Latest Odisha News

BREAKING NEWS

Browsing Category

ସାହିତ୍ୟ

ସମୟ ଓ ଭାଗ୍ୟ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ସତରେ କଣ ଭାଗ୍ୟ ବୋଲି କିଛି ଥାଏ? ନା ଭାଗ୍ୟକୁ ଦାୟୀ କରି ମଣିଷ ନିଜ ଦାୟିତ୍ୱ ଓ କର୍ତ୍ତବ୍ୟରୁ ଓହରି ଆସି ଥାଏ । ନା ଭାଗ୍ୟ ନାଁ ରେ ଏକ ବାହାନା ଖୋଜିଥାନ୍ତି । ସମୟେ ସମୟେ ମଣିଷ କୁହେ- କ\'ଣ କରିବା ମୋର ଭାଗ୍ୟ ରେ ନାହିଁ!…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୨୫)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ “କାଇଁ, ମୁଁ କ'ଣ କହିନଥିଲି କି ଆମେ ଆମ ଆଈଙ୍କ ପାଖରେ ରହୁଥିଲୁ ବୋଲି?” ସିଡ଼୍‌ ପାଲଟା ପ୍ରଶ୍ନ କଲା । “ହଁ କହିଥିଲ । ହେଲେ ଏ କଥା କହିନ ଯେ ଏତେ ସୁନ୍ଦର କ୍ୟାବିନଟେ ବୁକ୍ କରିଚ ।” ବୀରା ସାଙ୍ଗେ ମିଶିଯାଇ…

ଅନୁବାଦ କବିତା : କଥା

ମୂଳ ବଙ୍ଗଳା: ପ୍ରେମେନ୍ଦ୍ର ମିତ୍ର ତା'ପରେ ବି ବାକିଥାଏ କିଛି କଥା, ବର୍ଷା ହେଇ ଗଲାପରେ ଭିଜାଥଣ୍ଡା ପବନରେ ଓଦା ମାଟିର ଗନ୍ଧ ପରି ଝାପସା ଝାପସା ମେଘେ ଭିଜା କଥା। କିଏ ଜାଣିଛି ସେଇଟା କଥା ଅବା କମ୍ପି ଉଠୁଥିବା ରଙ୍ଗୀନ ସ୍ତବ୍ଧତା! ସେ କଥା ତାକୁ କହି ହୁଏ ନାହିଁ କେବଳ…

ଭାଷା ଭାଗବତ : ହରାଇଛୁଁ ଆସ୍ଥା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଭାଷାର ବିଶାଳ ସଂସାର ଉପରେ କାହା ଅଧିକାର କେବେ ନ ଥିଲା, ଏବେ ନାହିଁ ଅଯଥା ଚିଂତିତ କି ପାଇଁ? ଯେ ଯାହା ପସଂଦ ସୁମରି ହୋଇଲେ ଭାଷା ବ୍ୟବହାରୀ କରଂତି ଭାଷାଂଶ ଲିଖନ ସାହିତ୍ଯ ହୁଏ ଶାଂତିପୂର୍ଣ ଅଥବା ହୁଏ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୨୪)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ “ହଁ ଦି’, ସେମାନେ ଖୁବ୍ ମଜାଳିଆ ।” “ହଉ, ଏବେ ଚାଲ୍ ଟିକେଟିକେ ଶୋଇପଡ଼ିବା”, ହାଇ ମାରୁ ମାରୁ ସମୀରା କହିଲା । ଆଉ ବୀରା ବାଥ୍‌ରୁମ୍‌ରୁ ଧୁଆଧୋଇ ହୋଇ ଆସିବା ଭିତରେ ସେ ଶୋଇପଡ଼ି ଘୁଙ୍ଗୁଡ଼ି ମାରୁଥିଲା ।…

