚିତ, ଅତି ନିକଟ, ଅତି ଘନିଷ୍ଠ । ତଥାପି ଅତି ଦୂର, ଅତି ଅପରିଚିତ । ଅସୀମରେ ଆମର ଜନ୍ମ, ବର୍ଦ୍ଧନ, ଅବସାନ । ଅସୀମକୁ ଆମେ ପ୍ରତି ମୁହୂର୍ତ୍ତରେ ଦେଖୁଛି, ଅନୁଭବ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୪୬)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ଗୋଟେ ଝାଡ଼ୁଦାର ପିଲାକୁ ବି କହିଦିଅ ମୁଖ୍ୟ ସମ୍ମିଳନୀ  କକ୍ଷଟିକୁ ସେ ସଫା କରିଦେବ । ଗୋଟେ ଘଚାା ପରେnଆମେ ମିଟିଂଗ୍ କରିବା । ତମେ ବି ସେଇଠି ରହିବ । ହଁ, ବିପଦକାଳୀନ ସୂଚନା ଦେବାପାଇଁ କିଛି ରକେଟ୍ ବି…

କବିତା : ରଜ,ଦୋଳି ଆଉ ମୁଠାଏ ଖୁସି

ସୁଜାତା ମିଶ୍ର ଚେନାଏ ଆକାଶ ଛୁଇଁ ଚହଟି ଯାଏ ଚହଲା ବାଦଲ, ଆସିବ, ଲାଗୁଛି .. ତୃଷାର୍ତ୍ତ ମାଟି ଦେହରେ ସବୁଜିମା ଢାଙ୍କିବାର ବେଳ, ରଜ ଆସେ ମହ ମହ ଖୁସି ନେଇ.. ରଜ ଦୋଳିରେ ଝୁଲେ ପଲ୍ଲୀବାଳା .. ମାଟିର ମଣିଷ ଆକାଶର ମେଘ ହୋଇ ଉଡ଼ିବାର ସ୍ବପ୍ନ ଦେଖେ.. ପୁଣି ମାଟିକୁ ଫେରି…

ଭାଷା ଭାଗବତ : ଫୁଲର ପରିଚିତି

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଫୁଲର ଚିତ୍ର ନୁହେ, ଫୁଲ ଦେଖିଲେ ଲାଗେ ସତେ ଭଲ ଲଗାଇ ନିଜ ବଗିଚାରେ ଦେଖିବା ନିଜର ଇଚ୍ଛାରେ ଫୁଲର ସ୍ପର୍ଶ ଓ ସୁବାସ ଚିତ୍ରରେ ହୁଏନାହିଁ ଦୃଶ୍ଯ ସକଳେଂଦ୍ରିୟାଶ୍ରୟୀ ଫୁଲ ସହିତ ଚିତ୍ର ସମତୁଲ ହେବା ତ ନୁହଇ ସଂଭବ…

ବିଶେଷ୍ୟ

ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ ବିଶେଷ୍ୟର ଅର୍ଥ ନାମ । ଏହା ନାମବାଚକ ଶବ୍ଦ । ବ୍ୟକ୍ତି-ବସ୍ତୁ ଆଦିର ସଂଜ୍ଞା ନିର୍ଦ୍ଦେଶକ ପଦ ଅର୍ଥରେ ବିଶେଷ୍ୟକୁ ବ୍ୟବହାର କରାଯାଏ । ‘ପୂର୍ଣ୍ଣଚନ୍ଦ୍ର ଭାଷାକୋଷ’ ରେ କୁହାଯାଇଛି- “ଯେଉଁ ପଦ ଦ୍ୱାରା କୌଣସି ବ୍ୟକ୍ତି ବା ବସ୍ତୁର ବା ସ୍ଥାନର…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୪୫)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ “ମିଃ. ଜଗ୍‌ର କେଚା୍ ମ୍ୟାକ୍‌ଡ଼ୋନଲ୍‌ଡ଼!” ରାଗରେ ମିଃ. କ୍ରୀଷ୍ଣମୁର୍ତ୍ତି ଚିତ୍କାର କରିଉଠିଲେ । “ସେଡ଼୍ରିକ୍ ରୋଡ଼୍ରିଗେଜ୍ ଏଇଥିପାଇଁ ମିଟିଂରେ ଯୋଗ ଦେଇ ପାରିଲେନି ଯେ ସେ ଗୋଟେ ଚେୟାର ପରି ନିର୍ଜୀବ ଭାବରେ…

କବିତା : ବନସ୍ତେ ଡାକିଲା ଗଜ

ବିନୋଦିନୀ ଦାଶ ବନସ୍ତେ ଡାକିଲା ଗଜ ପାଖେଇ ଆସିଲା ପରବ ରଜ ପରବ ରଜ ଲୋ ପଲ୍ଲୀଭୂଇଁ ସଜବାଜ ବଉଳ ଲୋ ପଲ୍ଲୀଭୂଇଁ ସଜବାଜ । ଚୂନାକୁଟା ବିରି ବଟା ପୋଡ଼ପିଠା ସହ ନାନାଦି ପିଠା ନାନାଦି ପିଠା ଲୋ ପାଟିକୁ ଲାଗିବ ମିଠା ବଉଳ ଲୋ ପାଟିକୁ ଲାଗିବ ମିଠା । ନିଆରା ପହିଲି ରଜ ସଜ…

ଭାଷା ଭାଗବତ : ନିତି ଶିଶୁ ସଂଗ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଅଭିଜ୍ଞ ପାକଳ ଲେଖକ ଦେଖଂତୁ ବାଳିକା, ବାଳକ ତାଂକର ମନଲାଖି ବହି ଏଠି ପାଇପାରଂତିନାହିଁ ଏବର ଆଗ୍ରହୀ ବାଳକ ଆଗକୁ ଭାଷାର ରକ୍ଷକ ହେବାର ଅଛି ସଂଭାବନା କରିହେବନି ଏହା ମନା ନିଜ ଭାଷାରେ ନୂଆ ଜ୍ଞାନ ତାହାଂକୁ କରିଲେ…