Latest Odisha News

BREAKING NEWS

Browsing Category

ସାହିତ୍ୟ

ମୋ ରଚିତ ଗଳ୍ପ ଓ କବିତା ପାଠକଙ୍କ ହୃଦୟ ଛୁଇଁଯାଉ : ଅନିମା ସ୍ମୃତିପ୍ରଜ୍ଞା

ଓଡ଼ିଆ ସାହିତ୍ୟର ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ ।ବୃତ୍ତିରେ ଶିକ୍ଷୟତ୍ରୀ ହେଲେ ମଧ୍ୟ ଓଡ଼ିଆ ସାହିତ୍ୟ ପ୍ରତି ସେ ବାଲ୍ୟକାଳରୁ ସମର୍ପିତ । ଓଡ଼ିଆ ସାହିତ୍ୟ ଜଗତର ‘ନବ ପ୍ରତିଭା’ ଅନିମା…

ଅଭୁଲା ଗୀତ : ମଧୁର ଏ ଚାନ୍ଦ ରାତି

ଗୀତ: ସାରଦା ପ୍ରସନ୍ନ ନାୟକ ସଙ୍ଗୀତ : ଶ୍ରୀକୁମାର ଗାୟନ: ନିର୍ମଳା ମିଶ୍ର କା, ୧୯୬୭ ମଧୁର ଏ ଚାନ୍ଦ ରାତି ହସେ ତାରା ଗଗନେ ଉଛୁଳେ ଯମୁନା ଛାତି ମିଳନର ଲଗନେ ଯାଅନା କାହ୍ନୁ ଯାଅନା ବେଣୁତାନେ ମାରି ଛୁରି ମାରି ଆଡ଼ ନୟନ ଲୁଚି ଖେଳ ଲୁଚକାଳି ଜାଳିଦେଲ ପରାଣ ଅଭିମାନୀ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୬୪)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ସାହିତ୍ୟ ଆଲୋଚନା ଶୁଣିବାପାଇଁ ସେ କେତେ ଉଦ୍‌ବିଗ୍ନ ରହୁଥିଲା । କିନ୍ତୁ ଯେଉଁଦିନଠାରୁ ଚନ୍ଦ୍ରଭାନୁଙ୍କର ଅମୀୟ ମୟୁଖ ତା’ ଜୀବନ ଆକାଶରୁ ଅଦୃଶ୍ୟ ହୋଇଗଲା, ସେହି ଦିନଠାରୁ ଜୀବନର ଏହି ଅପରିକଳ୍ପିତ, ଅନ୍ଧାର ପରିସରରେ…

କବିତା : କପାଳ ସାରା ଗାର

ରାଜ କିଶୋର ଦାସ ସବୁଥର ବାଇଶି ପାହାଚରୁ ହିଁ ହାତ ଛାଡିଦିଅ, ପାରମାଣିକ ଡରରେ ତ ଡରାଇ ଥାଅ ତା’ଠୁ ଅଧିକ ପରା, ପରଆପଣାର ହିସାବ ତମର! ଗୋଟି ପହଣ୍ଡିରେ ଖୁବ୍ ହଲିଦୋହଲି ବାହାର ଧାଡ଼ି ପହଣ୍ଡିରେ ଫେର, ହୃଦୟହୀନ, କେବେ ଫେରିକି ଚାହିଁଛ? ଥରେ ଦେଖିଛ! ଉଠିଆସୁଥିବା ଦୀର୍ଘଶ୍ୱାସକୁ…

ଭାଷା ଭାଗବତ : ଅପୂରଣୀୟ କ୍ଷତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଆଚାର, ବିଚାର, ସଂଚାର ନ କରି, ବିକାର ପ୍ରଚାର ସ୍ବେଚ୍ଛାଚାରୀର ସ୍ବାଧିକାର କରେନି କାହା ଉପକାର ଦେଖାଇ ନିଜ ମୁଖଛବି କେହି ତ ହୁଏନି ପ୍ରଭାବୀ ନିଜର ଅନର୍ଗଳ ବାଣୀ ଶୁଣାଇ ହୁଏନାହିଁ ଜ୍ଞାନୀ ଅନେକ ଜ୍ଞାନାଶ୍ରୟୀ ଜନ ରଖଂତି…