କବିତା : ସତ୍ୟର ସାରଥି

ବନ୍ଦିତା ଦାଶ  ସତକୁ ଖୋଜିଖୋଜି ପହଞ୍ଚିଲି ଯେଉଁ ଇଲାକାରେ ସେଠାରେ ଭେଟିଲି ପ୍ରତ୍ୟୟକୁ ବିଶ୍ୱାସର ସ୍ୱଚ୍ଛରଙ୍ଗରେ ହଜିଗଲା ମୋ' ସତ୍ତା । 'ମୁଁ ' ପଣ ଲୁଚିଗଲା ...... ଲିଭିଗଲା ଅହଂର ଅନ୍ଧାର। କେଉଁ ଅନାମ ମୁଦ୍ରାରେ କିଛି କହିବାକୁ ଚାହିଁ ହୋଇଗଲି ମୂକ ; 'ସର୍ବେ ଭବନ୍ତୁ…

ଭାଷା ଭାଗବତ : ଚାରିଥାକିଆ ଯୁକ୍ତାକ୍ଷର

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଚାରିଥାକିଆ ଯୁକ୍ତାକ୍ଷର ଓଡ଼ିଆ ନିମଂତେ ଦୁର୍ଭର ନିଷ୍କ୍ରିୟ, ଅଷ୍ଟ୍ରିଆ, ତାନ୍ତ୍ରିକ ' ସ୍କ୍ରୁଟିନି ', ତେଜସ୍କ୍ରିୟ ଦେଖ ଏଭଳି ଶବ୍ଦ ଶିଖେ ଶିଶୁ ମଥାରେ ପଶୁ କି ନ ପଶୁ ତିନିଥାକିଆ ଯୁକ୍ତାକ୍ଷର ରହିଛି ଅନେକ ପ୍ରକାର…

ସ୍ୱଳ୍ପ ଗଳ୍ପ : ଡ୍ୟୁଡୋରେଣ୍ଟ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୬୯ ଡ୍ୟୁଡୋରେଣ୍ଟର କଥା ମାନେ ଦେହର ଝାଳ କଥା ଅବଶ୍ୟ ଆସିବ। ଝାଳକୁ ନେଇ ଆମର ଅନେକ ଗୌରବଗାଥା ପ୍ରଚଳିତ ରହିଛି। ଅସଲରେ ଆମେ "ମୁଣ୍ଡ ଝାଳକୁ ତୁଣ୍ଡରେ ମାରିବା " ଭଳି ଯେତିକି ଯେତିକି ଆତ୍ମମୋହିତ ହେବା ଭଳି କଥାମାନ…

ପୁସ୍ତକ ପରିଚୟ : ନୀଳ ଅନୁରାଗ

କବିତା ସଙ୍କଳନ : ନୀଳ ଅନୁରାଗ କବି : କୃଷ୍ଣଚନ୍ଦ୍ର ମହଲା ପ୍ରକାଶକ : ମାରୁତି ପ୍ରିଣ୍ଟେକ୍ ଇଣ୍ଡଷ୍ଟ୍ରି ପୃଷ୍ଠା : ୧୫୮ ମୂଲ୍ୟ : ୧୫୦ ଓଡ଼ିଆ ସାହିତ୍ୟର କବିତା ବିଭାଗରେ କୃଷ୍ଣଚନ୍ଦ୍ର ମହଲା ଏକ ନିଆରା ଶବ୍ଦ ଶିଳ୍ପୀ। ତାଙ୍କ ଅସ୍ପଷ୍ଟ ଉଚ୍ଚାରଣକୁ ସେ କବିତା ମାଧ୍ୟମରେ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୨୩)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ଖୁବ ଡରିଯାଇଥଲେ ବି ସେ ଝିଅଟା ପୁଣି ତାତ୍ସଲ୍ୟ କରି କହିଲା, “ମୁଁ କିଛି ଭୁଲ୍ କହିନି । ଦେଖ ଏମାନେ କେମିତି ବ୍ୟବହାର କରୁଛନ୍ତି । ଅସଭ୍ୟ, ଅମାର୍ଜିତ...!” ସମୀରାକୁ ଏତେ ବେଳଯାଏଁ ଅଟକେଇ ରଖିଥିବା…