Latest Odisha News

BREAKING NEWS

Browsing Category

ସାହିତ୍ୟ

ଅନୁବାଦ କବିତା : ଯିବା ମୁହୂର୍ତ୍ତରେ

ମୂଳ ବଙ୍ଗଳା : ଶ୍ୟାମସୁର ରାହମାନ ମଣିଷଟେ ଯେତେ ବି ଖିଆଲି ନିର୍ବିକାର ବା ଉଦାସୀ ହୋଇଥାଉ ଯେତେବେଳେ ସେ ନିଜ ନିବାସ ଛାଡ଼ି ଦୁରକୁ ବହୁ ଦୁରକୁ ଚାଲିଯାଏ ଅବା ତାକୁ ଅନ୍ୟ କେଉଁ ଦେଶକୁ ଯିବାକୁ ପଡ଼େ, ତେବେ ସେ ମ୍ଳାନହସ ସହ କ'ଣ ଚିନ୍ତା କରେ କହିବା ମୁସ୍କିଲ୍ ସତରେ। ସେ କଣ…

ଭାଷା ଭାଗବତ : ନିରବ ଜଣାଣ

ପ୍ରଫୁଲ୍ଲ କୁମାର ତ୍ରିପାଠୀ ଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପ୍ରଭୁ ତ ନିରବ ଭାବନା ବୁଝଂତି, ଯେଣୁ ମୋତେ ଜଣା କରିବିନାହିଁ ମୁଁ ଚିତ୍କାର ପ୍ରାର୍ଥନା ଗାଇ ବାରଂବାର କରିଛିଁ ସମୂହ ପ୍ରାର୍ଥନା ପ୍ରଭୁଂକୁ ସବୁ କିଛି ଜଣା ତେଣୁ କରିଲେ ଆଡ଼ଶୁଣା ଏବେ ପଡ଼ୁଛି ମୋତେ ଜଣା…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୨୬)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଇସ୍ପାତ ନଗରୀର ନିର୍ଜନ ରାଜପଥ, ରେଷ୍ଟୁରାଣ୍ଟ , ପାର୍କର ମନୋଜ୍ଞ ପରିବେଶରେ ଦୁଇଟି ହୃଦୟ ବେଶ୍ କିଛିଦିନ ଗଢ଼ିଚାଲିଲେ ପ୍ରେମର ମୀନାର । ସେଦିନ ନୂଆବର୍ଷର ପ୍ରଥମ ଦିନରେ, ହୋଟେଲର ନିଭୃତ କୋଠରି ଭିତରେ ବସି ଅତି…

ସର୍ବୋଚ୍ଚ ଅନୁଗ୍ରହ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ଅନ୍ୟର ଦୁଃଖ ଦେଖି ଯେଉଁ ମନୋବେଗ ସୃଷ୍ଟି ହୁଏ ତାହା ଅନୁଗ୍ରହ । ସମସ୍ତ ପ୍ରକାରର ପ୍ରତିକୂଳ ପରିସ୍ଥିତି ଓ ବିପଦକୁ ଦୂର କରି ଯିଏ ସାହାଯ୍ୟ କରେ, ଈଶ୍ୱର ତା ଉପରେ ସନ୍ତୁଷ୍ଟ ହୁଅନ୍ତି ଓ ତାକୁ ସାହାଯ୍ୟ କରନ୍ତି । ଜଣେ ବ୍ୟକ୍ତି…

କବିତା : ଦେଶ

ଶ୍ରଦ୍ଧାଞ୍ଜଳି ପଣ୍ଡା  ଭିଡ ଭିତରେ ଜାତୀୟ ସଙ୍ଗୀତର ଧାଡିସବୁ ଉଚ୍ଚାରଣ କରି...ଦେଶ ଭାବୁଛି ସେ କାଳେ ପ୍ରାପ୍ତି କରିଛି ସ୍ୱାଧୀନତାର ବୀଜମନ୍ତ୍ର ।। ଲ୍ୟାଣ୍ଡ ମାଇନ୍ ଉପରେ.... ତାର ହଳେ ପାଦକୁ ଥୋଇଦେଇ ସେ ଖୋଜୁଛି ସଫଳତାର ଶୀର୍ଷକୁ ପହଞ୍ଚିବାର ରାସ୍ତା ।। ଜଞ୍ଜିର…