ଚିତ୍ରଶିଳ୍ପୀ ପ୍ରଫୁଲ୍ଲ ମହାନ୍ତି ପାଇଲେ ଦ୍ବିତୀୟ ‘ସୁକୁବିନା ସ୍ରଷ୍ଟା ସ୍ମାରକୀ ପୁରସ୍କାର’

ଭୁବନେଶ୍ୱର : ସୁକୁବିନା ସ୍ରଷ୍ଟା ସ୍ମାରକୀ ଟ୍ରଷ୍ଟ ପକ୍ଷରୁ ଲୋକପ୍ରିୟ କ୍ଷୁଦ୍ରଗଳ୍ପ ଲେଖକ ସୁଧୀର କୁମାର ବିଜୟେନ୍ଦ୍ର ନାରାୟଣଙ୍କ ଜୟନ୍ତୀ ସ୍ଥାନୀୟ ଜୟଦେବ ଭବନ ପରିସରରେ ପାଳିତ ହୋଇଯାଇଛି । ଏହି ଅବସରରେ ବିଶିଷ୍ଟ ସାହିତ୍ୟିକ ଶାନ୍ତନୁ ଆଚାର୍ଯ୍ୟଙ୍କ ଦ୍ୱାରା ଅନ୍ତର୍ଜାତୀୟ ଚିତ୍ରଶିଳ୍ପୀ…

ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ କବିତା ପାଠ ଉତ୍ସବ ‘ମଧୁ ମହୋତ୍ସବ’

ଭୁବନେଶ୍ବର : ଉତ୍କଳ ବିଶ୍ୱବିଦ୍ୟାଳୟର କ୍ରିଏଟିଭ୍ ରାଇଟିଂ କ୍ଲବ ପକ୍ଷରୁ ‘ମଧୁ ମହୋତ୍ସବ’ ଶୀର୍ଷକରେ ଏକ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବ୍ରଜ ସୁନ୍ଦର ମିଶ୍ର ଏବଂ ନିର୍ଝରିଣୀ ତ୍ରିପାଠୀଙ୍କ ପରିଚାଳନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ର ମଙ୍ଗଳ ନିର୍ଦ୍ଦେଶିକା ମିତାଲି…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୬୩)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ବର୍ତ୍ତମାନ କିନ୍ତୁ ତାଙ୍କର ଭାରାକ୍ରାନ୍ତ ମସ୍ତିଷ୍କ ଆଉ ବେଶୀ ସହ୍ୟ କରିପାରୁନାହିଁ । ଓଃ..., ଏ କାନ୍ଥ, ପ୍ରାଚୀର, ଘରର ଆସବାବପତ୍ର ସବୁ ଯଦି ମଣିଷର ଯବଣାକୁ ଶୁଣି ସମବେଦନା ଜଣାଇ ପାରନ୍ତେ, ତେବେ ସେ ଏଇ…

ଭାଷା ଭାଗବତ : ଅଶୁଣା ଶବ୍ଦ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଅଶୁଣା ଶବ୍ଦ ବ୍ୟବହାର କରିଲେ ଭାବନା ସଂହାର ହୁଏନି କାହା ଉପକାର ଲେଖକେ କରଂତୁ ବିଚାର 'ଭୋକ'କୁ କହିଦେଲେ 'କ୍ଷୁଧା' ମିଳେନି କୌଣସି ସୁବିଧା ଶବ୍ଦାର୍ଥ କରିଲେ ସଂଧାନ ପାଠକ ହୁଏ ହଇରାଣ 'ଲାଜ'କୁ କହୁଁ ଯଦି 'ବ୍ରୀଡ଼ା' କିଏ…

ସନେଟ : କୃଷ୍ଣଚୂଡ଼ା

ରବି ପଣ୍ଡା  ଏ' ଯେଉଁ କୃଷ୍ଣଚୂଡ଼ା କୁରୁକୁରୁ ହସୁଛି ଖରାରେ ଫୁଲେଇଟେ ଭାରି ବୋଲି ଜଣାଏ ତା'ରଙ୍ଗର ଡହକ ମରିଚିକା ପରି ତା'ର ଆକର୍ଷଣ, ମନଟାକୁ ଆନମନା କରେ ପଥ ପ୍ରାନ୍ତେ ଠିଆ ବାରନାରୀ , ଯେପରିକି ଖୋଜଇ ଗ୍ରାହକ। ସତରେ ସେ'ଭାରି ନୀରିମାଖି, ଦୁଃଖଲାଗେ,ଭାବିଲେ ତା'କଥା ରୂପକୁ…