ଭାଷା ଭାଗବତ : ଅଦ୍‌ଭୁତ ପ୍ରକ୍ରିୟା

ପ୍ରଫୁଲ୍ଲ କୁମାର ତ୍ରିପାଠୀ ଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଅନ୍ୟର ଲୁହକୁ ଅତର ବୋଲି ଯେ କରଇ ବିଚାର ସେ ହିଁ କଂଦାଏ ଅହରହଃ ତା'ଠାରୁ ନିଜ ଦୂରେ ରହ ବଳବଂତ ହୁଏ ବିଜୟୀ ସଂସାର ରୀତି ଅନୁଯାୟୀ ଯୋଗ୍ୟତମର ଉଦ୍‌ବର୍ତନ ଏହାର ନାମ ବିବର୍ତନ ମଣିଷ ପ୍ରକ୍ରିୟା ସଂଭୂତ…

ସହରୀ ଭୋଜି

ଶ୍ରୀମାନ ସର୍ବଗିଳାଙ୍କ ଲଘୁକଥା ଗିରିଆ, ଶିରିଆ ଏକା ଗାଁର ଦୁଇସାଙ୍ଗ ହେଲେବି ଶିରିଆ ସହରରେ ରହି ସରକାରୀ ଅଫିସର ହେବାଦିନରୁ ଶ୍ରୀଧର ବାବୁ ସମ୍ବୋଧିତ ହେଲେ । ମାତ୍ର ଗିରିଆ ଗାଁ ରେ ରହି ଚାଷ ବାସ କଲାରୁ ଗିରିଧାରୀ ଡାକ ଶୁଣିବା ସମ୍ଭବ ହେଲାନାହିଁ । ଶ୍ରୀଧର ବାବୁ ଯେବେ ଗାଁକୁ ଆସୁଥିଲେ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୨୫)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଆସନ୍ନ ସନ୍ଧ୍ୟାର ଆଗମନ ଦେଖି ଚନ୍ଦ୍ରଭାନୁ ଘରକୁ ଯିବା ପାଇଁ ଉଦ୍ୟତ ହେଲେ । ଛଳଛଳ ଆଖି ନେଇ ଉମା ତାଙ୍କ ପଥ ଓଗାଳିଲା । କଣ୍ଠରେ ତା’ର ଥିଲା ସୀମାହୀନ କାରୁଣ୍ୟ-ତମେ ମତେ ବିବାହ କରିବ ନା ? - କାହିଁକି ? ଏବେ ବି…

କବିତା: ଶବ୍ଦର ଶତାବ୍ଦୀ

ଡମ୍ବରୁଧର ବେହେରା ତୁମ ନୀରବତାର ଅକୁହା କଥା ମୋ ହୃଦୟରେ ଭରଦିଏ ଅନେକ ବ୍ୟଥା ଯେମିତି ଛୁଇଁଦେଲେ ମଉଳି ଯାଏ ଆମ ବାରିପଟେ ଥିବା ଲାଜକୁଳୀ ଲତା... ଏହାର ମାନେ ନୁହଁ ଯେ ତୁମେ ଶବ୍ଦର ଶତାବ୍ଦୀ ରୀତି,ନୀତି, ରତି ଆଦି ଅନ୍ତର,ବହିର୍ଗତ ବୁଦ୍ଧି ରକ୍ତ,ହାଡ଼,ମାଂସ ଗଢା ଆମ ଅଗଣାର…

ଭାଷା ଭାଗବତ : ଭାବନାର ଘର

ପ୍ରଫୁଲ୍ଲ କୁମାର ତ୍ରିପାଠୀ ଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଯେମିତି ଲୋକଂକୁ ଲାଗଇ ତାକୁ ବାସ୍ତବ ମାନିନେଇ କରିଲେ ଜୀବନ ଯାପନ ଦୁଃଖଭରା ହୁଅଇ ମନ ଇଂଦ୍ରିୟାଶ୍ରିତ ହେଲେ କାୟା ଜଣା ପଡ଼ଇ ଯେତେ ଯାହା ତହିଁର ଗୁଣ ବା ଦୁର୍ଗୁଣ କରିହୁଏନି ଅନୁମାନ ଜିଭକୁ ଲାଗିଲେ ସୁଆଦ…